Category: Important News

ନର୍ସିଂ ଛାତ୍ରୀଙ୍କ ଆତ୍ମ ହତ୍ୟା ନା ହତ୍ୟା ନେଇ ଚାଞ୍ଚଲ୍ୟ

କଲିକତା(ସମୃଦ୍ଧ ଓଡିଶା)ପଶ୍ଚିମବଙ୍ଗର କୋଲକାତାରେ ଥିବା ସେଠ ସୁଖଲାଲ କରନାନି ମେମୋରିଆଲ ହସ୍ପିଟାଲରୁ ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହଙ୍କ ମୃତ ଦେହ ମିଳିବାରୁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଜିଲ୍ଲାଟ୍ରେଜରୀ ପକ୍ଷରୁ ଆୟକର, ଡିଜିଟାଲ ଜିପିଏଫ୍ ଓ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗଞ୍ଜାମଜିଲ୍ଲା କୋଷାଗାର ଅବା ଜିଲ୍ଲା ଟ୍ରେଜରୀ ବିଭାଗ ଆନୁକୂଲ୍ୟରେ ଆୟକର, ଡିଜିଟାଲ ଜିପିଏଫ୍ ଏବଂ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛତ୍ରପୁରସ୍ଥ ଗଞ୍ଜାମଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ

ଏକତା ଟ୍ରଷ୍ଟର ମହିଳା ସଶକ୍ତିକରଣ ପାଇଁ ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ସାମାଜିକ ଓ ସାମ୍ପ୍ରଦାୟ ଉନୟନ ସଂଗଠନ ଓ ଏକତା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣର ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଦର୍ଶନଶୀଳ ଲୋକକଳା ଗୁରୁ ଓ କଳାକାରଙ୍କ ସମାବେଶ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଦର୍ଶନଶୀଳ ଲୋକକଳାର ଗୁରୁ ଓ କଳାକାରଙ୍କ ଏକ ସଂକ୍ଷିପ୍ତ ସମାବେଶ ଆଜି ଅପରାହ୍ଣରେ ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l

ବି.ଜେ.ବି ସ୍ଵୟଂଶାସିତ ମହାବିଦ୍ୟାଳୟର ଆଲୋଚନା ଚକ୍ର ଉଦଯାପିତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ବି.ଜେ.ବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଆନ୍ତର୍ଜାତିକ ଆଲୋଚନା ଚକ୍ର “କଳା, ସଂସ୍କୃତି ଏବଂ ଐତିହ” କାର୍ଯ୍ୟକ୍ରମର ସମାପନ ହୋଇଛି। ଅନ୍ତିମ ଦିନରେ ମୁଖ୍ୟ ଅତିଥି

ସମ୍ବାଦର ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଆଜି ସମ୍ବାଦ ଖବର କାଗଜ ଓ ଆମ ଓଡିଶା ପକ୍ଷରୁ ବିଜୁ ପଟ୍ଟନାୟକ ସଂସ୍କୃତି ଭଵନ, ହିଲପାଟଣା ବ୍ରହ୍ମପୁର ଠାରେ ସମ୍ବାଦର ଅଧକ୍ଷ ତଥା ଖଣ୍ଡପଡ଼ା ବିଧାୟକ

ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଲେ

କଟକ(ସମୃଦ୍ଧ ଓଡିଶା)ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଏସ.ୟୁ.ଜେ ଗଞ୍ଜାମ ଜିଲ୍ଲା ଶାଖାର ବୈଠକ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଜାତୀୟ ସାମ୍ବାଦିକ ସଙ୍ଘ (ଏନ ୟୁ ଜେ ଆଇ)ସହିତ ଅନୁବନ୍ଧିତ ଓଡିଶା ରାଜ୍ୟ ସାମ୍ବାଦିକ ସଙ୍ଘ(ଏସ ୟୁ ଜେ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପ୍ରଥମ ବୈଠକ

ପୂର୍ବତନ ବିଧାୟକ ନାରାୟଣ ରେଡିଙ୍କୁ ଆଜୀବନ କାରାଦଣ୍ଡ !

ବ୍ରହ୍ମପୁର(ସମୃଦ୍ଧ ଓଡିଶା)୧୯୯୮ ମସିହାରେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ସମୟରେ ଘଟିଥିବା ଏକ ହତ୍ୟାକାଣ୍ଡର ଆଜି ଶୁଣାଣି ହୋଇଛି । ଏହି ହତ୍ୟାକାଣ୍ଡରେ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୟ

୧୫ ମାସରେ ୪୦ ମିଟର ରାସ୍ତାରେ ଫେବର ପକାଇପାରୁନି ଏନଏସି : ପି.ଡିଙ୍କୁ ପୁଣି ଅଭିଯୋଗ କଲେ କାଉନ୍ସିଲର

ସୋରଡା(ସମୃଦ୍ଧଓଡିଶା) ସୋରଡା ସହରର ବାଙ୍କ ବଜାର ରାସ୍ତାକୁ ନେଇ ପୁଣି ଥରେ ଏଠାକାର କାଉନ୍ସିଲର ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଅଭିଯୋଗ କରିଛନ୍ତି । ସୋରଡା

ଦୂର ଦୃଷ୍ଟି ବିହୀନ ବନୀକରଣ କାର୍ଯ୍ୟକ୍ରମ : ଏନ୍ ଏ ସି ଲଗାଇଲା ବିଦ୍ୟୁତ୍ ବିଭାଗ କାଟିଲା

ସୋରଡ଼ା(ସମୃଦ୍ଧଓଡିଶା)ସୋରଡା ସହରରେ ବନୀକରଣ କରିବା ପାଇଁ ଏନ୍ ଏ ସି ତରଫରୁ ସହରର ବଡ଼ଦାଣ୍ଡ ସମେତ ଅନ୍ୟାନ୍ୟ ଜାଗାରେ ଅନେକ ପ୍ରକାରର ଗଛ ଲଗା ଯାଇଛି ।ବର୍ତ୍ତମାନ ସହର ମଧ୍ୟରେ

ଏଣିକି ବ୍ରହ୍ମପୁର ବଡ ମେଡିକାଲରେ ମିଳିବ ଉନ୍ନତମାନର କ୍ୟାନସର ଚିକିତ୍ସା ସେବା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଏଣିକି ବ୍ରହ୍ମପୁର ବଡ ମେଡିକାଲରେ ମିଳିବ ଉନ୍ନତମାନର କ୍ୟାନସର ଚିକିତ୍ସା ସେବା I ନବୀନ ସରକାର ରାଜ୍ୟର ୧୧ଟି ଜିଲ୍ଲା ହସ୍ପିଟାଲରେ ଆସନ୍ତା ୨ବର୍ଷ ମଧ୍ୟରେ ଉନ୍ନତମାନର କ୍ୟାନସର

ବ୍ଳକ୍ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପେନସନ ପ୍ରଦାନ ଦାବୀ ନେଇ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର

ଛତ୍ରପୁର(ସମୃଦ୍ଧ ଓଡ଼ିଶା)ଅବସରପ୍ରାପ୍ତ ବ୍ଳକ୍ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପେନସନ ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀ

ରାଜ୍ୟ ବାର କାଉନସିଲ ସଦସ୍ୟ ନିର୍ବାଚନ : ବିପୁଳ ଭୋଟରେ ବିଜୟୀ ହେଲେ ପୀତବାସ ପଣ୍ଡା

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ରାଜ୍ୟ ବାର କାଉନସିଲ ସଦସ୍ୟ ପାଇଁ ହୋଇଥିବା ନିର୍ବାଚନରେ ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ପ୍ରଥମ ରାଉଣ୍ଡ ରେ ରାଜ୍ୟରେ ସର୍ବାଧିକ ଭୋଟ୍ ପାଇବା

ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଲା ‘ବସନ୍ତିଆ ସଂପ୍ରଦାୟ’

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଦୀର୍ଘ ବର୍ଷର ଦାବୀ ପରେ ଶେଷରେ ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଛି ‘ବସନ୍ତିଆ ସଂପ୍ରଦାୟ’ । ଗଞ୍ଜାମ ଜିଲ୍ଲାର ଛତ୍ରପୁର , ଖଲ୍ଲିକୋଟ ,

