ସ୍ୱର୍ଗତ ଜଗନମୋହନଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି-ଦକ୍ଷିଣାଞ୍ଚଳ ଆଇ.ଜି

ବ୍ରହ୍ମପୁର(ସମୃଦ୍ଧଓଡିଶା)ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗରେ ବ୍ରହ୍ମପୁରରେ ସାମ୍ୱାଦିକମାନଙ୍କ ପକ୍ଷରୁ ଏକ ଶୋକସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଦକ୍ଷିଣାଞ୍ଚଳ ଆଇ ଜି କହିଛନ୍ତି । ସ୍ୱାସ୍ଥ ପାଇଁ ସଦାସର୍ବଦା ନିଜେ ସଚେତନ ହେବା ସହିତ ସବୁବେଳେ କିପରି ଜୀବନରେ ସମସ୍ତେ ଫିଟ୍ ହୋଇ ରହିବେ ସେ ନେଇ ବାର୍ତ୍ତା ଦେଇ ଆସୁଥିବା ଜଣେ ବରିଷ୍ଠ ସାମ୍ୱାଦିକ ଶେଷରେ ଦୃଦଘାତରେ ଜୀବନ ଚାଲିଯିବା ଘଟଣା ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ଆୟୋଜିତ ଶୋକସଭାରେ ଯୋଗ ଦେଇ ଏପରି ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି ଦକ୍ଷିଣାଞ୍ଚାଳ ଆଇ.ଜି ସତ୍ୟବ୍ରତ ଭୋଇ । ଗତ ଗୁରୁବାର ଦିନ ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗ ଘଟିବା ଘଟଣା କେବଳ ବ୍ରହ୍ମପୁର କାହିଁକି ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ବ୍ରହ୍ମପୁରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଅବସରରେ ଦୀର୍ଘ ବର୍ଷ ଧରି ସାମ୍ୱାଦିକମାନଙ୍କ ସହିତ ବରିଷ୍ଠ ସାମ୍ୱାଦିକଙ୍କ ସଂପର୍କ ଏବଂ ନୂତନ ସାମ୍ୱାଦିକ ତିଆରି କରିବାରେ ଜଗନମୋହନ ମହାପାତ୍ରଙ୍କ ଉପଦେଶ ଓ ପରାମର୍ଶକୁ ନେଇ ସ୍ମୃତିଚାରଣ କରିଥିଲେ । ପରେ ସହରର ଗାନ୍ଧିନଗର ଛକ ଠାରେ ବରିଷ୍ଠ ସାମ୍ୱାଦିକ ଜଗନମୋହନଙ୍କ ବିୟୋଗରେ ସ୍ମୃତିରାଚଣ କରାଯିବା ସହ ନୀରବ ପ୍ରାର୍ଥନା କରାଯାଇ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସହରର ଗଣମାଧ୍ୟମର ପ୍ରତିନିଧି ମାନେ । ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଆଇ.ଜି ସତ୍ୟବ୍ରତ ଭୋଇଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ବିନୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ଠାରୁ ଆରମ୍ଭ କରି ଏକାଧାରରେ ସାହିତ୍ୟକ , ନାଟ୍ୟକାର ଠାରୁ ଆରମ୍ଭ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ଯୋଗଦାନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସକାଳ ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ତଥା ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ , ବରିଷ୍ଠ ସାମ୍ୱାଦିକ ଅଶୋକ କୁମାର ବ୍ରହ୍ମା , ହେମାଙ୍ଗ ରାଉଳ , ଗୋପାଳ ପଟ୍ଟନାୟକ , ସମୀର କୁମାର ଆଚାର୍ଯ୍ୟ , ନାରାୟଣ ମହାଙ୍କୁଡ , ଶିବରାମ ଚୌଧୁରୀ , ରଶ୍ମିତା ପାଣିଗ୍ରାହୀ ,ସୁଦୀପ ସାହୁ, ଜାନକୀ ପଟ୍ଟନାୟକ, ଦେବହରି ବେହେରା, ଲକ୍ଷ୍ମୀ ବେଜ୍, ଆର୍ଶିବାଦ ରାଉତ, ବିଶ୍ଵନାଥ ମାରଣା , କୈଳାଶ ବେହେରା, ସ୍ଵାଧୀନ କୁମାର ସାହୁ, ଅନନ୍ତ ପ୍ରଧାନ, ପ୍ରଶାନ୍ତ ଦାସ, ସତ୍ୟ ଚେତନ ପରିଡ଼ା, ସୋମନାଥ ସାହୁ, ମାନସ ବିଷୋୟୀ, ପ୍ରହଲ୍ଲାଦ ସାହୁ, କ୍ଷୀରସିନ୍ଧୁ ମହାନ୍ତି, ଗୋପାଳ ରେଡ୍ଡି, ପିଣ୍ଟୁ ବେହେରା, ପି ସୁବ୍ରମଣ୍ୟମ ସ୍ୱାମୀ, ଗୌରୀ ଶଙ୍କର ମିଶ୍ର, ପ୍ରଦୀପ୍ତ ପରିଛା, ପ୍ରଶାନ୍ତ ଜେନା, ଫିନୋଜ ପ୍ରଧାନ, ଲିକୁ ଡାକୁଆ, ଅଭିରାମ ପାତ୍ର, ଶରତ ସିଂ, ରୂପକ ମହାନ୍ତି, ରୁପେଶ ପଣ୍ଡା, ଉମା ଶଙ୍କର ମିଶ୍ର, ଦୟାନନ୍ଦ ସାହୁ, ଝିଲ୍ଲି ସାହୁ, ଦିନେଶ ପଟ୍ଟନାୟକ, କିରଣ କୁମାର ମିଶ୍ର, ବନିତା ବେହେରା, ହିମାଂଶୁ ସାବତ, ବାବୁଲା ପାଣିଗ୍ରାହୀ, ନିର୍ମଳ ସାହୁ, ଲଡୁ କିଶୋର ପାତ୍ର, ଚନ୍ଦନ ସାହୁ,ଲଲାଟେନ୍ଦୁ ଚୌଧୁରୀ , ନିମାଇ ଚରଣ ପଣ୍ଡା, ଉମା ଶଙ୍କର ପାଣିଗ୍ରାହୀଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ।

