ଆମ୍ ଆଦ୍ମୀ ପାର୍ଟିର ୬ ମନ୍ତ୍ରୀ, ୫୫ ବିଧାୟକ, ସୁନିତା କେଜ୍ରିଓ୍ୱାଲଙ୍କୁ ଭେଟି ସାହସ ଜୁଟାଇଲେ
ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ମଦ ଦୁର୍ନୀତି ଅଭିଯୋଗ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ ହୋଇ ବର୍ତ୍ତମାନ ଜେଲ୍ରେ ଅଛନ୍ତି। ତେବେ ତାଙ୍କ ଗିରଫଦାରୀ ପରେ ଆମ୍ ଆଦ୍ମୀ ପାର୍ଟିରେ ଉତ୍ତେଜନା