….ସଂଘର୍ଷ ଜୀବନ ଦିଏ ଶ୍ରେଷ୍ଠ ସ୍ଥାନ….
ଯା, ଜୀବନ ନୁହେଁ ସଂଘର୍ଷ ଜୀବନ ସେ କି ମଣିଷରେ ଗଢ଼ା, କହି ଦିଅ ଭାଇ ବିନା ସଂଘର୍ଷରେ କିଏ କାହିଁ ହେବ ଲୋଡ଼ା ।। ପରିଶ୍ରମ କରି ସ୍ୱାଦ
ଯା, ଜୀବନ ନୁହେଁ ସଂଘର୍ଷ ଜୀବନ ସେ କି ମଣିଷରେ ଗଢ଼ା, କହି ଦିଅ ଭାଇ ବିନା ସଂଘର୍ଷରେ କିଏ କାହିଁ ହେବ ଲୋଡ଼ା ।। ପରିଶ୍ରମ କରି ସ୍ୱାଦ
ବରଷା ରାତିରେ ଯେ ଯାହାର ଘରେ ଶୁଅନ୍ତି ସମସ୍ତେ ଯାଇଁ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ । ପହିଲି ଆଷାଢ଼େ ବରଷଇ ମେଘ ଆଣ୍ଠୁଆଣି ହୁଏ
ଉତ୍କଳର ଆମ ମଉଡ ମଣି ସେ ଚିର ବନ୍ଦନୀୟ ଯିଏ ଚିର ସ୍ମରଣୀୟ ଗୋପବନ୍ଧୁ ଦାସ ଗରିବଙ୍କ ବନ୍ଧୁ ସିଏ ।ତ୍ୟାଗ ବଳିଦାନେ ସରି ନୁହେଁ କେହି ମଣିଷ ଜନମ
ମହାଶକ୍ତିମୟୀ ଜଗତ ଜନନୀ ତୋ କରୁଣା ତ ଅପାର, ତୋ ଆଶିଷ ବଳେପଙ୍ଗୁ ଲଙ୍ଘି ପାରେ ଉତ୍ତୁଙ୍ଗ ପର୍ବତ ଶୀର ।। ଯେ ବର୍ଣ୍ଣିଛି ଗୁଣ ତୋର ।। ତୋ
ଉତ୍କଳ ମାତାର ଦାୟାଦ ଆମେ ରେ ରଖିବା ତାହାରି ନାଆଁ, ଜୟ ଗାନ ତାର ସଦା ମୁଖେ ଥିବ ସେ ପରା ଆମରି ମାଆ ।ମାତୃଭାଷା ମାତୃଭୂମିର ମମତା ସବୁରି
ବିଭିନ୍ନ ସାହିତ୍ୟ ଆସର କଥା ଯେବେ ଭାବଇ ଛାଆଁକୁ ଛାଆଁକୁ ମନରେ ବହୁ ଛବି ଦିଶଇ ।।କବି କବୟିତ୍ରୀ କଣ୍ଠରେ ଯେଉଁ ଗୀତ ଶୁଭଇ କେଉଁ ଭାବ କେତେ ମଧୁର
ଆମ ସମ୍ପର୍କକୁ ତୁମେ ସିନା ସହଜରେ ଭୁଲିଗଲ, ଭୁଲିଗଲ ଆମର ସେହି ମଧୁର ମୁହୂର୍ତ୍ତ ସବୁକୁ ମୁଁ କିନ୍ତୁ କିଛି ବି ଭୁଲିପାରୁନି କି ଭୁଲି ପାରିବିନି, ନା ତୁମକୁ,
ଆଖି ଅଛି ତ ନିଦ ଅଛି । ନିଦ ଅଛି ତ ଅଛି ତା’ ସାଥେ ପୁଣି ସ୍ଵପ୍ନ । ମେଞ୍ଚା ମେଞ୍ଚା ସ୍ଵପ୍ନ ସାଥେ ବଞ୍ଚିବାକୁ ଭଲ ପାଏ
ପହିଲି ଆଷାଢରେ ପାଇ ଶୀତଳ ପରସଶ୍ୟାମଳ ଶୋଭାରେ ଧରଣୀ ହୋଇଲା ସରସ । ୧ଦାରୁଣ ନିଦାଘ ମନରେ ଭରିଥିଲା କ୍ଳେଶ ସଳିଳଧାରା ପ୍ରବାହନେ ହେଲା ସବୁ ଶେଷ । ୨ଘନ
ପ୍ରଗତିର ପଥେ ଆଗଉଛି ଦେଶ ଖୁସି ସର୍ବେ ଦେଶ ବାସୀ ଟଙ୍କା ପଇସାର ଅଭାବ ତ ନା ହିଁ ସଭିଏଁ ଆଜି ବିଦେଶୀ । ଆମ ପୁର୍ବଜଙ୍କୁ ମନେ ପକାଇଲେ
