Category: Business News

‘ସୁଭଦ୍ରା’ ସହାୟତା କେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ : ଆଧାର-ମୋବାଇଲ୍‌ ଲିଙ୍କ ହୋଇ ନ ଥିଲେ ମଧ୍ୟ ଅନ୍‌ଲାଇନ ପଂଜୀକରଣ ହେବ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପୁରୀ ଶ୍ରୀକ୍ଷେତ୍ର କଲୋନିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଖୋଲାଯାଇଥିବା ‘ସୁଭଦ୍ରା’

ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଏମ ଡ଼ି ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି

ଭୁବନେଶ୍ୱର (ସମୃଦ୍ଧଓଡିଶା) ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନର  ପରିଚାଳନା ନିର୍ଦେଶକ ଶ୍ରୀ ରୁପବନ୍ତ ସିଂ  ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ ଆଲୋଚନା

ରାଜ୍ୟର ସମସ୍ତ ଉନ୍ନୟନ ପରିଷଦକୁ ଭଙ୍ଗ କଲେ ସରକାର

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

‘ଅତିଥି ଦେବୋ ଭବଃ’ ମନ୍ତ୍ରକୁ ଆଧାର କରି କାର୍ଯ୍ୟ କର: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(OTDC)ର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି | ଆଜି ଭୁବନେଶ୍ଵରସ୍ଥିତ ପାନ୍ଥନିବାସଠାରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡ଼ିସି)ର ୪୫ତମ ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଯାଇଛି |

“ସୁଭଦ୍ରା” ଯୋଜନା ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଆର୍ଥିକ ସହାୟତା ଚଳିତ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଦାନ କରାଯିବ ।  ଏହି ଦିନ ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେଆୟୋଜନ

ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ଓ ଆଲୋଚନା : ଓଡ଼ିଶାର ବଳଭଦ୍ର ଜୈବିକ କୃଷି ମିଶନକୁ କଲେ ପ୍ରଶଂସା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ

ରାଉରକେଲା ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ର ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ

ରାଉରକେଲା(ସମୃଦ୍ଧଓଡିଶା)ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ବାରା “ଭାରତରେ ଆଣବିକ ଶକ୍ତି: ଆହ୍ୱାନ, ସମ୍ଭାବନା ଏବଂ ଏକ ନେଟ-ଜିରୋ ଭବିଷ୍ୟତ

ଗୁମ୍ମା ବ୍ଲକରେ ବିଜେଡିର ପ୍ରତିବାଦ : ଯୋଗ ଦେଲେ ପାରଳା ବିଧାୟକ

ଗୁମ୍ମା(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମାରେ ବିଜେପିର ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୁମ୍ମା ବ୍ଲକ ବିଜୁ ଜନତା ଦଳ

ପଞ୍ଚମା ସ୍ଥିତ ଗଣେଶ ମନ୍ଦିରରେ ଶ୍ରୀ ଗଣେଶ ମାତୃ ବାଟିକାର ଶୁଭ ଉଦଘାଟନ କଲେ ଖଣି ମନ୍ତ୍ରୀ ବିଭୁତି ଜେନା

ବ୍ରହ୍ମପୁର(ସମୃଦ୍ଧଓଡିଶା)କନିଷି ତହସିଲ ଅନ୍ତର୍ଗତ ପଞ୍ଚମା ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ଗଣେଶ ମନ୍ଦିରର ବିଜେ ପ୍ରତିମା ଠାକୁରଙ୍କ ଭିତର ମନ୍ଦିରର ଉତ୍ତର ପାର୍ଶ୍ବ ଦ୍ଵାର ନିକଟରେ “ଶ୍ରୀଗଣେଶ ମାତୃ

ହିଞ୍ଜିଳି ପୌର ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ଗତକାଲି ୩୧ ଅଗଷ୍ଟ ଶନିବାର ଦିନ ପୌର ପରିଷଦ ହିଞ୍ଜିଳିକାଟୁ ପକ୍ଷରୁ ଭାରତ ସ୍ବାୟତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ

ଇ-ସ୍କୁଟର ଓଲା ମାଲିକଙ୍କ ବିରୁଦ୍ଧରେ ଖାଉଟି ଅଦାଲତରେ ମାମଲା ରୁଜୁ

ବ୍ରହ୍ମପୁର(ସମୃଦ୍ଧଓଡିଶା) ରାଜ୍ୟରେ ଇ-ସ୍କୁଟର ଓଲା କମ୍ପାନୀ ଲୋକଙ୍କୁ ଉଲ୍ଲା ବନାଉଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କେହି ଏହା ବିରୁଦ୍ଧରେ ମୋକଦମା କରିବାକୁ ଆଗେଇ ଆସୁ ନ

