ଗୁରୁଦିବସରେ ଜାତୀୟ ପୁରାସ୍କାର ପାଇବାକୁଥିବା ଗୁରୁମାନଙ୍କୁ ମୋଦିଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ- ଗୁରୁଦିବସରେ ଜାତୀୟପୁରାସ୍କାର ପାଇବାକୁ ବିବେଚିତ ହୋଇଥିବା ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଃମନ୍ତ୍ରଣା ପ୍ରଦାନ କରୁଛନ୍ତି । ଗୁରୁହେଉଛନ୍ତି ପ୍ରକ୍ରୁତମାନବ ପାଇଁ ଦିଗ୍ଦର୍ଶକ, ଗୁରୁ ସବୁବେଳେ ଗୁରୁ ହୋଇରହିବ ଆବଶ୍ୟକ । ଗୁରୁ ଛାତ୍ରବଚ୍ଛଳ ନିଜର ଉତ୍ତମ ଚରିତ୍ର ଓ ଉତ୍ତମ ଶିକ୍ଷାଦାନ ପାଇଁ ଛାତ୍ରସମାଜରେ ପୂଜିତହୁଅନ୍ତି । ସେଥିପାଇଁ ଗୁରୁ ସବୁବେଳେ ଗୁରୁ ରହିବ ଆବଶ୍ୟକ ବୋଲିମୋଦି ଶିକ୍ଷକ ମାନଙ୍କୁ ଗୁରୁଦିବସରେ ଗୁରୁମନ୍ତ୍ରଣା ପ୍ରଦାନ କରୁଛନ୍ତି। ଜାତୀୟ ପୁରସ୍କାର ପାଇଁ ବିବେଚିତହୋଇଥିବା ସମସ୍ତ ଗୁରୁଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭେଦକର ଉପସ୍ଥିତ ଅଛନ୍ତି ।