Category: Important News

ମତଦାନ ତଥ୍ୟ ସାର୍ବଜନନୀନ କଲେ ନିର୍ବାଚନ କମିଶନ : ଏଣିକି ପୋର୍ଟାଲରେ ଦେଖି ପାରିବେ କେଉଁଠି ପଡ଼ିଛି କେତେ ଭୋଟ୍

ନୂଆଦିଲ୍ଲୀ(ସମୃଦ୍ଧଓଡିଶା)ଚଳିତ ଲୋକସଭା ନିର୍ବାଚନରେ ସରିଥିବା ପାଞ୍ଚ ପର୍ଯ୍ୟାୟ ଭୋଟିଂରେ ମତଦାନର ପ୍ରକୃତ ସଂଖ୍ୟା ପ୍ରକାଶ କରିଛି ନିର୍ବାଚନ ଆୟୋଗ (EC)। ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଶେଷ ହୋଇଥିବା ସମସ୍ତ

କେରଳରେ ପ୍ରବଳ ବର୍ଷା: ନାହିଁ ନଥିବା କ୍ଷୟ କ୍ଷତି, ମୃତ୍ୟୁ ସଂଖ୍ୟା ୧୧, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କୋଚିନ(ସମୃଦ୍ଧଓଡିଶା)କେରଳରେ ପ୍ରବଳ ବର୍ଷା କାରଣୁ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତ ମଙ୍ଗଳବାରଠୁ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ପ୍ରଭାବ କମିନଥିବା

ଗର୍ଜିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତିଇରାନୀ : କହିଲେ‘ତାମିଲ ବାବୁଙ୍କ ରିମୋଟରେ ଚାଲିଛନ୍ତି ନବୀନ ବାବୁ

ପାରାଦୀପ(ସମୃଦ୍ଧଓଡିଶା) ତାମିଲ ବାବୁଙ୍କ ରିମୋଟରେ ଚାଲିଛନ୍ତି ନବୀନ ବାବୁ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ କାହାର ସାମର୍ଥ୍ୟ ନାହିଁ।’ ଓଡ଼ିଶା ଗସ୍ତରେ ଆସି ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗଠାରେ ଏପରି

ସାଧାରଣ ପର୍ଯ୍ୟବେକ୍ଷକଙ୍କ ଏମସିଏମସି କେନ୍ଦ୍ର ପରିଦର୍ଶନ

ଖୋରଧା(ସମୃଦ୍ଧଓଡିଶା)ପୁରୀ ଲୋକସଭା ନିର୍ବାଚନ ଅନ୍ତର୍ଗତ ଚିଲିକା ବିଧାନସଭା କ୍ଷେତ୍ର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଟି ଭି ସୁଭାଷ ଆଜି ଖୋରଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ

ମୋଦି ନାରାରେ କମ୍ପିଲା କନିଷି : ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ ପାଇଁ ମୋଦିଙ୍କ ନିମନ୍ତ୍ରଣ

କନିଷି(ସମୃଦ୍ଧଓଡିଶା)ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଆଜି ବ୍ରହ୍ମପୁର ଗସ୍ତ କରିଥିଲେ । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିବା ସହିତ ବିଜେଡି ସରକାରଙ୍କୁ ଶାଣିତ ଟାର୍ଗେଟ କରିଛନ୍ତି ମୋଦି ।

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ରାତ୍ରିଯାପନ କରିବେ ରାଜ ଭବନରେ

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତିରେ ସେ ରାଜ ଭବନରେ ବିଶ୍ରାମ ନେବେ। ଆସନ୍ତାକାଲି ସକାଳେ ସେ ରାଜ୍ୟ ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା

ଉତ୍କଳ ଓ ଏଆଇଜି ହସ୍ପିଟାଲ ମିଳିତ ଭାବେ କ୍ୟାଡେଭେରିକ୍ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ସୁପର ମଲ୍ଟି ସ୍ପେସିଆଲ ଉତ୍କଳ ହସ୍ପିଟାଲ ଏବଂ ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲ ର ମିଳିତ ସହଯୋଗରେ ଓଡିଶାରେ ପ୍ରଥମ ଥର

ସରକାରି ବିଜ୍ଞାନ ମହାବିଦ୍ୟାଳୟ ଓ ନିଷ୍ଟ ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତି ପତ୍ର ସ୍ୱାକ୍ଷରିତ

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟଠାରେ ନିଷ୍ଟ୍ ବିଶ୍ଵବିଦ୍ୟାଳୟ ଓ ଏହି ମହାବିଦ୍ୟାଳୟ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷର ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷ ଡ ଅଜୟ କୁମାର

ମହାନ୍ ସଂଘ ସଭାପତିଙ୍କ ମାତୃ ବିୟୋଗରେ ଶୋକ

ବ୍ରହ୍ମପୂର୍ (ସମୃଦ୍ଧଓଡିଶା) ହିଲ ପାଟଣା ବିଶିଷ୍ଟ ସମାଜ ସେବିକା ଶ୍ରୀମତୀ କନକ କୁମାରୀ ସାବତ ଙ୍କ ଆଜି ସକାଳ ୧୧.30 ସମୟ ରେ ନିଜ ବାସ ଭବନରେ ହୁର୍ଦ୍ ଘାତ

