Category: Berhampur(ଦକ୍ଷିଣାଞ୍ଚଳ ଖବର)

ଛତ୍ରପୁର ଅଞ୍ଚଳ କିଆଫୁଲ କମିଟି ପକ୍ଷରୁ ଜରୁରୀ ବୈଠକ : ଫୁଲ ପିଛା ୧୨ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି ନିଷ୍ପତି

ବ୍ରହ୍ମପୁର(ସମୃଦ୍ଧଓଡିଶା)ଶୁକ୍ରବାର ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଆଗ୍ରାହାରମ ଗ୍ରାମ ନିକଟସ୍ଥ ସ୍ବପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏସ୍ ଲାଛମେୟା ରେଡି ଙ୍କ ଅଧ୍ୟକ୍ଷତାରେ ଆଗ୍ରାହାରମ କିଆଫୁଲ କିମିଟି ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ

ଖ୍ରୀଷ୍ଟିୟାନ ଆଦିବାସୀ ସମ୍ମିଳନୀରେ ଇଂ ରୂପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ପଞ୍ଚାଯତର ଲୁଆରା ଗ୍ରାମରେ ଖ୍ରୀଷ୍ଟିଆନ ଆଦିବାସୀ ମାନଙ୍କ ସଭାରେ ଯୋଗ ଦେଲେ ବିଜେଡ଼ି ଯୁବ ନେତା ଇଂ ରୁପେଶ ପାଣିଗ୍ରାହୀ।

୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ : ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ 

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା)ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଆଜି ନିର୍ବାଚନ କମିଶନ ଏହି ତାରିଖ

ଟାଟା ପାୱାର କାର୍ଯ୍ୟାଳୟର ମନମୁଖୀ ଶାସନ ଯୋଗୁଁ ଓଡିଶା ବିଜୁଳି କର୍ମଚାରୀ ସଂଘର ତୀବ୍ର ଅସନ୍ତୋଷ ଓ ନାରାବାଜି

ବ୍ରହ୍ମପୁର(ସମୃଦ୍ଧଓଡିଶା)ସ୍ଥାନୀୟ କମାପଲ୍ଲୀ ଛକ ନିକଟସ୍ଥ ଟାଟା ପାୱାର କାର୍ଯ୍ୟାଳୟ ଠାରେ ଟାଟା ପାୱାର କାର୍ଯ୍ୟାଳୟ ର ମନମୁଖୀ ଶାସନ ଯୋଗୁଁ ଓଡିଶା ବିଜୁଳି କର୍ମଚାରୀ ସଂଘର କର୍ମଚାରୀ ମାନେ ଟାଟା

ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’କୁ ମିଳିଲାନି ଅନୁମତି : ମାର୍ଚ୍ଚ ୧୮ ତାରିଖରେ ମୋଦି କରିଥା’ନ୍ତେ ରୋଡ୍‌ ଶୋ’

କୋଇମ୍ବାଟୁର(ସମୃଦ୍ଧଓଡିଶା) ତାମିଲନାଡୁର କୋଏମ୍ବାଟୁରରେ ରୋଡ୍‌ଶୋ’ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ନାହିଁ ଅନୁମତି। କିଛି ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ଆସିଛି। ମାର୍ଚ୍ଚ ୧୮ ତାରିଖରେ କୋଏମ୍ବାଟୁରରେ ଏକ

ଆସନ୍ତାକାଲି ଅପରାହ୍ନରେ ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ହେବ ଦେଶର ନିର୍ବାଚନ ତାରିଖ

ନୁଆଁ ଦିଲ୍ଲୀ (ସମୃଦ୍ଧଓଡିଶା )ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ତାରିଖ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ କରୁଣାକର ମାର୍ଗ ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ମଠ ର ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି

ପୁଣ୍ୟତୋୟା ଋଷିକୂଲ୍ୟା ମହୋତ୍ସବ ଆୟୋଜନ ନେଇ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତିର ପ୍ରସ୍ତୁତି ବୈଠକ

ବ୍ରହ୍ମପୁର ୧୩/୩(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତିର ମାସିକ ବୈଠକ ନୀଳାଞ୍ଚଲ୍ ନଗର ସ୍ଥିତ ଶ୍ରୀ ଶ୍ରୀ ନୀଳାଞ୍ଚଲେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ସଭାପତି ପଣ୍ଡିତ ଶ୍ରୀ ନୀଳମାଧବ୍ ତ୍ରିପାଠୀଙ୍କ

