Category: Current Topic

ଆଞ୍ଚଳିକ ଶିଳ୍ପାଞ୍ଚଳ ସାମ୍ବାଦିକ ଆସୋସିଏସନ୍ ପକ୍ଷରୁ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡାପଡା(ସମୃଦ୍ଧଓଡିଶା)ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ାପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅମୀୟ କେତନ ସ୍ୱାଇଁ ଙ୍କ କରକମଳରେ ଏହି ସଚେତନତା ଜନ ଜାଗରଣ ବାର୍ତ୍ତା

ବିଜେଡି ଯୁବ ନେତାଙ୍କ ଗୁମ୍ମା ବ୍ଲକ ପରିଦର୍ଶନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା )ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକ ବଡ଼ କଳାକୋଟ ପଂଚାୟତ ତୁମକୋର୍ ଏରିଆ ଅଫିସ ଓ ବୁରୁଡ଼ିଂ ମଣ୍ଡଳୀ ପରିଦର୍ଶନ କଲେ ବିଜେଡି ଯୁବ ନେତା ଇଞ୍ଜିନିୟର ରୁପେଶ

ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ଦିଲ୍ଲିପ ରାୟଙ୍କ ସାକ୍ଷାତ : ଆଲୋଚନା ଗୁରୁତ୍ୱ ପୂର୍ଣ

ରାଉରକେଲା(ସମୃଦ୍ଧଓଡିଶା)ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟଙ୍କ ରାଉରକେଲା ଗସ୍ତ ଅବସରରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହ ଭେଟ କରିଥିଲେ। ଅନୁଷ୍ଠାନର କର୍ମକର୍ତ୍ତାମାନେ ଶ୍ରୀ ରାୟଙ୍କୁ ପୁଷ୍ପଗୁଛ ଦେଇ ନବବର୍ଷର

ମୃତ ମିଟର ରିଡରଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭଞ୍ଜନଗର(ସମୃଦ୍ଧଓଡିଶା) ଟି ପି ଏସ ଓ ଡି ଏଲ୍ ଅଧିନସ୍ଥ ବିଲ୍ଲିଙ୍ଗ କାର୍ଯ୍ୟ ତୁଲାଉଥବା ଏଜେନସି ଇନଭେଣ୍ଟିଭ ସଫ୍ଟୱେରେ ସୋଲୁସନ ପକ୍ଷରୁ ଏକ ବୈଠକ ଭଞ୍ଜନଗର ନିଅନ୍ତ୍ରିତ ବଜାର କମିଟି

ପ୍ରଧାନମନ୍ତ୍ରୀଙ୍କ ୧୦୮ ତମ ମନ୍ କି ବାତ୍ ରେ ନେତାମାନେ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୮ ତ’ମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ

କ୍ଷେତ୍ରମୋହନ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଆଗାମୀ ଦିନରେ ଦେଶରେ ଯୁବ ଗୋଷ୍ଠୀର ଅଭ୍ୟୁଦୟ ଘଟିବ l ଏବେ ଭାରତବର୍ଷରେ ଯୁବକ, ଯୁବତୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୬୮ ପ୍ରତିଶତ l ସେଇମାନେ ଦେଶକୁ ଆଗେଇ ନେବେ

ସାମାଜିକ ଅନୁଷ୍ଠାନ ରୂପାୟନ ପକ୍ଷରୁ ପୋଷ୍ୟ ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ

ବାଲେଶ୍ଵର ତା(ସମୃଦ୍ଧଓଡିଶା)ଶୁକ୍ରବାର ଅପରାହ୍ନରେ ରେମୁଣା ନିର୍ବାଚନ ମଣ୍ଡଳୀର କରଞ୍ଜିଆ ଗ୍ରାମ ପଞ୍ଚାୟତର କାଶିମାବାଦରେ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ସାମାଜିକ ଅନୁଷ୍ଠାନ ରୂପାୟନ ପକ୍ଷରୁ ଏହି ଗ୍ରାମକୁ

