Category: Bhubaneswar

“ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମରମ ଭେଦି ଥିବା ବେଳେ ସେ କାହିଁକି ମୋ ଉପରେ ରାଗ ସୁଝାଉଛନ୍ତି?”-ଧର୍ମେନ୍ଦ୍ର

ଭୁବନେଶ୍ୱର:  ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରିଥିବା ସଂସ୍ଥା ମହାରାଷ୍ଟ୍ର ଏକାଡେମୀ ଅଫ୍ ଇଂଜିନିୟରିଂ ଆଣ୍ଡ ଏଜୁକେସନ ରିସର୍ଚ୍ଚ ଏହି ସ୍କିଲ ଦୁର୍ନୀତିରେ ଅଭିଯୁକ୍ତ ବୋଲି ସେ

ଏଣିକି ଇ – ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର – ଗାଡିଚାଳକମାନଙ୍କୁ ଆଉ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଭଳି କାଗଜପତ୍ର ନେଇ ଯିବାକୁ ପଡିବନାହିଁ ।ସେମାନଙ୍କ ନିକଟରେ ଡିଜିଲକର କିମ୍ବା ଏମ୍‍ପରିବହନରେ ଥିବା କାଗଜପତ୍ରର ଇଲେକ୍‍ଟ୍ରୋନିକ ଫର୍ମାଟକୁ କର୍ତ୍ତୃପକ୍ଷ

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଗତକାଲି ବିଦର୍ଭ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିଛି। ଏହି ଅବପାତ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାକୁ

ଲିଙ୍ଗଡୋ କମିଶନ ନିୟମ କୁ ବେଖାତିର ଦଳୀୟ ପ୍ୟାଡ଼ରେ ପ୍ରାର୍ଥୀଙ୍କ ନାମ

ଭୁବନେଶ୍ବର ( ଆକାଶ ମିଶ୍ର ) : ଛାତ୍ର ସଂସଦ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଏବେ ଠୁ କ୍ୟାମ୍ପସ୍ ଚଳଚଞ୍ଚଳ ହୋଇସାରିଛି। ସୂଚନା ଅନୁଯାୟୀ

ବିଜେଡ଼ିରେ ଅସହିଷ୍ଣୁତା ବଢୁଛି, ଦଳରେ ଥିବା ନେତାମାନେ ଅସହାୟ ଓ ଅଣନିଶ୍ୱାସୀ

ଭୁବନେଶ୍ୱର,(ପ୍ରସାଦ ରାଓ): କିଛି ଦିନ ହେଲା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏଭଳି କିଛି ‘ପୋଷ୍ଟିଂ’ ଦେଖିବାକୁ ମିଳୁଛି, ଯେଉଁଥିରୁ କି ଓଡ଼ିଶାରେ ଶାସକ ଦଳରେ ଅସହିଷ୍ଣୁତା ଓ ଅସହାୟତା ବୃଦ୍ଧିି

କେମିତି ଦୂର ହେବ ପୁଲିସ ପ୍ରତି ଥିବା ଅବିଶ୍ୱାସ ?

– ପ୍ରସାଦ ରାଓ- ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ବ୍ରିଟିଶ ଶାସନରେ ଭାରତୀୟଙ୍କୁ ଭୟଭୀତ କରି ରଖିବା ସକାଶେ ପୁଲିସ ବାହିନୀକୁ ଯଥେଷ୍ଟ କ୍ଷମତା ଦିଆଯାଇଥିଲା । ଭାରତୀୟଙ୍କୁ ଡ଼ରାଇ ଥରାଇ

ଧଉଳିରେ ପର୍ଯ୍ୟଟନ ପର୍ବ ଅବସରରେ ସ୍ୱଚ୍ଛଭାରତ ଚିିତ୍ର ଆଙ୍କିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର – ବିଶ୍ୱ ପର୍ଯ୍ୟଟନ ପର୍ବ ଅବସରରେ ଧଉଳି ଶାନ୍ତିସ୍ତୁପଠାରେ ଭାରତ ପର୍ଯ୍ୟଟନ ଓ ଧଉଳି ଚାରୁକଳା ମହାବିଦ୍ୟାଳୟର ମିଳିତ ସହଯୋଗରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି

ସୋଆ ଏନ୍ଏସ୍ଏସ୍ ଏବଂ କମିଶନରେଟ୍ ପୋଲିସ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର :ରକ୍ତଦାନ କରୁଥିବା ବ୍ୟକ୍ତି ମଧ୍ୟ ଜାଣିବା ଉଚିତ୍ ଯେ ଶରୀରରୁ ରକ୍ତ ଦେବା ଦ୍ୱାରା ସେ ନିଜ ପାଇଁ ମଧ୍ୟ ଉପକାର କରିଥାଏ । ଏହା କହିଛନ୍ତି ସୋଆ ଡିମ୍‍ଡି

ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଇସ୍ତପା ଦାବିକଲା ବିଜେପି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ରାମଚଚନ୍ଦ୍ରପୁର ଥାନା ପଦନା ଗାଁରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ସାହୁ ଓରଫ ଟୁଲକୁ ଛଡାଇ ନେବା

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠିତ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠିତ ହୋଇଛି । ଏହି କମିଟି ରାଜ୍ୟସ୍ତରରେ ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନର

ହୃଦଘାତ ରୋଗୀର ଜୀବନ ବଞ୍ଚାଇ ଉଦାହରଣ ପାଲଟିଲେ ବଳରାମ ସିଂ

ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ଜଣେ ହୃଦଘାତ ରୋଗୀର ଜୀବନ ବଞ୍ଚାଇ ଜିଆରପିର କନଷ୍ଟେବଳ ବଳରାମ ସିଂ ଓରଫ ବଳିଆ ସବୁ ମହଲରେ ପ୍ରଶଂସା ସାଉଁଟିଛନ୍ତି । କେବଳ

ଅଭିଜିତ୍ ଆୟାର ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଫରୱାର୍ଡ଼ ବ୍ଲକର ଦାବି

ଭୁବନେଶ୍ୱର -ଓଡ଼ିଶା ମାଟିର ଐତିହ୍ୟ, କଳା-ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ସର୍ବୋପରି ଓଡ଼ିଆ ଜାତି ସମ୍ପର୍କରେ ଅସମ୍ମାନସୂଚକ ତଥା ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ଆର.ଏସ୍.ଏସ୍. କର୍ମୀ ଅଭିଜିତ ଆୟାର ମିତ୍ରର

ଭାରତୀୟ ଛାତ୍ରଛାତ୍ରଙ୍କ ଗବେଷଣା ପାଇଁ ଫୁଲ‍ବ୍ରାଇଟ୍ ଫେଲୋସିପ୍‌ରେ ପର୍ଯ୍ୟାପ୍ତ ସୁଯୋଗ ରହିଛି

ଭୁବନେଶ୍ୱର -ଆମେରିକାସ୍ଥିତ ଫୁଲ୍‌ବ୍ରାଇଟ୍ ଫେଲୋସିପ୍ କାର୍ଯ୍ୟକ୍ରମ ସଂପର୍କରେ ଗବେଷଣାରତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଏକ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର

୧୯ ସେପ୍ଟେମ୍ବରରେ ଅଭିଭାବକ ମାନଙ୍କ ବିଧାନସଭା ଅଭିଯାନ

ଭୁବନେଶ୍ୱର – ଆସନ୍ତା ସେପ୍ଟେମ୍ବର ୧୯ତାରିଖରେ ଓଡ଼ିଶା ପ୍ୟାରେଂଟ ଆସୋସିଏସନ୍ସ ଅଫ ଫୋରମ୍ (ଓପାଫ) ତରଫରୁ ଘରୋଇ ବିଦ୍ୟାଳୟଗୁଡ଼ିକ ଶୋଷଣରୁ ମୁକ୍ତିପାଇଁ ଓ ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ଅଭିଭାବକମାନଙ୍କ

ନିମାପଡ଼ାକୁ ରାଜସ୍ୱ ଉପଖଣ୍ଡ ଘୋଷଣା ଦାବିରେ ବିଧାନ ସଭା ସମ୍ମୁଖରେ ଗଣଧାରଣା

ଭୁବନେଶ୍ୱର  – ଓଡ଼ିଶା ବିଧାନ ସଭା ସମ୍ମୁଖସ୍ଥ ଲୋୟର ପିଏମ୍ଜିଠାରେ ନିମାପଡ଼ା, ଗୋପ, କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ଅଂଚଳର ଶହ ଶହ ଜନସାଧାରଣ ନିମାପଡ଼ାକୁ ଏକ ରାଜସ୍ୱ ସବ୍-ଡିଭିଜନ

ସତ୍ୟବାଦୀର ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ବୈଠକରେ ପଞ୍ଚାସଖାଙ୍କ  କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି।

ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ସିଜ୍‌ କରିଛି ପୋଲିସ,ଗିରଫ ହେବେ କି ବୈଜୟନ୍ତ ?

ଭୁବନେଶ୍ୱର : ଶନିବାର ଦିନ ଚିଲିକା ଉପରେ ବିମାନ ଅବତରଣ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଥିଲା ହଟଚମଚ। ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ

ସୂର୍ଯ୍ୟ ଜଣେ ଭ୍ରଷ୍ଟ ଲୋକ; ପଇସା ପାଇଁ ପୁଅର ବାପା ନାଁ ବି ବଦଳାଇ ଦେଇପାରନ୍ତି: ଦାମ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଆଜି ପୁଣି ବିଜେଡି ନେତାଙ୍କ ଉପରେ ବର୍ଷିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ

ଦାମଙ୍କର ଟିଟୋ ସହିତ ସମ୍ପର୍କ ରହିଛି: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ବିଜୁ ଜନତା ଦଳରୁ  ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିବା ପରେ ବରିଷ୍ଠ ବିଜେଡି ନେତାମାନେ ଡା.

ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧା ତରଫରୁ ସ୍ୱଚ୍ଛତା ହିଁ ସେବା ପାଳିତ

ଭୁବନେଶ୍ୱର (ଆକାଶ ମିଶ୍ର)-ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ତରଫରୁ ଭୁବନେଶ୍ୱରସ୍ଥିତ ନବୋଦୟ ଯୁବ ସଂଗଠନ କେନ୍ଦ୍ରରେ ‘ସ୍ୱଚ୍ଛତା ହିଁ ସେବା’ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ଓଡ଼ିଶା

ସ୍ୱେଚ୍ଛାକୃତ ଅବସର ନେବେ ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ !

ଭୁବନେଶ୍ୱର: ୧୯୯୪ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟସରକାରଙ୍କ ନିକଟରେ ଆବେଦନ କରିଥିବା ଜଣାପଡିଛି । କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା

ଗଣଶିକ୍ଷା ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଢେଲାମାଡ଼

ଆନନ୍ଦପୁର : ଆଜି ବେଲବାହାଳିରେ ଗଣେଷ ଭସାଣି ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡି ଉପରକୁ ହୋଇଛି ଢେଲାମାଡ଼। ଏଥିରେ ମନ୍ତ୍ରୀଙ୍କ ଗାଡ଼ିର କାଚ

ନ’ତାଲା ବିଭାଗୀୟ ମୁଖ୍ୟ ଦପ୍ତରରେ ଅଚଳାବସ୍ଥା

ଅମଲା ସଂଘର ‘ନବୀନ ନିବାସ ଚାଲ’ ଡାକରା ଭୁବନେଶ୍ୱର: ନ’ତାଲାରେ ଅମଲାମାନେ ଚଳାଇଥିବା କଲମଛାଡ଼ ଆନ୍ଦୋଳନ ଆଜି ୩୦ ଦିନରେ ପହଞ୍ଚିଛି। ସେମାନଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁ

ପ୍ରବଳ ବର୍ଷା ଆଶଙ୍କା,ଯାଏ ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ୧୭ଟି ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ୧୭ଟି ଜିଲ୍ଲାମାନଙ୍କ ମଧ୍ୟରେ ନ୍ଦ୍ରାପଡା,ଖୋର୍ଦ୍ଧା,ଜଗତସିଂହପୁର,ଭଦ୍ରକ, ବାଲେଶ୍ୱର,ଯାଜପୁର,ପୁରୀ, କଟକ, ନୟାଗଡ,ଗଜପତି,କେନ୍ଦୁଝର,

ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ ବସ୍ତି ବାସିନ୍ଦା

ଭୁବନେଶ୍ୱର : ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ। ୫ଦିନ ହେବ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ପରେ ମଧ୍ୟ କୌଣସି ସୁଫଳ

ଓଡ଼ିଶାର ରାଜକୋଷ ବିଜେଡି ନେତାଙ୍କ ପୈତୃକ ସମ୍ପତ୍ତି ନୁହେଁ

ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗରେ ବିଜେପି ପୁଣି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି। ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କିଛି ଦିନ ପାଇଁ ବାହାର କରି ପରେ କୋଳେଇ

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି

ଭୁବନେଶ୍ବର : ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛି ଫ୍ରାନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର

କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ହେଲେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡ଼ିର ସାଙ୍ଗଠନିକ କ୍ଷେତ୍ରରେ ନୂଆ ନିଯୁକ୍ତି ଭୁବନେଶ୍ୱର: ଆଜି ବିଜୁ ଜନତାଦଳ ସଭାପତି ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ କ୍ଷେତ୍ରର କେତେକ ନୂଆ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ସାଂସଦ

ହାଇ ଫ୍ଲାୟର୍‌ ଆନିମେସନ୍‌ ପକ୍ଷରୁ ‘ସୃଜନ ୨୦୧୮’

ଭୁବନେଶ୍ୱର: ଆମର ବାପା, ଜେଜେବାପା ଯେଉଁ ଡିଜିଟାଲ ଭାରତ କଥା ଚିନ୍ତା କରିପାରୁ ନଥିଲେ, ବର୍ତ୍ତମାନର ଯୁବପିଢ଼ି ଏହାର ବହୁତ ଊର୍ଦ୍ଧ୍ୱରେ। ଆମ ପୂର୍ବ ପୁରୁଷମାନେ ୬୫ ବର୍ଷ ବଞ୍ଚିବା

ଧର୍ମେନ୍ଦ୍ର ଅସନ୍ତୋଷ ନେଇ ବିଜେପିର ଗର୍ଜନ

ଏନ୍‌ଟିପିସି ପ୍ରକଳ୍ପ ଅନୁମୋଦନ ମିଳିଲା ନାହିଁ ଭୁବନେଶ୍ୱର: ଏନ୍‌ଟିପିସି ସମେତ ବିଭିନ୍ନ ରାଷ୍ଟାୟତ୍ତ ଉଦ୍ୟୋଗଙ୍କର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ପ୍ରସଙ୍ଗକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି