Category: Top News

ପୁଞ୍ଜି ପାଇଁ ଦିଲ୍ଲୀରେ ନବୀନ :ରୋଡ୍‌ ସୋ’ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଓଡ଼ିଶା ପ୍ରତି ପୁଞ୍ଜିପତିଙ୍କ ଆକର୍ଷଣ ବଢାଇବା ଲାଗି ବୁଧବାର ସେ ସେଠାରେ ଶିଳ୍ପପତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ

ରାଜରାସ୍ତାକୁ ନଯିବାକୁ ଆନ୍ଦୋଳନରତ ଶିକ୍ଷକଙ୍କୁ ମନ୍ତ୍ରୀଙ୍କ ପରାମର୍ଶ:

ଭୁବନେଶ୍ୱର: ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ଲାଗି ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ମାତ୍ର ଶିକ୍ଷକମାନେ ଆଲୋଚନାକୁ ନଆସି ବାରମ୍ବାର ରାଜରାସ୍ତାକୁ ବାଛୁଛନ୍ତି। ଏହାଦ୍ୱାରା ବିଦ୍ୟାଳୟରେ ଶୈକ୍ଷିକ ବାତାବରଣରେ

ଶିକ୍ଷକ ସମସ୍ୟାର ସରକାର କରିବେ ଆଲୋଚନା

ଭୁବନେଶ୍ୱର: ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା, ବିଦ୍ୟାଳୟର ଅବ୍ୟବସ୍ଥା ଏବଂ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ ନେଇ ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଆଣିଥିବା ମୁଲତବି ପ୍ରସ୍ତାବ ଓ

୧୨ ରାଜସ୍ୱ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ମଙ୍ଗଳବାର ୧୨ ଜଣ ରାଜସ୍ୱ ଅଧିକାରୀଙ୍କୁ ବଦଳି କରିଛନ୍ତି। ବିଜ୍ଞପ୍ତି ଅନୁସାରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅତିରିକ୍ତ ତହସିଲଦାର

ବିଜେଡିରୁ ବିଦାହେବେ ଦାମ !

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ଅଡୁଆ ବଢିଛି । ସେ ଦଳରୁ ବିଜେଡିରୁ ବହିଷ୍କୃତ ହୋଇପାରନ୍ତି ବୋଲି ଆଲୋଚନା ହେଉଛି

କଟକ ରୁଟରେ ଆସୁଥିବା ସମସ୍ତ ବସକୁ ଅଟକାଇବ ଭୁବନେଶ୍ୱର ମାଲିକ ସଂଘ

ଭୁବନେଶ୍ୱର : ବସର ସମୟ ନିର୍ଘଣ୍ଟକୁ କେନ୍ଦ୍ର କରି ପୁରୀ ଏବଂ ଭୁବନେଶ୍ୱର ବସ ମାଲିକ ସଂଘ ମଧ୍ୟରେ ଦେଖା ଦେଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଯାହାଫଳରେ ପୁରୀ-ଭୁବନେଶ୍ୱର

ବାସ୍ତୁଶାସ୍ତ୍ରର କିଛି ଭୁଲ ଦ୍ୱାରା ଘରେ ଝଗଡା ହୋଇଥାଏ

ଜ୍ୟୋତିଷଶାସ୍ତ୍ରରେ ବାସ୍ତୁର ବିଶେଷ ମହତ୍ତ୍ୱ ରହିଛି। ବାସ୍ତୁର କିଛି ଉପାୟ ଦ୍ୱାରା ନିଜ ବ୍ୟକ୍ତିଗତ ଜୀବନରେ ଥିବା ଅନେକ ଅସୁବିଧାକୁ ଦୂର କରିପାରିବା। ବାସ୍ତୁର ବିଶେଷ ଉପାୟ ଦ୍ୱାରା ଅନେକ

ଭାରତ ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହୋଇଛି ତୈଳଦର ବୃଦ୍ଧି ନେଇ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର : ଆଜି ଭାରତ ବନ୍ଦ। ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ

ପେଟ୍ରୋଲ, ଡ଼ିଜେଲକୁ ନେଇ ବିଜେଡ଼ିର ପିକେଟିଂ, କଂଗ୍ରେସର ‘ଭାରତ ବନ୍ଦ’; ବିଜେପି ଧରିଛି ଶିକ୍ଷକଙ୍କ ଲାଂଜ !

