Category: Education

ସେଣ୍ଟ୍ରାଲ ବ୍ୟାଙ୍କରେ ସ୍ୱାୟଂସହାୟକ ଗୋଷ୍ଠୀ, ବ୍ୟାଙ୍କ ଓ ଓଡିଶା ଜିବୀକା ମିଶନର ସମନ୍ନୟ ମେଳା….

ଜଳେଶ୍ୱର(ସମୃଦ୍ଧ ଓଡିଶା )ଆଜି ଜଳେଶ୍ବର ବ୍ଲକ ଅନ୍ତର୍ଗତ ସେଣ୍ଟ୍ରାଲ ବ୍ୟାଙ୍କ ପରିସରରେ ବ୍ୟାଙ୍କ କର୍ତ୍ତୃପକ୍ଷ, ଓଡିଶା ଜିବୀକା ମିଶନର ସହଯୋଗରେ ଏକ ସମନ୍ନୟ ମେଳା ଅନୁଷ୍ଠିତ ହୋଇ ଯାଇଛି ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ରେ ଅଗ୍ନିକାଣ୍ଡ ଘଟଣାରେ ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ସମସ୍ୟା ହେବନି ବୋଲି କହିଲେ ଜିଲ୍ଲାପାଳ….

ସମ୍ବଲପୁର(ସମୃଦ୍ଧ ଓଡିଶା )ସମ୍ବଲପୁର ଜେଲ ଛକ ନିକଟରେ ଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ରେ ଗତ ବୁଧବାର ଅପରାହ୍ନରେ ଦୁର୍ବୃତ୍ତମାନେ ପଶି ନିଆଁ ଲଗାଇ ଦେଇଥିଲେ। ମାଧ୍ୟମିକ

ନେତାଜୀ ସୁଭାଷ ବୋଷ କନିଷ୍ଠ ମହା ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର…

ଫୁଲବାଣୀ(ସମୃଦ୍ଧ ଓଡିଶା )କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ କନିଷ୍ଠ ମହାବିଦ୍ୟାଳୟରେ ଗୁରୁବାର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଇଥିଲା ଏହି ଶିବିରକୁ ବାଲିଗୁଡା

ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ରକ୍ତଦାନ ଶିବିର…

ପଶ୍ଚିମବାର୍ଡ(ସମୃଦ୍ଧ ଓଡିଶା )ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗରପାଟଣା ପଂଚାୟତର ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଆଜି ପୂର୍ବାହ୍ନରେ

ଜଳେଶ୍ୱର ଓଷ୍ଟା ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ଉଦଯାପିତ …

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା ) ଜଳେଶ୍ୱର ଓଷ୍ଟା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ଆଜି ସଂଧ୍ୟାରେ ବାଗପୁଞ୍ଜି ଶ୍ରୀ ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍ଯାପିୀତ ହୋଇ

କିରାଣୀ ସୂର୍ଯ୍ୟମଣି ବେହେରାଙ୍କ ବଦଳିକୁ ନେଇ ଦିଗପହଣ୍ଡି ପ୍ରାଥମିକ ଶିକ୍ଷକ ମହଲରେ ଅସନ୍ତୋଷ: ବଦଳି ବାତିଲ କରିବାକୁ ଦାଵୀପତ୍ର ପ୍ରଦାନ …

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜନୈକ କିରାଣୀ ସୂର୍ଯ୍ୟମଣି ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବାରୁ ପ୍ରାଥମିକ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୂର୍ଯ୍ୟମଣି

ସୁଲକ୍ଷଣା ଦେବୀ ସରକାର ବାଳିକା ଉଚ୍ଚ ବିଦ୍ୟାଳୟର ବୈଠକ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଅଭିଭାବକ ଓ ଅଭିଭାବକା ତଥା ବରିଷ୍ଠ ନାଗରିକ ମଞ୍ଚର ସଭ୍ୟମାନଙ୍କୁ ନେଇ ଆଜି ସ୍ଥାନୀୟ ଦଧିବାମନ

ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପରିବେଶ କ୍ଲବର କପିଳାସ ବିଜ୍ଞାନ କେନ୍ଦ୍ର ଓ ପ୍ରାଣୀ ଉଦ୍ୟାନ ପରିଭ୍ରମଣ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁର ପରିବେଶ କ୍ଳବର ଛାତ୍ରଛାତ୍ରୀମାନେ କପିଳାସ ବିଜ୍ଞାନ କେନ୍ଦ୍ର ଓ ପ୍ରାଣୀ ଉଦ୍ୟାନ ପରିଭ୍ରମଣ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ

ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ରାଇବଣିଆ ସ୍ଥିତ ତେଘରୀ ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ଶିବିର ଉଦଯାପିତ ହୋଇଯାଇଛି । ଏହି

କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଜୋତା ଓ ପୋଷାକ ବିତରଣ ଦିବସ ପାଳନ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଜୋତା ଓ ପୋଷାକ ବଣ୍ଟନ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର

ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଉଦଘାଟିତ…

ଗୋପାଳପୁର (ସମୃଦ୍ଧ ଓଡିଶା) କନିସି ସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଗତକାଲି ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଓ ପ୍ରୋଜେକ୍ଟ ପ୍ରତିଯୋଗିତା ଉଦଘାଟିତ

ଜଳେଶ୍ୱର ସ୍ଥିତ ସାନ୍ତିଆ ସରକାରୀ ଉ.ପ୍ରା.ବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ସ୍ଥିତ ସାନ୍ତିଆ ସରକାରୀ ଉ.ପ୍ରା. ବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ ୮ ତାରିଖ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗୀତା

ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୋ ସ୍କୁଲ ଅଭିଯାନ ଗଞ୍ଜାମ ଜିଲ୍ଲାସ୍ତରୀୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

ଡିଏଭି ପବ୍ଲିକ ସ୍କୁଲର ୩୦ତମ ବାର୍ଷିକ ଉତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲର ୩୦ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହା

ଗୋପାଳ କୃଷ୍ଣ ବିଜ୍ଞାନ ମହା ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଉଦଘାଟିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅର୍ନ୍ତଗତ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।

ଗୁଡ୍ ନ୍ୟୁଜ ଇଣ୍ଡିଆ ଡ୍ରିମ ସେଲଟର ଖାନ ତଲାସ ଜାରି : ଅନ୍ତେବାସୀଙ୍କୁ ବ୍ରହ୍ମପୁର ସିଡବ୍ଳ୍ୟୁସିକୁ ସ୍ଥାନାନ୍ତର…

ଛତ୍ରପୁର (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗୁଡ଼୍ ନ୍ୟୁଜ ଇଣ୍ଡିଆର ଡ୍ରିମ୍ ସେଲଟର ପକ୍ଷରୁ ପରିଚାଳିତ ସେଲଟରରେ ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ହେବାରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ

ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ମଣ୍ଡଳ ସ୍ତରୀୟ କର୍ମଶାଳା ‘ସୁରକ୍ଷା-କାର୍ଯ୍ୟପନ୍ଥାର ଏକ ଅବିଛିନ୍ନ ଅଙ୍ଗ’ଶୀର୍ଷକ ଉପରେ ଆଲୋଚନା ଚକ୍ର …

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରି ପରିସରରେ ରାଜ୍ୟ ସରକାରଙ୍କ directorate of factories & boilers, ଆନୁକୂଲ୍ୟରେ ଏକ ମଣ୍ଡଳ ସ୍ତରୀୟ କର୍ମଶାଳାରେ ‘ସୁରକ୍ଷା-କାର୍ଯ୍ୟପନ୍ଥାର ଏକ

ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭିନ୍ନକ୍ଷମ ମାନଙ୍କୁ ଆଇନଗତ, ଅର୍ଥନୈତିକ ଅଧିକାର ଦେବା ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ଯତ୍ନଶୀଳ ହେବା ପାଇଁ ବିଶ୍ୱ

ନିର୍ବାଚନ ମଣ୍ଡଳୀସ୍ତରୀୟ ଦିବ୍ୟାଙ୍ଗ ସହାୟତା ବୈଠକରେ ପୋଲସରା ବିଧାୟକ …

ଛତ୍ରପୁର(ସମୃଦ୍ଧ ଓଡିଶା )ପୋଲସରା କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଦିବ୍ୟାଙ୍ଗ ସହାୟତା ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ବିଧାୟକ

ପାଲୁର ହିଲରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ …

ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଳତି ପଞ୍ଚାୟତ ଅଧ୍ୟନସ୍ଥ ପାଲୁର ହିଲରେ ୭.୬୫ ଏକର ଜମିରେ ପାଇଁ ୪୦ କୋଟି ଟଙ୍କାରେ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ

ଛତ୍ରପୁର ବ୍ଲକରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ବ୍ଲକରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀଙ୍କ ପୈାରହିତ୍ୟ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗତକାଲି ଗଜପତି ଜିଲ୍ଲା ଆଲୁରୀନଗରରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଷଷ୍ଠତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା  । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ଅଧ୍ୟକ୍ଷତା କରି   ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟକୁ

ଏସ.ଏମ.ଆଇ.ଟି. ସଭାପତି ଡ଼ଃ. ଭଗବାନ ଗନ୍ତାୟତଙ୍କୁ ଦିଲ୍ଲୀରେ ଜାତୀୟ ପୁରସ୍କାରରେ ସମ୍ମାନୀତ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ସଞ୍ଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ (ଏସ.ଏମ.ଆଇ.ଟି)ର ସଭାପତି ଡ଼ଃ. ଭଗବାନ ଗନ୍ତାୟତଙ୍କୁ ‘ଦି ଇକୋନାମିକ ଫାର ହେଲଥ ଏଣ୍ଡ ଏଡୁକେଶନ ଗ୍ରୋଥ’ ନୂଆଁଦିଲ୍ଲୀ ତରଫରୁ

“ଗ୍ଲୋବାଲ ନେଟୱାର୍କ” ପକ୍ଷରୁ ଆଲୋଚନା ଚକ୍ର : ମହାକାଶରେ ଶାନ୍ତି ବଜାୟ ପାଇଁ ଆହ୍ୱାନ…

ଛତ୍ରପୁର (ସମୃଦ୍ଧ ଓଡିଶା )ଛତ୍ରପୁର ପବ୍ଲିକ ସ୍କୁଲ  ଠାରେ ଗ୍ଲୋବାଲ ନେଟୱାର୍କ ପକ୍ଷରୁ  ‘ମହାକାଶରେ ଶାନ୍ତି ବଜାୟ’ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର   ଅବସରପ୍ରାପ୍ତ  ଡିଆଇ ନିରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ

ପ୍ରାଥମିକ ଶିକ୍ଷକଙ୍କୁ ସହାୟତା ଘୋଷଣା …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷକ ମାନଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କିଟ ବିଶ୍ଵ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳକୁ ନେଇ ଏବିଭିପି ଘୋର ନିନ୍ଦା କଲା …

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଗତ ୨୩ ନଭେମ୍ବରରୁ ଭୁବନେଶ୍ୱର ଘରୋଇ ବିଶ୍ୱବିଦ୍ୟାଳୟ କିଟ୍ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଯେଉଁ ଗଣ୍ଡୋଗୋଳ ହୋଇଥିଲା ତାହା ବର୍ତମାନ ଭୁବନେଶ୍ୱରର ଶୈକ୍ଷିକ

ଢେଙ୍କାନାଳ ବି ବି ହାଇସ୍କୁଲରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଜାତୀୟ ବ୍ରଜନଥ ବଡଜେନା ଉଚ୍ଚ ବିଦ୍ୟାଳୟରେ ୩୦ ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ  ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶ୍ରୀ