ବ୍ଲକ ସ୍ତରୀୟ “ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା ” ଉଦଘାଟିତ

ନିମାପଡ଼ା,(ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବ୍ଲକ ସ୍ତରରେ କ୍ରୀଡାର ଭିତିଭୂମିକୁ ସୃଦୁଢ କରି ପ୍ରତିଭା ଚି଼ହ୍ନଟ କରି ନୂତନ ଓଡିଶା ଗଠନରେ ଯୁବବର୍ଗଙ୍କୁ ସାମିଲି କରିବା ଏହିକାର୍ଯ୍ୟକ୍ରମର ମୂଳଲକ୍ଷ୍ୟ l ଏହି

ଗଜପତି ଉତ୍ସବରେ ହାଇଟେକ ମେଡିକାଲ କଲେଜ ପକ୍ଷରୁ ମାଗଣା ଚିକିତ୍ସା ଶିବିର

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିଅମ ଠାରେ ଗଜପତି ଉତ୍ସବରେ ହାଇଟେକ ମେଡିକାଲ କଲେଜ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ରାଜ୍ୟ

‘ଯୁବ ଓଡିଶା ନବୀନ ଓଡିଶା’ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡ଼ଃ ତିରୁପତି ପାଣିଗ୍ରାହୀ

ପାରଲାଖେମୁଣ୍ଡି (ସମୃଦ୍ଧ ଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁରରେ ଥିବା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା’ ‘ନବୀନ ଓଡିଶା’ ପକ୍ଷରୁ କ୍ରୀଡା ଓ ସଂସ୍କୃତିକ

ଲାଗିରହିଥିବା ପାଣି ସମସ୍ୟା ଜଣାଇବା ୨ଦିନ ମଧ୍ୟରେ ଟ୍ୟାପ ଯୋଗେ ପାଇଲେ ଗ୍ରାମବାସୀ ଶୁଦ୍ଧ ଜଳ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ପରିଡା ପଞ୍ଚାୟତ ଅନ୍ତର୍ଗତ ସାନଗୁଡା ଗ୍ରାମରେ ଦୀର୍ଘ ଦିନ ହେବ ପିଇବା ପାଣିର ସମସ୍ୟା ଲାଗି ରହିଥିଲା । ସାନଗୁଡା ଗ୍ରାମରେ ଥିବା ଗୋଟିଏ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ବାନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷରେ ‘ବିକଶିତ ଭାରତ’ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ବିକଶିତ ଭାରତ ଗଢ଼ିବା ପାଇଁ ଆମେ ସମସ୍ତେ ନିଜ ସାମର୍ଥ୍ୟ

ହିଞ୍ଜିଳିରେ “ନୂଆ-ଓ” କାର୍ଯ୍ୟକ୍ରମରେ ଯୋଗଦେଲ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ୍

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗତକାଲି ୫-ଟି ଅଧ୍ୟକ୍ଷ ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସି ହିଞ୍ଜିଳିରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ । ସୂଚନା ପ୍ରକାରେ

ବାଇକ ଦୁର୍ଘଟଣାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ସାକ୍ଷୀଗୋପାଳ(ସମୃଦ୍ଧଓଡିଶା)ଗତକାଲି ବିଳମ୍ବିତ ରାତିରେ ସାକ୍ଷୀଗୋପାଳ ଡେଲାଙ୍ଗ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ   ପକ୍ଷୀମୁଣ୍ଡ ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଅଛି l ଏହି ଦୁର୍ଘଟଣାରେ  ୨ ସାଙ୍ଗଙ୍କର ମୃତ୍ୟୁ ହୋଇଯାଇଛି

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ପାରଲାଖେମୁଣ୍ଡି (ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଛ ମାଧ୍ୟମିକ ବିଦ୍ୟାଳୟ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ଓ ସଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଶା ବିକାଶ କନକ୍ଲେଭରେ ସୋରଡ଼ାର ନୀଳମାଧବ ଫାଉଣ୍ଡେସନ

