Category: Uncategorized

ବ୍ରହ୍ମପୁର ମହାନଗର ୧୧ତମ ପୁସ୍ତକ ମେଳାରେ ଡ.ଏ.ପି ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର କବିତା ପାଠୋତ୍ସବ

ବ୍ରହ୍ମପୁର:ବ୍ରହ୍ମପୁର ଠାରେ ପାଳିତ ହେଉଥିବା ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଅବସରରେ, ଡ.ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ତରଫରୁ କବିତା ଆସର ପାଳିତ ହୋଇଛି ।ସେଥିରେ

ଲକ୍ଷ୍ମୀ ପୂଜା ପେଣ୍ଡାଲର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ : ଜିଲ୍ଲାରେ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶୃତି

ଭୁବନେଶ୍ୱର(ସମୃଦ୍ଧଓଡିଶା) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶା ସାଂସ୍କୃତିକ ଐତିହ୍ୟର ଅନନ୍ୟ ନିଦର୍ଶନ।

ବାଚସ୍ପତି ସୁରମା ପାଢ଼ୀ ଗୋଷାଇଁନୁଆଗାଁ ମା’ କାଳୁଆ ଯାତ୍ରାରେ ଯୋଗଦେଲେ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଗୋସାଇଁନୂଆଗାଁର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ ମାଁ କାଳୁଆଙ୍କ ଯାତ୍ରା ଅବସରରେ ମାଁ କାଳୁଆ ଯାତ୍ରା ପୂଜା କମିଟିର ନିମନ୍ତ୍ରଣ ରକ୍ଷା କରି ବଡ଼ ସାହି ସ୍ଥିତ ଅସ୍ଥାୟୀ

ହିଞ୍ଜିଳିକାଟୁର ତେଜ୍ ଦିମାଗ ଛାତ୍ର ଛାତ୍ରୀଙ୍କ ଜାତୀୟ ସ୍ତରରେ କୃତିତ୍ୱ

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା) ଆମ ହିଞ୍ଜିଳିକାଟୁ ଅଞ୍ଚଳର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ତେଜ୍ ଦୀମାଗ ଯାହା ଏକ ଶୈଖିକ କ୍ଷେତ୍ରରେ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପ୍ରତିଭା କ୍ଷେତ୍ରରେ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ : ଅନୁଗୋଳରେ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ପ୍ରସ୍ତାବ

ଭୁବନେଶ୍ଵର(ସମୃଦ୍ଧଓଡିଶା) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ

ବରିଷ୍ଠ ନାଗରିକମାନେ ଦେଶର ପଥ ପ୍ରଦର୍ଶକ : ସେମାନଙ୍କ ସମ୍ମାନ ଓ ସେବାଆମର ପ୍ରଥମ କର୍ତ୍ତବ୍ୟ

ବ୍ରହ୍ମପୂର୍(ସମୃଦ୍ଧଓଡିଶା) ବରିଷ୍ଠ ନାଗରିକ ତଥା ଅଭିଭାବକ ମାନେ ସର୍ବଦା ପୂଜ୍ୟ, ସେମାନଙ୍କ ଅନୁଭୂତି ଓ ଜୀବନ ସଂଗ୍ରାମ ଯାତ୍ରା ର ଫଳ ସ୍ୱରୂପ ଆମେ ଏକ ସୁନ୍ଦର ପରିବାର ଓ

ଗଜପତିରେ ଶାନ୍ତି ପୂର୍ଣ୍ଣ ଭାବେ ଭାରତ ବନ୍ଦ ସଫଳ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ସଫଳ ହୋଇଛି। କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଙ୍କ

ପାରଳା ଜିଲ୍ଳା ପରିଷଦ ସମୀକ୍ଷା ବୈଠକରେ ବାପପୁଅ ଉପସ୍ଥିତ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଳା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି

ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପଲ୍ଲୀ ବିକାଶ’ ତରଫରୁ ପୋଡଙ୍ଗିରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)(ରବିବାର‌) ଦିନ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘“ପଲ୍ଲୀ ବିକାଶ’” ପୋଡଙ୍ଗି ତରଫରୁ ପଲ୍ଲୀ ଭବନ ପ୍ରାଙ୍ଗଣରେ ‘“ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର’ର ଆୟୋଜନ ହୋଇଯାଇଛି । ଉକ୍ତ

୨୦୧୦ ଠାରୁ ମିଳିଥିବା ସବୁ ଓବିସି ସାର୍ଟିଫିକେଟକୁ ରଦ୍ଦ କଲେ ହାଇକୋର୍ଟ : କିନ୍ତୁ ମମତା ଦିଦି ମାନିବାକୁ ଅମଙ୍ଗ

