Category: Political News

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଭି ସି ମାଧ୍ୟମରେ ଯୁବଗୋଷ୍ଟିଙ୍କୁ ଗୁରୁମନ୍ତ୍ର ଦେଲେ ଭି.କେ ପାଣ୍ଡିୟାନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଆଜି ବିଜୁ ଜନତା ଦଳର ଯୁବ ବିଜେଡ଼ି କର୍ମୀ ସମ୍ମିଳନୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ

ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ : ଦକ୍ଷିଣ ଭାରତରେ ମାତ୍ର ୧୫ଟି ଆସନ ନେବ ବିଜେପି କହିଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରବାଦ(ସମୃଦ୍ଧଓଡିଶା) ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ। ତାମିନାଲଡୁର ସମସ୍ତ ୩୯ ଆସନ ସହ ଦେଶର ୧୦୨ଟି ଲୋକସଭା ଆସନରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୪୦୦

ବ୍ରହ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ କେ.ଅନିଲଙ୍କ ମୋଟର ସାଇକେଲ୍ ଶୋଭାଯାତ୍ରା

ବ୍ରହ୍ମପୁର(ସମୃଦ୍ଧଓଡିଶା)୧୭/୪:ପବିତ୍ର ଶ୍ରୀରାମ ନବମୀ ଅବସରରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ବ୍ରହ୍ମପୁର

ସର୍ବାଧିକ ଲାଭାନ୍ୱିତ ହେବ ଓଡ଼ିଶା ସମେତ ବ୍ରହ୍ମପୁର ଲୋକସଭା କ୍ଷେତ୍ର : ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର,(ସମୃଦ୍ଧଓଡିଶା)୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି।ଏହା ପରେ ୨୦୧୯ ସାଧାରଣ

ପଶ୍ଚିମଓଡ଼ିଶାକୁ ବାରମ୍ବାର ଧୋକା ଦେଇଛନ୍ତି ବୋଲି ବିରୋଧୀଙ୍କ ଅଭିଯୋଗ

ସମ୍ବଲପୁର(ସମୃଦ୍ଧଓଡିଶା) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବାପରେ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି । ନବୀନ ଆତ୍ମବିଶ୍ୱାସ ହରାଇସାରିଛନ୍ତି । ପଶ୍ଚିମଓଡ଼ିଶାବାସୀଙ୍କୁ

ମହାବିଷୁବ ପଣା ସଂକ୍ରାନ୍ତିରେ ବିଭିନ୍ନ ମଠ ଓ ମନ୍ଦିର ପରିକ୍ରମା କଲେ ବ୍ରହ୍ମପୁର ବିଧାନସଭା ବିଜେପି ପ୍ରାର୍ଥୀ କେ.ଅନିଲ୍ କୁମାର

ବ୍ରହ୍ମପୁର(ସମୃଦ୍ଧଓଡିଶା)ଓଡ଼ିଆ ନବବର୍ଷ,ମହା ବିଷୁବ ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଅବସରରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ

ନିମାପଡ଼ା ବ୍ଲକ ବିଜେଡି କର୍ମକର୍ତ୍ତାଙ୍କ ସାଂଗଠନିକ ବୈଠକ ଅନୁଷ୍ଠିତ

ନିମାପଡ଼ା(ସମୃଦ୍ଧଓଡିଶା)୧୨/୪- ଆଜି ପୂର୍ବାହ୍ନରେ ସ୍ଥାନୀୟ ଗ୍ରୀନଲ୍ୟାଣ୍ଡ କଲ୍ୟାଣ ମଣ୍ଡପଠାରେ ନିମାପଡ଼ା ବ୍ଲକ ବିଜେଡି କର୍ମକର୍ତ୍ତାଙ୍କ ପକ୍ଷରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବ୍ଲକ ସଭାପତି, ୩୨ପଞ୍ଚାୟତର ପର୍ଯ୍ୟବେକ୍ଷକ,

ମା’କରାଇଶୁଣୀ ପୀଠରେ ଆମ୍ ଆଦମୀ ପାର୍ଟିର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଖରିଡl ଗ୍ରାମ ଠାରେ ଅବସ୍ଥିତ ମାଁ କରେଇଶୁଣୀ ପୀଠରେ ଆସିକା ଲୋକ ସଭା ଆବାହକ ଶ୍ରୀ ଭଜରାମ ସାବତ (ମିଟୁ ଭାଇ)ଙ୍କ ତତ୍ବାବଧାନରେ ୭ ବିଧାନସଭା

