Category: Education

ଦ୍ରୌପଦୀ ଦେବୀ ବାଲ ଭବନ ଓ ଦ୍ରୌପଦୀ ଦେବୀ ଦିବ୍ୟଙ୍ଗ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଡ଼ବିଲ(ସମୃଦ୍ଧଓଡିଶା)କେନ୍ଦୁଝର ଜିଲ୍ଲା ବଡବିଲରେ ପ୍ରଥମ ଗଢି ଉଠିଥିବା ପ୍ଲେ ସ୍କୁଲ ଓ ଦିବ୍ୟାଙ୍ଗ ସ୍କୁଲ ଭାବରେ ଉଚ୍ଚ ପ୍ରଶଂସିତ ହୋଇଥିବା ଦୁଇ ସ୍କୁଲର ସତର ତମ ବାର୍ଷିକ ଉତ୍ସବ ରୁଙ୍ଗଟା

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଫ୍ରେଣ୍ଡସ ୱେଲଫର କ୍ଲବ ଓ ମହାନ ସଙ୍ଘ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କଲେ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଫ୍ରେଣ୍ଡସ ୱେଲଫର କ୍ଲବ। କ୍ଲବର ଫାଉଣ୍ଡର ପ୍ରେସିଡେଣ୍ଟ ଏ ଲକ୍ଷ୍ମୀନାରାୟଣ (ବାବୁ

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ

ବେଲଗୁଣ୍ଠା(ସମୃଦ୍ଧଓଡିଶା)ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ବେଲଗୁଣ୍ଠା ବଡ଼ଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ସଭାପତି ମାଧବ ଚନ୍ଦ୍ର ଆପଟଙ୍କ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ-ସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ଆସିକା(ସମୃଦ୍ଧଓଡିଶା)ଓଡ଼ିଶା ସରକାରଙ୍କ ନାରୀ ସଶକ୍ତିକରଣର ପ୍ରାୟୋଜିତ କାର୍ଯ୍ୟକ୍ରମ ସାପ୍ତାହିକ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି। ଏହି ତାଲିମ ଶିବିର ପ୍ରଥମ ଦିବସ

ଜୟଦେବ ଭବନରେ ବ୍ରହ୍ମପୁରର ସନ୍ତୋଷ ହୋତାଙ୍କୁ ସମ୍ମାନିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଭୁବନେଶ୍ୱର ଜୟଦେବ ଭବନରେ ଠାରେ ଆୟୋଜିତ ହୋଇଥିବା ନେସନାଲ ଏକ୍ୟାଡିମ ସ୍ବାକ୍ଷରିତ ମିଶନ ତରଫରୁ worldwide awards poggram ରେ ବ୍ରହ୍ମପୁର ସହରରେ ରହୁଥିବା ସମାଜ ସେବୀ ଶ୍ରୀ

ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଆଙ୍କୁଲି ଶିଳ୍ପାଞ୍ଚଳ ସ୍ଥିତ ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟି

କ୍ଷେତ୍ରମୋହନ ବିଦ୍ୟାପୀଠ ତରଫରୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ

ନିଶ୍ଚିନ୍ତକୋଇଲି(ସମୃଦ୍ଧଓଡିଶା) ନିଶ୍ଚିନ୍ତକୋଇଲି ବ୍ଲକ କଟରପଡ଼ା ସ୍ଥିତ କ୍ଷେତ୍ରମୋହନ ବିଦ୍ୟାପୀଠ ତରଫରୁ ଏନ୍.ସି.ସି. କ୍ୟାଡେଟ୍ ,ସ୍କାଉଟ ଗାଇଡ଼, ଜେ.ଆର୍.ସି. ଛାତ୍ର/ଛାତ୍ରୀମାନଙ୍କ ଦ୍ବାରା ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିକ୍ଷାର୍ଥୀଙ୍କର ସର୍ବାଙ୍ଗୀନ ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ

ଡେଲାଙ୍ଗ (ସମୃଦ୍ଧଓଡିଶା)ଶିକ୍ଷାର୍ଥୀଙ୍କର ସର୍ବାଙ୍ଗୀନ ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ।ପାଠପଢା ସହିତ ପିଲାମାନଙ୍କ ସବୁ ଦିଗକୁ ଲକ୍ଷ୍ୟ ଦେବାକୁ ଡେ଼ଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି

ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି : ଗାନ୍ଧୀ ଦର୍ଶନର ମୃତ୍ୟୁ ନାହିଁ କହିଲେ ଜଷ୍ଟିସ ୟୁ ୟୁ ଲଳିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଗାନ୍ଧୀ ଦର୍ଶନ ଅଜର ଅମର। ଏହାର ମୃତ୍ୟୁ ନାହିଁ ବୋଲି ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ମତ ଦେଇଛନ୍ତି । ଏଠାରେ ଆୟୋଜିତ

ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା କାର୍ଯ୍ୟକ୍ରମ

ରାଉରକେଲା(ସମୃଦ୍ଧଓଡିଶା)ସହରର ପୁରାତନ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ନବବର୍ଷ ଦିନ ଭଳି ଚଳିତ

ସାଧୁଗୋରେଶ୍ୱର ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ

ଦଶରଥପୁର(ସମୃଦ୍ଧଓଡିଶା)ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ସାଧୁଗୌରେଶ୍ୱର ମହାବିଦ୍ୟାଳୟରେ ଯୁବ ଓଡିଶା ନବିନ ଓଡିଶା (ନୂଆ ଓ ) ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ବୁଧବାର ଉଦଯାପିତ ହୋଇଯାଇଛି | ଏହି

ଏସ.ଜି କଲେଜରେ ନୁଆଁ ଓ କ୍ରୀଡା ଉତ୍ସବ ଉଦଯାପିତ

ଦଶରଥପୁର(ସମୃଦ୍ଧଓଡିଶା)ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ସାଧୁଗୌରେଶ୍ୱର ମହାବିଦ୍ୟାଳୟ (ଏସଜି କଲେଜ ) ରେ ନୂଆ-ଓ ତରଫରୁ ଦୁଇଦିନିଆ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | +୨ ବିଭାଗର କ୍ରୀଡା ଉତ୍ସବକୁ

କ୍ଷେତ୍ରମୋହନ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଆଗାମୀ ଦିନରେ ଦେଶରେ ଯୁବ ଗୋଷ୍ଠୀର ଅଭ୍ୟୁଦୟ ଘଟିବ l ଏବେ ଭାରତବର୍ଷରେ ଯୁବକ, ଯୁବତୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୬୮ ପ୍ରତିଶତ l ସେଇମାନେ ଦେଶକୁ ଆଗେଇ ନେବେ

ହରିହର ଉଚ୍ଚ ବିଦ୍ୟାଳୟ ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପ୍ରାକ୍ତନ ଛାତ୍ରଙ୍କ ବନ୍ଧୁମିଳନ

ଆସିକା(ସମୃଦ୍ଧଓଡିଶା)ହରିହର ଉଚ୍ଚ ବିଦ୍ୟାଳୟ, ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୯୮୮, ୧୯୯୦ ଏବଂ ୧୯୯୩ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ଗତ ରବିବାର ଓ ସୋମବାର

ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ କରିବା ପାଇଁ ଅଗ୍ରଣୀ ଭୁମିକା ଗ୍ରହଣ କରିଛି ଆସ୍ପାୟାର୍: ବିଧାୟକ ଲକ୍ଷଣ ମୁଣ୍ଡା

କୋଇଡା(ସମୃଦ୍ଧଓଡିଶା)କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଆଜି ବ୍ଲକ୍ ସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଘୋଷଣା କାର୍ଯ୍ୟକ୍ରମ ଜନ ପ୍ରତିନିଧି, ଶିଶୁ ଅଧିକାର ସୁରକ୍ଷା ମଞ୍ଚ ତଥା

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ

ଫୁଲନଖରା(ସମୃଦ୍ଧଓଡିଶା)ଫୁଲନଖରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ସମ୍ପାଦକ ନରେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ

ଦ୍ୱାଦଶାହ କିଶୋର ପଣ୍ଡା ମେମୋରିଆଲ :୨୮ତମ ନିମାପଡ଼ା କପ କ୍ରିକେଟ

ନିମାପଡ଼ା(ସମୃଦ୍ଧଓଡିଶା)ଆସନ୍ତା ଜାନୁଆରୀ ତା ୭ ରୁ ୧୪ ରିଖ ପର୍ଯ୍ୟନ୍ତ ନିମାପଡ଼ା ଆଥେଲେଟିକ ଆସୋସିଏସନ ପକ୍ଷରୁ ୧୨ ତମ କିଶୋରପଣ୍ଡା ମେମୋରିଆଲ ୨୮ତମ ନିମାପଡ଼ା କପ ଅଲ ଓଡିଶା କ୍ରିକେଟ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା(ସମୃଦ୍ଧଓଡିଶା)ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ବ ସାଧାରଣ ସମ୍ପାଦକ ସୁକାନ୍ତ

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଉତ୍ସବ ଉଦ୍ଘାଟିତ

ରାଉରକେଲା(ସମୃଦ୍ଧଓଡିଶା)ସେକ୍ଟର ୨୦ସ୍ଥିତ ଉତ୍କଳ ଗୈାରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା

ଶିଶୁ ବିଦ୍ୟା ମନ୍ଦିରରେ ଖେଳକୁଦ ସମାରୋହ ଅନୁଷ୍ଠିତ

ନିଆଳୀ(ସମୃଦ୍ଧ ଓଡିଶା) କସର୍ଦା ବଢିଆସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୪ତମବାର୍ଷିକ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି.ବିଦ୍ୟାଳୟର ପ୍ରଧାନଗୁରୁଜୀ ଶ୍ରୀଯୁକ୍ତ ଶକ୍ତି ପ୍ରକାଶ ଦାସଙ୍କ ଉପସ୍ଥିତିରେ ଉଦଘାଟନୀ ଦିବସରେ ଅବସରପ୍ରାପ୍ତ କ୍ରୀଡା

ବିଚ୍ଛନ୍ନାଞ୍ଚଳରେ ଓଡ଼ିଆ ସ୍ୱାଭିମାନ ଜାଗ୍ରତ ପାଇଁ ବକ୍ତାଙ୍କ ଆହ୍ଵାନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ସ୍ୱପ୍ନର ଉତ୍କଳ ପ୍ରସଙ୍ଗରେ ବିଶେଷତ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ମାନଙ୍କ ସମ୍ପର୍କରେ ଏକ ଆଭlସି ଆଲୋଚନା ଅନୁଷ୍ଠିତ

କସର୍ଦା କଲେଜରେ ‘ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ନିଆଳୀ(ସମୃଦ୍ଧଓଡିଶା) ନିଆଳୀ ନିର୍ବାଚନ ମଣ୍ଡଳୀ ଦ୍ଵୀପାଞ୍ଚଳ ସ୍ଥିତ ଦୋଳ ଗୋବିନ୍ଦ ବ୍ରଜ କିଶୋର ମହାବିଦ୍ୟାଳୟ କସର୍ଦା ପରିସରରେ ନୂଆ ଓ ବା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ…

ରାଉରକେଲା(ସମୃଦ୍ଧଓଡିଶା)ଓଷ୍ଟା ରାଉରକେଲା ସିଟି ଜୋନ୍ ତରଫରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ସେକ୍ଟର ୧ସ୍ଥିତ ନୀଳମାଧବ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶିଶିର ପାଣି ଙ୍କ ସଭାପତିତ୍ବ ଓ

ଓଡ଼ିଶା ବିକାଶ କନକ୍ଲେଭରେ ସୋରଡ଼ାର ନୀଳମାଧବ ଫାଉଣ୍ଡେସନ

ସୋରଡ଼ା/ବଡ଼ଗଡ଼(ସମୃଦ୍ଧ ଓଡିଶା)ପରିବର୍ତ୍ତନଶୀଳ ଜନସଂଖ୍ୟା ଓ ବିକାଶକୁ ଭିତ୍ତି କରି ଓଡ଼ିଶା@୨୦୩୬ କୁ ପ୍ରସଙ୍ଗ କରି ସି ୟାଇ ଏସ ଡି ଏବଂ ୟୁ ଏନ ଏଫ ପି ଏ ଙ୍କ

ନୂଆ ଓ ପରିଯୋଜନା ଅନ୍ତର୍ଗତ ସାମାଜିକ ପରିଷଦର ଆର୍ଥିକ ସାକ୍ଷରତା ଅଭିଯାନ …

ରାଉରକେଲା(ସମୃଦ୍ଧଓଡିଶା)ନୂଆ ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ପରିଯୋଜନା ଅନ୍ତର୍ଗତ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ ପରିଷଦର ମିଳିତ ସହଯୋଗରେ

ବୈଷୟିକ ଜ୍ଞାନସମ୍ପନ୍ନ କୁଶଳୀ କାରିଗରଙ୍କ ଦକ୍ଷତା ବୃଦ୍ଧି ଉପରେ କର୍ମଶାଳା

ବଡ଼ବିଲ(ସମୃଦ୍ଧଓଡିଶା)ଭାରତୀୟ ପେଲେଟ୍ ଉତ୍ପାଦକ ସଂଘ, ପିଏମ୍‌ଏଆଇ ପକ୍ଷରୁ ପଞ୍ଚମ ସର୍ବଭାରତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବଡବିଲ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଦୁଇ ଦିନିଆ ସର୍ବଭାରତୀୟ ଦକ୍ଷତା ବିକାଶ

ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ‘ଓ’, ଯୁବ ଓଡ଼ିଶା, ନବୀନ ଓଡ଼ିଶାର କାର୍ଯ୍ୟକ୍ରମ

ଆସିକା (ସମୃଦ୍ଧଓଡିଶା) ଆସିକା ବିଜ୍ଞାନ ମହାବିଦ୍ୟାଳୟ ତଥା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ପର୍ଯ୍ୟାୟ ନୂଆ ‘ଓ’, ଯୁବ ଓଡ଼ିଶା, ନବୀନ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୩୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌର ପରିଷଦର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରାଙ୍କ ସଭାପତିତ୍ବରେ ୩୪ତମ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବିଡ଼ିଓ ସୁବ୍ରତ

ଯୁବ ଓଡିଶା ଓ ନବୀନ ଓଡିଶା ଅନ୍ତର୍ଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା-ବେଲଗାଁ ପଞ୍ଚାୟତ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ‘ଓ’ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ ସେବା