ଜୟଦେବ ଭବନରେ ବ୍ରହ୍ମପୁରର ସନ୍ତୋଷ ହୋତାଙ୍କୁ ସମ୍ମାନିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଭୁବନେଶ୍ୱର ଜୟଦେବ ଭବନରେ ଠାରେ ଆୟୋଜିତ ହୋଇଥିବା ନେସନାଲ ଏକ୍ୟାଡିମ ସ୍ବାକ୍ଷରିତ ମିଶନ ତରଫରୁ worldwide awards poggram ରେ ବ୍ରହ୍ମପୁର ସହରରେ ରହୁଥିବା ସମାଜ ସେବୀ ଶ୍ରୀ ସନ୍ତୋଷ କୁମାର ହୋତା ଙ୍କୁ ୨୦୨୩ ମସିହା ରେ best social worker ଭାବେ ମନୋନୀତ କରି ତାଙ୍କୁ ଆୱାର୍ଡ଼ ସମ୍ମାନିତ କରାଯାଇଛି,ସେ ଜଣେ ସାମାଜିକ କର୍ମୀ ଭାବେ ଆଜିକି ୧୫ ବର୍ଷ ହେଲା ନିଜୋକୁ ନିୟଜିତ କରି ଆସୁଛନ୍ତି,ସେ ଜଣେ ଶିକ୍ଷାଗତ ଯୋଗ୍ୟତା ସିଭିଲ ଇଞ୍ଜିିୟରିଙ୍ଗ୍ ହେଲେ ବି ଏକାଧାର ରେ ମାନବ ସେବା କରି ଆସୁଛନ୍ତି ,ପେଶାରେ ଜଣେ construction technology କାମ କରିବା ପରେ ବି ନିଶା ତାଙ୍କର ସମାଜ ସେବା,ସେ ଜଣେ ଆନ୍ତର୍ଜାତିକମାନବ୍ ଅଧିକାର ପରିଷଦ ର ଜାତୀୟ ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି,ଜାତୀୟ ସ୍ତରରେ ଆମ ଓଡ଼ିଶା ରୁ ଯାଇ ବହୁତ ଜାତୀୟ ପୁରସ୍କାର ପାଇଛନ୍ତି, international human rights council ତରଫରୁ ନେତାଜୀ ସୁବାଷ ବୋଷ ଆୱାର୍ଡ଼ ୨୦୨୧, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆୱାର୍ଡ଼ ୨୦୨୧, ବାବା ସାହେବ ଆଂବେଦକର ଆୱାର୍ଡ଼ ୨୦୨୨, ବାଲଗଙ୍ଗାଧର ତିର୍ଲୋକ ଆୱାର୍ଡ଼ ୨୦୨୨, କଳିଙ୍ଗ ଭୂମିପୁତ୍ର ଆୱାର୍ଡ଼ ସମ୍ମାନିତ କରାଯାଇଥିଲା,ସେ ଜଣେ ଆଦର୍ଶ ସାମାଜିକ କର୍ମୀ ଭାବେ କାର୍ଯ୍ୟରତ କରିଥବା ଯୋଗୁ ଏ ସବୁ ସମ୍ମାନ ମିଳିଥିଲା , ମହାମାରୀ କୋଭିଡ ସମୟରେ ବହୁତ ଗରିବଲୋକଙ୍କୁ ଖାଦ୍ୟ ବସ୍ତ୍ର ତାଙ୍କ ପରିବାର ଙ୍କୁ ନେଇ ସେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ବାଣ୍ଟି ଥିଲେ,ସେ ଆଗକୁ ଭଲ ସାମାଜିକ କର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି,ଯଦି ସୁଯୋଗ ମିଳେ କୌଣସି ଏକ ରାଜନୀତି ଦଳରେ ସାମିଲ ହେବାକୁ ମନବଳାଇଛନ୍ତି, ଜାତୀୟ ପୁରସ୍କାର ପାଇଥିବା ଜଣେ ଆଦର୍ଶ ସାମାଜିକ କର୍ମୀ ଶ୍ରୀ ସନ୍ତୋଷ କୁମାର ହୋତା ଯଦି କୌଣସି ରାଜନୀତି ଦଳରେ ସାମିଲ ହୁଅନ୍ତି ତାଙ୍କ ସହ ଥିବା ତାଙ୍କ organisation ର ଶତାଧିକ କର୍ମୀ ଗଞ୍ଜାମ ଜିଲ୍ଲାରେ ସାମିଲ ହେବେ।।ସେ ଆସନ୍ତା ୨୭ ଡିସେମ୍ବର ୨୦୨୩ରେ ବେଷ୍ଟ ସୋସିଆଲ ୱର୍କର ଭାବେ world charity organization ତରଫରୁ ଡକ୍ଟରେଟ ଉପାଧି ରେ ସମ୍ମାନିତ କରାଯାଇଛି ସେ କହନ୍ତି ଯେ ମାନବ ସେବା ହିଁ ମାଧବ ସେବା.

ରିପୋର୍ଟ – ରଜତ ପଟ୍ଟନାୟକ