Category: Sambalpur(ପଶ୍ଚିମାଞ୍ଚଳ ଖବର)

ଶହୀଦ ଭଗତ ସିଂ ଙ୍କ ୯୪ ତମ ଶହୀଦ ଦିବସ ପାଳନ

ରାଉରକେଲା(ସମୃଦ୍ଧଓଡିଶା)ଭାରତର ସ୍ଵାଧୀନତା ଆନ୍ଦୋଳନର ମହାନ ସଂଗ୍ରାମୀ ଶହୀଦ ଭଗତ ସିଂ, ସୁକଦେବ ଓ ରାଜଗୁରୁ ଙ୍କ ୯୪ ତମ ଶହୀଦ ଦିବସ ଆଜି ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍, ଭାରତର

ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଉରକେଲା(ସମୃଦ୍ଧଓଡିଶା)ଲେଡିଲାୟନ ସଂଗଠନ ତରଫରୁ ଆୟୋଜିତ ପ୍ରଥମ ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସେକ୍ଟର ୬ସ୍ଥିତ ଇସ୍ପାତ ଷ୍ଟାଡିୟମ୍ ଠାରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି

ରାଉରକେଲାରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଲୋକାର୍ପଣ…

ରାଉରକେଲା(ସମୃଦ୍ଧଓଡିଶା)ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଗ୍ୟାରେଣ୍ଟି କାର୍ଡ ଲୋକାର୍ପଣ ହୋଇଯାଇଛି। ଦଳର ସଭାପତି ରବି ରାୟ ଙ୍କ ସଭାପତିତ୍ବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ

ନ୍ୟାସନାଲ ଫୁଲ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ଆସନ୍ତା ମାର୍ଚ୍ଚ ୨୯ ରେ

ରାଉରକେଲା(ସମୃଦ୍ଧଓଡିଶା) ନ୍ୟାସନାଲ ଫୁଲ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ୨୦୨୪ ଆସନ୍ତା ମାର୍ଚ୍ଚ ୨୯ ରୁ ଆରମ୍ଭ ହୋଇ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଆଜି ପୂର୍ବାହ୍ନ

ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୃଷ୍ଟି ଓ ସୁରକ୍ଷା ଅପରିହାର୍ଯ୍ୟ’

ଭୁବନେଶ୍ୱର(ସମୃଦ୍ଧଓଡିଶା) ପ୍ରକୃତି ଯେତିକି ସମ୍ପଦ ଓଡ଼ିଶାକୁ ଦେଇଛି ସେତିକି ସମ୍ପଦ ଦେଶର ଅନ୍ୟ କୌଣସି ରାଜ୍ୟକୁ ପ୍ରଦାନ କରିନାହିଁ । ତେଣୁ ଓଡ଼ିଶାରେ ଜନ୍ମନେଇ ଆମେମାନେ ଭାଗ୍ୟବାନ । ପ୍ରକୃତି

ଇସ୍ପାତ ସହରରେ ବିଶ୍ୱ ପଖାଳ ଦିବସ ପାଳନ ….

ରାଉରକେଲା(ସମୃଦ୍ଧଓଡିଶା) ଇସ୍ପାତ ସହର ରାଉରକେଲାରେ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ଵେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ହୋଟେଲରେ ପଖାଳ

‘ସଂକଳ୍ପ’ର ସାମ୍ପ୍ରତିକ ଓଡ଼ିଆ ନାଟକ ଓ ମାନବିକ ମୁଲ୍ୟବୋଧ ଉପରେ ଆଲୋଚନା : ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଆମକୁ ସଂସ୍କାରିତ କରେ

ରାଉରକେଲା(ସମୃଦ୍ଧଓଡିଶା)ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଏହା ଆମକୁ ସଂସ୍କାରିତ କରିଛି। ମାନବିକତା ଉଦଯିପିତ ଥିବା ପର୍ଯ୍ୟନ୍ତ ମୂଲ୍ୟବୋଧ ବଞ୍ଚିରହିବ ବୋଲି ଆଲୋଚକ ମାନେ ମତପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା,

ଜାତୀୟ ନାଟକ ମହୋତ୍ସବ ୨୦୨୪ ଆସନ୍ତା ମାର୍ଚ୍ଚ ୨୩ରୁ…

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସମ୍ପର୍କ’ ପ୍ରତିବର୍ଷ ପରି ଚଳିତ ବର୍ଷ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ବିଶ୍ବନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଆସନ୍ତା ମାର୍ଚ୍ଚ ୨୩

ବିଜେଡିରେ ଯୋଗ ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ବର(ସମୃଦ୍ଧଓଡିଶା)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି।

୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ : ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ 

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା)ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଆଜି ନିର୍ବାଚନ କମିଶନ ଏହି ତାରିଖ

ଆସନ୍ତାକାଲି ଅପରାହ୍ନରେ ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ହେବ ଦେଶର ନିର୍ବାଚନ ତାରିଖ

ନୁଆଁ ଦିଲ୍ଲୀ (ସମୃଦ୍ଧଓଡିଶା )ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ତାରିଖ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ରାଜ୍ୟର ପ୍ରଥମ ବିଜ୍ଞାନ ସଂଗ୍ରହାଳୟ-ସାଇନ୍ସ ମ୍ୟୁଜିୟମ୍

ଆପଣମାନେ କିରୋସିନି ଚାଳିତ ଫ୍ରିଜ ବା ରେଫ୍ରିଜେରେଟର ଦେଖିଛନ୍ତି,ପୁଣି କିରୋସିନି ଚାଳିତ ପଙ୍ଖା ବା ଫ୍ୟାନ୍ ଦେଖିଛନ୍ତି,ଏସବୁ ଦେଖି ପାରିବେ ଖୋର୍ଦ୍ଧା, ବୋଲଗଡ଼ରେ ସ୍ଥାପିତ ରାଜ୍ୟର ପ୍ରଥମ ଯାନ୍ତ୍ରୀକ ସଂଗ୍ରହାଳୟରେ

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷ୍ୟେ ଉପସ୍ଥାପନା ‘ମଣିଷ ପରି ଟିକେ ବଞ୍ଚିବାକୁ ଦିଅ’

ମଦ ପିଇ ମାତାଲ ହୋଇ ନିତି ନିତି ଘରକୁ ଫେରେ ରାମୁଲୁ । ସ୍ତ୍ରୀ ଏବଂ ଛ’ ସାତ ବର୍ଷର ଝିଅକୁ ନେଇ ତାର ତେଲ, ଲୁଣର ସଂସାର ।ରାମୁଲୁ

ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ : ଜୟ ଶ୍ରୀରାମ ନାରାରେ ପ୍ରକମ୍ପନ

ବାଲେଶ୍ୱର(ସମୃଦ୍ଧଓଡିଶା)ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବସ୍‌ ନାହିଁ। ତେଣୁ କଲେଜ ଛାତ୍ରଛାତ୍ରୀମାନେ ତାତି ଗଲେ। ରାସ୍ତା ଅବରୋଧ କଲେ। ଅନ୍ୟ କଲେଜ ବସ୍‌ ଅଟକାଇଲେ। ଖବର ପାଇ ବିଡିଓ ଆସିବାରୁ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର(ସମୃଦ୍ଧଓଡିଶା) ସ୍ଥାନୀୟ ଜନତା ମଇଦାନ ଠାରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଠ ଅତିଥି ମାନଙ୍କ ଦ୍ୱାରା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଉତ୍ସବ

ପ୍ରଥମେ ଆଇଏଏସ୍‌ ଏବେ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ : ଜେଏନ ପଙ୍କଜ ହେଲେ ଦକ୍ଷିଣାଞ୍ଚଳ ଆଇଜି

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ସରକାର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମେ ଆଇଏଏସ୍‌ ଅଫିସରଙ୍କ ବଡ ଧରଣର ଅଦଳବଦଳ କରିଥିଲେ ଏବେ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ।

ଧର୍ମଂ ଶରଣମ୍ ଗଛାମୀ

ଆପଣମାନେ ନିର୍ବାଚନୀ ହିନ୍ଦୁ ଦେଖିଛନ୍ତି ? କିଛି ବ୍ୟକ୍ତି ଅଛନ୍ତି ଅନ୍ୟ ସମୟରେ ମୁସଲିମ୍,ଖ୍ରୀଷ୍ଟିଆନ ତୁଷ୍ଟିକରଣରେ ପ୍ରତିଯୋଗୀତା କରୁଥିବେ,କିନ୍ତୁ ନିର୍ବାଚନ ଆସିଗଲେ ପାଟମଠା ପିନ୍ଧି ଚିତା ତିଳକ କରି ହିନ୍ଦୁ

ଅନ୍ଵେଷା ପରିବାର ପକ୍ଷରୁ ସତାନବେତମ ମାସିକିଆ ମାଗଣା ହାଟ

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ପରିବାର ପକ୍ଷରୁ ସତାନବେ ତମ ମାସିକିଆ ମାଗଣା ହାଟ ବାସନ୍ତୀ ସରୋବର ନିକଟସ୍ଥ ସୁବାସ ବସ୍ତି ର ଆଦିବାସୀ ହରିଜନ ଉଚ୍ଚ ପ୍ରାଥମିକ

ଆଞ୍ଚଳିକ ଶିଳ୍ପାଞ୍ଚଳ ସାମ୍ବାଦିକ ଆସୋସିଏସନ୍ ପକ୍ଷରୁ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡାପଡା(ସମୃଦ୍ଧଓଡିଶା)ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ାପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅମୀୟ କେତନ ସ୍ୱାଇଁ ଙ୍କ କରକମଳରେ ଏହି ସଚେତନତା ଜନ ଜାଗରଣ ବାର୍ତ୍ତା

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଶାରଳା ପରିବାର ର ମିଳିତ ଆନୁକୂଲ୍ୟରେ ଆମ୍ବାଗାନ ଛକ ଠାରେ ସଡ଼କ ସୁରକ୍ଷା ଶିବିର ଆୟୋଜିତ ହୋଇଯାଇଛି।

ଆଉ ଦୁଇ ଦିନ ପରେ ଝୁମିବ ପାଲଲହଡା

ପାଲଲହଡା(ସମୃଦ୍ଧଓଡିଶା)ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ରେ ହେବାକୁ ଥିବା ମାଲ୍ୟଗିରୀ ମହୋତ୍ସବ ଆଉ ଦୁଇ ଦିନ ଥିବା ବେଳେ ଅଜି ସାମ୍ବାଦିକ ସମ୍ମିଳନୀ କରି ମାଲ୍ୟଗିରୀ ମହୋତ୍ସବ ର ଅଧକ୍ଷ

ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା କାର୍ଯ୍ୟକ୍ରମ

ରାଉରକେଲା(ସମୃଦ୍ଧଓଡିଶା)ସହରର ପୁରାତନ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ନବବର୍ଷ ଦିନ ଭଳି ଚଳିତ

ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ଦିଲ୍ଲିପ ରାୟଙ୍କ ସାକ୍ଷାତ : ଆଲୋଚନା ଗୁରୁତ୍ୱ ପୂର୍ଣ

ରାଉରକେଲା(ସମୃଦ୍ଧଓଡିଶା)ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟଙ୍କ ରାଉରକେଲା ଗସ୍ତ ଅବସରରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହ ଭେଟ କରିଥିଲେ। ଅନୁଷ୍ଠାନର କର୍ମକର୍ତ୍ତାମାନେ ଶ୍ରୀ ରାୟଙ୍କୁ ପୁଷ୍ପଗୁଛ ଦେଇ ନବବର୍ଷର

ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ

ବଡ଼ବିଲ(ସମୃଦ୍ଧଓଡିଶା)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ର ବଲାଣି ଥାନା ଅନ୍ତର୍ଗତ ବାଲାଗୋଡ଼ା ବସ୍ତି ର ଲାଲ ଡ୍ୟାମ ନିକଟ ଏକ ବୁଦା ନିକଟରୁ ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର

ରାଉରକେଲା କଲେଜରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

ରାଉରକେଲା(ସମୃଦ୍ଧ ଓଡିଶା)ସେକ୍ଟର ୪ସ୍ଥିତ ରାଉରକେଲା କଲେଜରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର କ୍ରୀଡା, ସାଂସ୍କୃତିକ ଓ ସାମାଜିକ ପରିଷଦର ଉଦଯାପନୀ ଉତ୍ସବ ଓ ପୁରସ୍କାର ବିତରଣ

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଅଟଳ ଉତ୍ସବ ପାଳିତ

ଭବାନୀପାଟଣା(ସମୃଦ୍ଧଓଡିଶା)ଆଜି ଭବାନୀପାଟଣା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ “ଅଟଳ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜେପିର ପୂର୍ବତନ ସଭାପତି ସୁନୀଲ ବେହେରା ଅଟଳ ଜୀ’ଙ୍କ ସହିତ ବିତାଇଥିବା

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା(ସମୃଦ୍ଧଓଡିଶା)ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ବ ସାଧାରଣ ସମ୍ପାଦକ ସୁକାନ୍ତ

୧୭ତମ କୁଡୁକ ସମାଜ ଭିକରାମ ବାବା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଉରକେଲା(ସମୃଦ୍ଧଓଡିଶା)ଡଲାକୁଦର ତାଡା ପାଡହା ଆୟୋଜିତ ୧୭ ତମ କୁଡୁକ ସମାଜ ଭିକରାମ ବାବା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ସିଆରପିଏଫ ର ପ୍ରାକ୍ତନ ଡିଆଇଜି ଦୟାନିଧି