Category: Bhubaneswar

ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୃଷ୍ଟି ଓ ସୁରକ୍ଷା ଅପରିହାର୍ଯ୍ୟ’

ଭୁବନେଶ୍ୱର(ସମୃଦ୍ଧଓଡିଶା) ପ୍ରକୃତି ଯେତିକି ସମ୍ପଦ ଓଡ଼ିଶାକୁ ଦେଇଛି ସେତିକି ସମ୍ପଦ ଦେଶର ଅନ୍ୟ କୌଣସି ରାଜ୍ୟକୁ ପ୍ରଦାନ କରିନାହିଁ । ତେଣୁ ଓଡ଼ିଶାରେ ଜନ୍ମନେଇ ଆମେମାନେ ଭାଗ୍ୟବାନ । ପ୍ରକୃତି

ଇସ୍ପାତ ସହରରେ ବିଶ୍ୱ ପଖାଳ ଦିବସ ପାଳନ ….

ରାଉରକେଲା(ସମୃଦ୍ଧଓଡିଶା) ଇସ୍ପାତ ସହର ରାଉରକେଲାରେ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ଵେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ହୋଟେଲରେ ପଖାଳ

‘ସଂକଳ୍ପ’ର ସାମ୍ପ୍ରତିକ ଓଡ଼ିଆ ନାଟକ ଓ ମାନବିକ ମୁଲ୍ୟବୋଧ ଉପରେ ଆଲୋଚନା : ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଆମକୁ ସଂସ୍କାରିତ କରେ

ରାଉରକେଲା(ସମୃଦ୍ଧଓଡିଶା)ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଏହା ଆମକୁ ସଂସ୍କାରିତ କରିଛି। ମାନବିକତା ଉଦଯିପିତ ଥିବା ପର୍ଯ୍ୟନ୍ତ ମୂଲ୍ୟବୋଧ ବଞ୍ଚିରହିବ ବୋଲି ଆଲୋଚକ ମାନେ ମତପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା,

ଜାତୀୟ ନାଟକ ମହୋତ୍ସବ ୨୦୨୪ ଆସନ୍ତା ମାର୍ଚ୍ଚ ୨୩ରୁ…

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସମ୍ପର୍କ’ ପ୍ରତିବର୍ଷ ପରି ଚଳିତ ବର୍ଷ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ବିଶ୍ବନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଆସନ୍ତା ମାର୍ଚ୍ଚ ୨୩

ଛାତ୍ର ଆନ୍ଦୋଳନ ଦ୍ୱିତୀୟ ଦିନରେ : ଅଧ୍ୟକ୍ଷାଙ୍କ ସ୍ପଷ୍ଟୀକରଣ ପରେ ସ୍ଥଗିତ ହେଲା ଆନ୍ଦୋଳନ

ନିମାପଡା( ସମୃଦ୍ଧଓଡିଶା) ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ହୋଇଥିବା ଦୁର୍ନୀତି ବିରୁଦ୍ଧରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଁଚିଛି l ପ୍ରବଳ ବର୍ଷା ସତ୍ୱେ

ଜରିପାଲ ତଳେ କଟୁଛି ବିଳାଶଙ୍କ ପରିବାର

ଡେଲାଙ୍ଗ(ସମୃଦ୍ଧଓଡିଶା)ଗରିବ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଛି ମାଳମାଳ ଯୋଜନା। ଆଉ ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହିନତା

ବିଜେଡିରେ ଯୋଗ ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ବର(ସମୃଦ୍ଧଓଡିଶା)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି।

ସବୁ କଳ୍ପନା ଓ ଜଳ୍ପନା ପରେ ନିମାପଡାରେ ବିଧାୟକ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଆଗରେ ଜିତୁ ମହାନ୍ତି

ଗୋପ(ସମୃଦ୍ଧଓଡିଶା) ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଓଡ଼ିଆ ର ସମସ୍ତ ଦଳୀୟ ନେତାମାନେ ଯଦିଓ ନିର୍ବାଚନ କୁ ନେଇ ସେତେ ବ୍ୟସ୍ତ ଥିବା ଜଣାପଡ଼ୁନି l

ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନର୍ବାଚନ ପାଇଁ ଭାରତ ନିର୍ବାଚନ କମିଶନ ଗତକାଲିଠାରୁ ଘୋଷଣା କରିବା ପରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ

ସ୍ୱରାଗିଣୀ ପାଳିଲା ଆନ୍ତର୍ଜାତିକ ମହିଳା ଦିବସ

ରାଉରକେଲା(ସମୃଦ୍ଧଓଡିଶା)ମହିଳାଙ୍କ ଅନୁଷ୍ଠାନ ସ୍ବରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ମଙ୍ଗଳ ଙ୍କ ସଭାପତିତ୍ବ ସମ୍ପାଦିକା

୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ : ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ 

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା)ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଆଜି ନିର୍ବାଚନ କମିଶନ ଏହି ତାରିଖ

ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’କୁ ମିଳିଲାନି ଅନୁମତି : ମାର୍ଚ୍ଚ ୧୮ ତାରିଖରେ ମୋଦି କରିଥା’ନ୍ତେ ରୋଡ୍‌ ଶୋ’

କୋଇମ୍ବାଟୁର(ସମୃଦ୍ଧଓଡିଶା) ତାମିଲନାଡୁର କୋଏମ୍ବାଟୁରରେ ରୋଡ୍‌ଶୋ’ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ନାହିଁ ଅନୁମତି। କିଛି ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ଆସିଛି। ମାର୍ଚ୍ଚ ୧୮ ତାରିଖରେ କୋଏମ୍ବାଟୁରରେ ଏକ

ଆସନ୍ତାକାଲି ଅପରାହ୍ନରେ ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ହେବ ଦେଶର ନିର୍ବାଚନ ତାରିଖ

ନୁଆଁ ଦିଲ୍ଲୀ (ସମୃଦ୍ଧଓଡିଶା )ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ତାରିଖ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

“ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର(ସମୃଦ୍ଧଓଡିଶା) ଓଡ଼ିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଏହାର ସଫଳତାର ଅନନ୍ୟ କାହାଣୀକୁ ନେଇ ଝାଡ଼ଖଣ୍ଡରେ ଅବସ୍ଥାନ କରୁଥିବା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ବାଦଲ ଭୂୟାଁ ଦ୍ବାରା ଲିଖିତ

ଭାରତୀୟ ମୂଲ୍ୟବୋଧ ଓ ପରମ୍ପରାକୁ ନିତିଦିନ ଶିକ୍ଷାରେ ସଂଯୋଜିତ କରାଯିବା ଆବଶ୍ୟକ: ସୁନୀତି ମୁଣ୍ଡ୍‌‌

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭାରତର ଶିକ୍ଷା, ସଂସ୍କୃତି ଓ ମୂଲ୍ୟବୋଧ ଅତି ମହାନ୍‌‌। ଯେଉଁଥିପାଇଁ ଅନେକ ବିଦେଶୀ ଛାତ୍ରଛାତ୍ରୀ ଓ ଗବେଷକ ଭାରତର ଶିକ୍ଷା, ସଭ୍ୟତା, ସଂସ୍କୃତି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ

ଉତ୍କଳ ସିନେ ଚାମ୍ବର ଅଫ କମର୍ସ ର ରକ୍ତଦାନ ଶିବିର

ଭୁବନେଶ୍ୱର(ସମୃଦ୍ଧଓଡିଶା)ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ତରଫରୁ ଏକ ବଡ଼ ଧରଣର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନର ସମସ୍ତ ସଭ୍ୟ ଏହି ଶିବିର ରେ ଯୋଗଦାନ କରିଥିଲେ

ଡେଲାଙ୍ଗ ବ୍ଲକରେ ନୂତନ ଯୁବ ଭୋଟର ସଚେତନତା ଶିବିର ଅନୁଷ୍ଠିତ

ଡେଲାଙ୍ଗ:(ସମୃଦ୍ଧଓଡିଶା)ଭାରତ ସରକାରଙ୍କ ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର, ପୁରୀ ସହାୟତାରେ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆଣ୍ଡେ

ଡେଲାଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଡେଲାଙ୍ଗ (ସମୃଦ୍ଧଓଡିଶା)ନେହୁରୁ ଯୁବ କେନ୍ଦ୍ର,ପୁରୀ ଓ ଇଣ୍ଟେଲେକଚୁଆଲ କ୍ଳବ, ଘୋରଡ଼ିଆ, ଡେଲାଙ୍ଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ

ମହିଳା ମାନଙ୍କର ଲୋହିତ ରକ୍ତ କଣିକାର ପରୀକ୍ଷା ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଆଜି ମହିଳା ମାନଙ୍କର ଲୋହିତ ରକ୍ତ କଣିକାର ପରୀକ୍ଷା ମଲ୍ଲିକ କମ୍ପେଲସ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କର

ଖାନନଗର ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଶରଥପୁର(ସମୃଦ୍ଧଓଡିଶା) ଦଶରଥପୁର ବ୍ଲକସ୍ତ ଖାନନଗର ପଞ୍ଚାୟତରେ ଆଜି ବିଯୁଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖାନନଗର ସୁନାମୁଖୀ

ଦୁଇ ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ : ଆନ୍ଧ୍ରରୁ ଲଢ଼ିବେ ବୈଜୟନ୍ତ !

ବିଜୟୱାଡା(ସମୃଦ୍ଧଓଡିଶା)ଏନଡିଏକୁ ପୁରୁଣା ସାଥୀ ଟିଡିପି ଫେରିବା ପରେ ଏବେ ଆନ୍ଧ୍ରପ୍ରଦେଶରେ ଆସନ ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଛି କସରତ। ଟିଡିପିର ଚନ୍ଦ୍ରବାବୁ ନାଇଡୁଙ୍କ ସହ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି

ରାଜ୍ୟର ପ୍ରଥମ ବିଜ୍ଞାନ ସଂଗ୍ରହାଳୟ-ସାଇନ୍ସ ମ୍ୟୁଜିୟମ୍

ଆପଣମାନେ କିରୋସିନି ଚାଳିତ ଫ୍ରିଜ ବା ରେଫ୍ରିଜେରେଟର ଦେଖିଛନ୍ତି,ପୁଣି କିରୋସିନି ଚାଳିତ ପଙ୍ଖା ବା ଫ୍ୟାନ୍ ଦେଖିଛନ୍ତି,ଏସବୁ ଦେଖି ପାରିବେ ଖୋର୍ଦ୍ଧା, ବୋଲଗଡ଼ରେ ସ୍ଥାପିତ ରାଜ୍ୟର ପ୍ରଥମ ଯାନ୍ତ୍ରୀକ ସଂଗ୍ରହାଳୟରେ

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷ୍ୟେ ଉପସ୍ଥାପନା ‘ମଣିଷ ପରି ଟିକେ ବଞ୍ଚିବାକୁ ଦିଅ’

ମଦ ପିଇ ମାତାଲ ହୋଇ ନିତି ନିତି ଘରକୁ ଫେରେ ରାମୁଲୁ । ସ୍ତ୍ରୀ ଏବଂ ଛ’ ସାତ ବର୍ଷର ଝିଅକୁ ନେଇ ତାର ତେଲ, ଲୁଣର ସଂସାର ।ରାମୁଲୁ

ଶିଶୁଙ୍କ ପ୍ରସ୍ତାବକୁ ଇସ୍ତାହାରରେ ସ୍ଥାନ ଦେବାକୁ ରାଜନୈତିକ ଦଳ ପ୍ରତିନିଧିଙ୍କ ପ୍ରତିଶ୍ରୁତି : ଓଏସିଆର ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ଭୁବନେଶ୍ୱର(ସମୃଦ୍ଧଓଡିଶା)ଶିଶୁମାନେ ନିଜର ସୁରକ୍ଷା, ଶିକ୍ଷା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ କରିଥିବା ବିଭିନ୍ନ ପ୍ରସ୍ତାବ ଦଳୀୟ ଇସ୍ତାହାରରେ ସ୍ଥାନ ପାଇବ । ଏ ନେଇ ନିଜ ନିଜ ଦଳ

ମା’ତାରିଣୀ ଏଫସି ଫାଇନାଲରେ

ନିମାପଡ଼ା(ସମୃଦ୍ଧଓଡିଶା) ୯ମ ପଦ୍ମଚରଣ ସାମନ୍ତ ସିଂହାର ସ୍ମାରକୀ ଅଲ ଓଡିଶା ଫୁଟବଲ ଟୁର୍ନାମେଣ୍ଟ ଆଜି ଚତୁର୍ଥ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ମା’ ତାରେଣୀ ଏଫସି କେଉଁଁଝର ଏବଂ ଭଞ୍ଜନଗର

ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ରାଜ୍ୟ ପରାମର୍ଶଦାତା ବୋର୍ଡ ବୈଠକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟରେ ଭିନ୍ନକ୍ଷମମାନଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସାମାଜିକ-ଆର୍ଥିକ ମୂଳସ୍ରୋତରେ ସାମିଲ କରିବା ନିମନ୍ତେ ସରକାର ଉଦ୍ୟମ

ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା(ସମୃଦ୍ଧଓଡିଶା)ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଆନୁକୂଲ୍ୟରେ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ଦିନ ସ୍ଥାନୀୟ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହେବ

ଭିଜିଏଫ୍‌ ସ୍କିମ୍‌ ଅନ୍ତର୍ଗତ ସରକାରଙ୍କ ସହ ଏମ୍‌.ଏସ୍‌.ସି (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର(ସମୃଦ୍ଧଓଡିଶା) ପାରାଦ୍ୱୀପ ପୋର୍ଟ ଜରିଆରେ କାର୍ଗୋ ରପ୍ତାନୀ ଓ ଆମଦାନୀ ପାଇଁ ବିଶ୍ୱର ବୃହତ୍ତମ କଣ୍ଟେନର୍‌ ସିପିଂ କମ୍ପାନୀ ଏମ୍‌.ଏସ୍‌.ସି. ସହ ଓଡ଼ିଶା ସରକାରଙ୍କ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି