ପ୍ରମା ହିକଭିଜନ ଇଣ୍ଡିଆ କମ୍ପାନୀ ଆନ୍ଧ୍ରାରେ 500କୋଟି ଟଙ୍କା ଇନଭେଷ୍ଟମେଣ୍ଟ କରିବ

ମୁମ୍ବାଇ ଠାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପ୍ରମା ହିକଭିଜନ କମ୍ପାନୀ ସହ ଚୁକ୍ତିନାମା ସ୍ଵୟକ୍ଷରିତ କରିଛନ୍ତି। ଆନ୍ଧ୍ରା ରେ ଏହି କମ୍ପାନୀ 500କୋଟି ଟଙ୍କା ଖର୍ଚ କରିବ ଯାହା ଫଳରେ ଆଧୁନିକ ଟ୍ୱେଚନୋଲୋଜି ର ଉନୟନହେବ ପାଖାପାଖି ଏକହଜାର ରୁ ଉର୍ଧ ବେକାର ଯୁବକ ଯୁବତୀ ଚାକିରୀ ପାଇବେ । ଏହି କମ୍ପାନୀ ଉଚ୍ଚକ୍ଷମତା ସମ୍ପର୍ଣ ସର୍ଭିଲେନ୍ସ କେମେରା ନିର୍ମାଣ କରିବ ।