Category: Sambalpur(ପଶ୍ଚିମାଞ୍ଚଳ ଖବର)

ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେଲେ ବିଜେଡି ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ବିଜେଡି ଆଜି ନିଜର ବିଧାନସଭା ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡିର ଉପସଭାନେତ୍ରୀ ଶ୍ରୀମତୀ

ନିଷ୍ଟ କଲେଜରେ ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ନିକଟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ପଞ୍ଚାୟତରେ ବ୍ୟାଙ୍କଶାଖା ଖୋଲାଯାଇ ଲୋକଙ୍କୁ ସେବା ଯୋଗାଇବା ପାଇଁ ଗୁରୁତ୍ୱ ଦିଆଯିବ ବୋଲି କହିଥିବା ବେଳେ ଫିନୋ ପେମେଣ୍ଟସ

ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା : ବ୍ୟାଙ୍କ କର୍ମଚାରୀଙ୍କୁ ବିଦ୍ୟାର୍ଥୀଙ୍କ ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସ୍ଥିତ ପ୍ରେସିଡେନ୍ସି କଲେଜରେ ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ନୂତନ ଭାବେ ବ୍ରହ୍ମପୁର ଠାରେ ପାଦ ଥାପି

ପାଟିରେ ସୁନାଚାମଚ ଧରିଥିବା ଝିଅ-ଜୈନ ସନ୍ୟାସିନୀ

୨୦୨୩ ଜାନୁଆରୀ ୧୮,ବୁଧବାର ସୁରଟରେ ଏକ ବିରାଟ ଶୋଭାଯାତ୍ରାରେ ହାତୀ, ଓଟ,ଘୋଡ଼ା ପ୍ରଭୃତି ଅତି ସୁନ୍ଦର ଭାବେ ସଜ୍ଜିତ ହୋଇ ଚାଲୁଥିଲେ,ପ୍ରାୟ ୩୫ହଜାର ଲୋକ ଅଂଶଗ୍ରହଣ କରିଥିବା ଏଇ ଶୋଭାଯାତ୍ରା

ଜଣେ ଦୁର୍ଦ୍ଦଷ ଆଦିବାସୀ ଵୀରାଙ୍ଗନା:ଝଲକାରା ବାଈ

୧୮୫୮ ମସିହା ଏପ୍ରିଲ୍ ମାସ ପ୍ରଥମ ସପ୍ତାହର ପ୍ରଥମ ଭାଗ, ପରାଧୀନ ଭାରତରେ ସିପାହୀବିଦ୍ରୋହ ସରି ସରି ଆସୁଥାଏ,ବ୍ରିଟିଶ ଜେନେରାଲ ହ୍ୟୁଗ୍ ରୋଜ ଝାନସୀରାଣୀ ଲକ୍ଷ୍ମୀବାଈଙ୍କୁ ଗିରଫ କରି ନେଇଗଲେ

ବ୍ରିଟିଶ ପୋଲିସ ମଧ୍ୟ ଗାନ୍ଧୀଙ୍କୁ ଡରୁଥିଲେ

୧୯୨୭ ଡିସେମ୍ବର ୧୦,ଗୁରୁବାର ଦିବା ୧୦.୦୦ଘଟିକା,ଜାତିର ପିତା ପରମ ପୂଜ୍ୟ ଗାନ୍ଧିଜୀ ପୁରୀ(ଅଧୁନା ଖୋର୍ଦ୍ଧା)ଜିଲ୍ଲା ଖୋର୍ଦ୍ଧା ସଵଡିଭିଜନ ବୋଲଗଡ଼(ଖୋର୍ଦ୍ଧାଠୁ ନୟାଗଡ ଦିଗରେ ୪୦ କିମି ପରେ)ର ଡ଼ାକବଙ୍ଗଳାରେ ଅବସ୍ଥାନ କରି

ଚମକିବ ଓଡ଼ିଶା : ‘ଘରେଘରେ କଂଗ୍ରେସ’ ୨୫ରୁ ଅଭିଯାନ ଆରମ୍ଭ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବା ପାଇଁ କଂଗ୍ରେସ ଏବେ ନୁଆଁ ପନ୍ଥା ସ୍ଥିର କରିଛି । କଂଗ୍ରେସ ଚଳିତମାସ ୨୫ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ‘ଘରେ