ଶିଳ୍ପର ପ୍ରଗତି ସହିତ ସି.ଏସ୍.ଆର୍ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ବିକାଶକୁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ଵର(ସମୃଦ୍ଧଓଡିଶା) ଓଡିଶା ହେଉଛି ଏକ ସମ୍ଭାବନାର ରାଜ୍ୟ। ଏଠି ସମ୍ଭାବନା ଅଛି, ସୁଯୋଗ ମଧ୍ୟ ଅଛି। ଆମ ପାଖରେ ଖଣିଜ ସମ୍ପଦ ଭରପୁର ଅଛି। ତେଣୁ ନିର୍ମାଣର ବିଭିନ୍ନ କ୍ଷେତ୍ର

ପ୍ରତ୍ୟେକ କ୍ଷେତ୍ରରେ ଆତ୍ମବିବରଣିକୁ ଉଚ୍ଚକୋଟିର କରିବାକୁ ଗୁରୁ ମନ୍ତ୍ର ଦେଲେ ମୁଖ୍ୟ ଅତିଥି

ଆସିକା(ସମୃଦ୍ଧଓଡିଶା)ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ କେରିୟର କାଉନ୍ସେଲିଙ୍ଗ (ଯୋଗ୍ୟତା ନିରୂପଣ)ର ଉପଦେଷ୍ଟା ଡ. ସନ୍ତୋଷ କୁମାର ଚୌଧୂରୀଙ୍କ ସଂଯୋଜନାରେ “ସ୍ପେସ୍ ଟେକ୍ନୋଲୋଜିରେ ଆଡଭାନ୍ସ”

ସ୍ୱାୟତ୍ତ ଶାସନ ଦିବସରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ୍ କୁମାର ପାଣିଗ୍ରାହୀ ଓଡ଼ିଶାର ବରପୁତ୍ର ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ପାରଳା ମହାରାଜା

ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ବ୍ରହ୍ମପୁର(ସମୃଦ୍ଧଓଡିଶା)ମୁଖ୍ୟ ନିର୍ବାଚନ ଅଧିକାରୀ ଶିବ ନାହାକଙ୍କ ନେତୃତ୍ୱରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ପ୍ରତେକ ପଲ୍ଲୀ ପରିଷଦ ଠାରୁ ଆରମ୍ଭ କରି ପ୍ରତେକ ମଣ୍ଡଳ ପରିଷଦର ନିର୍ବାଚନ କାର୍ଯ୍ୟକ୍ରମ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ : ଆତ୍ମନିର୍ଭରଶୀଳ ହେବା ପାଇଁ ଦକ୍ଷତା ବିକାଶ ଆବଶ୍ୟକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭାରତ ସରକାରଙ୍କ ଷ୍ଟାର୍ସ (STARS) କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ପାଞ୍ଚ ଦିବସୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଯାଇଛି । ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଇଲେକ୍‌ଟ୍ରୋନିକ୍ସ ଓ

ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଆୟୋଜନ ନେଇ ପ୍ରସ୍ତୁତି ବୈଠକ : ସବୁ ଜିଲ୍ଲାରୁ ଏକାଧିକ ପାରମ୍ପରିକ ଶସ୍ୟ ପ୍ରଦର୍ଶନ ହେବ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଚଳିତ ନଭେମ୍ବର ୧୦ ତାରିଖ ଦିନ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି

ୟୁନିଫାଏଡ ପେନସନ ନୁହେଁ ଅବିକଳ ପୁରୁଣା ପେନସନ ଆବଶ୍ୟକ

ଭୁବନେଶ୍ୱର(ସମୃଦ୍ଧଓଡିଶା)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଳମ୍ୱରେ ହେଲେ ମଧ୍ୟ କର୍ମଚାରୀ ମାନଙ୍କ ଦାବିକୁ ବିଚାରକୁ ନେଇ ୟୁନିଫାଏଡ ପେନସନ ସ୍କିମକୁ ଅନୁମୋଦନ କରାଯାଇଛି ଯାହାକୁ କର୍ମଚାରୀ

ଜଣେ ରକ୍ତ ଦାତା ୪ଜଣଙ୍କ ଜୀବନ ରକ୍ଷା କରିଥାଏ : ସିଦ୍ଧାନ୍ତ ମହାପାତ୍ର

ବ୍ରହ୍ମପୁର(ସମୃଦ୍ଧଓଡିଶା) ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ସ୍ପନ୍ଦନ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ‘ମାଇଁ ସ୍କୁଲ ଇଟାଲୀ’ ପରିସରରେ ଅନୁଷ୍ଠିତ ହୋଇଯାଇଛି ୨୫ ଜଣ ରକ୍ତଦାନ କରିଥିଲେ। ବରିଷ୍ଠ ଅଭିନେତା