ଭୁବନେଶ୍ୱର,(ପ୍ରସାଦ ରାଓ): ଦେଶରେ ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଲଗାମଛଡା ଦରବୃଦ୍ଧି ପ୍ରତିବାଦରେ ଓଡ଼ିଶାରେ ଶାସକ ବିଜେଡ଼ି ପକ୍ଷରୁ ତିନି ଦିନିଆ ପିକେଟିଂ ଶେଷ ଦିନରେ ପହଂଚିଛି। ଦଳ

ଏଣିକି ଖୋଲାରେ ଶୌଚ ପଡ଼ିବ ମହଙ୍ଗା, ଗଣିବାକୁ ପଡ଼ିବ ଜରିମାନା, ଜାଣନ୍ତୁ କେଉଁ କାମ ପାଇଁ ରହିଛି କେତେ ଜରିମାନା…

ମ୍ବାଇ: ମହାରାଷ୍ଟ୍ରର ସଡ଼କକୁ ସଫା ରଖିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଅନେକ ଆଇନ୍‌ କରିବା ପରେ ମଧ୍ୟ ପରିବେଶକୁ ସୁରକ୍ଷିତ ଏବଂ

ସମବାୟ ବ୍ୟାଙ୍କରେ 800କୋଟି ଟଙ୍କାର ଦୁର୍ନୀତି

ଭୁବନେଶ୍ୱର: “ରାଜ୍ୟରେ ସମବାୟ ବ୍ୟାଙ୍କରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିଲି। ହେଲେ ଏହାକୁ ପାଳନ କରାଗଲା ନାହିଁ । ଗଡଫାଦରଙ୍କ ନିର୍ଦ୍ଦେଶରେ ଏ ନିର୍ଦ୍ଦେଶ ପାଳନ କରାଯାଇନଥିଲା। ହେଲେ

ମୋ ମନ୍ତ୍ରୀପଦ ଯିବା ପଛରେ ମହାରଥୀ !

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପକାଇଛନ୍ତି ଅଡ଼ୁଆରେ। ଭୁବନେଶ୍ଵର  :ମନ୍ତ୍ରିମଣ୍ଡଳରୁ ଯିବା ପରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଶୁକ୍ରବାର ଆଇଏଏସସ୍ତରରେ କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୮ ବ୍ୟାଚ୍‌ ଆଇଏଏସ୍‌ ବି.ପରମେଶ୍ୱରଙ୍କୁ ଉଚ୍ଚଶିକ୍ଷା ବିଭାଗର

ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ପ୍ରତ୍ୟକ୍ଷ ଭୋଟରେ ମେୟର, ପୌରାଧ୍ୟକ୍ଷ ଭୁବନେଶ୍ୱର : ମହାନଗର ନିଗମ ମେୟର, ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପଦ ପାଇଁ ଏଣିକି ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ

“ଆମ ଗାଁ ଆମ ବିକାଶ ଓ ‘ବିଜୁ ଯୁବ ବାହିନୀ’ ଗଢ଼ିବା ପାଇଁ ଟଙ୍କା ଅଛି; ଶିକ୍ଷକଙ୍କୁ ଦରମା ଦେବାକୁ ନାହିଁ?”

ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ” ନିର୍ବାଚନ ଜିତିବା ପାଇଁ ‘ଆମ ଗାଁ ଆମ ବିକାଶ’

ଆଇନଜୀବୀ-ପୁଲିସ ବିବାଦ : ଚାଉଳିଆଗଞ୍ଜ ଥାନାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ

କଟକ : ଆଇନଜୀବୀ-ପୁଲିସ ବିବାଦରେ ଆଜି କ୍ରାଇମ୍‌ବ୍ରାଞ୍ଚର ତିନି ଜଣିଆ ଟିମ୍‌ ଚାଉଳିଆଗଞ୍ଜ ଥାନାରେ ସନ୍ଧ୍ୟାରେ ପହଞ୍ଚିଛି। ଏହି ଟିମ୍‌ ଚାରିଟି ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ଭେଟିଥିଲେ। ସମ୍ପୃକ୍ତ ତଦନ୍ତକାରୀ

ଆଇଆଇସି ସଞ୍ଜୀବ ମହାନ୍ତି ଜେଲ୍‍ରେ : ପୁଲିସ ଡିଜି ଆଜି ନିଲମ୍ବନ କଲେ

ଆଇଆଇସି ସଞ୍ଜୀବ ମହାନ୍ତିଙ୍କ ସ୍ଥାନରେ ବିଶ୍ୱରଞ୍ଜନ ସାହୁ ଯଏନ କଲେ ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଜଟଣୀ ଥାନାର ପୂର୍ବତନ ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ରାଜ୍ୟ ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ

ଝଡ଼ ତୋଫାନ୍‌ ସାଙ୍ଗକୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ସତର୍କ ସୂଚନା ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି।

