Category: Sambalpur(ପଶ୍ଚିମାଞ୍ଚଳ ଖବର)

ସାଂଘାତିକ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

ସମ୍ବଲପୁର : ଘଣ୍ଟା ଘଣ୍ଟା ଧରି ସାଂଘାତିକ ବର୍ଷା ବରଗଡ଼ ସହରବାସୀଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଦିନ ତମାମ ପାଗ ଶୁଖିଲା ରହିଥିଲା। ମେଘ ଭାସୁଥିଲେ ହେଁ ବର୍ଷା ନଥିଲା।

ବନ୍ୟପ୍ରାଣୀ ଡିଏଫ୍‌ଓଙ୍କ ଆକ୍ରୋଶ:ନିର୍ଯାତିତା ନିଲମ୍ବିତ

ସମ୍ବଲପୁର: ବହୁ ଦିନ ଧରି ଜଣେ ବରିଷ୍ଠ ସହକର୍ମୀଙ୍କ ଦ୍ୱାରା ମାନସିକଭାବେ ନିର୍ଯାତିତ ହେବା ପରେ ଏହା ବିରୋଧରେ ଅଭିଯୋଗ କରିବା ମହଙ୍ଗା ପଡ଼ିଛି ସମ୍ବଲପୁର ବନ୍ୟ ପ୍ରାଣୀ ବନଖଣ୍ଡ

ଆମ୍ବୁଲାନ୍ସ ବିକ୍ରି ନେଇ ମୁହାଁମୁହିଁ ଖିଦମତର ଦୁଇ ଗୋଷ୍ଠୀ:ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦେଶ

ସମ୍ବଲପୁର: ଆମ୍ବୁଲାନ୍ସ ନେଇ ମୁସଲିମ ସାମାଜିକ ଏବଂ େଓ୍ଵଲଫେୟାର ସଂଗଠନ ଖିଦମତର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କ ଠାରୁ ଚାନ୍ଦା ସଂଗ୍ରହ କରି କ୍ରୟ

ସମ୍ବଲପୁରର ୩ ଯୁବକ ଛତିଶଗଡ଼ରେ ଧରା ପଡ଼ିଲେ

ସମ୍ବଲପୁର: ସମ୍ବଲପୁରର ୩ ଜଣ ଯୁବ ବ୍ୟବସାୟୀ ଛତିଶଗଡ଼ରେ ଗିରଫ ହୋଇଛନ୍ତି। ବୁଧବାର ରାତିରେ ଏକ କାରରେ ବହୁ ପରିମାଣର ନଗଦ ଟଙ୍କା ନେଇ ସମ୍ବଲପୁରରୁ ରାୟପୁର ଯାଉଥିଲା ବେଳେ

ମହାନଦୀରେ ଆସୁଛି ବନ୍ୟା। ସଜାଗ ରହିବାକୁ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

ସମ୍ବଲପୁର : ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲାଥିଲା। ମଙ୍ଗଳବାର ସନ୍ଧ୍ୟାରେ ଆଉ ୫ଟି ଗେଟ୍ ଖୋଲାଯାଇଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳ

ଡିୟୁଟି ନ କରିବାକୁ ପାଇଲଟ୍‌ ସଂଘ ଧମକ ଦେବା ପରେ ଭତ୍ତା ପ୍ରଦାନ କଲା ଏୟାର୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଡିୟୁଟି କରିବେ ନାହିଁ ବୋଲି ପାଇଲଟ୍‌ ସଂଘ ତରଫର ଧମକ ଦିଆଯିବା ପରେ ଏୟାର୍‌ ଇଣ୍ଡିଆ ପାଇଲଟ୍‌ମାନଙ୍କୁ ଜୁନ୍‌ ମାସର ଭତ୍ତା ପ୍ରଦାନ କରିଛି। ବୁଧବାର ଦିନ ଏୟାର୍‌

କୀଟନାଶକ ଖାଇ ଆତ୍ମହତ୍ୟା କଲେ ଚାଷୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍‌ର ଜଣେ ଚାଷୀ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ଫସଲ ନଷ୍ଟ ସହିତ ଋଣ ଭାର ଯୋଗୁଁ ମାନସିକ ଅଶାନ୍ତିରେ ଥିବା ଚାଷୀଜଣକ ଗତକାଲି

ଓଲଟି ପଡ଼ିଲା କୁକୁଡ଼ା ଦାନା ବୋଝେଇ ଟ୍ରକ, ଡ୍ରାଇଭର ମୃତ, ହେଲ୍ପର ଗୁରୁତର

ସମ୍ବଲପୁର: ଆଜି ସକାଳେ ସମ୍ବଳପୁରରୁ କଟକକୁ ଯାଉଥିବାଏକ କୁକୁଡ଼ା ଦାନା ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଟ୍ରକ୍‌ର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଟ୍ରକ୍‌

ସରକାରଙ୍କ ଠାରୁ ସଂଖ୍ୟାଲଘୁ ଓ ଆଦିବାସୀଙ୍କୁ କିଛି ଲାଭ ହେଉ ନାହିଁ: ରାହୁଲ ଗାନ୍ଧି

ହେମବର୍ଗ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜର୍ମାନୀ ପହଞ୍ଚିଛନ୍ତି। ସେ ସେଠାରେ ଆୟୋଜିତ ଏକ ସମାରୋହରେ ଭାରତୀୟ ଛାତ୍ର-ଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି। ଜର୍ମାନୀର ହେମବର୍ଗସ୍ଥିତ ବୁସେରିୟସ ସ୍କୁଲରେ ବୁଧବାର ପ୍ରଧାନମନ୍ତ୍ରୀ