ଅବୋଲକରା କାହାଣୀ:ସତୀ ସଉତୁଣୀ ମନ୍ଦିର କଥା….
ତୀର୍ଥ କରିବାକୁ ଯାଉଥିବା ରାସ୍ତାରେ ସିନ୍ଧୁ ନାମକ ଏକ ଦେଶ ପଡିଲା । ରାସ୍ତାର ପାଖ ଦେଶରେ ଯମୁନା ନାମକ ଏକ ନଦୀ କୁଳୁ କୁଳୁ ନାଦ କରି ବହି
ତୀର୍ଥ କରିବାକୁ ଯାଉଥିବା ରାସ୍ତାରେ ସିନ୍ଧୁ ନାମକ ଏକ ଦେଶ ପଡିଲା । ରାସ୍ତାର ପାଖ ଦେଶରେ ଯମୁନା ନାମକ ଏକ ନଦୀ କୁଳୁ କୁଳୁ ନାଦ କରି ବହି
“ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ର୍ଭବତି , ଅଭ୍ୟୁଥାନମ୍ ଅଧର୍ମସ୍ୟ ତଦତ୍ମନଂ ସୃଜାମ୍ୟହମ୍ …..। ଶ୍ରୀମତ ଭାଗବତ ଗୀତାର ଚତୁର୍ଥ ଆଧ୍ହାୟ ଦିବ୍ୟ ଜ୍ଞାନ ଯୋଗରେ ସ୍ୱୟଂ ଭଗବାନ
ଆଜି ସନ୍ଧ୍ୟା ରେ ଚା ଦୋକାନ ରେ ନବ ଅଜାଙ୍କ ଶୁଖିଲା ମୁହଁ ଦେଖି ପଚାରିଦେଲି, “ଅଜା କଣ ଖବର?” । ଅଜା କହିଲେ,”କହନି ରେ ନାତି ଛୁଆ, ଆଜି
କନଫରେନସ ରୁମରୁ କଞ୍ଚା ଦି ଅକ୍ଷରି ଇଂରାଜୀ ଗାଳି ଗୁଡିକ କ୍ଲାଏଣ୍ଟ ପାଖରୁ ଦି ଘଣ୍ଟା କାଳ ଶୁଣି, ବାହାରକୁ ବାହାରି ଆସିଲା ବେଳକୁ ସିଇଓ ଡାକି କହିଲେ,”ମିଶ୍ର ବାବୁ,
ଭାରତବର୍ଷର ଉଦାର ଚିନ୍ତନ ଭିତରେ ଅନେକ ଧର୍ମର ପ୍ରବାହ ଘଟି ଭାରତୀୟମାନଙ୍କ ଆଚରିତ ଧର୍ମରୂପେ ବିବେଚିତ ହୋଇଆସିଛି । ବୈଦିକ ଯୁଗର ସମକାଳରେ ମଧ୍ୟ ଏଭଳି ନାନା ଧର୍ମର ଅବବୋଧ
ରକ୍ତରଞ୍ଜିତ ହୃଦୟକୁ ମୋର ନିଦା ପଥରରେ ଗଢା ଛାତିରୁ କାଢିନେଇରାତ୍ରିର ଅନ୍ଧକାର,ସୂର୍ଯ୍ୟରଶ୍ମି,ଅମ୍ଳଜାନ କିବାଫୁଲଙ୍କର ସୁଗନ୍ଧ ସଂସ୍ପର୍ଶରେ ଜୀବନରେ ଥରୁଟିଏ ମଧ୍ୟ ଆସିନଥିବାନୀରୋଳା ନିଛାଟିଆ ସ୍ଥାନରେ ଥାପିଲି ।ତମ ପ୍ରେମର ସାନ୍ଧ୍ରତା
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ
ସେ ଏମିତିଆ ଗୋଟେପ୍ରେମିକା ପରି ଲାଗୁଥିବା ଝିଅପ୍ରେମିକା ନୁହଁ ଜମା,ଅନେକ ବାର ମୁଁ ଏଇ ନିର୍ଯ୍ୟାସ ରେ ପହଞ୍ଚିଛିପଚାରି ପାରେନାଗୋଲାପୀ ଗୋଲାପୀ ଓଠଗାଲ ଆଖି ଅଧର ଗଳାବନ୍ଧଏମିତିକି ମୁଲାୟମ ହାତ
ସେନେହ ଶରଧା ମମତାରେ ବୋଳାମୋ ଗାଆଁ, ମୋ ମାଆ,ବାରମାସେ ତେର ପୁନେଇ ପରବେପାଳନ୍ତି ସାରା ଓଡ଼ିଆ।ପୁରୁବ ପୁରୁଷ ରଖି ଯାଇଛନ୍ତିକେତେ ଯେ ନୀତି ନୀୟମ,ପରବପର୍ବାଣୀ ପିଠା ପଣା ପୁଣି କରିବାକୁ
ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ‘ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ ଗଣନା କରାଯାଏ । ସେଥପାଇଁ ‘ମାର୍ଗଶିର’
ପୁଣି ଯଦି କେବେ ଦେଖା ହେବାଆମେ ସେଇ ଖୋଲା ଛାତ ଉପରେକଅଣ କହିବ ମୋତେମୁଁ ଶୁଣୁଥିବିନା ମୁଁ କହୁଥିବି ତୁମେ ଖାଲି ହୁଁ ମାରୁଥିବଅଥଚ ମୋ ଥରିଲା ଛାତି ଓଠ
ଏହା ହେଇ ହେଇ ସାଙ୍ଗ ଆସିଗଲା ଆଉ ଗୋଟେ କବିତା ଚିତ୍କାର କରି ଉଠିଲେ ଚାରି ବନ୍ଧୁ । ମୋନାଲିସାର କବିତା ।ଏଇଟା ଖାସ ମୋ ପାଇଁ , ଆଉ
ଆମ ଗାଁ କୁ ଲୁଚି ଲୁଚିକି ଶୀତ ଆସିଲା ଭାଇ କେହି ନ ଦେଖୁଣୁ ନିଧି ଅଜା ଟା ଦେଇଛି
ବଢ଼ିରେ କେବେ ନଈ କୂଳ ଲଙ୍ଘିଲା ଆବଦ୍ଧ ନଈ ର କେବେ ବନ୍ଧ ଭାଙ୍ଗିଲା କେବେ
ଶାସକ ଦଳ ସଂଗଠନରେ ଯଦି ପରିବର୍ତ୍ତନ ହୁଏ ତେବେ ସବୁଆଡେ ଚର୍ଚ୍ଚା ହୁଏ । ଆଉ ଯଦି ଛୋଟ ଛୋଟ ଦଳ ବିରୋଧି ଦଳର ସଂଗଠନରେ ପରିବର୍ତ୍ତନ ହୁଏ ତେବେ
ଜଣେ ସାଧୁ ଙ୍କର ଦୁଇ ଶିଷ୍ୟ ଥିଲେ । ସୁଧୀର ଓ ଅଧିର ।ସେମାନଙ୍କ ଶିକ୍ଷା ସମାପ୍ତି ପରେ ଗୁରୁ ଙ୍କ ଠାରୁ ବିଦାୟ ନେଇ ଘରକୁ ଫେରୁ ଥାଆନ୍ତି
ୟା ହେଇ ହେଇ ସାଙ୍ଗ ଆସିଗଲା ଆଉ ଗୋଟେ କବିତା ଚିତ୍କାର କରି ଉଠିଲେ ଚାରି ବନ୍ଧୁ । ମୋନାଲିସାର କବିତା ।ଏଇଟା ଖାସ ମୋ ପାଇଁ , ଆଉ