ଶିକ୍ଷକଙ୍କ ଦାବି, ତେଲ ତାତିରେ କମ୍ପିଲା ବିଧାନସଭା

ଭୁବନେଶ୍ୱର: ତୈଳଦର ବୃଦ୍ଧି ଏବଂ ଶିକ୍ଷକଙ୍କ ପ୍ରାପ୍ୟକୁ ନେଇ ବୁଧବାର ବିଧାନସଭା କମ୍ପିଥିଲା। ଅଧିବେଶନର ଦ୍ୱିତୀୟ ଦିବସରେ ତେଲ ଦରବୃଦ୍ଧିକୁ ନେଇ କଂଗ୍ରେସ ଏବଂ ଶିକ୍ଷକଙ୍କ ଦାବିକୁ ନେଇ ବିିଜେପି

ଓଡ଼ିଶାରେ ହେବ ଆଗୁଆ ନିର୍ବାଚନ!

ଦେଶରେ ଏକକ ଏବଂ ଆଗୁଆ ନିର୍ବାଚନ କରିବାକୁ ବିଜେପି ଜୋର୍‌ ଦେଇ ଆସୁଛି। ଏନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି। ହେଲେ ଆଗୁଆ ନିର୍ବାଚନ ସମ୍ପର୍କରେ ନିର୍ବାଚନ

ବିଜେଡିର ବଲାଙ୍ଗିର ସାଂସଦ ପ୍ରାର୍ଥୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର : ବଲାଙ୍ଗିର ସଦର ବିଧାନସଭା ଆସନକୁ ନେଇ ବିଜେଡି ପୁଣିଥରେ ଅଙ୍କ କଷିବା ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନ ଓ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଗତ କିଛିଦିନ

ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧି ନେଇ ଦେଶବ୍ୟାପୀ ଉଦବେଗ, ଚିଦମ୍ବରମ କହିଲେ – ଏହି ଦୁଇ ସାମଗ୍ରୀ ତୁରନ୍ତ ଜିଏସଟି ଅନ୍ତର୍ଭୁକ୍ତ କରାଯାଉ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଉଛି । ରାଜଧାନୀ ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର ୭୮ ଟଙ୍କା ୧୧ ପଇସା

ଗୁରୁପ୍ରିୟା ଦୁର୍ନୀତିର ତଦନ୍ତ ଆବଶ୍ୟକ

ମାଲକାନଗିରି : ମାଲକାନଗିରି ଜିଲ୍ଳାର ବିଚ୍ଛିନ୍ନାଂଚଳକୁ ଯୋଗଯୋଗ କରିବାକୁ ନିର୍ମିତ ଗୁରୁପ୍ରିୟା ସେତୁରେ ଚଞ୍ଚକତା କରି ୭୪ କୋଟି ଟଙ୍କା ଦୁର୍ନିତି କରାଯାଇଛି। ଏହି ମହାଦୁର୍ନିତିରେ ରାଜ୍ୟ ସରକାର ସିଧାସଳଖ

ମହିଳା ମୋର୍ଚ୍ଚା ମହାଧିବେଶନ ଉଦ୍‌ଯାପିତ

ଭୁବନେଶ୍ୱର : ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ବିଜେପି ଶିବିରରେ ଏ ନେଇ ତତ୍ପରତା ପ୍ରକାଶ ପାଇଥିଲା ବେଳେ ମହିଳା ଶାଖାକୁ ସକ୍ରିୟ କରିବା

ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଆନ୍ଦୋଳନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମର୍ଥନ

ଭୁବନେଶ୍ୱର:ରାଜ୍ୟର ବିଭାଗୀୟ ମୁଖ୍ୟ ଦପ୍ତରରେ ଗତ ୧୫ଦିନ ଧରି ଚାଲିଥିବା କର୍ମଚାରୀଙ୍କ ଆନ୍ଦୋଳନକୁ ବିଜେପି ସମର୍ଥନ କରିଛି। ଏପଟେ ଆନ୍ଦୋଳନ ଯୋଗୁ ରାଜ୍ୟର ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତର, ଆରଡିସି

ରାଜ୍ୟର ଋଣ ବୋଝ ୯୨ ହଜାର କୋଟି ଛୁଇଁଲାଣି, ଋଣ କରି ଘିଅ ପିଉଛନ୍ତି ସରକାର

ଭୁବନେଶ୍ୱର:ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ରାଜ୍ୟର ଋଣବୋଝ ୯୨ହଜାର କୋଟିରେ ପହଞ୍ଚିଲାଣି। ଓଡ଼ିଶା ସରକାର ଋଣ କରି ଘିଅ ପିଇବା ନୀତିରେ ବିଶ୍ୱାସ କରୁଛନ୍ତି। ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି