Day: 28 April 2020

ହାଇକୋର୍ଟର ସିଙ୍ଗଲ ବେଞ୍ଚ ଆଦେଶକୁ ଡିଭିଜନ ବେଞ୍ଚର ରହିତାଦେଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପଞ୍ଚାୟତ ସମିତି ଅଧିନ କୋଟସାହି ପଞ୍ଚାୟତର କେତେକ ଉନ୍ନୟନ କାର୍ଯ୍ୟକୁ ନେଇ ବିବାଦ ଦେଖା ଦେଇଥିଲା । ଏ ସଂପର୍କରେ ସେହି ପଞ୍ଚାୟତର ରାଜୀବ

ସୀମା ସିଲ ପରେ ମାଦକଦ୍ରବ୍ୟ ମାଫିଆ ସକ୍ରିୟ : ସୁବର୍ଣ୍ଣରେଖାର ଅସ୍ଥାୟୀ ପୋଲ ପାଲଟିଛି ଭୁସର୍ଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱରେ କରୋନାର ଆତଙ୍କ ଦେଖାଦେଇଥିବାରୁ ଜଳେଶ୍ୱରରେ ତାର ପ୍ରବାଭ ପରିଲକ୍ଷିତ ହୋଇଛି । ଫଳରେ ପ୍ରଶାସନ ଓ ପୋଲିସ୍ ସେଥିନେଇ ବ୍ୟସ୍ତ ଥିବା ବେଳେ

ଜଳେଶ୍ୱର ବାରଆସୋସିଏସନ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଆତଙ୍କ ଓ ଲକ୍‌ଡାଉନ୍ ସତ୍ୱେ ଜଣେ ଶ୍ରେଷ୍ଠ ମାନବବାଦର ପ୍ରତୀକ ଓଡିଶାର ପ୍ରଥମ ଗ୍ରାଜୁଏଟ୍‌, ପ୍ରଥମ ଏମ୍‌ଏ, ପ୍ରଥମ ବାରିଷ୍ଟର ଏବଂ ଓଡିଆ ଜାତିର

ଜଳେଶ୍ୱରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପବିତ୍ର ମଧୁବାବୁଙ୍କ ୧୭୩ତମ ଜନ୍ମ ତିଥି ଅବସରରେ ଜଳେଶ୍ୱରର ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି ସାମ୍ପ୍ରତିକ

ସୁରାଟରୁ ସାଇକେଲରେ ଆସି ପହଞ୍ଚିଲେ ବୁଗୁଡ଼ା ବ୍ଲକର ଯୁବକ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ସୁରଟରୁ ସାଇକେଲରେ ଆସି ପହଞ୍ଚିଲେ ବୁଗୁଡ଼ା ବ୍ଲକର ଜଣେ ଯୁବକ । ବୁଗୁଡ଼ା ବ୍ଲକ ଏ କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଆଜି ଅପରାହ୍ନ

କାର୍ଯ୍ୟରତ ନେସ୍କୋ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ମାମଲା, ୨ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବର୍ଷ ପରେ ବିଦ୍ୟୁତ୍‌ ତାର କଟି ଯାଇଥିବାରୁ ନେସ୍କୋ କର୍ମଚାରୀ ମରାମତି କରୁଥିବା ବେଳେ ନିକଟସ୍ଥ ୨ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ବେଗୁନିଆପଡ଼ାରେ ବ୍ୟାପକ ଚୋରା ମଦ କାରବାର : ବିପୁଳ ମଦ ପ୍ୟାକେଟ ସହ ୩ ଗିରଫ …

ବେଗୁନିଆପଡା (ସମୃଦ୍ଧ ଓଡିଶା) ବେଗୁନିଆପଡା ଓ ତାର ଆଖ ପାଖ ଅଞ୍ଚଳରେ ଚୋରା ମଦ କାରବାର ଥମିବାର ନା ଧରୁନାହିଁ  । ଅବକାରୀ ବିଭାଗ ଓ ପୋଲିସର ବାରମ୍ବାର ଧରପଗଡ଼

ଅବସର ପ୍ରାପ୍ତ ଶିକ୍ଷକ ନେତା ବିକ୍ରମ ତ୍ରିପାଠୀଙ୍କ ଦେହାନ୍ତ : ଶିକ୍ଷକ ମହଲରେ ଶୋକର ଛାୟା…

ବୁଗୁଡ଼ା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ଜନୈକ ଆଦର୍ଶ ଶିକ୍ଷକ ତଥା ସୁଦକ୍ଷ ଶିକ୍ଷକ ସଂଗଠକ ବିକ୍ରମ କେଶରୀ ତ୍ରିପାଠୀଙ୍କ  ୮୫ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ

କରୋନା ପାଇଁ କବିତା …

ଆଚାର, ଆଉ ଦାନ୍ତିକିଲୁ ଉଖୁର ଖଜା ଓ ସୁପୁଲୁ ଲିଆ ବଢି, ପିଡିଆ ବଢି ରାସ୍ତା କଡର ମାଂସ ଖାଡି ଆପଡାଲୁ ଓ କାପଡାଲୁ ଭାଜି ବା ଛାଣି ଖାଇଚାଲୁ

ଦାଦନ ଶ୍ରମିକଙ୍କ ପାଇଁ ନବୀନଙ୍କ ଏବେ ଚେତା ପଶିଲା : କରୁଛନ୍ତି ବଡ଼ ବଡ ଯୋଜନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗରିବଙ୍କ ପାଇଁ ମୂଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏତେବେଳେ ଚିନ୍ତା ପଶିଛି । ସେଇଥିପାଇଁ ଦାଦନ ଶ୍ରମିକ ତଥା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ବଡ ଘୋଷଣା କରିଛନ୍ତି

ସୁରତରୁ ୨୦୦ ଓଡ଼ିଆଙ୍କୁ ଧରି ୪ଟି ବସ୍ ଆସୁଛି ଛତ୍ରପୁର‌…

ଛତ୍ରପୁର (ସମୃଦ୍ଧ ଓଡିଶା) ସୁରତରେ ଥିବା ଗଞ୍ଜାମ ଜିଲ୍ଲାର ଓଡ଼ିଆ ଶ୍ରମିକଙ୍କ ଅନୁରୋଧ କ୍ରମେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଲା ପରେ

କ୍ୱାରେଣ୍ଟିନରେ ରହିବା ସମସ୍ତ ଅନ୍ତେବାସୀଙ୍କ ଖର୍ଚ୍ଚ ସରକାର ବହନ କରିବେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଲକଡାଉନ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ରାଜ୍ୟ ସରକାରଙ୍କ

ସୁରତରୁ ଓଡ଼ିଆଙ୍କୁ ଧରି ୪ଟି ବସ୍ ଆସୁଛି ଗଞ୍ଜାମ ଜିଲ୍ଲା‌…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ମୁଖ୍ୟମନ୍ତ୍ରୀ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କଥୋପକଥନ ପରେ ଆଜି ଗୁଜୁରାଟର ସୁରତରୁ ଓଡ଼ିଆ ମାନଙ୍କୁ ନେଇ ଓଡ଼ିଶା ଅଭିମୁଖେ ୪ଟି ବସ୍‌ ଛତ୍ରପୁର ଜଣାପଡୁଛି

ଗୋପାଳପୁର ପୋର୍ଟ ଶ୍ରମିକ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ କେର ଫଣ୍ଡକୁ ୫୧,୦୦୦ ଟଙ୍କା ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ପୋର୍ଟର ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଓ ଅନ୍ୟାନ୍ୟ ଶ୍ରମିକ କର୍ମକର୍ତ୍ତାଙ୍କ ତରଫରୁ ଆଜି କୋଭିଡ-୧୯ ପାଇଁ ପ୍ରଧାନମନ୍ତ୍ରୀ କେର ଫଣ୍ଡକୁ ୫୧,୦୦୦ ଟଙ୍କା

୯୦ ବର୍ଷୀୟ ଡାକ୍ତର ପି. ସି ସାହୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ୍ୟ ଟଙ୍କା ଦାନ କଲେ…

ଛତ୍ରପୁର (ସମୃଦ୍ଧ ଓଡିଶା) ୯୦ ବର୍ଷୀୟ ଡାକ୍ତର ପି. ସି. ସାହୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଲକ୍ଷ୍ୟ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ

ଲିଗାଲ ଏଡ କାଉନସିଲ୍ ପକ୍ଷରୁ ମଧୁ ବାରିଷ୍ଟରଙ୍କ ଜୟନ୍ତୀ ପାଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲିଗାଲ ଏଡ କାଉନସିଲ୍ ପକ୍ଷରୁ ମଧୁ ବାରିଷ୍ଟର ଜୟନ୍ତୀ ପାଳନ ହୋଇଯାଇଛି । ଲିଗାଲ ଏଡ଼ କାଉନସିଲର ସମ୍ପାଦକ ଆଡଭୋକେଟ୍ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ

ମଧୁ ବାରିଷ୍ଟର : ଓଡ଼ିଆ ଜାତିର ଗର୍ବ ଗୈାରବ ଓ ସ୍ୱାଭିମାନର ପ୍ରତୀକ…

ଓଡ଼ିଆ ଜାତିର ଗର୍ବ ଗୈାରବ, ସ୍ୱାଭିମାନର ପ୍ରତୀକ, ଜାତୀୟ ଜାଗରଣର ପ୍ରତିବଦ୍ଧତାଧର୍ମ୍ମୀ ମହାନାୟକ, ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ, ଯଥା ପ୍ରଥମ ସ୍ନାତକ, ପ୍ରଥମ ସ୍ନାତକୋତ୍ତର, ପ୍ରଥମ ସ୍ଵୀକୃତିପ୍ରାପ୍ତ ଅଧିବକ୍ତା,

ବେତାରସିଂ ଗ୍ରାମରେ ୫ ବର୍ଷର ଶିଶୁ କୂଅରେ ପଡି ମୃତ୍ୟୁ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର ୪ + ବର୍ଷର ଶିଶୁ ନିଜ ଘରର ବାରିପଟେ ଥିବା ଏକ କୂଅରେ ପଡି ମୃତ୍ୟୁ ବରଣ କରିଥିବା

ମଧୁ ବାରିଷ୍ଟର : ଆଇନଜ୍ଞଙ୍କ ପାଇଁ ଏକ ବଳିଷ୍ଠ ପଥ ପ୍ରଦର୍ଶକ…

ଆଇନ ବୃତ୍ତିି ଏକ ମହାନ୍ ସମ୍ମାନଜନକ ପେଷା । ସେବା, ନୈତିକତା ଓ ନିଷ୍ଠା ଏହାର ମୂଳ ଆଧାର । ବୈଦିକ ସାହିତ୍ୟରେ ଧରାପୃଷ୍ଠକୁ ମନୁଷ୍ୟର କର୍ମଭୂମି କୁହାଯାଇଛି ।

ରାୟଗଡାରେ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲାରେ ଚଳିତ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