ସ୍ୱର୍ଗତ ଜଗନମୋହନଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି-ଦକ୍ଷିଣାଞ୍ଚଳ ଆଇ.ଜି

ବ୍ରହ୍ମପୁର(ସମୃଦ୍ଧଓଡିଶା)ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗରେ ବ୍ରହ୍ମପୁରରେ ସାମ୍ୱାଦିକମାନଙ୍କ ପକ୍ଷରୁ ଏକ ଶୋକସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗ

ସତ କହିଲେ ମଲା : ନ କହିଲେ ରାଜ୍ୟ ଭାସି ଯାଉଛି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେଡି ଉପସଭାପତି ତଥା ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ତାଙ୍କ ଝିଅ ତନୟା ପଟ୍ଟନାୟକ ଆଗକୁ ଆସିଛନ୍ତି । ନିଜ ମାଲିକାନାରେ ଥିବା ରାଜ୍ୟର ପ୍ରମୁଖ ଦୈନିକ

ମାଡ଼ି ଚାଲିଲେ ପାଣ୍ଡିଆନ: ଆଜି ବାଲେଶ୍ୱରରେ ସହସ୍ରାଧିକ ମହିଳାଙ୍କ ଦ୍ୱାରା ସମ୍ମାନିତ

ବାଲେଶ୍ୱର(ସମୃଦ୍ଧ ଓଡିଶା)କାହାରି ଅଭିଯୋଗକୁ କର୍ଣପାତ ନ କରି ଲୋକଙ୍କ କାମ କରିବା ପାଇଁ ମାଡ଼ି ଚାଲିଲେ ଭି କେ ପାଣ୍ଡିଆନ I ଆଜି ବାଲେଶ୍ୱରରେ ସହସ୍ରାଧିକ ମହିଳାଙ୍କ ଦ୍ୱାରା ସମ୍ମାନିତ

ଆଉଟସୋରସିଂ କର୍ମଚାରୀଙ୍କ ଦାବୀକୁ ସରକାରଙ୍କ ଅଣଦେଖା: ଦାବୀ ପୂରଣ ନ ହେଲେ ହେବ ତୀବ୍ର ଆନ୍ଦୋଳନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ ବିଭିନ୍ନ ବିଭାଗରେ ସ୍ୱଳ୍ପ ଦରମାରେ କାର୍ଯ୍ୟରତ ଆଉଟଶୋରସିଂ କର୍ମଚାରୀମାନେ ଗତ ନଭେମ୍ବର 26 ଓ ପରବର୍ତୀ ସମୟ ମାର୍ଚ୍ଚ 26 ରେ ଦୁଇ ଦୁଇଥର ରାଜ୍ୟ ସ୍ତରୀୟ

ଭୂମିକମ୍ପରେ ଦୋହଲିଲା ଗୁଜରାଟ : ସେପଟେ ବାତ୍ୟାର କରାଳ ରୂପରେ ଅସ୍ତବ୍ୟସ୍ତ ଜନତା

ସୁରତ(ସମୃଦ୍ଧ ଓଡିଶା) ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟର କଚ୍ଛରେ ଲ୍ୟାଣ୍ଡଫଲ କରିବ। ଏହାପୂର୍ବରୁ ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ

ଟାଟା ଷ୍ଟିଲ ପ୍ଲାଣ୍ଟରେ ଷ୍ଟିମ ପାଇପ ଫାଟି ୧୯ ଗୁରୁତର

ଢେଙ୍କାନାଳ (ସମୃଦ୍ଧ ଓଡିଶା)ଢେଙ୍କାନାଳ ମେରାମୁଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଷ୍ଟିମ ପାଇପ ଲାଇନ ଫାଟି ୧୯ ଜଣ କର୍ମଚାରୀ ଗୁରୁତର । ଷ୍ଟିମ ପାଇପ ଲାଇନ ଫାଟି ଗରମ

ଆଉ ୪%ମହଙ୍ଗା ଭତ୍ତା ଦେଲେ ରାଜ୍ୟ ସରକାର : ଗତ ଜାନୁଆରୀ ପହିଲାରୁ ଲାଗୁ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଆସନ୍ତାକାଲି ପହଲି ରଜ ଥିବା ଯୋଗୁଁ  ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷାଙ୍କ ମୃତ୍ୟକୁ ନେଇ ଆସିଲା ବଡ ଖବର

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷାଙ୍କ ମୃତ୍ୟକୁ ନେଇ ଆସିଲା ବଡ ଖବର । ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନିତା ସେଠୀଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା।

ଅମଲାମଞ୍ଚର ୭ମ ଦିନର ଲଢେଇ : କମ୍ପୁଛି ଧାରଣା ସ୍ଥଳ

ଛତ୍ରପୁର(ସମୃଦ୍ଧ ଓଡିଶା)ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିକୁ ୭ ଦିନ ହେଲା ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ ଧାରଣାରେ ବସିଥିଲେ ସୁଦ୍ଧା ତାଙ୍କ ପ୍ରତି ସରକାର ଏ ଯାଏଁ

ମମତା ବାନାର୍ଜୀ ଏବେ ଏସସିବିରେ, ତାଙ୍କ୨ମନ୍ତ୍ରୀ ଏମସରେ …

ଭୁବନେଶ୍ୱର(ସମୃଦ୍ଧଓଡିଶା )ଯେତେ ଯାହା କାମ ଥାଉ ପ୍ରଥମେ ମୋ ଲୋକ କେମିତି ଦେଖିବାକୁ ହେବ କାହିଁକି ନା ମୋ ଲୋକଙ୍କ ପାଇଁ ମୂଁ ମୋ ପାଇଁ ମୋ ଲୋକମାନେ ରହିଛନ୍ତି

ରେଲୱେର ଦାୟିତ୍ୱହୀନତା ପାଇଁ ଏତେ ବଡ଼ ଦୁର୍ଘଟଣା : ଥାନାରେ FIR

ବାଲେଶ୍ୱର(ସମୃଦ୍ଧ ଓଡିଶା) ବାହାନଗା ରେଳ ଦୁର୍ଘଟଣା ନେଇ ଏବେ ଥାନାରେ FIR ହୋଇଛି । ବାଲେଶ୍ୱର ଜିଆର୍‌ପି ଥାନାରେ ହୋଇଥିବା ଏହି FIR ପରେ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଜିଆର୍‌ପି

ଗଞ୍ଜାମଜିଲ୍ଲାର ୧୩ଗୋଟି ଚିକିତ୍ସାଳୟ ୭୭କୋଟି ଟଙ୍କାବ୍ୟୟରେ ହେବ ରୂପାନ୍ତରୀକରଣ…

ଛତ୍ରପୁର(ସମୃଦ୍ଧଓଡିଶା) ଗଞ୍ଜାମଜିଲ୍ଲାର ୧୩ଗୋଟି ଚିକିତ୍ସାଳୟ ୭୭କୋଟି ଟଙ୍କାବ୍ୟୟରେ ହେବ ରୂପାନ୍ତରୀକରଣ । ୫-ଟି ଅନ୍ତର୍ଗତ ମୋ-ହସ୍ପିଟାଲ କାର୍ଯ୍ୟକାରୀ ଉପରେ ରାଜ୍ୟ ପ୍ରଶାସନ ଗୁରୁତ୍ୱାରୋପ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାର

ଏସପି ବାଲାସୁବ୍ରମଣ୍ୟମଙ୍କ ଜନ୍ମଦିନ ଅବସରରେ:ఎస్పీ బాలసుబ్రమణ్యంకి ఘన నివాళులు

ବିଶାଖାପାଟଣା(ସମୃଦ୍ଧ ଓଡିଶା)ଏସ.ପି ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ । ମେଲୋଡି କ୍ରିଏଟର ଓ କଲୋନୀ କେୟାର ଟିମର ମିଳିତ ସହଯୋଗରେ ଏସ ପି ବାଲାସୁବ୍ରମଣ୍ୟମଙ୍କ ଜନ୍ମଦିନ ଅବସରରେ ମ୍ୟାରିପାଲମ ରେଳ କ୍ୱାର୍ଟର୍ସ