ବିଜେପି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ

ଛତ୍ରପୁର(ସମୃଦ୍ଧଓଡିଶା) ଭାରତୀୟ ଜନତା ପାର୍ଟିର ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମଣ ସର୍ବସାଧାରଣ ଙ୍କୁ ଚକିତ କରିଦେଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ଭବନରେ

ଭାରତୀୟ ପ୍ରଶାସନିକ ସେବା ଶିକ୍ଷା ନବିଶମାନଙ୍କର ଯୋଜନା ଓ ସଂଯୋଜନ ବିଭାଗ ପରିଦର୍ଶନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୨୨ ବ୍ୟାଚର ୬ଜଣ ଓ ୨୦୨୩ ବ୍ୟାଚର ୮ଜଣ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍ପ୍ରୋବେସନର) ଶନିବାର ଲୋକ ସେବା ଭବନରେ

ମହାନ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନିର୍ବାଚନ

ସ୍ୱାଧୀନ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ଦବଦବା ପ୍ରଦର୍ଶନ : ପ୍ରାର୍ଥୀପତ୍ର ଦାଖଲ

ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁର ଲୋକସଭା ଆସନରୁ ସ୍ୱାଧୀନପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବାକୁ ପ୍ରସ୍ତୁତ ହୋଇପଡ଼ିଛନ୍ତି, ଭି.ଚନ୍ଦ୍ରଶେଖର ନାଇଡୁ । ଶ୍ରୀ ନାଇଡୁ ଏକ ବିରାଟ ଶୋଭାଯାତ୍ରାରେ ଶହଶ୍ରାଧିକ ଦଳିତବର୍ଗର ଲୋକଙ୍କ ଗହଣରେ ବାହାରି

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଭି ସି ମାଧ୍ୟମରେ ଯୁବଗୋଷ୍ଟିଙ୍କୁ ଗୁରୁମନ୍ତ୍ର ଦେଲେ ଭି.କେ ପାଣ୍ଡିୟାନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଆଜି ବିଜୁ ଜନତା ଦଳର ଯୁବ ବିଜେଡ଼ି କର୍ମୀ ସମ୍ମିଳନୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ

ବିଷୁବ ମିଳନ ଓ ଓଡ଼ିଆ ନବ ବର୍ଷ ଉତ୍ସବ ପାଳନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଓଡିଶା ର ପୁରାତନ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗଞ୍ଜାମ କଳାପରିଷଦ ରେ ବିଷୁବମିଳନ ଓଡ଼ିଆ ନବବର୍ଷ ଉତ୍ସବ ମହାସମାରୋହ ରେ ପାଳନ ହୋଇଯାଇଛି l ପ୍ରାରମ୍ଭ ରେ ଅନୁଷ୍ଠାନ ର

ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ : ଲୋକଙ୍କ ଉତ୍ସାହ ଉଦ୍ଦୀପନା ବୃଦ୍ଧି

ଭୁବନେଶ୍ୱର(ସମୃଦ୍ଧଓଡିଶା) ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ l ସେ ପ୍ରାର୍ଥୀ ହେବା

ବିଜେପି ଘୋଷଣା କଲା ୧୧୨ ଜଣଙ୍କ ବିଧାନସଭା ପ୍ରାର୍ଥୀ ତାଲିକା : ଚାନ୍ଦବାଲିରୁ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର(ସମୃଦ୍ଧଓଡିଶା)୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ଦଳ ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ

ମେୟରଙ୍କ ସୁନ୍ଦରୀ ଝିଅକୁ ନେଇ ଚର୍ଚ୍ଚା : ଗାଏବ ନା କିଡନାପ !

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ମେୟରଙ୍କ ସୁନ୍ଦରୀ ଝିଅକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ସେ ଗାଏବ ନା କିଡନାପ ଏବେବି ସ୍ପଷ୍ଠ ହୋଇପାରୁନି । ଏଠାରେ ଏଭଳି ଖବର ନିତିଦିନିଆ ହୋଇଥିବା

ଜରା ନିବାସ ଅନ୍ତେବାସୀଙ୍କ ସହ ମହାନ୍ ସଙ୍ଘ ପକ୍ଷରୁ ହୋଲି ପର୍ବ ପାଳିତ

ବ୍ରହ୍ମପୁର (ସମୃଦ୍ଧଓଡିଶା)ପବିତ୍ର ହୋଲି କୁ ନିରାଡମ୍ବର ଭାବେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷ ରୁ ହିଲ ପାଟଣା କାର୍ଯ୍ୟାଳୟ ଠାରେ ହୋଲି ଉତ୍ସବ ପାଳନ ହୋଇଯାଇଛି । ରଙ୍ଗ,

