Category: Sambalpur(ପଶ୍ଚିମାଞ୍ଚଳ ଖବର)

ଢେଙ୍କାନାଳରେ ମଙ୍ଗଳବାର ଓଷା ପାଳନ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ଦୋଳମଣ୍ଡପ ସାହିରେ ମାଁ ମଙ୍ଗଳା ପୀଠରେ ମହିଳାମାନେ ମଙ୍ଗଳବାର ଓଷା ପାଳନ କରିଛନ୍ତି । ଧୂପ ଦୀପ ନୈବେଦ୍ୟ ଦେଇ ମୁଣ୍ଡରେ ପାଣି କଳସୀ

ସାମ୍ବାଦିକ ମାନଙ୍କୁ ଆକ୍ରମଣ ପ୍ରତିବାଦରେ ଢେଙ୍କାନାଳ ସାମ୍ବାଦିକ ସଂଘର ଶୋଭାଯାତ୍ରା

ଢେଙ୍କାନାଳ(ଶୁଭମ ପାଣି) କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଛି । ପ୍ରଶାସନିକ ଅବହେଳା ଓ ପୋଲିସ ପ୍ରଶାସନର ଅପରିଣାମ ଦର୍ଶିତା ଯୋଗୁଁ ସାମ୍ବାଦିକମାନେ

ଢେଙ୍କାନାଳ ସ୍କୁଲ ଛାତ୍ରୀମାନଙ୍କ ସହିତ ଡାକସେବା, ବ୍ୟାଙ୍କ କର୍ମଚାରୀଙ୍କ ଗାନ୍ଧୀଜୟନ୍ତୀ ପାଳନ

ଢେଙ୍କାନାଳ (ଶୁଭମ ପାଣି) ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଵଛ ଭାରତ ଅଭିଯାନରେ ସାମିଲ ହୋଇ ବ୍ୟାଙ୍କ ଚାରିପାର୍ଶ୍ୱକୁ କର୍ମଚାରୀମାନେ ସଫାକରିଥିଲେ । ଗାଁକୁ ମୁଖ୍ୟପରିଚାଳକ ଆଶୁତୋଷ ତ୍ରିପାଠୀଙ୍କ

ଢେଙ୍କାନାଳ ଜିଲ୍ଲା ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ

ଢେଙ୍କାନାଳ (ଶୁଭମ ପାଣି) ଗଁଦିଆ ବ୍ଲକ ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ନେତୃତ୍ୱରେ ଗାନ୍ଧିଜୀଙ୍କ

ଢେଙ୍କାନାଳ ଡ଼ଃ ଦାଶରଥି ମିଶ୍ର ହାଇସ୍କୁଲରେ ଗାନ୍ଧୀଜୟନ୍ତୀ ଅବସରରେ ସ୍ୱଛଭାରତ ଅଭିଯାନ

ଢେଙ୍କାନାଳ(ଶୁଭମ ପାଣି) ଢେଙ୍କାନାଳ ପୌରାଞ୍ଚଳର ଡ଼ଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ଓ ଶାସ୍ତ୍ରୀଜୟନ୍ତୀ ପାଳନ ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ରଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା

ପବିତ୍ର ଗାନ୍ଧୀଜୟନ୍ତୀରେ ଓଡ଼ିଶାର ଉତ୍ତରାଞ୍ଚଳ ବନ୍ୟବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଭବାନୀପାଟଣା(ପ୍ରଫୁଲ୍ଲ କୁମାର ପଢି )150ତମ ମହାତ୍ମାଗାନ୍ଧୀଙ୍କ ଜନ୍ମତିଥି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମତିଥି ସାରାଦେଶରେ ମହାସମାରୋହରେ ପାଳନ କରାଯାଇଥିବାବେଳେ ଆଜି ଭବାନୀପାଟଣାଠାରେ ମଧ୍ୟ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବନବିଭାଗର ସମସ୍ତ କର୍ମଚାରୀ

ଢେଙ୍କାନାଳ ଜିଲ୍ଲାକୁ ନିଶାମୁକ୍ତ କରିବାପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଆରମ୍ଭ ହୋଇଯାଇଛି ‘ନିଶାକୁ ନା’ ଅଭିଯାନ

ଢେଙ୍କାନାଳ(ଶୁଭମ ପାଣି) ଢେଙ୍କାନାଳ ଜିଲ୍ଲାକୁ ନିଶାମୁକ୍ତ କରିବାପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଆରମ୍ଭ ହୋଇଯାଇଛି ‘ନିଶାକୁ ନା’ ଅଭିଯାନ। ଭାପୁର ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ

ଢେଙ୍କାନାଳରେ ମହିଳାମାନଙ୍କର ମଦମୁକ୍ତ କରିବାପାଇଁ ଶୋଭାଯାତ୍ରା

ଢେଙ୍କାନାଳ(ଶୁଭମ ପାଣି)- ମହାତ୍ମାଗାନ୍ଧୀଙ୍କର 150ତମ ଗାନ୍ଧୀଜୟନ୍ତୀ ପାଳନ ପୂର୍ବଦିନ ଭାପୁର, କାକୁଡ଼ିଭାଗ, ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତର ମହିଳା ମାନେ ଭାପୁର ଗ୍ରାମ ପଦଯାତ୍ରା କରି ନୂଆସାହିଠାରୁ ବାହାରି ରାସ୍ତା କଡରେଥିବା

ଢେଙ୍କାନାଳରେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟକ୍ରମ ‘ହେଇଯାଉ’ ମାଧ୍ୟମରେ ଲୋକପ୍ରିୟତା ଅର୍ଜନ

ସାତଶହରୁ ଉର୍ଦ୍ଧ  ମୋଟରସାଇକେଲ ରାଲି ସହ ଜନସାଧାରଣଙ୍କ ଭବ୍ୟ ସମ୍ଭାର୍ଧନା ଢେଙ୍କାନାଳ (ଶୁଭମ ପାଣି): ଢେଙ୍କାନାଳ ସହରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ତାଙ୍କର ଲୋକାର୍ଷଣ କାର୍ଯ୍ୟକ୍ରମ ‘ହେଇଯାଉ’ ମାଧ୍ୟମରେ ଲୋକଙ୍କ ସହିତ ମିଶି

ଏଜୁକେସନ ୱାର୍ଲଡ ଉତ୍ସବରେ ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ସପ୍ତମ ସ୍ଥାନ ବଜାୟ ରଖିଛି

ଢେଙ୍କାନାଳ (ଶୁଭମ ପାଣି) ଦିଲ୍ଲୀ ପବ୍ଲିକ ସ୍କୁଲର ଢେଙ୍କାନାଳ ଶାଖା ଶିକ୍ଷାଦାନ କ୍ଷେତ୍ରରେ ଉନ୍ନତିର ମାଇଲିଖୁଣ୍ଟ ଅତିକ୍ରମ କରିଚାଲିଛି ।ଏଜୁକେସନ ୱାର୍ଲଡ ଦ୍ୱାରା ଆୟୋଜିତ ଭାରତୀୟ ଉତ୍ତମ ସ୍କୁଲ ଚୟନରେ 2018-19

ଢେଙ୍କାନାଳ ଷ୍ଟାଡିୟମରେ ରାଜ୍ୟସ୍ଥରୀୟ ମହିଳା ହକି ଟୁର୍ଣ୍ଣାମେଣ୍ଟର ୨ୟ ଦିନରେ ଖୋର୍ଦ୍ଧା ଫାଇନାଲରେ…

ଢେଙ୍କାନାଳ (ଶୁଭମ ପାଣି):ଢେଙ୍କାନାଳ ଷ୍ଟାଡିୟମରେ ରାଜ୍ୟସ୍ଥରୀୟ ମହିଳା ହକି ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଘାଟିତ ହୋଇଥିଲା ।ଟୁର୍ଣ୍ଣାମେଣ୍ଟ ଉଦଘାଟନବେଳେ ସମ୍ବଲପୁର ଓ ଢେଙ୍କାନାଳ ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର କିସ

କୃଷିମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ମହିଳା ମାନଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଉପରେ ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ଢେଙ୍କାନାଳ (ଶୁଭମ ପାଣି) କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥିଙ୍କ ମହିଳାମାନଙ୍କ ପ୍ରତି ଦେଇଥିବା ଆଶାଳୀନ ବକ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ ଓ ନୀନ୍ଦନୀୟ ବୋଲି ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଘୋରନିନ୍ଦା କରାଯାଇଛି

ବିନା ତାରରେ ବଲ୍‌ବ ଜଳୁଛି, ମୋବାଇଲ୍‌ ଚାର୍ଜ ବି ହେଉଛି,ଦେଖନ୍ତୁ ନୁଆଁପଡାର ଏହି ବୈଜ୍ଞାନିକଙ୍କୁ

ଖଡିଆଳ: ବିନା ତାରରେ ବିଜୁଳି ବଲ୍‌ବ ଜଳୁଛି, ମୋବାଇଲ ଫୋନ୍ ବି ଚାର୍ଜ ହୋଇ ପାରୁଛି। ଏଭଳି ଏକ କୌଶଳ ଉଦ୍ଭାବନ କରିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣୀମୁଣ୍ତା

