Category: Education

କ୍ୟାଡର ରୁଲ ପ୍ରଣୟନ ନ ହେଲେ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଅଚଳ ସହ ଆନ୍ଦୋଳନର ଚେତାବନୀ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଆଇ.ଆର.ସି ଭିଲେଜ ସ୍ଥିତ ସରକାରୀ ବିଦ୍ୟାଳୟରେ ଓଡିଶା ଶିକ୍ଷା ସେବା ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସଂଘର ସଭାପତି ପ୍ରଦୀପ କୁମାର ନାୟକଙ୍କ

ଲିଟିଲ୍ ଡ଼ାଇମଣ୍ଡ ଡ଼୍ୟାନ୍ସ ଷ୍ଟୁଡ଼ିଓ ପକ୍ଷରୁ ଶିଶୁ ଦିବସ ପାଳନ…

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ଭାରତୀ ସେଲିବ୍ରେସନ ଠାରେ ଲିଟିଲ୍ ଡ଼ାଇମଣ୍ଡ  ଡ଼୍ୟାନ୍ସ ଷ୍ଟୁଡ଼ିଓ ପକ୍ଷରୁ ଗତ ନଭେମ୍ବର ୧୪ ତାରିଖରେ ମହାସମାରୋହରେ  ଶିଶୁ ଦିବସ ପାଲନ  ହୋଇଥିଲା  । ‘ଆମେ ତ ଭାଗ୍ୟବାନ ପିଲାରେ’

ନୂତନ ଡିପିସି ବିନିତା ସେନାପତିଙ୍କ ଦାୟିତ୍ୱ ଗ୍ରହଣ ….

ଛତ୍ରପୁର(ସମୃଦ୍ଧ ଓଡିଶା ) ଗଞ୍ଜାମ ଜିଲ୍ଲାର ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଭାବେ (ଡ଼ିପିସି ) ବିନିତା ସେନାପତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ଦାୟିତ୍ୱରେ

ଢେଙ୍କାନାଳରେ ଜାତୀୟ ଶିକ୍ଷା ଦିବସ ପାଳନ ହୋଇଯାଇଛି …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ଗତ ରବିବାର ଦିନ ପୌରାଞ୍ଚଳର ୨ନଂ ୱାର୍ଡରେ ଅବସ୍ଥିତ ଡ. ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟର ପରିସରରେ ଜାତୀୟ ଶିକ୍ଷା ଦିବସ ପାଲନ  ହୋଇଯାଇଛି । ଏହି ଉପଲକ୍ଷେ

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ’ସୁରଭି’ଉଦଯାପିତ:କରାତଳୀ ୟୁପିସ୍କୁଲ ରାଜ୍ୟ ପ୍ରତିଯୋଗିତାକୁ ମନୋନୀତ…

ଛତ୍ରପୁର (ସମୃଦ୍ଧ ଓଡିଶା)ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଛତ୍ରପୁର ଆନ.ସ୍ଲୋ ଶିକ୍ଷା ଅନୁଷ୍ଠାନରେ ଆଜି ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇଂ ସିଦ୍ଧାର୍ଥ

ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ପୁସ୍ତକ ମେଳା

ଭୁବନେଶ୍ୱର (ସମୃଦ୍ଧ ଓଡିଶା)- ଆସନ୍ତା ବର୍ଷ ଫେବୃଆରୀ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ବିଶ୍ୱସ୍ତରୀୟ ପୁସ୍ତକମେଳା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଏସଏମଆଇଟିର ମେକାନିକଲ ବିଭାଗରେ ତିନିଦିନିଆ ନନ ଡିଷ୍ଟ୍ରକ୍ଟିଭ ଟେଷ୍ଟିଙ୍ଗ ଶିବିର ଅନୁଷ୍ଠିତ

