Category: Bhubaneswar

ଶିଶୁଙ୍କ ପ୍ରସ୍ତାବକୁ ଇସ୍ତାହାରରେ ସ୍ଥାନ ଦେବାକୁ ରାଜନୈତିକ ଦଳ ପ୍ରତିନିଧିଙ୍କ ପ୍ରତିଶ୍ରୁତି : ଓଏସିଆର ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ଭୁବନେଶ୍ୱର(ସମୃଦ୍ଧଓଡିଶା)ଶିଶୁମାନେ ନିଜର ସୁରକ୍ଷା, ଶିକ୍ଷା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ କରିଥିବା ବିଭିନ୍ନ ପ୍ରସ୍ତାବ ଦଳୀୟ ଇସ୍ତାହାରରେ ସ୍ଥାନ ପାଇବ । ଏ ନେଇ ନିଜ ନିଜ ଦଳ

ମା’ତାରିଣୀ ଏଫସି ଫାଇନାଲରେ

ନିମାପଡ଼ା(ସମୃଦ୍ଧଓଡିଶା) ୯ମ ପଦ୍ମଚରଣ ସାମନ୍ତ ସିଂହାର ସ୍ମାରକୀ ଅଲ ଓଡିଶା ଫୁଟବଲ ଟୁର୍ନାମେଣ୍ଟ ଆଜି ଚତୁର୍ଥ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ମା’ ତାରେଣୀ ଏଫସି କେଉଁଁଝର ଏବଂ ଭଞ୍ଜନଗର

ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ରାଜ୍ୟ ପରାମର୍ଶଦାତା ବୋର୍ଡ ବୈଠକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟରେ ଭିନ୍ନକ୍ଷମମାନଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସାମାଜିକ-ଆର୍ଥିକ ମୂଳସ୍ରୋତରେ ସାମିଲ କରିବା ନିମନ୍ତେ ସରକାର ଉଦ୍ୟମ

ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା(ସମୃଦ୍ଧଓଡିଶା)ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଆନୁକୂଲ୍ୟରେ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ଦିନ ସ୍ଥାନୀୟ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହେବ

ଭିଜିଏଫ୍‌ ସ୍କିମ୍‌ ଅନ୍ତର୍ଗତ ସରକାରଙ୍କ ସହ ଏମ୍‌.ଏସ୍‌.ସି (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର(ସମୃଦ୍ଧଓଡିଶା) ପାରାଦ୍ୱୀପ ପୋର୍ଟ ଜରିଆରେ କାର୍ଗୋ ରପ୍ତାନୀ ଓ ଆମଦାନୀ ପାଇଁ ବିଶ୍ୱର ବୃହତ୍ତମ କଣ୍ଟେନର୍‌ ସିପିଂ କମ୍ପାନୀ ଏମ୍‌.ଏସ୍‌.ସି. ସହ ଓଡ଼ିଶା ସରକାରଙ୍କ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି

ଲୌହମାନବୀ ସରଳା ଦେବୀଙ୍କ ସୃଷ୍ଟି ଓ ଜୀବନାଦର୍ଶ ସମ୍ପର୍କରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

ରାଉରକେଲା(ସମୃଦ୍ଧଓଡିଶା)ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ- ରାଉରକେଲା, ସରଳା ଦେବୀ-ଭାଗୀରଥି ମହାପାତ୍ର ଟ୍ରଷ୍ଟ- କଟକ ଓ ଓଡିଆ ବିଭାଗ, ରାଉରକେଲା ମହାବିଦ୍ୟାଳୟ-ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ‘ଲୌହମାନବୀ

ବସ୍‌ ଷ୍ଟାଣ୍ଡ ଗୁଡିକ ଆପଣମାନଙ୍କର ସମ୍ପତ୍ତି :ଏହାର ରକ୍ଷଣାବେକ୍ଷଣ କରିବା ପାଇଁ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅନୁରୋଧ

ଭୁବନେଶ୍ବର(ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍‌ ଷ୍ଟାଣ୍ଡ ଉଦ୍‌ଘାଟନ କରିଛନ୍ତି। ଏହି ଜିଲ୍ଲା ଗୁଡିକ ହେଲା- ଅନୁଗୋଳ,

ମୁଣ୍ଡ ପରାଶର ପରିବାରର ମହାସମାବେଶ : ସଂଗଠନ ବ୍ୟକ୍ତିକୁ ସୁଦୃଢ ଓ ସଙ୍ଗଠିତ କରିଥାଏ

ଭବାନୀପାଟଣା(ସମୃଦ୍ଧଓଡିଶା)ସମ୍ପର୍କ, ସଂଗଠନ ଓ ସମ୍ପୃକ୍ତି ଏକ ସମାଜ ତଥା ରାଷ୍ଟ୍ରର ସଂସ୍କୃତିକୁ ବିଶ୍ୱମୁହାଁ କରିବା ସହିତ ସଙ୍ଗଠିତ କରିଥାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ

ବିଜୟରୁ ଅଭିଯାନ ଆରମ୍ଭ କଲା ୟୁନାଇଟେଡ଼ ଏଫସି ଗଣ୍ଡରପୁର

ନିମାପଡ଼ା(ସମୃଦ୍ଧଓଡିଶା)୯ମ ପଦ୍ମଚରଣ ସାମନ୍ତ ସିଂହାର ସ୍ମାରକୀ ଅଲ ଓଡିଶା ଫୁଟବଲ ଟୁର୍ନାମେଣ୍ଟ ଆଜି ଅପରାହ୍ନ ୩ଘଟିକା ସମୟରେ ବାରବାଟୀ ମିନି ଷ୍ଟାଡିଅମ ଠାରେ ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରିଚାଳନା

ସାତକଡି ହୋତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ

ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ, ପଞ୍ଚଭୂତରେ ଲୀନହେଲେ ଖଲ୍ଲିକୋଟ ରାଣୀ ସାହେବା, ଅନ୍ତିମ ଯାତ୍ରାରେ ଜନ ସମୁଦ୍ର

ଖଲ୍ଲିକୋଟ(ସମୃଦ୍ଧଓଡିଶା)ପଞ୍ଚଭୂତ ରେ ଲୀନ ହେଲେ ଖଲ୍ଲିକୋଟ ରାଣୀ ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓ ।ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ଯୋଗ ଦେଇ ନିଜର ପ୍ରିୟ ରାଣୀ ମାଆ

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ୯୫ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଶିଷ୍ଟ ସାହିତ୍ୟିକ, ପ୍ରଶାସକ ତଥା ‘ସମୟ’ ଖବର କାଗଜର ମୁଖ୍ୟ ସମ୍ପାଦକ ସାତକଡ଼ି ହୋତାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବାଡ଼ ଝିଅଙ୍କ ଘରେ ସେ ଶେଷ

“୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ” ଓ “ମୋ ସ୍କୁଲ ଅଭିଯାନ”କୁ ମିଳିଲା ସମ୍ମାନଜନକ ସ୍କଚ୍ ଆୱାର୍ଡ଼

ଭୁବନେଶ୍ଵର(ସମୃଦ୍ଧଓଡିଶା)ଓଡ଼ିଶlର “ମୋ ସ୍କୁଲ ଅଭିଆନ” ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଲ୍ଲୀର ସମ୍ବିଧାନ କ୍ଲବରେ ଶିକ୍ଷାବର୍ଗ ଅଧୀନରେ ସମ୍ମାନଜନକ ସ୍କଚ୍ ପୁରସ୍କାରରେ ଶନିବାର ଦିନ ସମ୍ମାନିତ ହୋଇଛି। ମୋ

‘ସ୍ୱର୍ଗଦ୍ୱାର ମୋବାଇଲ ଆପ’ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ

ପୁରୀ(ସମୃଦ୍ଧଓଡିଶା)ସ୍ୱର୍ଗଦ୍ୱାର ଆପ୍ ଲୋକାର୍ପିତ ହୋଇଛି। ଏଣିକି ସହଜ ହେବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍। ଶୁକ୍ରବାର ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ପରିସରରେ ‘ସ୍ୱର୍ଗଦ୍ୱାର ମୋବାଇଲ ଆପ’ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ

କାଠି କଣ୍ଢେଇ ଦେଇଛି ଉଷସିଙ୍କୁ ପରିଚୟ : ରାତ୍ରୀକାଳୀନ ବଜାରରେ ଆଦର ପାଉଛି କାଠି କଣ୍ଢେଇ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ଉତ୍ସବରେ ସ୍ଥାନୀୟ କଳାକାରଙ୍କୁ ନେଇ ରାତ୍ରୀକାଳୀନ ବଜାର ଖୋଲା ଯାଇଛି। ଯେଉଁଠି ଓଡ଼ିଶାର

ବାର୍ଷିକ ଖର୍ଚ୍ଚ ହେବ 3683 କୋଟି ଟଙ୍କା : ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା

ଭୁବନେଶ୍ଵର(ସମୃଦ୍ଧଓଡିଶା) ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି।

ରାଜ୍ୟ ସୂଚନା ଆୟୁକ୍ତ ଭାବେ ଜଗନ୍ନାଥ ରଥଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ସୂଚନା ଆୟୁକ୍ତ ଭାବେ ଜଗନ୍ନାଥ ରଥ ଶପଥ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ରଘୁବର

