Category: Important News

କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ଲକ୍ଷେ ଟଙ୍କା ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପ୍ରିୟା ପ୍ରକାଶ ସାହାଯ୍ୟ କଲେ

ମୁମ୍ବାଇ : କେରଳରେ ବନ୍ୟାର ତାଣ୍ଡବ ପରେ ଏବେ କେରଳକୁ ପୁଣି ଥରେ ପୂର୍ବ ପରି ଗଢ଼ିବା ପାଇଁ ଲାଗି ପଡ଼ିଛି ସାରା ଦେଶ । ରାଜନେତାଙ୍କଠାରୁ ଆରମ୍ଭ କରି

ଭୁବନେଶ୍ୱରରେ ପହଞ୍ଚିିଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ସକାଳେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ଭୁବନେଶ୍ୱର ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସର (ଏମ୍‌ସ)

କୋର୍ଟ ଆଦେଶ ଅବମାନନା ଅଭିଯୋଗରେ ଜଣେ ଆଇଏଏସଙ୍କୁ ୧ ମାସ ଜେଲ

ହାଇଦ୍ରାବାଦ: ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ଜଣେ ଆଇଏଏସ ଅଧିକାରୀଙ୍କ ପ୍ରତିଶୋଧପରାୟଣ ମାନସିକତାକୁ ଅତି ଗୁରୁତର ସହିତ ନେବା ସହିତ ହାଇଦ୍ରାବାଦ ହାଇକୋର୍ଟ ସମ୍ପୃକ୍ତ ଆଇଏଏସ ଅଧିକାରୀଙ୍କୁ ୧ ମାସ

ନବୀନ, ନିରଂଜନ ଓ ଧର୍ମେନ୍ଦ୍ର ଏକାଠି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ସର୍ବଧର୍ମ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜନୀତିରେ

ମୁହଁ ଖୋଲିଲା ସଂଘ: ଜିଲ୍ଲାପାଳଙ୍କୁ ଦାୟୀ କଲେ

ଭୁବନେଶ୍ୱର: ରାଜଧାନୀର ୬ଟି ବାର୍‌ର ଲାଇସେନ୍ସ ରଦ୍ଦ କରିବାକୁ କମିସନରେଟ୍‌ ପୁଲିସ ଯୋଜନା କରିବା ପରେ ବାର୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଏ ସଂକ୍ରାନ୍ତରେ ମୁହଁ ଖୋଲିଛି। ଆସୋସିଏସନ୍‌ ପକ୍ଷରୁ

ଡିୟୁଟି ନ କରିବାକୁ ପାଇଲଟ୍‌ ସଂଘ ଧମକ ଦେବା ପରେ ଭତ୍ତା ପ୍ରଦାନ କଲା ଏୟାର୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଡିୟୁଟି କରିବେ ନାହିଁ ବୋଲି ପାଇଲଟ୍‌ ସଂଘ ତରଫର ଧମକ ଦିଆଯିବା ପରେ ଏୟାର୍‌ ଇଣ୍ଡିଆ ପାଇଲଟ୍‌ମାନଙ୍କୁ ଜୁନ୍‌ ମାସର ଭତ୍ତା ପ୍ରଦାନ କରିଛି। ବୁଧବାର ଦିନ ଏୟାର୍‌

ଏମଭି-୯୬ ପୋଲ ଉପରେ ବନ୍ୟାଜଳ, ଯୋଗାଯୋଗ ବିଛିନ୍ନ

କାଲିମେଳା : ଲଗାଣ ବର୍ଷାରେ ପୁଣି କାଲିମେଳା ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଗତକାଲି ରାତିରୁ କାଲିମେଳା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଆଜି ସକାଳେ

କୀଟନାଶକ ଖାଇ ଆତ୍ମହତ୍ୟା କଲେ ଚାଷୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍‌ର ଜଣେ ଚାଷୀ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ଫସଲ ନଷ୍ଟ ସହିତ ଋଣ ଭାର ଯୋଗୁଁ ମାନସିକ ଅଶାନ୍ତିରେ ଥିବା ଚାଷୀଜଣକ ଗତକାଲି

ଓଲଟି ପଡ଼ିଲା କୁକୁଡ଼ା ଦାନା ବୋଝେଇ ଟ୍ରକ, ଡ୍ରାଇଭର ମୃତ, ହେଲ୍ପର ଗୁରୁତର

ସମ୍ବଲପୁର: ଆଜି ସକାଳେ ସମ୍ବଳପୁରରୁ କଟକକୁ ଯାଉଥିବାଏକ କୁକୁଡ଼ା ଦାନା ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଟ୍ରକ୍‌ର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଟ୍ରକ୍‌

ସରକାରଙ୍କ ଠାରୁ ସଂଖ୍ୟାଲଘୁ ଓ ଆଦିବାସୀଙ୍କୁ କିଛି ଲାଭ ହେଉ ନାହିଁ: ରାହୁଲ ଗାନ୍ଧି

ହେମବର୍ଗ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜର୍ମାନୀ ପହଞ୍ଚିଛନ୍ତି। ସେ ସେଠାରେ ଆୟୋଜିତ ଏକ ସମାରୋହରେ ଭାରତୀୟ ଛାତ୍ର-ଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି। ଜର୍ମାନୀର ହେମବର୍ଗସ୍ଥିତ ବୁସେରିୟସ ସ୍କୁଲରେ ବୁଧବାର ପ୍ରଧାନମନ୍ତ୍ରୀ

ବିଷ୍ଣୁ-ରାଜଶ୍ରୀ ବିବାଦ: ବିଷ୍ଣୁଙ୍କ ଜିଦ୍‌ରେ ବଦଳିଲେ କର୍ମକର୍ତ୍ତା

ଜଗତସିଂହପୁର : ଜଗତ୍‌ସିଂହପୁରରେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁଚରଣ ଦାସଙ୍କ ମଧ୍ୟରେ ବିବାଦ ନୂଆ ନୁହେଁ। ତେବେ, ନିକଟରେ

ବାଜପେୟୀ, ନେହରୁ ଓ ଇନ୍ଦିରାଙ୍କୁ ପଛରେ ପକାଇ ନରେନ୍ଦ୍ର ମୋଦି ହେଲେ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ: ସର୍ଭେ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ। ଏକଥା କହିଛନ୍ତି ଦେଶର ସଂଖ୍ୟାଧିକ ମତଦାତା। ଜାତୀୟ ସ୍ତରର ସମ୍ବାଦ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ମୁଡ୍‌ ଅଫ୍‌

ରାକ୍ଷୀ ପୂର୍ଣ୍ଣିମା ପାଇଁ ’ରାକ୍ଷୀ ଏକ୍ସପ୍ରେସ୍‌’

ଭାରତର ଅଗ୍ରଣୀ ଲଜିଷ୍ଟିକ୍‌ ସେବା ପ୍ରଦାନକାରୀବ୍ଲୁ ଡାର୍ଟ ପକ୍ଷରୁ ଏହି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏହାର ବାର୍ଷିକ ଅଭିଯାନକୁ ଉନ୍ମୋଚନ କରିଛି ଯାହା ଜରିଆ ସହୋଦରମାନଙ୍କୁ ଭାରତ ଭିତରେ ଓ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୪୨୬ ପ୍ରକଳ୍ପ ପାଇଁ ୭.୯୬ କୋଟି ମଞ୍ଜୁର – ଭଲକାମ ଓ ଶୀଘ୍ର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଗୋପ,: ଗୋପ ପଞ୍ଚାୟତ ସମିତି ଅଧିନ ତିନୋଟି ନିର୍ବାଚନ ମଣ୍ଡଳୀ ୩୧ଟି ପଞ୍ଚାୟତକୁ ନେଇ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଦେବୁ ବୋଷଙ୍କ ୭୬ବର୍ଷ ବୟସରେ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ

ରାୟଗଡ଼ାରୁ ବହୁ ପରିମାଣ ରିଲିଫ ସାମଗ୍ରୀ ଗଲା କେରଳ

ରାୟଗଡା: କେରଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ଥ ବନ୍ୟା ପୀଡିତଙ୍କୁ ରାୟଗଡା ପୋଲିସ ସାହାଯ୍ୟର ହାତ ବଢ଼ାଇଛି । ରାୟଗଡା ଜିଲ୍ଲା ପୋଲିସର ତତ୍ତ୍ୱାବଧାନରେ ରାୟଗଡାରୁ କେରଳ ଅଭିମୁଖେ ବହୁ

ଚିକିଟି ମହାବିଦ୍ୟାଳୟ ଗଣିତ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ସଭା…

ଚିକିଟି (ସମୃଦ୍ଧ ଓଡିଶା) ଗଞ୍ଜାମ ସ୍ଥିତ ଚିକିଟୀ ମହାବିଦ୍ୟାଳୟର ଗଣିତ ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ମହାବିଦ୍ୟାଳୟ ପରିସରରେ ଏକ ସ୍ୱାଗତ

ବିଶାଖାପାଟଣାରେ ସ୍ୱାଧୀନତା ଦିବସ ପାଳନ

ବିଶାଖାପାଟଣା: 72ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଜି ଶ୍ରୀନିବାସ ରାଓ ମୁଖ୍ୟ ଅଥିତି ରୂପେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଭୁୟସୀ ପ୍ରଶଂସା

ଚିକିଟି କଲେଜର ୩୯ତମ ପ୍ରତିଷ୍ଠା ଦିବସ ଓ ସ୍ୱାଧୀନତା ଦିବସ ପାଳନ…

ଚକିଟି (ସମୃଦ୍ଧ ଓଡିଶା) ସାରା ଭାରତବର୍ଷରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଚକିଟି କଲେଜର ୩୯ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ.ବିଚିତ୍ର ପଟ୍ଟନାୟକଙ୍କ ପୌରୋହିତ୍ୟରେ

ସମଗ୍ର ରାଜ୍ୟର ଲୁକ୍କାୟିତ ପ୍ରତିଭାଙ୍କୁ ନିଜ ମାଟିରେ ମହକାଇବ ‘ମାଟିର ମହକ’

ଭଦ୍ରକ(ସମୃଦ୍ଧ ଓଡିଶା)ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ବଣମଲ୍ଲୀ ଭଳି ସୁବାସ ବିତରଣ କରି ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଲୋକଲୋଚନକୁ ଆଣିବା ନେଇ ଭଦ୍ରକର ପ୍ରତିଷ୍ଠିତ ‘ମାଟିର ମହକ’

ଏବେ ବି ବଂଚିଛି ସଂସ୍କୃତି:ଘର ପିଣ୍ଡାରେ ଗୀତା, ଭାଗବତ ପାଠ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଆଧୁନିକ ସମାଜରେ ପାଶ୍ଚାତ୍ୟ ଅଭିମୁଖୀ ମଣିଷ ସଂସ୍କୃତି ପରମ୍ପରାକୁ ଭୁଲି ମିଛ ମରୀଚିକା ପଛରେ ଧାଉଁଛି । ସୁଖ ବୋଲି ଭାବି ନିତ୍ୟ ଦୁଃଖକୁ ନିଜ ସାଙ୍ଗରେ