କୋମଳ ମତି ଶିଶୁ ହେଉଛି ମାଟି କଣ୍ଢେଇ,ତାଙ୍କୁ ସୁନ୍ଦର କରି ଗଢିବା ଆମ ଦାୟିତ୍ଵ : ମହାନ୍ ସଂଘ ସଭାପତି ଶ୍ରୀ ସାବତ

ବ୍ରହ୍ମପୁର(ସମୃଦ୍ଧଓଡିଶା)କୋମଳ ମତି ଶିଶୁ ମାନେ କଞ୍ଚା ମାଟି ସଦୃଶ୍ୟ, କୁମ୍ଭାର କଞ୍ଚା ମାଟି କୁ ନିଜ ହାତରେ ଯେମିତି ଯତ୍ନରେ ସୁନ୍ଦର ଭାବେ ଗଢେ ସେମିତି ଶିଶୁ ମାନଙ୍କୁ ଯତ୍ନ

ପ୍ରେରଣା ୨୦୨୪ ସମ୍ମାନ ପାଇଲେ ସମାଜସେବୀ ରାମେଶ୍ୱରି ନନ୍ଦ

ବ୍ରହ୍ମପୁର ୧୧/୩(ସମୃଦ୍ଧଓଡିଶା) ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପି ପି ଏଲ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ ଉତ୍ତମ ସେବା ନିମନ୍ତେ ରାଜ୍ୟର ବିଶିଷ୍ଟ ୩୫ଜଣ ମହିଳା ମାନଙ୍କୁ ଭୁବେନଶ୍ବର ସ୍ଥିତ

ଗଞ୍ଜାମ ଓକିଲ ସଂଘର ନିର୍ବାଚନ ନିମନ୍ତେ ଆଜିଠୁ ଆରମ୍ଭ ହେଲା ନାମାଙ୍କନ ପତ୍ର ଦାଖଲ…

ଆସନ୍ତା ମାର୍ଚ୍ଚ ୩୦:୨୦୨୪ ତାରିଖରେ ହେବାକୁ ଥିବା ଗଞ୍ଜାମ ଓକିଲ ସଂଘ ନିର୍ବାଚନ ନିମନ୍ତେ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ସଭାପତି ପଦ ନିମନ୍ତେ ୩ଜଣ, ଉପସଭାପତି

ଦେଶରେ ମହିଳା ଶିକ୍ଷିତ, ସୁରକ୍ଷିତ ଓ ସ୍ବାବଲମ୍ବୀ ହେଲେ ଦେଶ ଶକ୍ତି ଶାଳୀ ଓ ସମୃଦ୍ଧି ହେବ : ମହାନ୍ ସଂଘ ମହିଳା ବିଭାଗ ଅତିଥିଙ୍କ ମତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ରାଜ୍ୟର ଅନ୍ୟତମ ଅଗ୍ରଣୀ ସମାଜସେବା ସାଂସ୍କୃତିକ, କ୍ରୀଡା ଅନୁଷ୍ଠାନ ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଚତୁର୍ଥ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ସହ ୩୮ତମ ବାର୍ଷିକ ଉତ୍ସବ

ରାଜ୍ୟର ପ୍ରଥମ ବିଜ୍ଞାନ ସଂଗ୍ରହାଳୟ-ସାଇନ୍ସ ମ୍ୟୁଜିୟମ୍

ଆପଣମାନେ କିରୋସିନି ଚାଳିତ ଫ୍ରିଜ ବା ରେଫ୍ରିଜେରେଟର ଦେଖିଛନ୍ତି,ପୁଣି କିରୋସିନି ଚାଳିତ ପଙ୍ଖା ବା ଫ୍ୟାନ୍ ଦେଖିଛନ୍ତି,ଏସବୁ ଦେଖି ପାରିବେ ଖୋର୍ଦ୍ଧା, ବୋଲଗଡ଼ରେ ସ୍ଥାପିତ ରାଜ୍ୟର ପ୍ରଥମ ଯାନ୍ତ୍ରୀକ ସଂଗ୍ରହାଳୟରେ

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷ୍ୟେ ଉପସ୍ଥାପନା ‘ମଣିଷ ପରି ଟିକେ ବଞ୍ଚିବାକୁ ଦିଅ’

ମଦ ପିଇ ମାତାଲ ହୋଇ ନିତି ନିତି ଘରକୁ ଫେରେ ରାମୁଲୁ । ସ୍ତ୍ରୀ ଏବଂ ଛ’ ସାତ ବର୍ଷର ଝିଅକୁ ନେଇ ତାର ତେଲ, ଲୁଣର ସଂସାର ।ରାମୁଲୁ

ହିଞ୍ଜିଳି ପୌର ପରିଷଦର ୪ନଂ ୱାର୍ଡ ଅଙ୍ଗନବାଡି କର୍ମୀଙ୍କ ପରଲୋକ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)୨୮/୦୨ ହିଞ୍ଜିଳିକାଟୁ ପୋୖର ପରିଷଦ ଅନ୍ତର୍ଗତ ହିଞ୍ଜିଳି ସପ୍ନେଶ୍ୱର ମାର୍ଗ ୪ନଂ ୱାର୍ଡର ଅଙ୍ଗନବାଡି କର୍ମୀ ସୁଚିତ୍ରା ଚୌଧୁରୀଙ୍କ ମଙ୍ଗଳବାର ଦିନ ସକାଳେ ପରଲୋକ ଘଟିଛି । ସୂଚନା ଥାଉକି

ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)୨୭/୨ :ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଗଣ୍ଡଳା ଗଣେଶ ବିଦ୍ୟାପୀଠ ଶିକ୍ଷୟିତ୍ରୀ ନମିତା ପଟ୍ଟନାୟକ

ଛତ୍ରପୁର(ସମୃଦ୍ଧଓଡିଶା) ତା ୨୪/୦୨/୨୪ ରିଖ ଛତ୍ରପୁର ଷ୍ଟାଡିୟମ୍ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସଵ ରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ

ଗଣ୍ଡଳା ଗଣେଶ ବିଦ୍ୟାପୀଠର ଶିକ୍ଷୟତ୍ରୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଛତ୍ରପୁର: ଛତ୍ରପୁର ଷ୍ଟାଡିୟମ୍ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି

ଛତ୍ରପୁର: ଛତ୍ରପୁର ଷ୍ଟାଡିୟମ୍ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକଙ୍କ

ସରକାରୀ ସହାୟତାକୁ ରହିଲା ଆଶା:ହାତୀ ଆକ୍ରମଣରେ ଭାଙ୍ଗିଲା ବସା

ସୋରଡା/ ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ ର ସାହାଜଖାଲ ନିକଟରେ ଅବସ୍ଥିତ ମାଦୁକେତା ଗ୍ରାମ। ଗତ କିଛି ଦିନ ହେବ ହାତୀଙ୍କ ଉପଦ୍ରବ

ପ୍ରଧାନ ଶିକ୍ଷକଙ୍କ ହାକିମ ଠାଣି:ପିଲା ବସିଲେ ଗେଟ୍ ବାହାରେ

ସୋରଡ଼ା: ରାତି ପାହିଲେ ଦଶମ ପରୀକ୍ଷା ଜୋରଦାର ପ୍ରସ୍ତୁତିରେ ଛାତ୍ରଛାତ୍ରୀ କିନ୍ତୁ ଏପଟେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ଉଚ୍ଚ ବିଦ୍ୟାଳୟରେ । ସମୟ

ରିକାପଲ୍ଲୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଛତ୍ରପୁର(ସମୃଦ୍ଧଓଡିଶା) ଛତ୍ରପୁର ମୁଖ୍ୟ ସଡ଼କପଥରେ ଅବସ୍ଥାପିତ ରିକାପଲ୍ଲୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସାଂସ୍କୃତିକୀ ସମ୍ଭାର ମଧ୍ୟରେ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଆନୁଷ୍ଠାନିକ ସମାରୋହରେ

କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଂଘ ପକ୍ଷରୁ ଛତ୍ରପୁରର ରାଜପଥ ଅବରୋଧ