ବରିଷ୍ଠ ବିଜେଡି ନେତ୍ରୀ ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଶୋକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟକ ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଗଭୀର ଶୋକ ପ୍ରକାଶ

ସରିଲା ଏକାମ୍ର ଉତ୍ସବ, ଶେଷ ଦିନରେ ଅସମ୍ଭାଳ ଭିଡ଼, ସନ୍ଧ୍ୟାରେ ଯୁବିନ୍ ମାହୋଲ

ଭୁବନେଶ୍ଵର(ସମୃଦ୍ଧଓଡିଶା)ଓଡ଼ିଆ ଭାଷା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଥିବା ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରୀପ୍ରେକ୍ଷୀରେ ଏଥର ଏକାମ୍ର ଉତ୍ସବରେ ଏକାଧିକ କାର୍ଯ୍ୟକ୍ରମ

ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଚେନ୍ନାଇରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ : ଗତକାଲି ମୁଖ୍ୟମନ୍ତ୍ରୀ ଭେଟିଥିଲେ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୭ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ

କୃଷକ ଉତ୍ପାଦକ ଗୋଷ୍ଠୀ ସମ୍ମିଳନୀ ଓଡ଼ିଶା-୨୦୨୪

ଭୁବନେଶ୍ୱର(ସମୃଦ୍ଧଓଡିଶା) ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯେପରି ଦେଶର ମଡେଲ ଭାବରେ ପରିଗଣିତ ହେଉଛି, ଠିକ୍‌ ସେହିପରି କୃଷି କ୍ଷେତ୍ରରେ କୃଷକ ଉତ୍ପାଦକ ଗୋଷ୍ଠୀ

୧୨ତମ ମୋ ସ୍କୁଲ ପରିଚାଳନା ପରିଷଦ ବୈଠକ : ଆକାଂକ୍ଷୀ ପାଠ୍ୟକ୍ରମର ସୁପରିଚାଳନା ଓ ତତ୍ତ୍ୱାବଧାନକୁ ଗୁରୁତ୍ୱ

ଭୁବନେଶ୍ୱର(ସମୃଦ୍ଧଓଡିଶା)ମୋ ସ୍କୁଲ ଅଭିଯାନ’ର ୧୨ତମ ପରିଚାଳନା ପରିଷଦର ବୈଠକ ତୋଷାଳୀ ଭବନସ୍ଥିତ ମୋ ସ୍କୁଲ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡି଼କରେ

ନୃତ୍ୟରେ ପ୍ରଦର୍ଶିତ ହେଲା ଓଡ଼ିଶାର ଇତିହାସ : ସମ୍ବର୍ଦ୍ଧିତ ହେଲେ ବରିଷ୍ଠ କଳାକାର

ଭୁବନେଶ୍ଵର (ସମୃଦ୍ଧଓଡିଶା) ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ( ବିଡ଼ିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବରେ ଚତୁର୍ଥ ସନ୍ଧ୍ୟା ମଙ୍ଗଳବାର ସଂଗୀତର ମୂର୍ଚ୍ଛନା ସନ୍ଧ୍ୟାରେ ଭାଷା ହିଁ ଭବିଷ୍ୟତ ଉପରେ କାର୍ଯ୍ୟକ୍ରମ ରହିଥିଲା।

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଦର୍ଶନୀ ବୁଲି ଦେଖିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିସରରେ ଜନତା ମଇଦାନ ଠାରେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ତିନୋଟି ବିଭାଗରେ ହେଉଥିବା ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ୫-ଟି ଓ ନବୀନ ଓଡ଼ିଶା

ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ : ଜୟ ଶ୍ରୀରାମ ନାରାରେ ପ୍ରକମ୍ପନ

ବାଲେଶ୍ୱର(ସମୃଦ୍ଧଓଡିଶା)ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବସ୍‌ ନାହିଁ। ତେଣୁ କଲେଜ ଛାତ୍ରଛାତ୍ରୀମାନେ ତାତି ଗଲେ। ରାସ୍ତା ଅବରୋଧ କଲେ। ଅନ୍ୟ କଲେଜ ବସ୍‌ ଅଟକାଇଲେ। ଖବର ପାଇ ବିଡିଓ ଆସିବାରୁ

ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି ଓଡିଶା ବିଧାନ ସଭାରେ କଂଗ୍ରେସର କକ୍ଷତ୍ୟାଗ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଆଜି ଓଡିଶାରେ ବିଧାନ ସଭା ଆରମ୍ଭ ହୋଇଛି । ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସଙ୍କ ଭାଷଣକୁ ପ୍ରତିବାଦ କରି କକ୍ଷତ୍ୟାଗ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ

ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ହେଲେ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଓସାକ୍ସର ଅଧିକାରୀ