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା / ରବି ପଟ୍ଟନାୟକ)ସଞ୍ଜୟ ମେମୋରିଆଲ ବୈଷୟିକ ଶିକ୍ଷା ଅନୁଷ୍ଠାନ (ଏସଏମଆଇଟି)ଚଣ୍ଡିପଦର ମେକାନିକାଲ ଡିଗ୍ରୀ ଇଞ୍ଜିନିୟରିଂ କଲେଜର ଆଜି ମେକାନିକାଲ ବିଭାଗ ତରଫରୁ ଏକ ତିନିଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ

ଗୋପବନ୍ଧୁଜୟନ୍ତୀ ପାଳନହେଲା ଢେଙ୍କାନାଳରେ

ଢେଙ୍କାନାଳ (ଶୁଭମ ପାଣି) ରାଜ୍ୟରେ ବିଭିନ୍ନ ସ୍ଥାନରେ ଗୋପବନ୍ଧୁ ଜୟନ୍ତୀ ପାଳନ ହୋଇଯାଇଛି । ତାଙ୍କର ଗତକାଲି ହଉଚି 142ତମ ଜନ୍ମ ଦିବସ ଥିଲା । ସେହି ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ

ସତ୍ୟବାଦୀରେ ଓଡ଼ିଆ ବିଶ୍ଵବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ ଆଜି ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳବନଠାରେ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ

ପୋଲସରାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୧୮”ରେ ବିଧାୟକ ଶ୍ରୀକାନ୍ତ ସାହୁ

ଛତ୍ରପୁର :ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୧୮” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବିଧାୟକ ତଥା ଗଞ୍ଜାମ

ରାୟଗଡାର ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲରେ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା(ତୁଷାର ରଞ୍ଜନ ସାହୁ) : ରାୟଗଡା ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦ ଆନୁକୂଲ୍ୟରେ ଜିଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସାଇନ ଏ ଡାଏ ଘୋଷଣା କଲେ କର୍ତ୍ତୃପକ୍ଷ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ଆଜି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟକୁ ସାଇନ ଏ ଡାଏ ଘୋଷଣା କରିଛନ୍ତି। ଏହା ସହିତ ହଷ୍ଟେଲ୍‌ ଖାଲି

ଛାତ୍ର ସଂସଦ ନିର୍ବାଚନ ହିଞ୍ଜିଳିକାଟୁରେ ସଭାପତି ପଦ ପାଇଁ ୫ ପ୍ରଦିଦ୍ୱନ୍ଦୀ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ  ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ମାହୋଲ ସରଗରମ ହୋଇ ଉଠିଛି । ଗୁରୁବାର ଶାନ୍ତି ଶୃଙ୍ଖଳାର ସହିତ ନାମାଙ୍କନ ପ୍ରକ୍ରିୟା

ଢେଙ୍କାନାଳ ଜିଲ୍ଲା ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ

ଢେଙ୍କାନାଳ (ଶୁଭମ ପାଣି) ଗଁଦିଆ ବ୍ଲକ ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ନେତୃତ୍ୱରେ ଗାନ୍ଧିଜୀଙ୍କ

ଢେଙ୍କାନାଳ ଡ଼ଃ ଦାଶରଥି ମିଶ୍ର ହାଇସ୍କୁଲରେ ଗାନ୍ଧୀଜୟନ୍ତୀ ଅବସରରେ ସ୍ୱଛଭାରତ ଅଭିଯାନ

ଢେଙ୍କାନାଳ(ଶୁଭମ ପାଣି) ଢେଙ୍କାନାଳ ପୌରାଞ୍ଚଳର ଡ଼ଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ଓ ଶାସ୍ତ୍ରୀଜୟନ୍ତୀ ପାଳନ ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ରଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା

ସ୍ୱଚ୍ଛ କ୍ୟାମ୍ପସ୍ ରାଙ୍କିଂ -୨୦୧୮ରେ ତୃତୀୟ ସ୍ଥାନରେ ସୋଆ ବିଶ୍ଵବିଦ୍ୟାଳୟ

ଭୁବନେଶ୍ୱର (ଆକାଶ ମିଶ୍ର )-ଶିକ୍ଷାନୁଷ୍ଠାନ ପରିସରରେ ସ୍ୱଚ୍ଛତା ଲାଗି ଆଉ ଏକ ସଫଳତା ହାତେଇଛି ଶିକ୍ଷା ଓ ଅନୁସନ୍ଧାନ ଡିମ୍‍ଡ ବିଶ୍ୱବିଦ୍ୟାଳୟ । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ

ପ୍ରକାଶ ପାଇଲା ବିଜ୍ଞପ୍ତି : କଲେଜ କ୍ୟାମ୍ପସ ଚଳଚଞ୍ଚଳ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଥିବା ସମସ୍ତ ଯୁକ୍ତ ୩ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଲିଙ୍ଗଡୋ କମିଶନଙ୍କ ନିୟମ ମଧ୍ୟ

ଚଳିତ ବର୍ଷ ବାଣୀବିହାରରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାଣୀବିହାରରେ ଏଥର ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଛାତ୍ର ସଂସଦ ଉପଦେଷ୍ଟା ବସନ୍ତ କୁମାର ମଲ୍ଲିକ ଏ ସଂର୍ପକରେ ସୂଚନା ଦେଇଛନ୍ତି ।

ଏଜୁକେସନ ୱାର୍ଲଡ ଉତ୍ସବରେ ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ସପ୍ତମ ସ୍ଥାନ ବଜାୟ ରଖିଛି

ଢେଙ୍କାନାଳ (ଶୁଭମ ପାଣି) ଦିଲ୍ଲୀ ପବ୍ଲିକ ସ୍କୁଲର ଢେଙ୍କାନାଳ ଶାଖା ଶିକ୍ଷାଦାନ କ୍ଷେତ୍ରରେ ଉନ୍ନତିର ମାଇଲିଖୁଣ୍ଟ ଅତିକ୍ରମ କରିଚାଲିଛି ।ଏଜୁକେସନ ୱାର୍ଲଡ ଦ୍ୱାରା ଆୟୋଜିତ ଭାରତୀୟ ଉତ୍ତମ ସ୍କୁଲ ଚୟନରେ 2018-19

ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ଵିତୀୟ କ୍ୟାମ୍ପସ ନେଇ ବଢୁଛି ଅସନ୍ତୋଷ

ଭୁବନେଶ୍ବର : ରମାଦେବୀ ବିଶ୍ଵବିଦ୍ୟାଳୟ ର ଦ୍ଵିତୀୟ କ୍ୟାମ୍ପସ୍ ପ୍ରତିଷ୍ଠା ନେଇ ବଢୁଛି ଅସନ୍ତୋଷ। ଗୁୁରୁବାର ବିଶ୍ୱବିଦ୍ୟାଳୟର ନୂଆ ହଷ୍ଟେଲ ଉଦଘାଟନ ସମୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦ୍ଵିତୀୟ କ୍ୟାମ୍ପସ୍

ବିନା ତାରରେ ବଲ୍‌ବ ଜଳୁଛି, ମୋବାଇଲ୍‌ ଚାର୍ଜ ବି ହେଉଛି,ଦେଖନ୍ତୁ ନୁଆଁପଡାର ଏହି ବୈଜ୍ଞାନିକଙ୍କୁ

ଖଡିଆଳ: ବିନା ତାରରେ ବିଜୁଳି ବଲ୍‌ବ ଜଳୁଛି, ମୋବାଇଲ ଫୋନ୍ ବି ଚାର୍ଜ ହୋଇ ପାରୁଛି। ଏଭଳି ଏକ କୌଶଳ ଉଦ୍ଭାବନ କରିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣୀମୁଣ୍ତା

ଦେଶର ସମୃଦ୍ଧି ପାଇଁ ସ୍ୱଦେଶୀ ହିଁ ଏକମାତ୍ର ପନ୍ଥା ଖୋର୍ଦ୍ଧାରେ ସ୍ୱଦେଶୀ ସପ୍ତାହ ଉଦ୍ଘାଟିତ

ଖୋର୍ଦ୍ଧା (ଆକାଶ ମିଶ୍ର)-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ପାଳନ ହେବାକୁ ଥିବା

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ପ୍ରାର୍ଥୀ ଘୋଷଣା କଲା ଏବିଭିପି

ଭୁବନେଶ୍ୱର(ଆକାଶ ମିଶ୍ର): ପାଖେଇ ଆସୁଛି ଛାତ୍ର ସଂସଦ ନିର୍ବାଚନ । କଲେଜ କ୍ୟାମ୍ପସରେ ରାଜନୀତିର ଉଷ୍ମତା ସାଙ୍ଗକୁ ନିର୍ବଚନୀ ରଣନୀତୀ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଲାଣି । ରାଜଧାନୀର ପ୍ରମୁଖ କଲେଜ

ୟୁରୋପୀୟ ସଂଘ ରାଷ୍ଟ୍ରଦୂତଙ୍କ କିଟ ଓ କିସ ପରିଦର୍ଶନ

ଭୁବନେଶ୍ୱର (ଆକାଶ ମିଶ୍ର)- ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ଥୋମାସ କଜଲାଓସ୍କି ସୋମବାର କିଟ୍ ଓ କିସ୍ ପରିଦର୍ଶନ କରିଥିଲେ । ସେ କିଟ୍ର ବିଭିନ୍ନ କ୍ୟାମ୍ପସ୍ ବୁଲି

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇ ୫୦୦ ଛାତ୍ରଛାତ୍ରୀଙ୍କ ଧାରଣା

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ନୂଆକଟସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି। ଏହି ବିଦ୍ୟାଳୟରେ

ସତ୍ୟବାଦୀର ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ବୈଠକରେ ପଞ୍ଚାସଖାଙ୍କ  କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି।

ଗୁରୁଦିବସରେ ଜାତୀୟ ପୁରାସ୍କାର ପାଇବାକୁଥିବା ଗୁରୁମାନଙ୍କୁ ମୋଦିଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ- ଗୁରୁଦିବସରେ ଜାତୀୟପୁରାସ୍କାର ପାଇବାକୁ ବିବେଚିତ ହୋଇଥିବା ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଃମନ୍ତ୍ରଣା ପ୍ରଦାନ କରୁଛନ୍ତି । ଗୁରୁହେଉଛନ୍ତି ପ୍ରକ୍ରୁତମାନବ ପାଇଁ ଦିଗ୍ଦର୍ଶକ, ଗୁରୁ ସବୁବେଳେ ଗୁରୁ ହୋଇରହିବ

୨୦୨୦-୨୧ରୁ ମାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଅଣାଯିବ।

ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା। ୨୦୨୦-୨୧ରୁ ମାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ହେବ ପରିବର୍ତ୍ତନ। ଓଏମ୍‌ଆର୍‌ ସିଟ୍ ଓ ମଲ୍ଟିପୁଲ୍‌ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଢାଞ୍ଚା ଉଠି ୫୦ ମାର୍କର ଅବ୍‌ଜେକ୍‌ଟିଭ୍‌ ଓ

ଦକ୍ଷିଣ ଓଡିଶା ବିକାଶ ପରିଷଦ ଆନୁକୂଲ୍ୟରେ ଶ୍ୟାମଳାୟୀ ଛକରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ: ଶନିବାର ହିଞ୍ଜିଳିକାଟୁ ନିକଟ ମା ଶ୍ୟାମଳାୟୀ ଛକଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ଆଖପାଖ ଅଞ୍ଚଳର 486 ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