ଢେଙ୍କାନାଳ ଷ୍ଟାଡିୟମରେ ରାଜ୍ୟସ୍ଥରୀୟ ମହିଳା ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ (ଶୁଭମ ପାଣି):ଢେଙ୍କାନାଳ ଷ୍ଟାଡିୟମରେ ରାଜ୍ୟସ୍ଥରୀୟ ମହିଳା ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।ରାଜ୍ୟର ବିଭିନ୍ନ ଅଂଚଳରୁ ମହିଳା ହକି ଦଳ ଯୋଗଦେଇଛନ୍ତି ।ଏହି ହକି ଟୁର୍ନାମେଣ୍ଟକୁ ବରିଷ୍ଠ ଆଇନଜୀବୀ

ଢେଙ୍କାନାଳରେ ବିଧାୟକ ସରୋଜ ସାମଲଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ଢେଙ୍କାନାଳ (ଶୁଭମ ପାଣି): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କକୁଡିଭାଗ ଗ୍ରାମ ପଞ୍ଚାୟତରେ ଆମ ଗାଁ ଆମ ବିକାଶର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି

ବ୍ୟବସାୟୀ ମହାସଂଘର ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରି ଢେଙ୍କାନାଳରେ ଚ୍ୟାମ୍ବର ଅଫ କମର୍ସର ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାରେ ଚାଲିଛି:ବନ୍ଦପାଳନ ସମ୍ପୂର୍ଣ ସଫଳ

ଢେଙ୍କାନାଳ (ଶୁଭମ ପାଣି): ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଖୁଚୁରା ବଜାରରେ ଆନ୍ତଃରାଷ୍ଟୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫଡିଆଇକୁ କ୍ୟାବିନେଟ ମଞ୍ଜୁରୀକୁ ବିରୋଧ

ଢେଙ୍କାନାଳ ପୌରାଞ୍ଚଳରେ ସ୍ୱଚ୍ଛସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ:ସ୍ଥାନେ ସ୍ଥାନେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଥିବାରୁ ସାଧାରଣରେ ଉଦବେଗ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ପୌରାଞ୍ଚଳରେ ସ୍ୱଛଭାରତସେବା ସମ୍ପୂର୍ଣ ଉପେକ୍ଷିତ ହୋଇଯାଇଛି । ପ୍ରଶାସନ ସ୍ୱଛଭାରତ ଅଭିଯାନକୁ ହେୟ ଜ୍ଞାନ କରୁଥିବାରୁ ସାରା ଅଂଚଳରେ କୁଢ଼ କୁଢ଼ ଅଳିଆ ଆବର୍ଜନା

ଦମକଳ ବାହିନୀର ଆନ୍ଦୋଳନ ଯୋଗୁଁ ଢେଙ୍କାନାଳରେ ଜନସେବା ବିପର୍ଯ୍ୟସ୍ଥ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ଦମକଳ କେନ୍ଦ୍ରର ବିଭିନ୍ନ ଦାବିନେଇ ଆଜକୁ ଚାରିଦିନ ହେଲା କର୍ମଚାରି ମାନେ ଆନ୍ଦୋଳନରେ ବସିଥିବା ଯୋଗୁଁ ଜନସେବା ସମ୍ପୂର୍ଣ ଠପ ହୋଇଯାଇଛି । ଫଳରେ

ଢେଙ୍କାନାଳରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଧାୟକ ସରୋଜ ସାମଲ

ଢେଙ୍କାନାଳ(ଶୁଭମ ପାଣି) ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଗ୍ରାମ ପଞ୍ଚାୟତରେ ଆମ ଗାଁ ଆମ ବିକାଶର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି ମୁଖ୍ୟ

ଉଗ୍ରରୂପ ନେଲା ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଓକିଲଙ୍କ ଆନ୍ଦୋଳନ ଉଗ୍ରରୂପ ନେଇଛି। ଆଜି ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଓକିଲମାନେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଅଫିସକୁ

“ଚାରା ରୋପଣଠାରୁ ପଲିଥିନ ବଣ୍ଟନ, ସିଞ୍ଚାଇ ଯୋଜନାଠାରୁ ସଡ଼କ ନିର୍ମାଣ, ସବୁଠି ଦୁର୍ନୀତି,ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି ଓଡ଼ିଶା ସରକାର:ରାଜ୍ୟ ସରକାରଙ୍କୁ ଏମିତି ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି

ଝାରସୁଗୁଡ଼ା : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡ଼ା ଏବଂ ତାଳଚେର ସମାବେଶରୁ ମୋଦି ସିଧାସଳଖ ନବୀନଙ୍କ ନାଁ ନେଇ ହମ୍‌ଲା କରିଛନ୍ତି।“ଚାରା ରୋପଣଠାରୁ ପଲିଥିନ ବଣ୍ଟନ। ସିଞ୍ଚାଇ ଯୋଜନାଠାରୁ

ହାତଗୁଞ୍ଜା ନ ଦେଲେ ଓଡ଼ିଶା ସରକାରରେ ଗରିବଙ୍କ କାମ ହେଉ ନାହିଁ:ପ୍ରଧାନମନ୍ତ୍ରୀ

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉଦ୍‌ଘାଟନ ପରେ ଝାରସୁଗୁଡାରେ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଝାରସୁଗୁଡ଼ାଠାରେ ‘ବୀର ସୁରେନ୍ଦ୍ରସାଏ ବିମାନବନ୍ଦର ’କୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା:ଆଜି ଝାରସୁଗୁଡ଼ା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ‘ବୀର ସୁରେନ୍ଦ୍ରସାଏ ବିମାନବନ୍ଦର’କୁ ଲୋକାର୍ପିତ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ,

ଟଙ୍କିକିଆ ଚାଉଳ ଲାଗି କେନ୍ଦ୍ର ରାଜ୍ୟ ସରକାରଙ୍କୁ ଦେଉଛି ମାସିକ ୪୫୦ କୋଟି

ତାଳଚେର: ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଓଡ଼ିଶା ଗସ୍ତରେ ଆସି ମୋଦି ପ୍ରଥମେ ଦେଶର ପ୍ରଥମ କୋଇଲାରୁ ଗ୍ୟାସ ଆଧାରିତ ସାରକାରଖାନାର

ବଜ୍ରାଘାତରେ ମାମୁ-ଭଣଜା ମୃତ

ଟିଟିଲାଗଡ଼ : ଭୋଜି କରିବାକୁ ଯାଇଥିବା ବେଳେ ବଜ୍ରାଘାତ ହେବାରୁ ମାମୁ- ଭଣଜାଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ମ.

ଭୟଙ୍କର ବିସ୍ଫୋରଣ: ଫାଟିଲା ସିଲିଣ୍ଡର, ଉଡ଼ିଗଲା ୪୦ ଘରର ଛାତ,ଜଣେ ମୃତ, ୮ ଗୁରୁତର

ରାଉରକେଲା: ରୋଷେଇ ଗ୍ୟାସ୍‌ ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣ ଏତେ

ଏମ୍‌ସିଏଲ୍‌ର ୨ ଲକ୍ଷ କ୍ଷତି:କୋଲ ଇଣ୍ଡିଆ ମୁଖ୍ୟଙ୍କ ସମୀକ୍ଷା

ସମ୍ବଲପୁର : କୋଇଲା ଉତ୍ପାଦନରେ ଏମସିଏଲର ୨ଲକ୍ଷ ଟନ କ୍ଷତି ହେଉଛି। ବର୍ତ୍ତମାନ ପ୍ରତିଦିନ ବିଜୁଳି ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ କୋଲ

ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସମ୍ବଲପୁର : ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ବାର ଚିଠି ପରେ ଆଶା କରାଯାଉଥିଲା କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା

ମା ସମଲେଇ:ନୂଆଖାଇ ଜୁହାର ସହିତ ଘରେ ଘରେ ଆରମ୍ଭ ହେଲା ଉତ୍ସବ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଖାଇ’ ଅବସରରେ ଆଜି ନିର୍ଦ୍ଧାିତ ଲଗ୍ନରେ ମା ସମଲେଇଙ୍କ ଠାରେ ନବାନ୍ନ ଲାଗି କରାଯାଇଛି। ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହେବା ପରେ ଘରେ

କେଉଁ ଗଣେଶଙ୍କୁ ପୂଜା କଲେ କ’ଣ ମିଳେ ?

ବିଶାଖାପାଟଣା : ଶ୍ୱେତ ରଙ୍ଗର ଶ୍ରୀଗଣେଶଙ୍କ ମୂର୍ତ୍ତି ଅପାର ସୁଖ ସୌଭାଗ୍ୟ ପ୍ରଦାନକାରୀ ହୋଇଥାଏ। ଏହାଙ୍କୁ ପୂଜାର୍ଚ୍ଚନା କରିଲେ ମନୋବାଞ୍ଛିତ ଫଳ ମିଳିଥାଏ। ରବିବାର କିମ୍ବା ନିଜ ଜନ୍ମନକ୍ଷତ୍ରରେ ଆଙ୍ଗୁଳି