Category: Entertainment

ଓଡିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆସନ୍ତା ଅକ୍ଟୋବର ୨୦ ତାରିଖ ରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ ବୁଲନ ଭାଇଙ୍କ

ପାରିବାରିକ ଏବଂ ସାମାଜିକ ସଦ୍ଭାବନାର ସମ୍ମୁଚ଼ିତ ମାର୍ଗ – ବନ୍ଧୁମିଳନ

ଆସିକା(ସମୃଦ୍ଧଓଡିଶା) ତା୧୭/୭: ଗଞ୍ଜାମର  ପ୍ରସିଦ୍ଧ ଦେବୀ ପୀଠ ଭେଟନଇ ଗ୍ରାମ ନିକଟସ୍ଥ  ମାଁ କଙ୍କଣଦେବୀଙ୍କ ମନ୍ଦିରରେ, ବୁଗୁଡ଼ା ସନ୍ନିକଟ ବି.କରଡାବାଡ଼ି ସର୍ଦ୍ଧାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ୧୯୮୬ ମସିହା ଦଶମ ଶ୍ରେଣୀ

୫ ବର୍ଷକୁ ଥରେ ପଡୁଥିବା ପାରଳାଖେମୁଣ୍ଡି ମା’ଫୁଲସୁନ୍ଦରୀ ଠାକୁରାଣୀ ଯାତ୍ରା ଉଦଯାପନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମୁଟିଆ ସାହିରେ ଆଜି ମା’ଫୁଲସୁନ୍ଦରୀ ଠାକୁରାଣୀ ଯାତ୍ରାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି I ଗତକାଲି ରାତ୍ର ଠାରୁ ସହର ପରିକ୍ରମା କରି ଆଜି

ବ୍ରହ୍ମାକୁମାରୀ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ଛତ୍ରପୁର(ସମୃଦ୍ଧଓଡିଶା) ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ କଳ୍ପ ବାସିନୀ ନଗର ସ୍ଥିତ ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।

ବିଶ୍ୱ ଶ୍ରମିକ ଦିବସ ପାଳନ କଲେ ଓଡ଼ିଆ ସିନେ ୱାର୍କରସ ଆସୋସିଏସନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳନ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ତରଫରୁ

ମହାନ୍ ସଂଘ ସଭାପତିଙ୍କ ମାତୃ ବିୟୋଗରେ ଶୋକ

ବ୍ରହ୍ମପୂର୍ (ସମୃଦ୍ଧଓଡିଶା) ହିଲ ପାଟଣା ବିଶିଷ୍ଟ ସମାଜ ସେବିକା ଶ୍ରୀମତୀ କନକ କୁମାରୀ ସାବତ ଙ୍କ ଆଜି ସକାଳ ୧୧.30 ସମୟ ରେ ନିଜ ବାସ ଭବନରେ ହୁର୍ଦ୍ ଘାତ

ଲିଙ୍ଗରାଜ ମହୋତ୍ସବ ପଞ୍ଚମ ସନ୍ଧ୍ୟା ଶିଳ୍ପୀକାର ଚିତାକର୍ଷକ ନୃତ୍ୟ ପରିବେଷଣ

ଭୁବନେଶ୍ଵର(ସମୃଦ୍ଧଓଡିଶା)ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ପଞ୍ଚମ ସନ୍ଧ୍ୟାରେ ଶିଳ୍ପୀକା ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟ

ବାସୁଦେବପୁର ଜନକଲ୍ୟାଣ ପରିଷଦ ରାଉରକେଲା ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

ରାଉରକେଲା(ସମୃଦ୍ଧଓଡିଶା)କବି ବାଞ୍ଛାନିଧି ଥିଲେ ଜାତୀୟ ଯୁଗର ଚାରଣ କବି। ସେ କେବଳ ସ୍ବପ୍ନ ବିଳାସୀ ନଥିଲେ, ପ୍ରତ୍ୟକ୍ଷ ଆନ୍ଦୋଳନରେ ଭାଗନେଇ ତାଙ୍କର ଜ୍ୱାଳାମୁଖୀ ଅଗ୍ନିବାଣୀ ସାହାଯ୍ୟରେ ଜାତୀୟ ସଂଗ୍ରାମର ସୈନିକ

ବିଷୁବ ମିଳନ ଓ ଓଡ଼ିଆ ନବ ବର୍ଷ ଉତ୍ସବ ପାଳନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଓଡିଶା ର ପୁରାତନ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗଞ୍ଜାମ କଳାପରିଷଦ ରେ ବିଷୁବମିଳନ ଓଡ଼ିଆ ନବବର୍ଷ ଉତ୍ସବ ମହାସମାରୋହ ରେ ପାଳନ ହୋଇଯାଇଛି l ପ୍ରାରମ୍ଭ ରେ ଅନୁଷ୍ଠାନ ର