କଲିକତା(ସମୃଦ୍ଧଓଡିଶା)୨୦୧୦ ଠାରୁ ମିଳିଥିବା ସବୁ ଓବିସି ସାର୍ଟିଫିକେଟକୁ ରଦ୍ଦ କରିଛନ୍ତି କଲିକତା ହାଇକୋର୍ଟ । ଇଏ ଏକ ଐତିହାସିକ ରାୟ ଦେଇଛନ୍ତି କଲିକତା ହାଇକୋର୍ଟ। ପଶ୍ଚିମବଙ୍ଗରେ ୨୦୧୦ ମସିହା ଠାରୁ ଜାରି

ଶେରଗଡ଼ ସ୍ଥିତ ଉଦୟପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଯୁବ ଓଡ଼ିଶା – ନବୀନ ଓଡ଼ିଶା ଉତ୍ସବ ଅନୁଷ୍ଠିତ

ଶେରଗଡ଼(ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲା ଶେରଗଡ଼ ସ୍ଥିତ ଉଦୟପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ମାସ ୨ ତାରିଖରେ ଆରମ୍ଭ ହୋଇଥିବା ଯୁବ ଓଡ଼ିଶା ନବୀନ ଓଡ଼ିଶା

ଅଲ ଓଡିଶା ବାରବାଟୀ କପ ତୃତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ

ନିମାପଡ଼ା(ସମୃଦ୍ଧଓଡିଶା)ଏସପି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଅଲ ଓଡିଶା ବାରବାଟୀ କପ ତୃତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ପ୍ରଥମ ସେମିଫାଇନାଲ ମ୍ୟାଚରେ ନିମପୁର କ୍ରିକେଟ କ୍ଲବ କଟକକୁ ୩ ୱିକେଟରେ

ଆମ୍ବଠା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ର| ପଞ୍ଚାୟତ ଅନ୍ତର୍ଗତ ଡି ଆମ୍ବଠା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) “ଜୀବନବ୍ୟାପୀ ନିଷ୍ଠାପର ସାଧନା ହିଁ ଛାତ୍ରମାନଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇଥାଏ । ଏଥିପାଇଁ ଜୀବନରେ ବହୁ ବନ୍ଧୁରପଥ ଦେଇ ଗତି କରିବାକୁ ପଡ଼େ । ଜୀବନ

ମହାନଗର ନିଗମରେ କୁକୁର ବନ୍ଧ୍ୟାକରଣ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାନଗର ନିଗମ ତତଫରୁ ନିଗମ ସମ୍ମିଳନୀ କକ୍ଷରେ ବୁଲା କୁକୁରଙ୍କ ପ୍ରାଦୃଭାବ ରୋକିବା ସକାଶେ ଏକ ପ୍ରସ୍ତୁତି ବୈଠକ ନିଗମର ଅତିରିକ୍ତ ଆୟୁକ୍ତ ନୀଳମାଧବ ଭୋଇଙ୍କ

ଗଜପତି ମହିଳା ବିଜେଡିର ପୁଣି ସଭାନେତ୍ରୀ ହେଲେ ପୂର୍ଣ୍ଣବାସୀ ନାୟକ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ବିଜୁ ଜନତା ଦଳର ମହିଳା ସଂଗଠନର ସଭାନେତ୍ରୀ ଭାବେ ପୂର୍ଣ୍ଣବାସୀ ନାୟକଙ୍କୁ ପୁଣି ମନୋନୀତ କରାଯାଇଥିବା ସୂଚନା ମିଳିଛି । ବିଜେଡି ସୁପ୍ରିମୋ

ଶିଶୁ ଶ୍ରମ ମୁକ୍ତ ଗଞ୍ଜାମ କରିବା ପାଇଁ ପ୍ରୟାଶ…

ଆନ୍ତର୍ଜାତୀକ ଶିଶୁ ଶ୍ରମ ନିରୋଧି ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି- ଚାଇଲ୍ଡଲାଇନର ମିଳିତ ଉଦ୍ୟମରେ ପ୍ରତ୍ୟେକ ଶିଶୁ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ଶିଶୁ

ଛତ୍ରପୁର ସହରରେ ଧୂମଧାମରେ ଇଦ୍ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ମୁସଲମାନ ଭାଇମାନଙ୍କ ପବିତ୍ର ରାମଜାନ ମାସର ଶେଷ ଅବସରରେ ବଡ ଧୁମଧାମରେ ଛତ୍ରପୁର ପୁତିଗୋପାଳପୁର ମସଜିଦରେ ଧର୍ମଗରୁ ହାଫିସ୍ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ବାବଧାନରେ ନମାଜପାଠ