ସୋରଡ଼ା/ବଡ଼ଗଡ଼(ସମୃଦ୍ଧ ଓଡିଶା)ପରିବର୍ତ୍ତନଶୀଳ ଜନସଂଖ୍ୟା ଓ ବିକାଶକୁ ଭିତ୍ତି କରି ଓଡ଼ିଶା@୨୦୩୬ କୁ ପ୍ରସଙ୍ଗ କରି ସି ୟାଇ ଏସ ଡି ଏବଂ ୟୁ ଏନ ଏଫ ପି ଏ ଙ୍କ

ହିଞ୍ଜିଳିବ୍ଲକ୍ ରେ ବିଜେଡି କର୍ମୀଙ୍କ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ଥିତ ରୟାଲ ପେଲେସରେ ବିଜେଡି ପକ୍ଷରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି l ପ୍ରଥମ ଦିନରେ ଶେରଗଡ଼ ବ୍ଲକର ତିନୋଟି ଜୋନର ପ୍ରାୟ

ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ‘ଓ’, ଯୁବ ଓଡ଼ିଶା, ନବୀନ ଓଡ଼ିଶାର କାର୍ଯ୍ୟକ୍ରମ

ଆସିକା (ସମୃଦ୍ଧଓଡିଶା) ଆସିକା ବିଜ୍ଞାନ ମହାବିଦ୍ୟାଳୟ ତଥା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ପର୍ଯ୍ୟାୟ ନୂଆ ‘ଓ’, ଯୁବ ଓଡ଼ିଶା, ନବୀନ

‘ଆମ ଓଡିଶା ନବୀନ ଓଡିଶା’ଯୋଜନାର ଗଜପତି ଜିଲ୍ଲା ସଂଯୋଜକ ପଦବୀରେ ନିଯୁକ୍ତ ୱାୟ. ରାମ ଚନ୍ଦ୍ର ରାଓଙ୍କୁ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଆଜି ଗଜପତି ବିଜେଡି ଶାଖା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାରେ ନୂତନ ଭାବରେ ଜିଲ୍ଲା ସଂଯୋଜୋକ ଭାବରେ ଦାୟିତ୍ଵ ପାଇ ଥିବା ୱାୟ. ରାମ ଚନ୍ଦ୍ରଙ୍କୁ ଜିଲ୍ଲା ଏବଂ

ଏପିଜେ ଅବଦୁଲ କଲାମ ଟ୍ରଷ୍ଟ ପକ୍ଷରୁ ଦୁଃସ୍ଥ ନିଷ୍ପେସିତ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଖଲ୍ଲିକୋଟ(ସମୃଦ୍ଧଓଡିଶା)ଖଲିକୋଟ ଏ ପି,ଜେ ଅବଦୁଲ କଲାମ ଚାରିଟେବୁଲ ଟ୍ରଷ୍ଟ ର ଜନହିତକର କାର୍ଯ୍ୟ କନିଷି ପାଲୁର ହିଲ ରେ ଅବସ୍ଥିତ ( ପରିଶ୍ରମ ) ମିଶନ ଆଶ୍ରା ପରିସର ଯାହାକି

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନିଷ୍କ୍ରମଣ ଉତ୍ସବ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ନୂଆଗଡ଼ ବାଲୁଙ୍କେଶ୍ବର ଶୈବ ପୀଠରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ନିଷ୍କ୍ରମଣ ଉତ୍ସବ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଆଜିର ଏହି