ଫ୍ରେଣ୍ଡସ ୱେଲଫର କ୍ଲବର ଗ୍ରୀଷ୍ମ ପ୍ରୋଜେକ୍ଟ : ୩୦ଜଣ ଭିକାରୀଙ୍କୁ ଛତା, ଜଳଖିଆ ଓ ମେଁଗୋ ଜୁସ ପକେଟ ବଣ୍ଟନ

ବ୍ରହ୍ମପୁର (ସମୃଦ୍ଧଓଡିଶା)ଆଜି ଯାକ ଯମକରେ ଉତ୍କଳ ଦିବସ ପାଳନ କରିଛି ଫ୍ରେଣ୍ଡସ ୱେଲଫର କ୍ଲବ I କ୍ଳବର ସଦସ୍ୟ ମାନେ ସକାଳୁ କ୍ଲବ ଅଫିସ ଆସି ଜମା ହୋଇଥିଲେ I

ଓଡ଼ିଶା ଦିବସ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ସମ୍ପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଉଦଘାଟିତ ହୋଇଯାଇଛି I ଉନ୍ନୟନ କମିଶନର ତଥା

ଗରିମା ପରିବାରର ଉତ୍କଳ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା(ସମୃଦ୍ଧଓଡିଶା)ସାମାଜିକ ମହିଳା ଅନୁଷ୍ଠାନ ଗରିମା ପରିବାର ତରଫରୁ ଷଷ୍ଠ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ମାସ ୨ତାରିଖ ଦିନ ସନ୍ଧ୍ୟା ୬ଟା ସମୟରେ ଭଞ୍ଜଭଵନ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ

ଭାରତ ପରିବାର ଫାଉଂଡେଶନ ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ୨୦୨୪ ଅବସରରେ ସାରଗର୍ଭକ ଆଲୋଚନା ଚକ୍ର

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭାରତ ପରିବାର ଫାଉଂଡେସନ ଦ୍ୱାରା ମହାବୋଧି ସୋସାଇଟି ଭାରତ ଶାଖା ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବରରେ ପାଳିତ ହୋଇ ଯାଇଅଛି| ଏହିବର୍ଷର ମୁଖ୍ୟବିଷୟ Invest in Women and

ଇସ୍ପାତ ସହରରେ ବିଶ୍ୱ ପଖାଳ ଦିବସ ପାଳନ ….

ରାଉରକେଲା(ସମୃଦ୍ଧଓଡିଶା) ଇସ୍ପାତ ସହର ରାଉରକେଲାରେ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ଵେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ହୋଟେଲରେ ପଖାଳ

‘ସଂକଳ୍ପ’ର ସାମ୍ପ୍ରତିକ ଓଡ଼ିଆ ନାଟକ ଓ ମାନବିକ ମୁଲ୍ୟବୋଧ ଉପରେ ଆଲୋଚନା : ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଆମକୁ ସଂସ୍କାରିତ କରେ

ରାଉରକେଲା(ସମୃଦ୍ଧଓଡିଶା)ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଏହା ଆମକୁ ସଂସ୍କାରିତ କରିଛି। ମାନବିକତା ଉଦଯିପିତ ଥିବା ପର୍ଯ୍ୟନ୍ତ ମୂଲ୍ୟବୋଧ ବଞ୍ଚିରହିବ ବୋଲି ଆଲୋଚକ ମାନେ ମତପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା,

ପ୍ରେରଣା ୨୦୨୪ ସମ୍ମାନ ପାଇଲେ ସମାଜସେବୀ ରାମେଶ୍ୱରି ନନ୍ଦ

ବ୍ରହ୍ମପୁର ୧୧/୩(ସମୃଦ୍ଧଓଡିଶା) ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପି ପି ଏଲ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ ଉତ୍ତମ ସେବା ନିମନ୍ତେ ରାଜ୍ୟର ବିଶିଷ୍ଟ ୩୫ଜଣ ମହିଳା ମାନଙ୍କୁ ଭୁବେନଶ୍ବର ସ୍ଥିତ

ରିକାପଲ୍ଲୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଛତ୍ରପୁର(ସମୃଦ୍ଧଓଡିଶା) ଛତ୍ରପୁର ମୁଖ୍ୟ ସଡ଼କପଥରେ ଅବସ୍ଥାପିତ ରିକାପଲ୍ଲୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସାଂସ୍କୃତିକୀ ସମ୍ଭାର ମଧ୍ୟରେ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଆନୁଷ୍ଠାନିକ ସମାରୋହରେ

ସରିଲା ଏକାମ୍ର ଉତ୍ସବ, ଶେଷ ଦିନରେ ଅସମ୍ଭାଳ ଭିଡ଼, ସନ୍ଧ୍ୟାରେ ଯୁବିନ୍ ମାହୋଲ

ଭୁବନେଶ୍ଵର(ସମୃଦ୍ଧଓଡିଶା)ଓଡ଼ିଆ ଭାଷା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଥିବା ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରୀପ୍ରେକ୍ଷୀରେ ଏଥର ଏକାମ୍ର ଉତ୍ସବରେ ଏକାଧିକ କାର୍ଯ୍ୟକ୍ରମ