ମହିଳା ସଶକ୍ତ ହେଲେ ଦେଶ ଶକ୍ତ ହେବ

ଭବାନୀପାଟଣା(ସମୃଦ୍ଧ ଓଡିଶା )ମହିଳାମାନଙ୍କୁ ଉପାର୍ଜନକ୍ଷମ କରି ସେମାନଙ୍କୁ ଆର୍ଥିକ ସଶକ୍ତ କରିବା ଏବଂ ସେମାନଙ୍କ ଅଧିକାର ସୁରକ୍ଷିତ ରଖିବା ନିତାନ୍ତ ଜରୁରୀ ବୋଲି କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷ ଡକ୍ଟର

ବଡ଼ବିଲରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ

ବଡ଼ବିଲ(ସମୃଦ୍ଧ ଓଡିଶା)ବଡ଼ବିଲ ରେ ପାଳିତ ହେଲା ସ୍ୱୟତା ଶାସନ ଦିବସ. ଗତକାଲି ସକାଳୁ ବଡ଼ବିଲ ପୌର ପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଯାଇଛି ସକାଳୁ ପୌରପାଳିକା କାର୍ଯ୍ୟଳୟରେ

ଏସକର୍ଡ଼ ଓ ସମୃଦ୍ଧ ଓଡିଶା ପକ୍ଷରୁ ସମାଜସେବୀ ମଦର ଟେରେସାଙ୍କ ୧୨୩ତମ ଜନ୍ମ ଦିବସ ପାଳନ : ୫ଜଣ ବିଶିଷ୍ଠ ବ୍ୟକ୍ତି ସମ୍ମାନୀତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ‘ଏସ୍କାର୍ଡ଼’ ଓ ‘ସମୃଦ୍ଧ ଓଡିଶା’ ପକ୍ଷରୁ ବିଶ୍ୱ ବିଦିତ ସମାଜସେବୀ ମଦର ଟେରେସାଙ୍କ ୧୨୩ତମ ଜନ୍ମ ଦିବସ ମହାସମାରୋହରେ ପାଳନ ହୋଇ ଯାଇଛି

ନର୍ସିଂ ଛାତ୍ରୀଙ୍କ ଆତ୍ମ ହତ୍ୟା ନା ହତ୍ୟା ନେଇ ଚାଞ୍ଚଲ୍ୟ

କଲିକତା(ସମୃଦ୍ଧ ଓଡିଶା)ପଶ୍ଚିମବଙ୍ଗର କୋଲକାତାରେ ଥିବା ସେଠ ସୁଖଲାଲ କରନାନି ମେମୋରିଆଲ ହସ୍ପିଟାଲରୁ ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହଙ୍କ ମୃତ ଦେହ ମିଳିବାରୁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

୧୬ରେ ଓଡ଼ିଶା ଆସିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୧୬ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଭୁବନେଶ୍ୱରରେ ହେବାକୁ ଥିବା ୩ଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ

ଦୁଇ ରାଜ୍ୟର ଷ୍ଟେସନ

ଜଣେ ମନୁଷ୍ୟ ଏକ ସମୟରେ ୨ଟି ସ୍ଥାନରେ ଅର୍ଥାତ୍ ୨ଟି ରାଜ୍ୟରେ ରହିବା ସମ୍ଭବ କି, ହଁ ନିହାତି ସମ୍ଭବ,କେମିତି ରହିପାରିବ କହୁଛି ନିମ୍ନରେ । ଆମ ଦେଶ ଭାରତ

ଆର.ଏନ.ଆଇ. ଦ୍ୱାରା ପଞ୍ଜିକୃତ ସମସ୍ତ ଖବର କାଗଜର ପ୍ରକାଶକ ଓ ସମ୍ପାଦକମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରା+ଯାଉ

ସମ୍ବଲପୁର(ସମୃଦ୍ଧ ଓଡିଶା)ଓଡ଼ିଶା ରାଜ୍ୟ କ୍ଷୁଦ୍ର ମାଧ୍ୟମ ସମ୍ବାଦପତ୍ର ମହାସଂଘ ବୈଠକରେ ଆର.ଏନ.ଆଇ. ଦ୍ୱାରା ପଞ୍ଜିକୃତ ସମସ୍ତ ଖବର କାଗଜର ପ୍ରକାଶକ ଓ ସମ୍ପାଦକମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ

ସରଭାଇଭାଲ ଅଫ୍ ଦି ଫିଟେଷ୍ଟ

ଥରେ ଅଜା ବଡ ମନଦୁଃଖ କରୁଥିଲେ, କହିଲେ ମୁଁ ତ ସମସ୍ତଙ୍କୁ ଵହୁତ ଭଲପାଏ,ସମସ୍ତଙ୍କୁ ସ୍ନେହ କରେ, ସମସ୍ତଙ୍କୁ ନିଜର କରେ,ମିଶେ,ମୋ ପ୍ରତି ଏତେ ଅନ୍ୟାୟ କାହିଁକି ? ମୁଁ

ମହାକାଶର ତାରକାପୁଞ୍ଜ : ‘ଅହଲ୍ୟା,ଦ୍ରୌପଦୀ,ସୀତା,ତାରା,ମନ୍ଦୋଦରୀ ତଥା ପଞ୍ଚକନ୍ୟା ସ୍ମରେ ନିତ୍ୟମ୍ ସର୍ଵପାତକ ନାଶନମ୍ ‘

ଆମ ଦେଶ ଭାରତରେ ଅତି ପୁରାକାଳରୁ ନାରୀମାନଙ୍କୁ ଅତି ଉଚ୍ଚ ଆସନ/ମାନ୍ୟତା ଦିଆଯାଇ ଆସିଛି । ବହୁ ପୁରାଣରେ ଦେବୀଙ୍କର ତିନିରୂପ, ଯଥା, ମହାକାଳୀ, ମହାଦୁର୍ଗା , ମହା ସରସ୍ବତୀ

ପ୍ରଥମଥର ପାଇଁ ଏସିଆନ ଗେମ୍ସରେ ଖେଳିବେ ଗଜପତି ଜିଲ୍ଲାର ଆଦିବାସୀ ଝିଅ

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା)ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ଗ୍ରାମର ଧର୍ମେନ୍ଦ୍ର ଶବର ଓ ଶାନ୍ତି ଶବରଙ୍କ୍ ଝିଅ ସ୍ୱେତାସିନି ଶବର ଭାରତୀୟ ସଫ୍ଟ ବଲରେ ସ୍ଥାନ

ଆଉ ଏକ କାଶ୍ମୀର ମଣିପୁର-“ସମଝଦାର କୋ ଇସାରା କାଫି”

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ରାଜ୍ୟ ମଣିପୁର ୩ମାସହେଲା ଜଳୁଛି । ୩ ମେ,୨୦୨୩ ମଣିପୁର ଜାତି-ଜାତି ଦଙ୍ଗା ସୃଷ୍ଟି ହୋଇଥିଲା ସଂଖ୍ୟାଗରିଷ୍ଠ ମୈତେଇ(୬୦%)ଓ ସଂଖ୍ୟାଲଘୁ କୁକି (୨୫%) ମଧ୍ୟରେ,୪ ମେ ଖବର

କି ଲଜ୍ଜ୍ୟା : ମହିଳା ପୋଲିସ ଆଇଆଇସିକୁ ଭିଜିଲାନ୍ସ ମାଡିବସିଲା

ବୌଦ(ସମୃଦ୍ଧ ଓଡିଶା)ଆଜିକାଲି ରାଜ୍ୟରେ ମ୍ୟାଡ଼ାମମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଜେଲ ଯାଉଥିବା ଘଟଣା ମାତ୍ରାଧିକ ଭାବରେ ବଢ଼ି ଚାଲିଛି I ଏକଥା ଆମେ ବାରମ୍ବାର କହି ଆସୁଛୁ ।

ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ: ଆପ୍‌

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା) ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ ବୋଲି ଆମ ଆଦମୀ ପାର୍ଟି (ଆପ୍‌) କହିଛି I ଯମୁନା ନଦୀର ଉଛୁଳା ଜଳରେ ଉବୁଟୁବୁ ଜାତୀୟ ରାଜଧାନୀ

ପଶ୍ଚିମ ଓଡ଼ିଶାରେ ୨ହଜାରଟି ‘ମୁଖ୍ୟମନ୍ତ୍ରୀ ସଭାଗୃହ’ ନିର୍ମାଣ ହେବ !