ଆର୍ମି ଜବାନ ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା

ଛତ୍ରପୁର(ସମୃଦ୍ଧଓଡିଶା)ଭୁବନେଶ୍ୱର ମହାନଗର ନିଗମର ଆମ୍ବୁଲାନ୍ସରେ ସେନା କର୍ମଚାରୀ ଜବାନ ଜେ. ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା । ସେନାବାହିନୀରେ ଚାକିରୀ କରି ଘରକୁ ଛୁଟିରେ ଆସିଥିଲେ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବିଡ଼ିଓ ସୁବ୍ରତ

ବିଜ୍ଞାନ ମହାବିଦ୍ୟାଳୟରେ ପ୍ଳାଷ୍ଟିକମୁକ୍ତ ସଚ଼େତନତା ଅଭିଯାନ

ଆସିକା(ସମୃଦ୍ଧଓଡିଶା)ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ଏବଂ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ତଥା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଅଂଶ ବିଶେଷରୂପେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ପ୍ଳାଷ୍ଟିକ ମୁକ୍ତ

ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କଲେ ଆଦର୍ଶ ବାବୁ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଖୋଡାସିଂ ଠାରେ ବାସ କରନ୍ତି ଆଦର୍ଶ କୁମାର ମହାନ୍ତି । ଆଜି ନଭେମ୍ବର ୧୨ ତାରିଖ ରେ ନିଜର ୨୨ ତମ ଜନ୍ମ ଦିବସ

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଦୀପାବଳୀ ଜରା ନିବାସ ରେ ପାଳିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ପବିତ୍ର ଦୀପାବଳୀ ଅବସରରେ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ଗଞ୍ଜାମ ଶାଖା ପକ୍ଷରୁ ରାମଚନ୍ଦ୍ରପୁର ସ୍ଥିତ ଜରା ନିବାସ ରେ ଅନ୍ତେବାସୀ ଓ ବସ୍ତି ପିଲାଙ୍କ ସହ ପାଳନ କରାଯାଇଥିଲା।

ନିଖିଳ ଓଡ଼ିଶା ସ୍ବେଛାସେବୀ ମହାସଂଘ ପକ୍ଷରୁ ଶ୍ରୀମତୀ ରାମେଶ୍ୱରି ନନ୍ଦ ସମ୍ମାନିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ନିଖିଳ ଓଡ଼ିଶା ସ୍ବେଛାସେବୀ ମହାସଂଘ ପକ୍ଷରୁ କାଲାଞ୍ଜଳି ଆରିଟିଷ୍ଟି ସମ୍ପାଦିକା ଶ୍ରୀମତୀ ରମେଶ୍ୱରୀ ନନ୍ଦ ସମାଜସେବା ଅଭିନେତ୍ରୀ ଓ ସୂ ସଂଗଠିକା ରେ ଉତ୍ତମ ସେବା ନିମନ୍ତେ ଭୁବନେଶ୍ଵର

ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସି ଗ୍ରାମର ନାରାୟଣ ସାହୁଙ୍କ କଟକ ଏସ ସି ବି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବାପରେ ପରିବାର ଲୋକ ମୃତକ ନାରାୟଣଙ୍କ

‘ଉତ୍କଳ ପ୍ରସଙ୍ଗ’ ପୂର୍ବତନ ସମ୍ପାଦକ ସତୀଶ ପାତ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ “ସ୍ମୃତି ଚାରଣ ଶୋଭା”

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା,ସୁପ୍ରସିଦ୍ଧ ଲେଖକ, ଏକାଧାରରେ ସୁବକ୍ତା,ଭଜନ ଗାୟକ, ସାହିତ୍ୟିକ ସ୍ୱର୍ଗତ ସତୀଶ ପାତ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ “ସ୍ମୃତି ଚାରଣ ଶୋଭା” ସ୍ଥାନୀୟ

ଦକ୍ଷିଣ ଓଡ଼ିଶା ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ନିଖିଳ ଓଡ଼ିଶା ୬୬୨ବର୍ଗ (+୨ଓ+୩) ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ଦିନିକିଆ ଦକ୍ଷିଣ ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ରାଜ୍ୟ ସଭାପତି