Category: Crime

ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ କାରର ସିକ୍ରେଟ ଚାମ୍ବରରୁ ଗଞ୍ଜେଇ ଜବତ କଲେ

ସମ୍ବଲପୁର(ସମୃଦ୍ଧଓଡିଶା)ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଅତି ଚତୁରତାର ସହିତ କାର ଭିତରେ ସିକ୍ରେଟ ଚାମ୍ବର କରି ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ନେବା

ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁଙ୍କୁ ନିର୍ଯାତନ ନେଇ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ !

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ପୋଲିସ ଡିଆଇଜି ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜ୍ୟ ବିଜେପି ଏହାର ତୀବ୍ର ପ୍ରତିବାଦ କରି

ସରଳା ଦେବୀ ବାଚସ୍ପତି ଥିବା ବେଳେ ପ୍ରଥମେ ବିଧାନ ସଭାରେ ଯୌତୁକ ବିରୋଧୀ ଆଇନ ଆଣିଥିଲେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଜମିଦାର ପରିବାର ରେ ଜନ୍ମ ଗ୍ରହଣ କରି ସରଳl ଦେବୀ ପ୍ରଥମ ଓଡ଼ିଆ ମହିଳା ଭାବେ ସ୍ଵାଧୀନତା ସଂଗ୍ରାମ ରେ ଯୋଗଦେଇଥିଲେ l ବାଙ୍କୀ ରେ ଜୀବନ ଆରମ୍ଭ

ପୋଲିସର ଗଞ୍ଜେଇ ବେପାର ଯୋଗୁଁ ଲୋକେ ପିଟିଲେ

ଫୁଲବାଣୀ(ସମୃଦ୍ଧ ଓଡିଶା)ପୋଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ଯୋଗୁ କନ୍ଧମାଳ ଜିଲ୍ଲାରେ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ

ବନ୍ଧ କାମ କରିବା ନାଁ’ରେ ୫ ଲକ୍ଷ ୭୦ ହଜାର ଟଙ୍କା ହରିଲୁଟ !

ସୋରଡା-(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଅନେକ ଜାଗା ରେ ବନ୍ଧ କାମ ନାମ ରେ ଆସୁଥିବା

୨୪ ଘଣ୍ଟା ନ ପୂରୁଣୁ ପାଟପୁର ପୋଲିସକୁ ମିଳିଲା ସଫଳତା

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ, ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି କେନାଳରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ

ଶେରଗଡ଼ ବ୍ଲକର କୃଷ୍ଣଛାଇ ପଞ୍ଚାୟତରେ ଚୋରୀ ଅଭିଯୋଗ

ଶେରଗଡ଼(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ କୃଷ୍ଣଛାଇ ପଞ୍ଚାୟତ କାର୍ଯ୍ୟାଳୟରେ ବିଳମ୍ବିତ ରାତ୍ରୀରେ ଚୋରୀ ହୋଇଛି। ଆଜି ସକାଳେ କିଛି ଗ୍ରାମବାସୀ ପଞ୍ଚାୟତ ପ୍ରତିନିଧି ଶିବାଜି ବିଷୋୟୀ

ୱାର୍ଡ ସଭ୍ୟଙ୍କ ଦ୍ୱାରା ପଞ୍ଚାୟତ କାଯ୍ୟଳୟରେ ତାଲା : ତୀବ୍ର ମୁହାଁମୁହିଁ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ସୁଆଁସିଆଙ୍କୁ ସଂଖ୍ୟାଧିକ ୱାର୍ଡ ସଭ୍ୟ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ଚାବି

ପୂର୍ବତନ ବିଧାୟକ ନାରାୟଣ ରେଡିଙ୍କୁ ଆଜୀବନ କାରାଦଣ୍ଡ !

ବ୍ରହ୍ମପୁର(ସମୃଦ୍ଧ ଓଡିଶା)୧୯୯୮ ମସିହାରେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ସମୟରେ ଘଟିଥିବା ଏକ ହତ୍ୟାକାଣ୍ଡର ଆଜି ଶୁଣାଣି ହୋଇଛି । ଏହି ହତ୍ୟାକାଣ୍ଡରେ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୟ

ପାରିବାରିକ କଳହରୁ ଭାଇ ନେଲା ଭାଇର ଜୀବନ : ପ୍ରତିବାଦରେ ଦୋକାନ ବଜାର ବନ୍ଦ

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରିବାରିକ କଳହର କରୁଣ ପରିଣତି । ଛୋଟିଆ ଗଛ ଉପରେ ଇଟା ଗାଡି ଚକ ମାଡିବାକୁ କେନ୍ଦ୍ର କରି ଭାଇ ନେଲା ଭାଇର ଜୀବନ l

ଚୋରୀ ଘଟଣାରେ ୪ ଗିରଫ : ୧ପିକଆପ ଭ୍ୟାନ ଓ ୨୪ଟି ମୂଲ୍ୟବାନ ଟାୱାର ବ୍ୟାଟେରୀ ଜବତ

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଆଜି ହିଞ୍ଜିଳି ପୋଲିସକୁ ବଡ ସଫଳତା ମିଳିଛି I ଏକ ଚୋରୀ ଘଟଣାରେ ୪ ଜଣକୁ ଗିରଫ କରିବା ସହିତ ଗୋଟିଏ ମାକ୍ସ ପିକଆପ ଭ୍ୟାନ

ଫେମିଲି ପ୍ଳାନିଂ କରି ଡାକ୍ତର କାଟିଦେଲେ ମହିଳାଙ୍କ ପରିସ୍ରା ନାଡ଼ି : ଜିଲ୍ଲାପାଳଙ୍କ ଅଫିସରେ ମା’ନାକେଦମ

ଭଦ୍ରକ(ସମୃଦ୍ଧଓଡିଶା)ଫେମିଲି ପ୍ଳାନିଂ କରି ଡାକ୍ତର କାଟିଦେଲେ ମହିଳାଙ୍କ ପରିସ୍ରା ନାଡ଼ି I ‘ମୋ ଝିଅକୁ ମାରିଦେଲେ। ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେବାରୁ ମୋ

ଲଜ୍ଜ୍ୟା ସରମ କିଛିନାହିଁ : ଲାଞ୍ଚ ନେଇ ପୁଣି ମହିଳା ପୋଲିସ ଏଏସ୍‌ଆଇ ଜେଲ ଗଲେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) କେତେ କହିବୁ ଲାଜ ସରମ ଟିକିଏ ଥିଲେ ତ ? ଓଡ଼ିଶାରେ ଲାଞ୍ଚ ନେବା ସରକାରୀ କର୍ମଚାରୀଙ୍କ ଏକ ଅଭ୍ୟାସଗତ ଡିଆଁ ରୋଗରେ ପରିଣତ ହୋଇ ଗଲାଣି

ଦ୍ରୌପଦୀଙ୍କ ପାଞ୍ଚଟି ସ୍ୱାମୀ ଥିଲେ ବି ସେ ସତୀ ..

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ମହିଳା ସଶକ୍ତିକରଣ ନାରା ଦେଉଥିବା ସରକାର କିଭଳି ବିଜେଡି ଦଳର ଜଣେ ଆଗ ଧାଡିର ନାରିନେତ୍ରୀଙ୍କୁ ଖୋଲାଖୋଲି ହଇରାଣ କରାଯାଉଥିବା ଦେଖିବାକୁ ମିଳୁଛି I ତାଙ୍କର ନେତା ମୁଖ୍ୟମନ୍ତ୍ରୀ

ପୋଖରୀ ଭିତରକୁ ବସ୍‌ ଓଲଟି ପଡିବାରୁ ପାଣିରେ ଚାପି ହୋଇ ୧୭ ମୃତ ଓ ୩୫ ଆହତ

କଲିକତା(ସମୃଦ୍ଧ ଓଡିଶା)ପୋଖରୀ ଭିତରକୁ ଏକ ଯାତ୍ରୀବାହୀ ଘରୋଇ ବସ୍‌ ଓଲଟି ପଡିବାରୁ ପାଣିରେ ଚାପି ହୋଇ ୧୭ଜଣ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ

ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନ ବାଟବଣା: ମୁଖ୍ୟମନ୍ତ୍ରୀ ଓ ଅର୍ଥ ବିଭାଗୀୟ ସଚିବଙ୍କୁ ଅଭିଯୋଗ କଲେ ସରପଞ୍ଚ

ସୋରଡା(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ସୋରଡାରେ ପଞ୍ଚଦଶ ଅର୍ଥକମିସନଙ୍କ ଅନୁଦାନଙ୍କୁ ହେରଫେର କରି ମିଥ୍ୟା ବିଲ କରିଥିବା ଅଭିଯୋଗ କରିଛନ୍ତି ଗୋପାଳପୁର ଶାସନ ସରପଞ୍ଚ ଦେବରାଜ ମଲ୍ଲିକ। ସରପଞ୍ଚଙ୍କ ଅଭିଯୋଗ ପ୍ରକାରେ ସୋରଡା

କି ଲଜ୍ଜ୍ୟା : ମହିଳା ପୋଲିସ ଆଇଆଇସିକୁ ଭିଜିଲାନ୍ସ ମାଡିବସିଲା

ବୌଦ(ସମୃଦ୍ଧ ଓଡିଶା)ଆଜିକାଲି ରାଜ୍ୟରେ ମ୍ୟାଡ଼ାମମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଜେଲ ଯାଉଥିବା ଘଟଣା ମାତ୍ରାଧିକ ଭାବରେ ବଢ଼ି ଚାଲିଛି I ଏକଥା ଆମେ ବାରମ୍ବାର କହି ଆସୁଛୁ ।

ଏନଫୋର୍ସମେଣ୍ଟ ଅଧିକାରୀମାନେ ଏବେ ମନ୍ତୀଙ୍କ ଘରେ : ମନ୍ତ୍ରୀଙ୍କ ପୁଅ ଏମ.ପି.

ଚେନ୍ନାଇ(ସମୃଦ୍ଧଓଡିଶା)୨୦୦୭ରୁ ୨୦୧୧ ଯାଏ ରାଜ୍ୟର ଖଣି ମନ୍ତ୍ରୀ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଲାଇସେନ୍ସ ପ୍ରଦାନରେ ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ରାଜ୍ୟର ୨୮ କୋଟି ଟଙ୍କାର କ୍ଷତି ହୋଇଥିଲା।ତାମିଲନାଡୁର

୬୪ଜଣ ବିଧାୟକଙ୍କ ନାଁରେ ଅପରାଧିକ ମାମଲା : ଏମାନେ ପୁଣି ଟିକଟ ପାଇବେ ?

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡ଼ିଶାର ୬୪ ଜଣ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର

ଲାଜ ନାହିଁ କି ସରମ ନାହିଁ ଏତେ ଲୋଭ : ମହିଳା ପୋଲିସ ଅଫିସର ଲାଞ୍ଚ ନେଇ ଗିରଫ

ଭୂବନେଶ୍ୱର(ସମୃଦ୍ଧ ଓଡିଶା) ଆଧୂନା ରାଜ୍ୟରେ ମ୍ୟାଡ଼ାମମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଜେଲ ଯାଉଥିବା ଘଟଣା ମାତ୍ରାଧିକ ଭାବରେ ଦେଖିବାକୁ ମିଳୁଛି ବୋଲି ଆମେ ବାରମ୍ବାର କହି ଆସୁଛୁ ।

ଶିକ୍ଷୟିତ୍ରୀଙ୍କ ମୁଥ ମାଡରେ ଛାତ୍ର ଗୁରୁତର

ଢେଙ୍କାନାଳ(ସମୃଦ୍ଧ ଓଡିଶା)ଜଣେ ଶିକ୍ଷୟିତ୍ରୀଙ୍କ ମୁଥ ମାଡରେ ଜନୈକ ଛାତ୍ର ଗୁରୁତର ଅବସ୍ଥାରେ ଚିକିତ୍ସତ ହେଉଥିବା ଜଣାପଡିଛି I ସ୍କୁଲ ପରିସରରେ ଛାତ୍ରମାନଙ୍କୁ ମାରିବା ପାଇଁ ବାରଣ ଥିବା ସତ୍ୱେ ଶିକ୍ଷକମାନେ

ପୋଲସରା ବ୍ୟାଙ୍କ ଅଫ୍ ବରୋଦା କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ପୋଲସରା(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ପୋଲସରା ରାଜମହଲ ସାହିର ଏକ ଘରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସୁଧାଂଶୁ ଶୁଭଙ୍କର ଦାଶ ପୋଲସରା ‘ବ୍ୟାଙ୍କ୍ ଅଫ୍

ଶ୍ରୀକାନ୍ତ ସାହୁଙ୍କ ଠାରୁ ମୋତେ ସୁରକ୍ଷା ଦିଅ : ନାରୀନେତ୍ରୀ ସଂଯୁକ୍ତା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଦଳୀୟ ନେତ୍ରୀ ସଂଯୁକ୍ତା ମହଲା ଭୁବନେଶ୍ୱର ମହିଳା ଥାନାରେ ପୁଣି ଏତଲା ଦେଇଛନ୍ତି । ତା’ସହିତ ସେ

ଇଛା ମୁତାବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ

କଟକ(ସମୃଦ୍ଧ ଓଡିଶା)ଦୁଷ୍କର୍ମ ବା ବଳାତ୍କାରକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ । ସବୁ ଶାରିରୀକ ସମ୍ପର୍କକୁ ରେପ୍‌ (rape) ବା ଦୁଷ୍କର୍ମ କୁହା ଯିବ ନାହିଁ । ଆଜି

କିଛି ଗଞ୍ଜାଇ ମୂଷା ଖାଇଦେବାରୁ ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଚେନ୍ନାଇ(ସମୃଦ୍ଧଓଡିଶା) ମୂଷା ପ୍ରମାଣ ନଷ୍ଟ କରି ଦେବାରୁ ଗଞ୍ଜେଇ ରଖିବା ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଚେନ୍ନାଇରେ ଘଟିଛି ଏହି ଘଟଣା।କୋର୍ଟଙ୍କ

ଡି.ଏନ ଗ୍ରୁପରେ ଆଇ.ଟି ରେଡ୍ : ଖାଲି କାଟା କାଟା ଟଙ୍କା ୧୦୫କୋଟି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଗତକାଲି ଓ ଆଜି ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ

ପୋଲିସ ଏସ.ପିଙ୍କ ବାପା ମା’ଙ୍କ ଠୁଁ ଲୁଟ ଉଦ୍ୟମ ବ୍ୟର୍ଥ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜଧାନୀରେ ବର୍ତ୍ତମାନ ବିଚ୍‌ ରାସ୍ତାରେ ହେଉଛି ଲୁଟ୍, ରାହାଜାନୀ ଓ ହତ୍ୟା। । ଏପରି କାଣ୍ଡ ଭିଆଇ କମିଶନରେଟ୍‌ ପୋଲିସ୍‌କୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ। ଗତକାଲି ରାତିରେ ବାଲେଶ୍ୱର

ପୁଣି ଗଦା ଗଦା ୨ଶହ ଟଙ୍କିଆ ନୋଟ୍ ଜବତ : ଅସଲି ନା ନକଲି ?

କଳାହାଣ୍ଡି(ସମୃଦ୍ଧ ଓଡିଶା)ପୁଣି ଗଦା ଗଦା ୨ଶହ ଟଙ୍କିଆ ନୋଟ୍ ଜବତ କରିଛି ପୋଲିସ, ତେବେ ଏହା ଅସଲି ନା ନକଲି ଫରେନ୍‌ସିକ୍ ଯାଞ୍ଚ କଲେ ଜଣାପଡିବ? କିନ୍ତୁ ନକଲି ନୋଟ

ଦିଗପହଣ୍ଡି ଡବଲ ମର୍ଡର : ୨ଜଣ ଗୌଡ଼ଙ୍କୁ ହତ୍ୟା କରି ପୋଡ଼ି ଜାଳିଦେଲେ

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡବଲ ମର୍ଡର ଦେଖିବାକୁ ମିଳିଛି । ଦୁର୍ବୃତ୍ତମାନେ ୨ଜଣ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ପୋଡ଼ି ଜାଳି ଦେଇଛନ୍ତି

ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଉପଜିଲ୍ଲାପାଳ ୫ ଦିନିଆ ରିମାଣ୍ଡରେ ..

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଭିଜିଲାନ୍ସ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ପ୍ରଶାନ୍ତଙ୍କୁ ଗୋଡ଼େଇ ତୋଡ଼େଇ