ମହାନ୍ ସଂଘ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଉନ୍ନତମାନର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଉଦ୍ୟମ ହେବ- ମହାନ ସଙ୍ଘ ସଭାପତି ସୁଶାନ୍ତ ସାବତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଦୀର୍ଘ ବର୍ଷ ଧରି ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ସମାଜ ସେବା, ସାଂସ୍କୃତିକ, କ୍ରୀଡା,ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ, ରିଲିଫ କାର୍ଯ୍ୟ ସହ ପୂଜ୍ୟ ପୂଜା, ପ୍ରତିଭା ସମ୍ମାନ ଦିଗରେ

ପାରଳାଖେମୁଣ୍ଡିରେ ଓଡିଶା ସାମ୍ବାଦିକ ସଂଘ ରାଜ୍ୟସ୍ତରୀୟ ମହାସମାବେଶ

ପାରଳାଖେମୁଣ୍ଡି-(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗ୍ରାମ୍ୟ ଆତ୍ମ ନିଯୁକ୍ତି ତାଲିମ୍ ଅନୁଷ୍ଠାନ ସଭା ଗୃହରେ ଓଡିଶା ସାମ୍ବାଦିକ ସଂଘ ରାଜ୍ୟସ୍ତରୀୟ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ

ଓୟୁଏଟିର ୬୩ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଆଗାମୀ ୫ ବର୍ଷରେ ପ୍ରତି ବ୍ଲକରେ ଶୀତଳଭଣ୍ଡାର ଖୋଲିବ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ 484 ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଆଜି ଯଦି ଓଡିଶା ଚାଉଳ

ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମା ଠାରେ ଆଦିବାସୀ ଡେଭଲୋପମେଣ୍ଟ ସୋସାଇଟି ଠାରେ ଏକ ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

ମହାନ୍ ସଂଘ ଯୁବ ବିଭାଗ ଓ କଳାଞ୍ଜଳି ଟ୍ରଷ୍ଟ ପକ୍ଷରୁ ସ୍ଵାସ୍ଥ୍ୟସେବା ଶିବିର

ବ୍ରହ୍ମପୂର୍ (ସମୃଦ୍ଧଓଡିଶା) ସ୍ବାସ୍ଥ୍ୟ ହିଁ ସମ୍ପଦ, ଅଧିକରୁ ଅଧିକ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ

ରାଜ୍ୟ ବିଧାନସଭାର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଦୁଇ ଦିନ ଧରି ଚାଲିଥିବା ରାଜ୍ୟ ବିଧାନସଭାର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଜୀବନରେ ପ୍ରଶିକ୍ଷଣର ଭୂମିକା ଖୁବ୍ ଗୁରୁତ୍ୱପୁର୍ଣ୍ଣ

ନିଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହିଳା ଡାକ୍ତରଙ୍କୁ ହତ୍ୟା ମାମଲାରେ ତୀବ୍ର ପ୍ରତିବାଦ…

ବ୍ରହ୍ମପୁର(ସମୃଧଓଡିଶା)କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେରେ ତୀବ୍ର ପ୍ରତିବାଦ ଦେଖାଦେଇଛି। ସମାଜ ପାଇଁ ଏହିପରି ଘଟଣା ଅତି ନିନ୍ଦନୀୟ । ନିଷ୍ଟ ବିଶ୍ୱବିଦ୍ୟାଳୟର

ଡାକ୍ତରାଣୀ ମୌମିତା ଦେବନାଥଙ୍କ ବଳାତ୍କାର ଓ ହତ୍ୟା ମାମଲା ପୋଷ୍ଟମର୍ଟମ ରିପୋର୍ଟରେ ୫ଟି ତଥ୍ୟ : ଦେଶ ସରଗରମ

ବ୍ରହ୍ମପୁର(ସମୃଦ୍ଧଓଡିଶା) କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ପିଜି ଡାକ୍ତରାଣୀ ମୌମିତା ଦେବନାଥଙ୍କ ବଳାତ୍କାର ଓ ହତ୍ୟା ମାମଲାର ପୋଷ୍ଟମର୍ଟମ ରିପୋର୍ଟରେ ମିଳିଥିବା ଅଭିଯୋଗ ଅନୁଯାୟୀ

ଆସିକା ବିଧାୟକଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା : ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ ଶୈକ୍ଷିକ ଭବନ କଲେ ଉଦଘାଟନ

ଆସିକା(ସମୃଦ୍ଧଓଡିଶା)ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ଆନୁଷ୍ଠାନିକ ରୂପେ ନବ ନିର୍ବାଚିତ ଆସିକା ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

ସ୍ୱୟଂ ସିଦ୍ଧ ଟ୍ରଷ୍ଟ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ଓ ମା’ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଗୋଇଲୁଣ୍ଡି ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସ୍ୱୟଂ ସିଦ୍ଧ ଟ୍ରଷ୍ଟ ” ପକ୍ଷରୁ ଆଜି ୭୮ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ କରାଯାଇଛି । ଅରବିନ୍ଦନଗର ସ୍ଥିତ