ବଡଦାଣ୍ଡେ ଯିଏ ବାରିକେଡ଼ ଭାଙ୍ଗି ଟାୟାର ଜାଳିଲେ ଆଜି। ତାଙ୍କୁ ଯଦି ଭକ୍ତ ଗଣରେ ଗଣିବା ହେବା ମହାମୂର୍ଖ ପାଜି। ମନରେ ପାରୁନି ହେଜି, ଏଇ କଣ ସେଇ ଶାନ୍ତି
ରକ୍ଷାର କବଚ ହୋଇଥାଏ ବୋଲି ନାଁ ପରା ତାର ରାକ୍ଷୀ, ଆପଦୁ ଉଦ୍ଧାର କରି ହୋଇଥାଏ ଯୁଗ ଯୁଗ ପାଇଁ ସାକ୍ଷୀ। ସେହି ରାକ୍ଷୀ ହୁଏ ଭାବର ବନ୍ଧନ ଘୁଞ୍ଚାଇ
ଫୁଲକୁ ଯଦି ମୁଁ କେବେ ପଚାରି ଦେଇଛି କହ କହ କେବେ କଣ୍ଟା ତୋତେ କି ଫୋଡିଛି ନାହିଁ ନାହିଁ କେବେ ନାହିଁ ଦମ୍ଭରେ ରେ ମୁଁ ପାରେ କହି
ତମ ପାଇଁ କରିନି ପ୍ରିୟ ସିନା ଓଷାବ୍ରତ ତମ ପାଇଁ ବାନ୍ଧିନାହିଁ ମନ୍ଦିରରେ ନେତ କି ବଟ ବୃକ୍ଷ ତଳେ ମନାସିନୀ , ବାନ୍ଧିନାହିଁ ମାଟିର ଖପରା ସଞ୍ଜ ଦୀପାଳୀ
ସମ୍ପର୍କ; ଏକ ସୂକ୍ଷ୍ମ କାଚଗ୍ଲାସ କେବେ କେବେ ଦୁଃଖ କେବେ ବିନ୍ଦାସ ଏକ ସ୍ୱଚ୍ଛ ନିରାଧାର ଫରମାସ ଏଠି ସମ୍ପର୍କ କୁ ନେଇ ଗଢ଼ାଯାଇ ପାରେ ଅନେକ ଗଳ୍ପ ଅନେକ
ଯେବେ ଯେବେ ପ୍ରଭୁ ଏଇ ସଂସାରରେ ଧର୍ମ ହୁଏ କଳୁଷିତ ଅବତାର ନିଅ ଆହେ ଚକ୍ରଧାରୀ ରଖିବାକୁ ତା’ ମହତ । ପାପୀ ନାଶ କରି ଭକ୍ତଙ୍କୁ ଉଦ୍ଧାରି ଧର୍ମର
ତମେ ତ ମୋତେ ଶିଖାଇ ନ ଥିଲଶବ୍ଦ କୁ ଶବ୍ଦ ସହ ଯୋଡିବାଶବ୍ଦ ସହ ଭାବ ବ୍ୟଞ୍ଜନ ବାଢିବାଦେହର ମନର କ୍ଷତ କୁ ଅକ୍ଷତ କରି କବିତା ଲେଖିବାଖାଲି ଯାହା
ତମାମ ଡହକା ଗ୍ରୀଷ୍ମରେନା ଘାସ ନା ଅନାଵନା ଗଛଉପହାର ଦେବାକୁ କଅଣ ଥାଏ ଯେ ମାଟିରମାଟି ନିଜେ ତ ତୃଷାର୍ତ୍ତଆଉ କେଉଁ ସବୁଜିମା ର ଜ୍ୟାମିତିକେଉଁ ମଞ୍ଜି ପାଇଁ ଜରାୟୁଖାଲି
କି ମାୟାଜାଲ ତୁ ମେଲାଇ ଦେଇଛୁତୋ ମାୟା ତୋତେ ହିଁ ଜଣା,ମୁଁ ଛାରଅବୋଧ ତୋ ମାୟାରେ ବନ୍ଧାକେ ଭେଦିଛି ଅଛି କି ଶୁଣା।ତୋର ଶିରିକ୍ଷେତ୍ରେ କିସ ତୁ ଭରିଛୁପୂଣ୍ୟକ୍ଷେତ୍ର ବୋଲି