ରିପୋର୍ଟ : ନିମାଇଁଚରଣ ପଣ୍ଡା

బ్రహ్మపూర్ (సమ్రిద్ ఒడిశా) సీనియర్ జర్నలిస్ట్ జగన్మోహన్ మోహపాత్ర మరణించిన బ్రహ్మపూర్‌లో జర్నలిస్టుల తరపున అంత్యక్రియలు మరియు కొవ్వొత్తుల ప్రదర్శన నిర్వహించారు. తన ఆరోగ్యం గురించి, జీవితంలో ఎలా ఫిట్‌గా ఉండాలనే దానిపై నిత్యం అవగాహన ఉన్న సీనియర్ జర్నలిస్టు మృతి పట్ల మీడియా మొదలుకుని వివిధ వర్గాల వారు సంతాపం వ్యక్తం చేస్తున్నారు. బ్రహ్మపూర్ ప్రెస్ క్లబ్ ఆవరణలో ఏర్పాటు చేసిన సంతాప సభలో సౌత్ ఐజీ సత్యబ్రత్ భోయ్ పాల్గొని సంతాపం తెలిపారు. గత గురువారం నాడు సీనియర్ జర్నలిస్టు జగన్మోహన్ మహపాత్ర మృతితో ఒక్క బెర్హంపూర్ మాత్రమే రాష్ట్ర వ్యాప్తంగా విషాద ఛాయలు అలుముకున్నాయి.ఈ సందర్భంగా బెర్హంపూర్ వర్కింగ్ మీడియా ప్రతినిధులు సీనియర్ జర్నలిస్టులకు, జగన్మోహన్‌కు ఎన్నో ఏళ్లుగా ఉన్న అనుబంధాన్ని స్మరించుకున్నారు. కొత్త జర్నలిస్టులను తయారు చేయడంలో మహాపాత్ర సలహాలు మరియు సలహాలు. అనంతరం నగరంలోని గాంధీనగర్‌ వీధిలో సీనియర్‌ జర్నలిస్టు జగన్‌మోహన్‌ మృతి చెందడంతో నగరంలోని మీడియా ప్రతినిధులు కొవ్వొత్తుల ప్రదర్శనలో పాల్గొన్నారు. ఈ కార్యక్రమంలో, బెర్హంపూర్ మెట్రోపాలిటన్ కార్పొరేషన్ డిప్యూటీ కమిషనర్ వినోద్ బెహెరా, సదరన్ ఐజి సత్యబ్రత్ భోయ్‌తో కలిసి మీడియా నుండి రచయితలు మరియు నాటకకర్తల వరకు వివిధ అభివృద్ధి పనుల సహకారాన్ని హైలైట్ చేశారు. ఈ కార్యక్రమంలో, మాంగ్ బెర్హంపూర్ ఎడిషన్ చీఫ్ మరియు సీనియర్ ఎడిటర్ శక్తిధర్ రాజ్‌గురు, సీనియర్ ఎడిటర్లు అశోక్ కుమార్ బ్రహ్మ, హేమంగ్ రాల్, గోపాల్ పట్నాయక్, సమీర్ కుమార్ ఆచార్య, నారాయణ్ మహాకుంద్, శివరామ్ చౌదరి, రష్మితా మణిగారహి, సుదీప్ సాహు, జాంకీ బెజ్ పట్నాయక్, దేవ్‌హార్ పట్నాయక్, , అర్షిబాద్. రౌత్, విశ్వనాథ్ మారనా, కైలాష్ బెహెరా, స్వచ్చందర్ కుమార్ సాహు, అనంత్ ప్రధాన్, ప్రశాంత్ దాస్, సత్య చేతన్ పరిదా, సోమనాథ్ సాహు, మానస్ బిసోయ్, ప్రహల్లాద్ సాహు, క్షీరసింధు మొహంతి, గోపాల్ రెడ్డి, పింటు బెహెరా, పి శంకర్ మిహ్ర గౌరీ గౌరీ స్వామి, , ప్రదీప్ పర్చా , ప్రశాంత్ జెనా, ఫినోజ్ ప్రధాన్, లికు డాకువా, అభిరామ్ పాన్, శరత్ సింగ్, రూపక్ మొహంతి, రూపేష్ పాండా, ఉమా శంకర్ మిశ్రా, మెలియానంద్ సాహు, ఝిల్లీ సాహు, దినేష్ పట్నాయక్, కిరణ్ కుమార్ మిశ్రా, బనితా బెహెరా, హిమాన్షు సబాత్, బాబులా మంగ్రాహిబాత్, , నిర్మల్ సాహు , లడు కిషోర్ పోటే, చందన్ సాహు, లాలతేందు చౌదరి, నిమాయ్ చరణ్ పాండా, ఉమా శంకర్ మణిగారహి మరియు పలువురు మీడియా ప్రతినిధులు హాజరై స్మరించుకున్నారు.

నివేదిక: నిమయుచరణ్ పాండా