ପଚିଶି ବର୍ଷର ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ସବୁଠାରୁ ଅଧିକ ଦାଦନ ଶ୍ରମିକ: ଡ଼ଃ ପ୍ରଦ୍ୱୀପ ପାଣିଗ୍ରାହୀ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ରାଜ୍ୟ ପ୍ରଚାର ଓ ପ୍ରସାର ବିଭାଗ ମୁଖ୍ୟ ତଥା ବ୍ରହ୍ମପୁର ଲୋକସଭା ପ୍ରଭାରୀ ଅଶୋକ

ପାରଳାରେ ପୁଣି କଂଗ୍ରେସ, ଆଜି ବିରାଟ କର୍ମୀ ସମାବେଶ : ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକଙ୍କୁ ଜିତିବାକୁ ସଂଘବଦ୍ଧ ସମର୍ଥନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ବିଶାଳ ଜନ ସମାଗମରେ କଂଗ୍ରେସର ପରିବର୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ବିଜେପି ଛାଡି ଶତାଧିକ

ଆମ୍‌ ଆଦ୍‌ମୀ ପାର୍ଟିର ୬ ମନ୍ତ୍ରୀ, ୫୫ ବିଧାୟକ, ସୁନିତା କେଜ୍ରିଓ୍ୱାଲଙ୍କୁ ଭେଟି ସାହସ ଜୁଟାଇଲେ

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ମଦ ଦୁର୍ନୀତି ଅଭିଯୋଗ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ ହୋଇ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି। ତେବେ ତାଙ୍କ ଗିରଫଦାରୀ ପରେ ଆମ୍‌ ଆଦ୍‌ମୀ ପାର୍ଟିରେ ଉତ୍ତେଜନା

ବିଜେପି ଛାଡ଼ିଲେ ବିଜେଡିରେ ଯୋଗ ଦେଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ ବକ୍ସିପାତ୍ର। ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଆଜି ସକାଳେ ଭୃଗୁ ବିଜେପିରୁ ଇସ୍ତଫା ଦେଇଥିଲେ। ୨୦୧୯ ନିର୍ବାଚନରେ

ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ : ଲୋକଙ୍କ ଉତ୍ସାହ ଉଦ୍ଦୀପନା ବୃଦ୍ଧି

ଭୁବନେଶ୍ୱର(ସମୃଦ୍ଧଓଡିଶା) ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ l ସେ ପ୍ରାର୍ଥୀ ହେବା

୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜାତୀୟ କଂଗ୍ରେସ

ଭୁବନେଶ୍ବର(ସମୃଦ୍ଧଓଡିଶା)୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପିସିସି

ବିଜେପି ଘୋଷଣା କଲା ୧୧୨ ଜଣଙ୍କ ବିଧାନସଭା ପ୍ରାର୍ଥୀ ତାଲିକା : ଚାନ୍ଦବାଲିରୁ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର(ସମୃଦ୍ଧଓଡିଶା)୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ଦଳ ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ହାତ ଗଣତି ସାମ୍ବାଦିକଙ୍କୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ

ହିଞ୍ଜିଳିକାଟୁ ଓ ଶେରଗଡ଼(ସମୃଦ୍ଧଓଡିଶା) କିଛି ହାତ ଗଣତି ସାମ୍ବାଦିକଙ୍କୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ କରାଯାଇଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଏହି ଭଳି ଏକ ଘଟଣା

ଚଳିତ ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରକୁ ନେଇ ଘାଇଲା ବିଜେଡି, ପ୍ରଦୀପଙ୍କୁ କିଏ ଦେବ ଟକ୍କର ?

ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁରରୁ ବିଜେପି ପକ୍ଷରୁ ଡ଼ଃ ପ୍ରଦ୍ୱୀପ ପାଣିଗ୍ରାହୀ ଲୋକସଭା ପ୍ରାର୍ଥୀ ଘୋଷଣା ହେବା ପରେ ଚଳିତ ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରକୁ ନେଇ ଘାଇଲା ବିଜେଡି, ପ୍ରଦୀପଙ୍କୁ କିଏ ଦେବ

ବିଜେଡି ଘୋଷଣା କଲା ଆଉ ୬ ଲୋକସଭା ପ୍ରାର୍ଥୀଙ୍କ ନାଁ : ଆଜି ମୋଟ ୧୫ଟି ଘୋଷଣା ହେଲା ଆଉ ବାକି ରହିଲା ୬

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ଆଉ ୬ଟି ପାଇଁ ବିଜେଡି ଘୋଷଣା କରିଛି ପ୍ରାର୍ଥୀ। ଏହା ପୂର୍ବରୁ ୯ଟି ଲୋକସଭା ଆସନ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ

ବିଜେଡିକୁ ନିଃସର୍ତ୍ତ ସମର୍ଥନ ଦେବେ ଗ୍ରାମବାସୀ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା) ବିଜେଡ଼ି ରାଜ୍ୟ ଯୁବ ଉପ ସଭାପତି ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରି ସାମଗାଇତା ଗ୍ରାମବାସୀ ବିଜେଡିକୁ ନିଃସର୍ତ୍ତ ସମର୍ଥନ ଜଣାଇବାକୁ ପ୍ରତିଶୃତି ଦେଇଛନ୍ତି । ସାମଗାଇତା

କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କୁ ଭିତ୍ତିଭୂମି ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ : గిరిజనులకు కేంద్ర .రాష్ట్ర ప్రభుత్వాలు మౌలిక సదుపాయాలు కల్పించడంలో పూర్తిగా విఫలమయ్యారు

బిషఖాపాటనా(సమృద్ధ ఒడిశా)డుంబ్రిగుడ మండలం కితలంగి పంచాయతీ పాడి గ్రామములో ఆంధ్రప్రదేశ్ రాష్ట్ర ఆదివాసి కాంగ్రెస్ చైర్ పర్సన్ మరియు అరకు వేలి నియోజకవర్గం ఇంచార్జి శ్రీమతి పాచిపెంట శాంతకుమారి గారు

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ୯ଟି ଲୋକସଭା ଓ ୭୨ଟି ବିଧାନସଭା

ଭୁବନେଶ୍ୱର(ସମୃଦ୍ଧଓଡିଶା) ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦୀର୍ଘ ୧୫ଦିନ ପରେ ଭିଡିଓ

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା : ବିଜେଡିରେ ମିଶିବାର ୨ ମିନିଟରେ ମନ୍ମଥଙ୍କ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଟିକେଟ ଘୋଷିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ନିଜ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଖୋଦ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ବିଜେଡିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଜେଡିରେ ମିଶିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ମିଶିବା

ଲୋକଙ୍କ ସହ ହୋଲି ଖେଳିଲେ ବିଜେଡି ନେତା ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଆଜି ପାରଳାଖେମୁଣ୍ଡି ବିଭିନ୍ନ ସାହିର ଲୋକଙ୍କ ସହ ମିଶି ରଙ୍ଗର ପର୍ବ ହୋଲି ଖେଳିଲେ ରାଜ୍ୟ ବିଜେଡି ଯୁବ ଉପ ସଭାପତି ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ I ପାରଳାର ଯୁବକ

ଶଙ୍ଖର ଶବ୍ଦ କମି କମି ଯିବା ବେଳେ ଫୁଲର ମହକ ବଢୁଛି : ଏହା କ’ଣ ପ୍ରଦ୍ୱୀପଙ୍କ କମାଲ ?

ଭୁବନେଶ୍ୱର(ସମୃଦ୍ଧଓଡିଶା) ସ୍ୱର୍ଗତ ବିଜୁ ବାବୁଙ୍କ ନାମରେ ନାମିତ ତାଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜୁ ଜନତା ଦଳ ସରକାର ରାଜ୍ୟରେ ଦୀର୍ଘ ୨୪ ବର୍ଷ କାଳ

ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେପିର ନିର୍ବାଚନ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ “ନିର୍ବାଚନ ପ୍ରସ୍ତୁତି ବୈଠକ ସହ ସମ୍ୱର୍ଦ୍ଧନା ସଭା” ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ରାଉରକେଲାରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଲୋକାର୍ପଣ…

ରାଉରକେଲା(ସମୃଦ୍ଧଓଡିଶା)ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଗ୍ୟାରେଣ୍ଟି କାର୍ଡ ଲୋକାର୍ପଣ ହୋଇଯାଇଛି। ଦଳର ସଭାପତି ରବି ରାୟ ଙ୍କ ସଭାପତିତ୍ବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ

ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ(ସମୃଦ୍ଧଓଡିଶା)ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ କଥା କହିଛନ୍ତି। ଗିରଫ ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଦେଶ

ବିଜେଡିରେ ଯୋଗ ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ବର(ସମୃଦ୍ଧଓଡିଶା)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି।

ସବୁ କଳ୍ପନା ଓ ଜଳ୍ପନା ପରେ ନିମାପଡାରେ ବିଧାୟକ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଆଗରେ ଜିତୁ ମହାନ୍ତି

ଗୋପ(ସମୃଦ୍ଧଓଡିଶା) ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଓଡ଼ିଆ ର ସମସ୍ତ ଦଳୀୟ ନେତାମାନେ ଯଦିଓ ନିର୍ବାଚନ କୁ ନେଇ ସେତେ ବ୍ୟସ୍ତ ଥିବା ଜଣାପଡ଼ୁନି l