Category: Bhubaneswar

ନିରାଡ଼ମ୍ବର ଭାବେ ଉତ୍କଳ ଦିବସ ପାଳନ ହେବ : ଆସନ୍ତା ଏପ୍ରିଲ ୧ ରେ

ରାଉରକେଲା(ସମୃଦ୍ଧଓଡିଶା) ଉତ୍କଳ ଦିବସ ପାଳନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ପୂର୍ବସୁରୀ ଓ ମହାମନିଷୀ ମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆମେ ୧୯୩୬ମସିହା ଏପ୍ରିଲ ୧ତାରିଖ

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା : ବିଜେଡିରେ ମିଶିବାର ୨ ମିନିଟରେ ମନ୍ମଥଙ୍କ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଟିକେଟ ଘୋଷିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ନିଜ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଖୋଦ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ବିଜେଡିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଜେଡିରେ ମିଶିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ମିଶିବା

ମେୟରଙ୍କ ସୁନ୍ଦରୀ ଝିଅକୁ ନେଇ ଚର୍ଚ୍ଚା : ଗାଏବ ନା କିଡନାପ !

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ମେୟରଙ୍କ ସୁନ୍ଦରୀ ଝିଅକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ସେ ଗାଏବ ନା କିଡନାପ ଏବେବି ସ୍ପଷ୍ଠ ହୋଇପାରୁନି । ଏଠାରେ ଏଭଳି ଖବର ନିତିଦିନିଆ ହୋଇଥିବା

୧୦୦ ତମ ଆଭାଶୀ ଆଲୋଚନା ନିର୍ବାଚନୀ ବଣ୍ଡ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭୋଟର ମାନଙ୍କୁ ରାଜନୈତିକ ପାଣ୍ଠି ସମ୍ବନ୍ଧୀୟ ସୂଚନା ଜାଣିବାର ଅଧିକାର ରହିଛି ବୋଲି ମାନ୍ୟବର ସୁପ୍ରିମ କୋର୍ଟ ର ପାଞ୍ଚ ଜଣିଆ ବେଞ୍ଚ ସର୍ବ ସମ୍ମତି କ୍ରମେ ଏହି ରାୟ

ନାରୀ ଓ ପୁରୁଷ ପରସ୍ପର ପରିପୂରକ

ରାଉରକେଲା(ସମୃଦ୍ଧଓଡିଶା)ନାରୀ ସବୁ ଯୁଗରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।କେବେ ସୀତା ରୂପରେ ତ କେବେ ଦ୍ରଉପଦୀ ରୂପରେ ପୁଣି କେବେ ରାଣୀ ଲକ୍ଷ୍ମୀ ବାଈ ରୂପରେ ତ ପୁଣି

ବିଶ୍ୱାସ କଲେଜରେ ନବାଗତ ସେବିକା ଛାତ୍ରଛାତ୍ରୀମାନଙ୍କର ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ବର (ସମୃଦ୍ଧଓଡିଶା) ବିଶ୍ଵାସ କଲେଜ ପ୍ରାଙ୍ଗଣରେ ନବାଗତ ସେଵିକା ଛାତ୍ରଛାତ୍ରୀ ମାନଙ୍କର ଶପଥ ଗ୍ରହଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ବାସନ୍ତୀ ବେହେରା, ସମ୍ପାଦିକା,ରାଜ୍ୟ ନର୍ସିଂ ଓ

ହୋଲି ହେଲା କାଳ : ପୋଖରୀରେ ବୁଡ଼ି ୨ ମୃତ

ସାଲେପୁର(ସମୃଦ୍ଧଓଡିଶା)ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ

ଶଙ୍ଖର ଶବ୍ଦ କମି କମି ଯିବା ବେଳେ ଫୁଲର ମହକ ବଢୁଛି : ଏହା କ’ଣ ପ୍ରଦ୍ୱୀପଙ୍କ କମାଲ ?