ଛତ୍ରପୁର(ସମୃଦ୍ଧଓଡିଶା)ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସଂଯୁକ୍ତ କିଷାନମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ହରତାଳ ଓ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆଜି ଛତ୍ରପୁର ସହରର ଲୋୟର ବସଷ୍ଟାଣ୍ଡ

ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦଂକ ବିଦ୍ୟାଳୟ ନିର୍ମାଣ ସମୀକ୍ଷା

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଥିବା ମହେନ୍ଦ୍ରଗିରି ସରକାରୀ (ପୌର) ଉଚ୍ଚ ବିଦ୍ୟାଳୟ ଭାରତ ସରକାରଙ୍କ ଦ୍ୱାରା ନୂତନ କୋଠା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ ପାଇଁ ଅନୁମୋଦିତ ହୋଇଛି।ଏହାର

ଶ୍ରୀ ବେଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ-ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଗଣ୍ଡଳା – ବେଲଗାଁ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨/୦୨/୨୦୨୪ ତାରିଖ ସୋମବାର ଦିନ ନୂଆ ଓ ଯୁବ ଓଡ଼ିଶା ନବିନ ଓଡ଼ିଶା

ମୁଣ୍ଡ ପରାଶର ପରିବାରର ମହାସମାବେଶ : ସଂଗଠନ ବ୍ୟକ୍ତିକୁ ସୁଦୃଢ ଓ ସଙ୍ଗଠିତ କରିଥାଏ

ଭବାନୀପାଟଣା(ସମୃଦ୍ଧଓଡିଶା)ସମ୍ପର୍କ, ସଂଗଠନ ଓ ସମ୍ପୃକ୍ତି ଏକ ସମାଜ ତଥା ରାଷ୍ଟ୍ରର ସଂସ୍କୃତିକୁ ବିଶ୍ୱମୁହାଁ କରିବା ସହିତ ସଙ୍ଗଠିତ କରିଥାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ

ଚାଉଳ ବ୍ୟାଗ୍ ରାଜନୀତି ତେଜିଲା:କେନ୍ଦ୍ରକୁ ଚିଠି

ସୋରଡା : ୨୦୧୩ ମସିହା ୟୁପିଏ ସରକାର ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲା। ସେ ସମୟରେ କେନ୍ଦ୍ର ସରକାର ଚାଉଳ ଓ ଗହମ ସଂଗ୍ରହ କରି

ଏସୟୁଜେ ଅଧିବେଶନରେ ସାମ୍ବାଦିକ ସଂଘର ସଭାପତି ଓ ସାଧାରଣ ସମ୍ପାଦକ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡ(ସମୃଦ୍ଧଓଡିଶା)ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ)ର ବାର୍ଷିକ ସମ୍ମିଳନୀରେ ଗଜପତି ଜିଲ୍ଲା ଏସ୍.ୟୁ.ଜେ. ଶାଖାର ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି. ଭୁବନେଶ୍ୱର ଜୟଦେବ ଭବନ ଠାରେ ଏସୟୁଜେର ବାର୍ଷିକ

ଭରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୬ ତମ ବଳିଦାନ ଦିବସ ପାଳିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ଭାରତୀୟ ଜନସଂଘର ପ୍ରତିଷ୍ଠାତା ପୂର୍ବତନ ସଂଘ ସଭାପତି ପ୍ରଖର ରାଷ୍ଟ୍ରଭକ୍ତି ତଥା ଏକାତ୍ମ ମାନବବାଦ, ଅନ୍ତ୍ୟୋଦୟର ପ୍ରଣେତା ମହାନ ରାଷ୍ଟ୍ରନାୟକ

ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ, ପଞ୍ଚଭୂତରେ ଲୀନହେଲେ ଖଲ୍ଲିକୋଟ ରାଣୀ ସାହେବା, ଅନ୍ତିମ ଯାତ୍ରାରେ ଜନ ସମୁଦ୍ର

ଖଲ୍ଲିକୋଟ(ସମୃଦ୍ଧଓଡିଶା)ପଞ୍ଚଭୂତ ରେ ଲୀନ ହେଲେ ଖଲ୍ଲିକୋଟ ରାଣୀ ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓ ।ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ଯୋଗ ଦେଇ ନିଜର ପ୍ରିୟ ରାଣୀ ମାଆ