ରାଜ୍ୟ ବାର କାଉନସିଲ ସଦସ୍ୟ ନିର୍ବାଚନ : ବିପୁଳ ଭୋଟରେ ବିଜୟୀ ହେଲେ ପୀତବାସ ପଣ୍ଡା

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ରାଜ୍ୟ ବାର କାଉନସିଲ ସଦସ୍ୟ ପାଇଁ ହୋଇଥିବା ନିର୍ବାଚନରେ ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ପ୍ରଥମ ରାଉଣ୍ଡ ରେ ରାଜ୍ୟରେ ସର୍ବାଧିକ ଭୋଟ୍ ପାଇବା ପରେ ଆଜି ମ୍ୟାଜିକ ନଂ ଭୋଟ୍ ପାଇ ପ୍ରଥମେ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି । ଦୀର୍ଘ ଦଶ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ସମଗ୍ର ଓଡିଶା ରୁ ୯୬ ଜଣ ଆଇନଜୀବୀ ପ୍ରତିଦ୍ୱନ୍ଦିତା କରିଥିଲେ । ଏଥିରେ ରାଜ୍ୟରୁ ପ୍ରାୟ ୨୭୨୮୯ ଜଣ ଆଇନଜୀବୀ ନିଜର ମତଦାନ କରିଥିଲେ । ବ୍ରହ୍ମପୁରର ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ୧୦୩୩ ଭୋଟ୍ ପାଇ ସମଗ୍ର ରାଜ୍ୟରେ ପ୍ରଥମ ହୋଇଥିଲେ । ରାଜ୍ୟସଭା ନିର୍ବାଚନ ଶୈଳୀରେ ଗଣାଯାଉଥିବା ଏହି ଭୋଟ୍ ରେ ରାଜ୍ୟରୁ ୨୫ଜଣ ଓକିଲ ନିର୍ବାଚିତ ହେବେ । ପୂର୍ବ ରୁ ବ୍ରହ୍ମପୁର ରୁ ଶ୍ରୀ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଶ୍ରୀବସନ୍ତ ପାଣିଗ୍ରାହୀ, ଶ୍ରୀ ବିଷ୍ଣୁମୋହନ, ଶ୍ରୀ ଦୀପକ ପଟ୍ଟନାୟକ ପ୍ରମୂଖ ଏହି ସମ୍ମାନଜନକ ସଦସ୍ୟ ପଦବୀ ପାଇଁ ନିର୍ବାଚିତ ହୋଇଥିଲେ । ଏଥର ଗଞ୍ଜାମ ଜିଲ୍ଲାରୁ ସାତ ଜଣ ପ୍ରାର୍ଥି ପ୍ରତିଦ୍ଵନ୍ଦିତା କରିଥିବା ବେଳେ ଶ୍ରୀ ପଣ୍ଡା ରାଜ୍ୟରେ ସର୍ବାଧିକ ଭୋଟ୍ ପାଇବା ଓ ପ୍ରଥମ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ହେବା ଏକ ଗୌରବର ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସମୃଦ୍ଧ ଓଡିଶା ସମ୍ପାଦକ ତଥା ଆଇନଜୀବୀ ସୁଧୀର କୁମାର ପଟ୍ଟନାୟକ , ହାଇକୋର୍ଟ ଆଇନଜୀବୀ ପ୍ରସନ୍ନ କୁମାର ପଟ୍ଟନାୟକ , ହାଇକୋର୍ଟ ଆଇନଜୀବୀ ସୁଜିତ କୁମାର ପଟ୍ଟନାୟକ , ଆଇନଜୀବୀ ରମେଶ ଚନ୍ଦ୍ର ପ୍ରଧାନ , ଆଇନଜୀବୀ ସୁମିତ କୁମାର ପଟ୍ଟନାୟକ ଓ ସମୃଦ୍ଧ ଓଡିଶା ପ୍ରତିନିଧି ସାମ୍ବାଦିକ ନିମାଇଁ ଚରଣ ପଣ୍ଡା ପ୍ରମୁଖ କହିଛନ୍ତି ଏବଂ ଆଇନଜୀବୀ ପୀତବାସ ପଣ୍ଡାଙ୍କ ବିପୁଳ ଭୋଟରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି I ଶ୍ରୀପଣ୍ଡା ଆଗକୁ କିଭଳି ବାର କାଉନସିଲ ଚେୟାରମ୍ୟାନ ହେବେ ସେଭଳି ସଙ୍ଗଠନ ଜାରି ରଖିବାକୁ ଲର୍ଡ଼ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି I ଅନ୍ୟପକ୍ଷରେ ଶ୍ରୀ ପଣ୍ଡା ଏକ ବିବୃତି ରେ କହିଛନ୍ତି ଯେ, ଏହି ବିଜୟ ଓକିଲମାନଙ୍କ ସ୍ନେହ ଶ୍ରଦ୍ଧା ଭଲପାଇବା ଓ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇ ପାରିଛି । ଏହା ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା

బ్రహ్మపూర్ (సంపన్నమైన ఒడిశా) రాష్ట్ర బార్ కౌన్సిల్ సభ్యునికి జరిగిన ఎన్నికలో, బ్రహ్మపూర్‌కు చెందిన సుప్రసిద్ధ న్యాయవాది శ్రీ పీతవాస్ పాండా మొదటి రౌండ్‌లో రాష్ట్రంలో అత్యధిక ఓట్లను సాధించి మొదటిగా గెలిచిన ఘనత పొందారు. పదేళ్ల తర్వాత జరిగిన ఈ ఎన్నికల్లో ఒడిశా వ్యాప్తంగా 96 మంది న్యాయవాదులు పోటీ చేశారు. రాష్ట్రంలోని దాదాపు 27289 మంది న్యాయవాదులు తమ ఓటు హక్కును వినియోగించుకున్నారు. బ్రహ్మపూర్‌కు చెందిన న్యాయవాది శ్రీ పీతవాస్ పాండా 1033 ఓట్లు సాధించి రాష్ట్రంలోనే ప్రథమ స్థానంలో నిలిచారు. రాజ్యసభ ఎన్నికల తరహాలో జరిగే ఈ ఓటింగ్‌లో రాష్ట్రం నుంచి 25 మంది న్యాయవాదులు ఎన్నిక కానున్నారు. శ్రీ కృష్ణచంద్ర పట్నాయక్, శ్రీ వసంత్ మణిగరాహి, శ్రీ బిష్ణుమోహన్, బ్రహ్మపూర్ నుండి శ్రీ దీపక్ పట్నాయక్ ప్రముఖ్ ఈ గౌరవప్రదమైన సభ్య పదవికి ఎన్నికయ్యారు. ఈసారి గంజాం జిల్లా నుంచి ఏడుగురు అభ్యర్థులు పోటీ చేయగా.. రాష్ట్రంలో అత్యధిక ఓట్లు సాధించి తొలి పోటీలోనే విజయం సాధించడం గౌరవప్రదంగా ఉందంటే అతిశయోక్తి కాదు.. రమేష్ చంద్ర ప్రధాన్, న్యాయవాది సుమిత్ కుమార్ పట్నాయక్. మరియు సమృద్ధ ఒడిశా ప్రతినిధి, జర్నలిస్టు నిమేకు చరణ్ పాండా ప్రముఖంగా మాట్లాడి లాయర్ పీతవాస్ పాండాను భారీ ఓట్ల తేడాతో గెలిపించినందుకు అభినందనలు తెలిపారు.బార్ కౌన్సిల్ చైర్మన్‌గా ఉన్నందున సంఘాన్ని కొనసాగించాలని శ్రీ పాండా జగన్నాథుడిని అభ్యర్థించారు. న్యాయవాదుల ప్రేమ, భక్తి, ఆశీస్సుల వల్లే సాధ్యమైంది. ఇది గంజాం జిల్లా ప్రజలకు గర్వకారణమని, గర్వించదగ్గ విషయమని పాండా అన్నారు.

నివేదిక: చరణ్ పాండా మీకోసం