ଭୁବନେଶ୍ୱର(ସମୃଦ୍ଧଓଡିଶା) ସ୍ୱର୍ଗତ ବିଜୁ ବାବୁଙ୍କ ନାମରେ ନାମିତ ତାଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜୁ ଜନତା ଦଳ ସରକାର ରାଜ୍ୟରେ ଦୀର୍ଘ ୨୪ ବର୍ଷ କାଳ

ନୂତନ କୋର୍ଟ ବିଲଡିଂ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

ହିନ୍ଦୋଳ(ସମୃଦ୍ଧଓଡିଶା)ହିନ୍ଦୋଳ ସଦର ମହକୁମା ରାଜମୋହନପୁର ଠାରେ ଆଜି ଅପରାହ୍ନରେ ନୂତନ କୋର୍ଟ ବିଲଡିଂ ନିର୍ମାଣ ନିମନ୍ତେ ଭରଚୁଆଲ ମୋଡରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ଓଡିଶା ଉଚ୍ଚ ନ୍ୟାୟାଳୟ

ଶହୀଦ ଭଗତ ସିଂ ଙ୍କ ୯୪ ତମ ଶହୀଦ ଦିବସ ପାଳନ

ରାଉରକେଲା(ସମୃଦ୍ଧଓଡିଶା)ଭାରତର ସ୍ଵାଧୀନତା ଆନ୍ଦୋଳନର ମହାନ ସଂଗ୍ରାମୀ ଶହୀଦ ଭଗତ ସିଂ, ସୁକଦେବ ଓ ରାଜଗୁରୁ ଙ୍କ ୯୪ ତମ ଶହୀଦ ଦିବସ ଆଜି ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍, ଭାରତର

ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଉରକେଲା(ସମୃଦ୍ଧଓଡିଶା)ଲେଡିଲାୟନ ସଂଗଠନ ତରଫରୁ ଆୟୋଜିତ ପ୍ରଥମ ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସେକ୍ଟର ୬ସ୍ଥିତ ଇସ୍ପାତ ଷ୍ଟାଡିୟମ୍ ଠାରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି

ନ୍ୟାସନାଲ ଫୁଲ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ଆସନ୍ତା ମାର୍ଚ୍ଚ ୨୯ ରେ

ରାଉରକେଲା(ସମୃଦ୍ଧଓଡିଶା) ନ୍ୟାସନାଲ ଫୁଲ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ୨୦୨୪ ଆସନ୍ତା ମାର୍ଚ୍ଚ ୨୯ ରୁ ଆରମ୍ଭ ହୋଇ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଆଜି ପୂର୍ବାହ୍ନ

ଜବାହର ଉଚ୍ଚ ବିଦ୍ୟାପୀଠ ବାଳସିଠାରେ ବିଶ୍ୱ ଜଙ୍ଗଲ ଦିବସ ପାଳନ

ଭୂବନେଶ୍ଵର(ସମୃଦ୍ଧଓଡିଶା)ଗତ ଗୁରୁବାର ଦିନ ଜବାହର ଉଚ୍ଚ ବିଦ୍ୟାପୀଠ ବାଳସି ଠାରେ ବିଶ୍ୱ ଜଙ୍ଗଲ ଦିବସ ପାଳନ କରାଯାଇଥିଲା | ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଦେବତା

ଭାରତ ପରିବାର ଫାଉଂଡେଶନ ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ୨୦୨୪ ଅବସରରେ ସାରଗର୍ଭକ ଆଲୋଚନା ଚକ୍ର

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭାରତ ପରିବାର ଫାଉଂଡେସନ ଦ୍ୱାରା ମହାବୋଧି ସୋସାଇଟି ଭାରତ ଶାଖା ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବରରେ ପାଳିତ ହୋଇ ଯାଇଅଛି| ଏହିବର୍ଷର ମୁଖ୍ୟବିଷୟ Invest in Women and

ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୃଷ୍ଟି ଓ ସୁରକ୍ଷା ଅପରିହାର୍ଯ୍ୟ’

ଭୁବନେଶ୍ୱର(ସମୃଦ୍ଧଓଡିଶା) ପ୍ରକୃତି ଯେତିକି ସମ୍ପଦ ଓଡ଼ିଶାକୁ ଦେଇଛି ସେତିକି ସମ୍ପଦ ଦେଶର ଅନ୍ୟ କୌଣସି ରାଜ୍ୟକୁ ପ୍ରଦାନ କରିନାହିଁ । ତେଣୁ ଓଡ଼ିଶାରେ ଜନ୍ମନେଇ ଆମେମାନେ ଭାଗ୍ୟବାନ । ପ୍ରକୃତି

ଇସ୍ପାତ ସହରରେ ବିଶ୍ୱ ପଖାଳ ଦିବସ ପାଳନ ….

ରାଉରକେଲା(ସମୃଦ୍ଧଓଡିଶା) ଇସ୍ପାତ ସହର ରାଉରକେଲାରେ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ଵେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ହୋଟେଲରେ ପଖାଳ

‘ସଂକଳ୍ପ’ର ସାମ୍ପ୍ରତିକ ଓଡ଼ିଆ ନାଟକ ଓ ମାନବିକ ମୁଲ୍ୟବୋଧ ଉପରେ ଆଲୋଚନା : ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଆମକୁ ସଂସ୍କାରିତ କରେ

ରାଉରକେଲା(ସମୃଦ୍ଧଓଡିଶା)ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଏହା ଆମକୁ ସଂସ୍କାରିତ କରିଛି। ମାନବିକତା ଉଦଯିପିତ ଥିବା ପର୍ଯ୍ୟନ୍ତ ମୂଲ୍ୟବୋଧ ବଞ୍ଚିରହିବ ବୋଲି ଆଲୋଚକ ମାନେ ମତପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା,

ଜାତୀୟ ନାଟକ ମହୋତ୍ସବ ୨୦୨୪ ଆସନ୍ତା ମାର୍ଚ୍ଚ ୨୩ରୁ…

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସମ୍ପର୍କ’ ପ୍ରତିବର୍ଷ ପରି ଚଳିତ ବର୍ଷ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ବିଶ୍ବନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଆସନ୍ତା ମାର୍ଚ୍ଚ ୨୩

ଛାତ୍ର ଆନ୍ଦୋଳନ ଦ୍ୱିତୀୟ ଦିନରେ : ଅଧ୍ୟକ୍ଷାଙ୍କ ସ୍ପଷ୍ଟୀକରଣ ପରେ ସ୍ଥଗିତ ହେଲା ଆନ୍ଦୋଳନ

ନିମାପଡା( ସମୃଦ୍ଧଓଡିଶା) ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ହୋଇଥିବା ଦୁର୍ନୀତି ବିରୁଦ୍ଧରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଁଚିଛି l ପ୍ରବଳ ବର୍ଷା ସତ୍ୱେ

ଜରିପାଲ ତଳେ କଟୁଛି ବିଳାଶଙ୍କ ପରିବାର

ଡେଲାଙ୍ଗ(ସମୃଦ୍ଧଓଡିଶା)ଗରିବ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଛି ମାଳମାଳ ଯୋଜନା। ଆଉ ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହିନତା

ବିଜେଡିରେ ଯୋଗ ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ବର(ସମୃଦ୍ଧଓଡିଶା)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି।

ସବୁ କଳ୍ପନା ଓ ଜଳ୍ପନା ପରେ ନିମାପଡାରେ ବିଧାୟକ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଆଗରେ ଜିତୁ ମହାନ୍ତି

ଗୋପ(ସମୃଦ୍ଧଓଡିଶା) ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଓଡ଼ିଆ ର ସମସ୍ତ ଦଳୀୟ ନେତାମାନେ ଯଦିଓ ନିର୍ବାଚନ କୁ ନେଇ ସେତେ ବ୍ୟସ୍ତ ଥିବା ଜଣାପଡ଼ୁନି l

ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନର୍ବାଚନ ପାଇଁ ଭାରତ ନିର୍ବାଚନ କମିଶନ ଗତକାଲିଠାରୁ ଘୋଷଣା କରିବା ପରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ

ସ୍ୱରାଗିଣୀ ପାଳିଲା ଆନ୍ତର୍ଜାତିକ ମହିଳା ଦିବସ

ରାଉରକେଲା(ସମୃଦ୍ଧଓଡିଶା)ମହିଳାଙ୍କ ଅନୁଷ୍ଠାନ ସ୍ବରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ମଙ୍ଗଳ ଙ୍କ ସଭାପତିତ୍ବ ସମ୍ପାଦିକା

୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ : ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ 

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା)ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଆଜି ନିର୍ବାଚନ କମିଶନ ଏହି ତାରିଖ

ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’କୁ ମିଳିଲାନି ଅନୁମତି : ମାର୍ଚ୍ଚ ୧୮ ତାରିଖରେ ମୋଦି କରିଥା’ନ୍ତେ ରୋଡ୍‌ ଶୋ’

କୋଇମ୍ବାଟୁର(ସମୃଦ୍ଧଓଡିଶା) ତାମିଲନାଡୁର କୋଏମ୍ବାଟୁରରେ ରୋଡ୍‌ଶୋ’ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ନାହିଁ ଅନୁମତି। କିଛି ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ଆସିଛି। ମାର୍ଚ୍ଚ ୧୮ ତାରିଖରେ କୋଏମ୍ବାଟୁରରେ ଏକ

ଆସନ୍ତାକାଲି ଅପରାହ୍ନରେ ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ହେବ ଦେଶର ନିର୍ବାଚନ ତାରିଖ

ନୁଆଁ ଦିଲ୍ଲୀ (ସମୃଦ୍ଧଓଡିଶା )ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ତାରିଖ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