ଢେଙ୍କାନାଳରେ ବିଧାୟକ ସରୋଜ ସାମଲଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ଢେଙ୍କାନାଳ (ଶୁଭମ ପାଣି): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କକୁଡିଭାଗ ଗ୍ରାମ ପଞ୍ଚାୟତରେ ଆମ ଗାଁ ଆମ ବିକାଶର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସରୋଜ କୁମାର ସାମଲ, ବ୍ଲକ ଅଧକ୍ଷା ପଦ୍ମିନୀ ନାଏକ ସଦର ବ୍ଲକ ବିଡ଼ିଓ ସରୋଜ କୁମାର ଦତ୍ତ,ସରପଞ୍ଚ ଅନ୍ତ୍ରଜ୍ୟାମି ସାହୁ,ସମିତି ସଭ୍ୟ ପ୍ରୀତିମଞ୍ଜରୀ ସାହୁ,ସଦର ବ୍ଲକ ଯୁବ ବିଜେଡି ସଭାପତି ଲଗନ ନାଏକ, ଛାତ୍ର ବିଜେଡି ନେତା ସଞ୍ଜୟ କୁମାର ପଣ୍ଡା(ସିକୁ),ଉତ୍ତମ କୁମାର ପଣ୍ଡା,ପପି ଭୋଳ,ଜଗନ୍ନାଥ ସାହୁ(ସିକା) ଦିଲ୍ଲୀପ ପଣ୍ଡା,ଶେଷଦେବ ସାହୁ,ପ୍ରତାପ ବେହେରା,ରାଜୁ ବିଶ୍ୱାଳ,ଚନ୍ଦନ ସାମଲ ଛାତ୍ର ନେତା ଉପସ୍ଥିତ ଥିଲେ ।