ଧାନ କିଣା ସମସ୍ୟାକୁ ନେଇ ରାସ୍ତା ଅବରୋଧ କଲେ ଚାଷୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର-ତାରାତାରିଣୀ ମୁଖ୍ୟରାସ୍ତା ପୋଟଲାମପୁର ଠାରେ ପୋଟଲାମପୁର ପଞ୍ଚାୟତର ଶତ।ଧିକ ଚାଷୀ ଧାନବସ୍ତା ରଖି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି । ଶନିବାର ସକାଳ ୮ଟାରୁ

ଓଡିଶା-ଆନ୍ଧ୍ର ସୀମାନ୍ତର ବିବାଦୀୟ ମାଣିକପାଟଣା ଗ୍ରାମରେ ଜିଲ୍ଲା କଂଗ୍ରେସ ଓ ମୋହନା ବିଧାୟକ…

ଗଜପତି (ସମୃଦ୍ଧ ଓଡିଶା) ଓଡିଶା-ଆନ୍ଧ୍ର ସୀମାନ୍ତରେ ପ୍ରଶାସନିକ ଅବହେଳା ଯୋଗୁଁ ଛନ୍ଦି ହୋଇ ପଡ଼ିଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକର ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମକୁ

ପାଟପୁର ସ୍କୁଲରେ ବନ ମହୋତ୍ସବ…

ଗଞ୍ଜାମ/ରମ୍ଭା (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ଅଧିନସ୍ଥ ପାଟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୨ତମ ‘ବନ ମହୋତ୍ସବ’ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ

କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ ପାଳିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତର କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି

ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ୧୦ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ବ୍ରହ୍ମପୁର ହାଉସିଂ ବୋର୍ଡରେ ଥିବା ୧୦ ବର୍ଷର ଶିଶୁ କୈଳାଶ ନାୟକଙ୍କ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଶିଶୁ

ବିଶିଷ୍ଟ ଶିକ୍ଷାବିତ୍ ଏସ.ଶିବପ୍ରସାଦ ରାଓଙ୍କ ବିୟୋଗରେ ଏସଏମଆଇଟିରେ ଶୋକସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଏସ.ଶିବ ପ୍ରସାଦ ରାଓଙ୍କ ଅକାଳ ବିୟୋଗ ହୋଇଯାଇଛି l ସେ ଆଜକୁ କିଛିଦିନ ହେଲା କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ

ଘର ଟିକସ ଓ ୟୁଜର୍ସ ଫିଜ ବୃଦ୍ଧି ପ୍ରସଙ୍ଗ : ହାଇକୋର୍ଟରେ ମକଦ୍ଦମା କଲେ କଂଗ୍ରେସ ନେତା ପୀତବାସ ପଣ୍ଡା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ବେଆଇନ ଭାବରେ ଜନସାଧାରଣଙ୍କ ଉପରେ ଲଦି ଦିଆଯାଇଥିବା ମାତ୍ରାଧିକ ଘର ଟିକସ ଓ ୟୁଜର୍ସ ଫିଜକୁ ପ୍ରତ୍ୟାହାର ତଥା ରଦ୍ଦ

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଦିବସ ବିିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି । ସହରର ପିଭିଏନ୍ ପେଟ୍ରୋଲ ପମ୍ପ୍ ଛକ

ଶେରଗଡ ପୋଲିସ ପକ୍ଷରୁ ମୃତ ଗୃହରକ୍ଷୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ…

ବେଗୁନିଆପଡା/ଶେରଗଡ (ସମୃଦ୍ଧ ଓଡିଶା) ଶେରଗଡ ବ୍ଳକ ଅନ୍ତର୍ଗତ ସୁନାନ୍ତର ଗ୍ରାମର ବନବାସ ମାହାରଣା ଗତ ଶନିବାର ମାଥିଲି ଥାନା ନୂଆଁଗଡ ଗ୍ରାମରେ ଗଞ୍ଜେଇ ମାଫିଆଙ୍କ ଦ୍ଵାରା ନିର୍ମମ ଭାବେ ହତ୍ୟାର ଶିକାର

ସହାୟତାର ହାତ ବଢ଼େଇଛନ୍ତି ଗୋପାଳପୁର ବିଧାୟକ…

ଗୋପାଳପୁର (ସମୃଦ୍ଧ ଓଡିଶା) ସହାୟତାର ହାତ ବଢ଼େଇଛନ୍ତି ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡୁରା ଗ୍ରାମପଞ୍ଚାୟତର ପଥରା ଗ୍ରାମର

ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ଅଭିଯୋଗ : ତଦନ୍ତ ଦାବି…

ପଦ୍ମପୁର (ସମୃଦ୍ଧ ଓଡିଶା) ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ଅଧିକାରୀ ଆଇନ ଦ୍ୱାରା ଏନେଇ