ଏକତା ଟ୍ରଷ୍ଟର ମହିଳା ସଶକ୍ତିକରଣ ପାଇଁ ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ସାମାଜିକ ଓ ସାମ୍ପ୍ରଦାୟ ଉନୟନ ସଂଗଠନ ଓ ଏକତା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣର ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ଏକତା ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିପ୍ତୀରେଖା ପଟ୍ଟନାୟକ, ଏକତା ଟ୍ରଷ୍ଟ ପରିଚାଳନା କରୁ ଥିବା ଟ୍ରଷ୍ଟି ଶ୍ରୀ ରବି ମହାରଣା, ସଦ୍ୟସ ରଜନୀ ବାଳା ଦାସ ଓ ଦିବ୍ୟ ଭାରତୀ ଜେନା ପାରଳାଖେମୁଣ୍ଡି ପହଂଚିବା ବେଳେ ସାମାଜିକ ଓ ସାମ୍ପ୍ରଦାୟ ଉନୟନ ସଂଗଠନର ଅଧ୍ୟକ୍ଷ ଶ୍ରୀ ସୁନୀଲ ପଟ୍ଟନାୟକ ଓ ବିଭିନ ସମାଜ ସେବକ ଓ ସମାଜ ସେବି ମାନେ ସ୍ବାଗତଂ କରି ଥିଲେ l

ରିପୋର୍ଟ : ରଜତ କୁମାର ମହାପାତ୍ର