ନୃତ୍ୟରେ ପ୍ରଦର୍ଶିତ ହେଲା ଓଡ଼ିଶାର ଇତିହାସ : ସମ୍ବର୍ଦ୍ଧିତ ହେଲେ ବରିଷ୍ଠ କଳାକାର

ଭୁବନେଶ୍ଵର (ସମୃଦ୍ଧଓଡିଶା) ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ( ବିଡ଼ିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବରେ ଚତୁର୍ଥ ସନ୍ଧ୍ୟା ମଙ୍ଗଳବାର ସଂଗୀତର ମୂର୍ଚ୍ଛନା ସନ୍ଧ୍ୟାରେ ଭାଷା ହିଁ ଭବିଷ୍ୟତ ଉପରେ କାର୍ଯ୍ୟକ୍ରମ ରହିଥିଲା।

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଦର୍ଶନୀ ବୁଲି ଦେଖିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିସରରେ ଜନତା ମଇଦାନ ଠାରେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ତିନୋଟି ବିଭାଗରେ ହେଉଥିବା ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ୫-ଟି ଓ ନବୀନ ଓଡ଼ିଶା

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ “ବନ୍ଦେ ଉତ୍କଳ ଜନନୀ” ଗାନ

ଭୁବନେଶ୍ଵର(ସମୃଦ୍ଧଓଡିଶା)ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ-୨୦୨୪ ଅବସରରେ ଆଜି ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନର ପାମକୋର୍ଟଠାରେ ଗୃହ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଲା ସମବେତ ଅଧିକାରୀ

ଐତିହ୍ୟ, ଭାଷା, ସଂସ୍କୃତି, ପରମ୍ପରାକୁ ଅକ୍ଷ୍ୟୁର୍ଣ ରଖିବାର ପ୍ରୟାସ ପ୍ରଶଂସନୀୟ

କୋଇଡା(ସମୃଦ୍ଧଓଡିଶା)କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ନିଜ ଐତିହ୍ୟ, ଭାଷା, କଳା, ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ନୂତନ ପରିକଳ୍ପନା ସହ ପଞ୍ଜିକୃତ ସଂଘ କୋଇଡା

ତକ୍ଷଶିଳା ଆବାସିକ ବିଦ୍ୟାଳୟର ୨୩ ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ସଂସ୍କୃତି, ପରମ୍ପରା, ମାଟି ମା ମାତୃଭାଷା ଓ ଦେଶ କୁ ଭଲ ପାଇବା ସୁନାଗରିକ ସୃଷ୍ଟି କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ବ।ହେଲେ ଏପରି ଭଲ ମଣିଷ ତିଆରି କରିବାର

କୃଷ୍ଣଲୀଳା ସାଧକ ଗୋପୀନାଥ ସ୍ୱାଇଁ ଙ୍କୁ ପଦ୍ମଶ୍ରୀ ପୁରସ୍କାର

ଶେରଗଡ଼(ସମୃଦ୍ଧଓଡିଶା)ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ମାଗିତି ସ୍ୱାଇଁ ଓ ସ୍ବର୍ଗତ ହାଡ଼ି ସ୍ୱାଇଁ ଙ୍କ ସୁପୁତ୍ର କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁ ବୟସ ୧୦୬ ଅନବରତ ସାଧନା

ଦାରୁଭଦ୍ର ଗ୍ରାମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ଦାରୁଭଦ୍ରା ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ବିକାଶ ସେଠୀ ଙ୍କ ତତ୍ଵାବଧାନରେ ଆମ ଓଡ଼ିଶା ନବିନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l

ଶାନ୍ତନୁ ଇଂଲିଶ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର(ସମୃଦ୍ଧଓଡିଶା)ସ୍ଥାନିୟ କଳ୍ପନା ଛକ ନିକଟସ୍ଥ ଚିନ୍ତାମଣୀସ୍ବର ଶାନ୍ତନୁ ଇଂଲିଶ ମିଡିଅମ ସ୍କୁଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଅଜୟ କୁମାର ଦାସ ପତାକା

ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ୭୫ ତ’ମ ସାଧାରଣତନ୍ତ୍ର ଦିବସ‌ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ

ଆରମ୍ଭ ହେଲା ଆଦିବାସୀ ମେଳା : ୧0୯ ଟି ଷ୍ଟଲ୍, ମୁଖ୍ୟ ଆକର୍ଷଣ ଆଦିବାସୀ ଗାଁ ଓ ହାଟ

ଭୁବନେଶ୍ବର(ସମୃଦ୍ଧଓଡିଶା) 26 ଜାନୁଆରୀ 2024 : ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା-2024 । ଚଳିତ ବର୍ଷ ୟୁନିଟ-1 ସ୍ଥିତ