ଜବାହର ଉଚ୍ଚ ବିଦ୍ୟାପୀଠ ବାଳସିଠାରେ ବିଶ୍ୱ ଜଙ୍ଗଲ ଦିବସ ପାଳନ

ଭୂବନେଶ୍ଵର(ସମୃଦ୍ଧଓଡିଶା)ଗତ ଗୁରୁବାର ଦିନ ଜବାହର ଉଚ୍ଚ ବିଦ୍ୟାପୀଠ ବାଳସି ଠାରେ ବିଶ୍ୱ ଜଙ୍ଗଲ ଦିବସ ପାଳନ କରାଯାଇଥିଲା | ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଦେବତା

ଭାରତ ପରିବାର ଫାଉଂଡେଶନ ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ୨୦୨୪ ଅବସରରେ ସାରଗର୍ଭକ ଆଲୋଚନା ଚକ୍ର

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭାରତ ପରିବାର ଫାଉଂଡେସନ ଦ୍ୱାରା ମହାବୋଧି ସୋସାଇଟି ଭାରତ ଶାଖା ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବରରେ ପାଳିତ ହୋଇ ଯାଇଅଛି| ଏହିବର୍ଷର ମୁଖ୍ୟବିଷୟ Invest in Women and

ଇସ୍ପାତ ସହରରେ ବିଶ୍ୱ ପଖାଳ ଦିବସ ପାଳନ ….

ରାଉରକେଲା(ସମୃଦ୍ଧଓଡିଶା) ଇସ୍ପାତ ସହର ରାଉରକେଲାରେ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ଵେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ହୋଟେଲରେ ପଖାଳ

ପୂର୍ବଖଣ୍ଡ ଓ ଦକ୍ଷିଣ ତାଳୁକା ଶୌଣ୍ଢିକ ସମାଜର ବାର୍ଷିକ ବନ୍ଧୁ ମିଳନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ପୌର ପରିଷଦର ନେତାଜୀ କଲ୍ୟାଣ ମଣ୍ଡପ ଠାରେ ୧୭ ତାରିଖ ରବିବାର ଦିନ ରଞ୍ଜନ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ସରଦୁର୍ଗ ଓ ଦକ୍ଷିଣ ଖାଲସା ତ୍ରୟ ତାଳୁକା

ଛାତ୍ର ଆନ୍ଦୋଳନ ଦ୍ୱିତୀୟ ଦିନରେ : ଅଧ୍ୟକ୍ଷାଙ୍କ ସ୍ପଷ୍ଟୀକରଣ ପରେ ସ୍ଥଗିତ ହେଲା ଆନ୍ଦୋଳନ

ନିମାପଡା( ସମୃଦ୍ଧଓଡିଶା) ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ହୋଇଥିବା ଦୁର୍ନୀତି ବିରୁଦ୍ଧରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଁଚିଛି l ପ୍ରବଳ ବର୍ଷା ସତ୍ୱେ

ଜରିପାଲ ତଳେ କଟୁଛି ବିଳାଶଙ୍କ ପରିବାର

ଡେଲାଙ୍ଗ(ସମୃଦ୍ଧଓଡିଶା)ଗରିବ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଛି ମାଳମାଳ ଯୋଜନା। ଆଉ ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହିନତା

ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନର୍ବାଚନ ପାଇଁ ଭାରତ ନିର୍ବାଚନ କମିଶନ ଗତକାଲିଠାରୁ ଘୋଷଣା କରିବା ପରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ

୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ : ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ 

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା)ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଆଜି ନିର୍ବାଚନ କମିଶନ ଏହି ତାରିଖ

ପ୍ରେରଣା ୨୦୨୪ ସମ୍ମାନ ପାଇଲେ ସମାଜସେବୀ ରାମେଶ୍ୱରି ନନ୍ଦ

ବ୍ରହ୍ମପୁର ୧୧/୩(ସମୃଦ୍ଧଓଡିଶା) ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପି ପି ଏଲ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ ଉତ୍ତମ ସେବା ନିମନ୍ତେ ରାଜ୍ୟର ବିଶିଷ୍ଟ ୩୫ଜଣ ମହିଳା ମାନଙ୍କୁ ଭୁବେନଶ୍ବର ସ୍ଥିତ

ପ୍ରଧାନ ଶିକ୍ଷକଙ୍କ ହାକିମ ଠାଣି:ପିଲା ବସିଲେ ଗେଟ୍ ବାହାରେ

ସୋରଡ଼ା: ରାତି ପାହିଲେ ଦଶମ ପରୀକ୍ଷା ଜୋରଦାର ପ୍ରସ୍ତୁତିରେ ଛାତ୍ରଛାତ୍ରୀ କିନ୍ତୁ ଏପଟେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ଉଚ୍ଚ ବିଦ୍ୟାଳୟରେ । ସମୟ

ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ରାଜ୍ୟ ପରାମର୍ଶଦାତା ବୋର୍ଡ ବୈଠକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟରେ ଭିନ୍ନକ୍ଷମମାନଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସାମାଜିକ-ଆର୍ଥିକ ମୂଳସ୍ରୋତରେ ସାମିଲ କରିବା ନିମନ୍ତେ ସରକାର ଉଦ୍ୟମ