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶା ପାଇଁ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ ନାଁରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ବଳରେ ମୋଟ

ପଞ୍ଚାୟତ ନିର୍ବାଚନରେ ମମତାଙ୍କ ଟି ଏମ ସି ଦଳର ବିପୁଳ ବିଜୟ : ଜିଲ୍ଲା ପରିଷଦ ବିଜେପି ଶୂନ

କଲିକତା(ସମୃଦ୍ଧ ଓଡିଶା)ପଶ୍ଚିମବଙ୍ଗରାଜ୍ୟ ପଞ୍ଚାୟତ ନିର୍ବାଚନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବିପୁଳ ବିଜୟ ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ମମତାଙ୍କ ଦଳ ଟିଏମ୍‌ସି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବହୁ

ଯେନକେନ ପ୍ରକାରେଣ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ! ୬ରେ ଗୌହାଟୀରେ ବୈଠକ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଓଡ଼ିଶାରେ ବିଜେପି ସରକାର କେମିତି ହେବ ସେ ନେଇ ବିଜେପି ବରିଷ୍ଠ ନେତା ମାନଙ୍କ ମଧ୍ୟରେ ଘୋର ଚିନ୍ତା ଘାରିଛି। ବିଜେଡିକୁ ମୂଳପୋଛ କରି ସର୍ବାଧିକ ଲୋକସଭା ସିଟ

ଆସିଗଲା ‘ବୋଲ ବୋମ୍‌ ହର ହର ବମ’

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସିଗଲା ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ମାସ । ପାଣି ଭାର ନେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଶିବ ଭକ୍ତ କାଉଁଡ଼ିଆମାନେ

ପୁଣି ଗଦା ଗଦା ୨ଶହ ଟଙ୍କିଆ ନୋଟ୍ ଜବତ : ଅସଲି ନା ନକଲି ?

କଳାହାଣ୍ଡି(ସମୃଦ୍ଧ ଓଡିଶା)ପୁଣି ଗଦା ଗଦା ୨ଶହ ଟଙ୍କିଆ ନୋଟ୍ ଜବତ କରିଛି ପୋଲିସ, ତେବେ ଏହା ଅସଲି ନା ନକଲି ଫରେନ୍‌ସିକ୍ ଯାଞ୍ଚ କଲେ ଜଣାପଡିବ? କିନ୍ତୁ ନକଲି ନୋଟ

ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଉପଜିଲ୍ଲାପାଳ ୫ ଦିନିଆ ରିମାଣ୍ଡରେ ..

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଭିଜିଲାନ୍ସ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ପ୍ରଶାନ୍ତଙ୍କୁ ଗୋଡ଼େଇ ତୋଡ଼େଇ

ଗଞ୍ଜେଇ ଧରି ଯାଉଥିବା ଏକ କାର୍‌ ଧକ୍କା ଦେଇ ୨ଟି କ୍ୟାବିନ କଲା ନଷ୍ଠ : କ୍ୟାବିନ ମାଲିକଙ୍କ କ୍ଷତି ପୂରଣ ଦାବୀ

ବାଲେଶ୍ୱର(ସମୃଦ୍ଧ ଓଡିଶା)ଗଞ୍ଜେଇ ଧରି ଯାଉଥିବା ଏକ କାର୍‌ ଧକ୍କା ଦେଇ ଦୁଇଟି କ୍ୟାବିନକୁ ଚୂରମାର କରିଦେଇଛି I ଏହାର ପ୍ରତିବାଦରେ କ୍ୟାବିନ ମାଲିକଙ୍କ କ୍ଷତି ପୂରଣ ଦାବୀ କରିଛନ୍ତି I

ବିଜେପି ସଭାସ୍ଥଳ ରଣକ୍ଷେତ୍ର : ଗୁଳିଆବାଜରେ ଛିନଛତ୍ର ଜନତା

ପାଟନା(ସମୃଦ୍ଧଓଡିଶା)ବିଜେପି ସଭାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଗୁଳିଆବାଜରେ ସଭାସ୍ଥଳରୁ ଛିନଛତ୍ର ହୋଇଛନ୍ତି ଜନତା I ବିହାରର ମାଧେପୁରା ଜିଲ୍ଲା ମୁରଲୀଗଞ୍ଜ ଠାରେ ଚାଲିଥିବା ବିଜେପିର କାର୍ଯ୍ୟକ୍ରମରେ ହଠାତ୍‌ ଗୁଳିମାଡ଼