Category: Important News

ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଏକ ଦୁଃଖ

ପୁଟପର୍ତୀ ବିଧାୟକଙ୍କ ସ୍ତ୍ରୀ ପରଲୋକ ପୁଟପର୍ତୀ ବିଧାୟକ ପି. ରଘୁନାଥ ରେଡିଙ୍କ ପତ୍ନୀ ବିୟୋଗ ହେବ ଖବର ପାଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ତାଙ୍କ ବାସଭବନରେ ପହଂଚି ବିଧାୟକଙ୍କୁ ସମବେଦନା

ଶାହାରୁଖ ଖାଁଙ୍କୁ ପିଟି ପିଟି ମାରିଦେଲେ କେମିତି ଜାଣନ୍ତୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପୁଣି ଏକ ଅମୂଲ୍ୟ ଜୀବନ ଉଗ୍ର ଭିଡ଼ର ଶିକାର ହୋଇଛି । ଘଟଣାଟି ଘଟିଛି ଭୋଲାପୁର ହିନ୍ଦୋଲିଆ ଗ୍ରାମରେ । ଏକ ମଇଁଷି ଚୋରୀ ଅଭିଯୋଗରେ

ବିମୁଦ୍ରାୟନ ଏକ ବଡ଼ ସ୍କାମ୍‌

ନୂଆଦିଲ୍ଲୀ : ବିମୁଦ୍ରାୟନ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିମୁଦ୍ରାୟନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଞ୍ଜିବାଦୀ ବନ୍ଧୁମାନଙ୍କୁ ଫାଇଦା ପହଞ୍ଚାଇବାକୁ

ପୋଲିସ ଘରେ ପୋଲିସର ଚଢ଼ାଉ, ଘଟଣା କଣ ଆସନ୍ତୁ ଦେଖିବା

ପାରଳାଖେମୁଣ୍ଡି: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଦୁଇଜଣ କନଷ୍ଟେବଲଙ୍କ ଘରେ ଆଜି ଏକକାଳୀନ ଚଢ଼ାଉ କରିଛି। ଗଜପତି ଜିଲ୍ଲା

ପେଟ୍ରୋଲ୍‌ ୮୦ ଟପିଲା : ମନ୍ତ୍ରୀ କରୁଛନ୍ତି କଣ ?

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ୍ସଟ୍ରା ପ୍ରିମିୟମ୍‌ ବିଏସ୍‌-୪ ପେଟ୍ରୋଲ୍‌ ମୂଲ୍ୟ ୮୦ ଟଙ୍କା ସ୍ତର ଅତିକ୍ରମ କରିଛି। ଆସନ୍ତାକାଲି (ଗୁରୁବାର) ପାଇଁ ଏହି ପ୍ରିମିୟମ୍‌ ମାନର ପେଟ୍ରୋଲ୍‌ର ଲିଟର ପିଛା ଦର

ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଲୁହ : ହଜିଗଲେ ହରିକ୍ରିଷ୍ଣା

ହାଇଦ୍ରାବାଦ: ତେଲୁଗୁଦେଶମ ପରଟିର ବରିଷ୍ଠ ନେତା ତଥା ଆନ୍ଧ୍ର ର ପ୍ରଖ୍ୟାତ ଅଭିନେତା ଏନ ଟି ରାମାରାଓଙ୍କ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଶାଳକ ହରିକ୍ରିଷ୍ଣା ଆଜି ଭୋରରେ

୪୮ ଘଣ୍ଟା ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ଉଦ୍ଧାରକରି ଆଇଏଏସ୍‌ ଅଧିକାରୀ ପାଲଟିଲେ ହିରୋ

ବେଙ୍ଗୁଲୁରୁ : ଜଣେ ତେଲୁଗୁ ଆଇଏଏସ୍‌ ଅଫିସର୍‌ କେରଳ ବନ୍ୟାରେ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଜଣେ ହିରୋ ପାଲଟିଛନ୍ତି। ତାଙ୍କ ବୁଦ୍ଧି ହେତୁ ମାତ୍ର ୪୮ ଘଣ୍ଟା

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣାରେ ୩ ପୋଲିସ କର୍ମଚାରୀ ନିଳମ୍ବିତ…

କଟକ (ସମୃଦ୍ଧ ଓଡିଶା) ଆଇନଜୀବୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ପୋଲିସ ଜଣେ ହାବିଲଦାର ଓ ୨ ଜଣ କନଷ୍ଟେବଳଙ୍କୁ କାର୍ଯ୍ୟରୁ

କଟିବ ୧୦ ଜଣ ସାଂସଦ ଓ ୩୦ରୁ ୩୫ ବିଧାୟକଙ୍କ ଟିକେଟ, ଚାଲିଛି ସର୍ଭେ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ବିଜେଡି ଏବେ ନିଜର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଚୂଡ଼ାନ୍ତ ରୂପ ଦେଉଥିବା ଜଣାପଡ଼ିଛି।ଏକସଙ୍ଗେ ଦୁଇ ପ୍ରକାରର ନିର୍ବାଚନୀ ଫର୍ମୂଲା ପ୍ରସ୍ତୁତ କରି ଶେଷ

31 ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 4.9 ମିମି ହାରାହାରି ବୃଷ୍ଟିପାତ ହୋଇଛି | ମାଲକାନଗିରି, କେନ୍ଦୁଝର, କୋରାପୁଟ ଓ ଅନୁଗୋଳ ଜିଲ୍ଲାରେ ହାରାହାରି 10ମିମି ବୃଷ୍ଟିପାତ ହୋଇଛି

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଶଳା ଅଭିନେତା ହରିକ୍ରିଷ୍ଣାଙ୍କ ମୃତ୍ୟୁ କେମିତି ହେଲା ?

ଆନ୍ଧ୍ର ର ପ୍ରଖ୍ୟାତ ଅଭିନେତା ଏନ ଟି ରାମାରାଓଙ୍କ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଶାଳକ ହରିକ୍ରିଷ୍ଣା ଆଜି ଭୋରରେ ଗାଡି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ହାଇଦରାବଦ୍

ପ୍ରମା ହିକଭିଜନ ଇଣ୍ଡିଆ କମ୍ପାନୀ ଆନ୍ଧ୍ରାରେ 500କୋଟି ଟଙ୍କା ଇନଭେଷ୍ଟମେଣ୍ଟ କରିବ

ମୁମ୍ବାଇ ଠାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପ୍ରମା ହିକଭିଜନ କମ୍ପାନୀ ସହ ଚୁକ୍ତିନାମା ସ୍ଵୟକ୍ଷରିତ କରିଛନ୍ତି। ଆନ୍ଧ୍ରା ରେ ଏହି କମ୍ପାନୀ 500କୋଟି ଟଙ୍କା ଖର୍ଚ କରିବ ଯାହା ଫଳରେ

କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ସହାୟତା ଦେଲା ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲା ବିଜୁ ଛାତ୍ର ଜନତା ଦଳ। ୩୦ଟି ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ୮ ଲକ୍ଷ ଟଙ୍କା ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍

ଗଂଜାମ ଓକିଲ ସଂଘ ପକ୍ଷରୁ ଚାରିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗଂଜାମ: ଗଂଜାମ ଓକିଲ ସଂଘ ପକ୍ଷରୁ ଚାରିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ସଂଘ ପକ୍ଷରୁ ଏହି କାର୍ଯ୍ୟବନ୍ଦ

ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ କଂଗ୍ରେସରେ ପୁଣି ବିଚାରବିମର୍ଶ ହେବ

ଭୁବନେଶ୍ୱର : ଚଳିତମାସ ଶେଷ ସୁଦ୍ଧା ଅତିକମରେ ୫୦ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିବା ପାଇଁ ରାଜ୍ୟ କଂଗ୍ରେସ କରିଥିବା ଘୋଷଣା ଏବେ ଦଳ ପାଇଁ କାଳ ପାଲଟିଛି।ଏହି ଟିକେଟ୍

ନେହରୁ ସ୍ମାରକୀକୁ ଅକ୍ଷୁଣ୍ଣ ରଖିବାକୁ ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ସ୍ମୃତିସ୍ଥଳ ‘ନେହରୁ ମେମୋରିଆଲ୍‌ କମ୍ପ୍ଲେକ୍ସ୍‌’କୁ ମ୍ୟୁଜିୟମ୍‌ ଭାବେ

‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନ ଆରମ୍ଭ ହେଲା

ଭୁବନେଶ୍ୱର: ତୃଣମୂଳସ୍ତରରେ ଲୁକ୍କାୟିତ ପ୍ରତିଭାଙ୍କୁ ନୂଆ ପରିଚୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ବାହିନୀର ‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି।

ମହାନଦୀରେ ଆସୁଛି ବନ୍ୟା। ସଜାଗ ରହିବାକୁ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

ସମ୍ବଲପୁର : ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲାଥିଲା। ମଙ୍ଗଳବାର ସନ୍ଧ୍ୟାରେ ଆଉ ୫ଟି ଗେଟ୍ ଖୋଲାଯାଇଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳ

ଆନ୍ଧ୍ରର ଏକ ମନ୍ତ୍ରୀ ପାଇଁ ସରକାର ଦେଲେ ୩ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ

ନୂଆଦିଲ୍ଲୀ:  ଦେଶ ସେବା ବାହାନାରେ ରାଜନୀତିକୁ ଆସୁଥିବା ନେତାମାନେ ଯେ ପ୍ରକୃତରେ ନିଜ ସେବା କରୁଛନ୍ତି ତାହା ଆଜିକାଲି କାହାରିକୁ ଅଛପା ନାହିଁ । ରାଜନୀତି ଏବେ ଆଉ ସେବା

୧୯୮୧ରେ ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନକୁ ଅପହରଣ କରି ନେଇଥିବା ଅଭିଯୁକ୍ତ ନିର୍ଦୋଷରେ ଖଲାସ୍

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ୩୬ ବର୍ଷ ପୁରୁଣା ଅର୍ଥାତ୍‌ ୧୯୮୧ ମସିହାରେ ଏୟାର ଇଣ୍ଡିଆ ବିମାନ ଅପହରଣ ମାମଲାରେ ଅଭିଯୁକ୍ତ ଦୁଇଜଣଙ୍କୁ ଖଲାସ କରି ଦେଇଛନ୍ତି। ୧୯୮୧ରେ ୫

ଡେରାଡୁନରୁ ଦିଲ୍ଲୀ ପହଞ୍ଚିଲା ଦେଶର ପ୍ରଥମ ଜୈବିକ ଇନ୍ଧନରେ ଉଡିପାରୁଥିବା ବିମାନ

ନୂଆଦିଲ୍ଲୀ: ଦେଶର ବିମାନ ଚଳାଚଳ କ୍ଷେତ୍ରରେ ନୂଆଁ କ୍ରାନ୍ତିର ଆରମ୍ଭ ହୋଇଛି | ସୋମବାର ପ୍ରଥମ ଥର ପାଇଁ ଜୈବିକ ଇନ୍ଧନରେ ଉଡିପାରୁଥିବା ଉଡାଜାହାଜ ଡେରାଡୁନରୁ ଦିଲ୍ଲୀ ପହଞ୍ଚିଛି |

ଦକ୍ଷିଣ ଓଡିଶା ବିକାଶ ପରିଷଦ ଆନୁକୂଲ୍ୟରେ ଶ୍ୟାମଳାୟୀ ଛକରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ: ଶନିବାର ହିଞ୍ଜିଳିକାଟୁ ନିକଟ ମା ଶ୍ୟାମଳାୟୀ ଛକଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ଆଖପାଖ ଅଞ୍ଚଳର 486 ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ

ରାଜ୍ୟର ଆର୍ଥିକ ବ୍ୟବସ୍ତାକୁ ସୁଧାରିବା ପାଇଁ ବମ୍ବେୟ ଷ୍ଟକ ଏକ୍ସଚେଞ୍ଜରେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ 2500କୋଟି ଟଙ୍କାର ଅମରାବତୀ ଉନୟନ ବଣ୍ଡ 2018 ର ଶୁଭାରମ୍ଭ କରି ମୁମ୍ବାଇରେ ଆଜିସକାଳେ ବମ୍ବେୟ ଷ୍ଟକ ଏକ୍ସଚେଞ୍ଜ ଏମ.ଡି. ଆଶିଷ ଚହୁଵାନ ସହ

ମଧୁବାବୁଙ୍କ ଓକିଲାତି ଅନୁକରଣର ଆବଶ୍ୟକତା ରହିଛି

ଏମ୍‌ଏସ୍‌ ଲ’ କଲେଜରେ ପ୍ରଥମ ‘ମଧୁସୂଦନ ଦାସ ସ୍ମାରକୀ ବକ୍ତତା’ କଟକ : ସମାଜରେ ଓକିଲଙ୍କ ଭୂମକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ସେମାନଙ୍କ ଭୂମିକାର ସୁଦୂରପ୍ରସାରୀ ପ୍ରଭାବ ମଧ୍ୟ ରହିଛି। ସେମାନଙ୍କ

RSS ମୁଖ୍ୟ ମୋହନ ଭାଗବତ ମୁମ୍ବାଇ ରେ ଉଦ୍ବୁଦ୍ଧନ ଦେଇ ରାଜ ଧର୍ମ ଉପରେ ପ୍ରଶ୍ନ କରିଛନ୍ତି ସାଥିରେ ଥିଲେ ଟା ଟା କମ୍ପାନୀ ର ମୁଖ୍ୟ ରତ୍ନ ଟାଟା. ସେ ପ୍ରଶ୍ନ କରିଥିଲେ ଯେଉଁ ମାନେ ପାୱାର କୁ ଆସୁଛନ୍ତି ଅର୍ଥାତ ସରକାର ରେ ରହନ୍ତି ସେମାନେ ରାଜଧର୍ମ କଣ ବୁଝିବା ଉଚିତ. ରାଜଧର୍ମ କହିଲେ ବ୍ୟବସାୟ ନୁହେ ଲୋକଙ୍କୁ ସେବା କରିବା ହେଲା ରାଜଧର୍ମ

ପ୍ରଖ୍ୟାତ ଅଭିନେତ୍ରୀ ପ୍ରିୟା ପ୍ରକାଶ କେରଳ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି କେରଳର ପ୍ରସିଦ୍ଧ ଉତ୍ସବ ଓ ନାମ ଉପଲକ୍ଷେ ପ୍ରିୟା ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପାଇଁ ସାହାଯ୍ୟ କରିଛନ୍ତି

ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ଅସଙ୍ଗତି : ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଆର୍ଥିକ ମାନଦଣ୍ଡକୁ ଚାଲେଞ୍ଜ

କଟକ : ଅଣସଂରକ୍ଷିତ ସାଧାରଣ ବର୍ଗର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ କଲେଜ ପଢା ସମୟରେ ମିଳୁଥିବା ବୃତ୍ତି(ପୋଷ୍ଟ ମାଟ୍ରିକ ସ୍କଲାରସିପ) ପ୍ରସଂଗରେ ଅବହେଳା କରାଯାଉଛି ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