ବାର୍ଦ୍ଧକ୍ୟର ଛିଟା କରେ ଉପହାସ ବିଦୀର୍ଣ୍ଣ ବସନ୍ତେ ଆଜି କାହିଁ ! ଅଜସ୍ର ଆଶଙ୍କା ମନେ ଉଙ୍କିମାରେ ଭୟଭୀତ କରେ ରହି ରହି ।। ମରୀଚିକା ପରି ଲାଗେ ଆଜି
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ହେ ମହାବାହୁ, ପରମ ବ୍ରହ୍ମ ନାରାୟଣ ଆପଣ କଳିଯୁଗରେ ନୀଳକନ୍ଦରେ ବିଜେ କରି ସମସ୍ତ ଜଗତର ହର୍ତ୍ତା, କର୍ତ୍ତା ଭାଗ୍ୟ ବିଧାତା ।” କି ଭାବମୟ,
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ହେ ମହାପ୍ରଭୁ ଏ ଜଗତରେ ତୁମେ ବିଶ୍ୱ ବ୍ରହ୍ମାଣ୍ଡରେ ଏକମାତ୍ର ପୁରୁଷ ଶ୍ରେଷ୍ଠ । ତେଣୁ ତୁମେ କ୍ଷର ଅକ୍ଷର ସୃଷ୍ଠିରେ ଏକମାତ୍ର ମୋହହୀନ, ପାପହୀନ,
ସ୍ମୃତି ତୁମେ ଏମିତି ଆସ …….. ସାମନାରେ ଝିଡା ହୁଅ…. । ସମାହିତ ପ୍ରଶ୍ନ ସବୁ ଉତ୍ତର ଖୋଜନ୍ତୁ ଚାହିଁକି…….. ସମୁଦ୍ର …. ରହସ୍ୟର ପନ୍ଥା ମଧ୍ୟରେ …….. ।
କାହିଁକି ହେବନି ମାନିନୀ ମାନଭଞ୍ଜନୀକୃଷ୍ଣ ପ୍ରାଣ ପ୍ରିୟା ରାଧାକୁ ବାଧା?କାହ୍ନା ପୀରତି ରେ ତଲ୍ଲୀନ ହୋଇକଳଙ୍କର ଟୀକା ପିନ୍ଧିଛି ରାଧା।ଏଣୁ କାହ୍ନା ପ୍ରେମ ଯଦି ବାଣ୍ଟି ହୋଇ ଯାଏକେମିତି ସହିବ
ତୁମ ମନ ତଳେ ଆଶାର ଆଷାଢ ଭାବନାର ଭରା ନଈ , କିଏ ବା ଜାଣିଚି ସେନଈ ସ୍ରୋତରେ କିଏ ଭାସିଯାଏ କାହିଁ । ୧ । ସୁନ୍ଦର ତୁମ
ଭଙ୍ଗା ଦର୍ପଣ ରେ ଭଙ୍ଗା ଦର୍ପଣ–ତୋର ଭଗ୍ନ ରୂପଟି ଦେଖିଲା ବେଳକୁଦେହ ମୋର ଆଉ ପାରୁନି ସହି,ତୋର ମୋର ଏଇ ପୀରତି ଡୋରକୁଭାଙ୍ଗି ଦେଇ ଚାଲି ଗଲୁଟି ତୁହି,ତୋ ଭଗ୍ନ
ଆଜି ମୋ ପ୍ରିୟାର ବାହାଘରସକାଳୁ ସକାଳୁ ପ୍ରିୟା ପିତାମାତା ଆସି କହିଲେମୋ ଝିଅ ବାହାଘରର ଦାୟୀତ୍ବତୁଲାଇବୁ ସବୁ ଧନ ମୋର।।୧।ଏହା କହି ପ୍ରିୟା ପିତା ମାତାଚାଲିଗଲେ ତାଙ୍କଘରକୁ,ସବୁରୀ ଅଜାଣତେ ଲୁହ
କବି-ମଂଜୁଳ କବି-ବଂଜୁଳ ହେ ଗଡନାୟକ ତୁମେ, ତୁମରି ରଚିତ କାବ୍ୟ-କୋଣାର୍କ ଦେଖିଚୁଁ ପଢିଚୁଁ ଆମେ କଳାର ସେ କଉଶଳ- ଦୃଷ୍ଟିରେ ଆଣେ ବିସ୍ମୟତା ସେ ସୃଷ୍ଟିରେ ବିରଳ ।। ନବୀନ-ଉଷାର
ମାହେନ୍ଦ୍ର ବେଳାରେ ଜନମ ହୋଇଲେ ମକର ସଂକ୍ରାନ୍ତି ଦିନ, ଉନବିଂଶ ଶତାବ୍ଦୀର ମଧ୍ୟଭାଗେ ଆମ ଫକୀର ମୋହନ । ଧନ୍ୟ ହେଲା ମାଟି ଧନ୍ୟ ହେଲା ମାଆ ବୀର ପୁତ୍ରଟିଏ
ନେତାଜୀ ନେତାଜୀ ସଭିଙ୍କ ମୁଖରେ ଥିଲା ସେହି ଏକ ନାମ ,ଇତିହାସ ମାନସ ପଟରେ ତୁମେ ରଚିଲ ସୁନ୍ଦର କର୍ମ ….।୧।କଟକ ମାଟିରେ ଓଡ଼ିଆ ବଜାରେ ଜନ୍ମି ଥିଲ ତୁମେ
ମକର ରେ ଦିନ ବକର ହୁଅଇ ଆଈ ମୋର କହୁଥିଲା କେତେ ସକାଳରୁ ମକର ଚାଉଳ ବୋଉ ମୋର ବାଢୁଥିଲା ସେଇ ଚାଉଳରୁ କିଛି ନେଇ ମୁହିଁ ମକର ଯେ
ତୁଚ୍ଛା ସାମାଜିକ ସମ୍ମାନକୁପୁଞ୍ଜି କରି କେତେ ଦିନ ଚାଲିଥିବଏମିତି ଏକ ଦାମ୍ପତ୍ୟ ଜୀବନସମୟ ଟା ସବୁ ଠିକ କରିଦେବ,ଠିକ କରିଦେବ, ଫେରାଇ ଆଣିବହଜିଲା ଯୌବନ ଭୁଲିଯିବ ସବୁ ଅଘଟଣଫେରି ଆସିବ
ମାଗି ଅଣା ତୁଣ ସଡକେ ଜୀବନ ର ଅନ୍ତଯାଏ ପ୍ରେମ ଗୋଟିଏ ମନ ନେଇ ମହକେ ।।ନର ହେଉ ଅବା ନାରୀ ଜୀବନ ସଂକଳ୍ପ ଏକ ମନକୁ ପ୍ରାଣ ଦେଇ
ବଢ଼ିରେ କେବେ ନଈ କୂଳ ଲଙ୍ଘିଲା ଆବଦ୍ଧ ନଈ ର କେବେ ବନ୍ଧ ଭାଙ୍ଗିଲା କେବେ ଦିନେ ତମ ସହ ଦେଖା ହୋଇଥିଲାପ୍ରଥମ ଦେଖା ହିଁ ତମ ସହ ପ୍ରେମ
କେତେ ଭାବିବିରେ ବାବୁନା ତୋ କଥାଭାବି ଭାବି ଦିନ ସରୁ ନାହିଁ,କାନ୍ଦିକାନ୍ଦି ବୋହୁ ନାତିଙ୍କର ଆଖି ଫୁଲିଲାଣିଦୁହେଁ ପଲଙ୍କେ ପଡିଛନ୍ତି ନିସ୍ତେଜ ହୋଇ।୧।ଅଶ୍ରୁ ଜଳରେ ମୁହଁ ଧୋଇ ଧୋଇମୁହଁ ମୋର
ଶୁଭ ସକାଳର ବାର୍ତ୍ତା ଟି ନିଜ ମାତୃ ଭାଷା ଉନ୍ନତିଟି କର ଜ୍ଞାନ ଉଦୟ ହୋଇବ, ଅନ୍ୟ ଭାଷାଟିକୁ ଶିକ୍ଷା କରିବାରେ ସହାୟ ତୁମକୁ ହେବ । ମାତୃ ଭୂମି
କାହାକୁ କହିବେ ? ପ୍ରତ୍ୟୁଷ ଏବେ କେଉଁଠି ଥିବେ? କେମିତି ଥିବେ ଭାବି କାନ୍ଦ କାନ୍ଦ ହୋଇଯାଉଥିଲେ ସେ। ତା’ପରେ …. ଆସ୍ତେ ଆସ୍ତେ ଦିନ ସବୁ ଗଡିବାକୁ ଲାଗିଲେ,ଏ
ସୂର୍ଯ୍ୟ ଯେପରି ରାତ୍ରିର ଅନ୍ଧକାର ଦୂର କରିବାକୁ ସମର୍ଥ ହୋଇଥାନ୍ତି ,ସେହିପରି ଶ୍ରେଷ୍ଠ ପ୍ରାଣୀ ରୂପରେ ପରିଗଣିତ ହେଉଥିବା ମଣିଷ ବିବେକ ଖଟାଇ କାମ କଲେ ସବୁଥିରେ ଜୟ ଲାଭ
ଦୁଇଟି ଚିଠି ଲେଖିବ ବୋଲି ସେ ନିଷ୍ପତ୍ତି ନେଲା। ଗୋଟେ ମିନାକ୍ଷୀ ପାଖକୁ ଆଉ ଗୋଟେ ଘରକୁ, ବାପା ମା ଙ୍କ ପାଇଁ। କାଗଜ କଲମ ରେ ଲେଖିବାର ଅଭ୍ୟାସ