ମା ସମଲେଇ:ନୂଆଖାଇ ଜୁହାର ସହିତ ଘରେ ଘରେ ଆରମ୍ଭ ହେଲା ଉତ୍ସବ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଖାଇ’ ଅବସରରେ ଆଜି ନିର୍ଦ୍ଧାିତ ଲଗ୍ନରେ ମା ସମଲେଇଙ୍କ ଠାରେ ନବାନ୍ନ ଲାଗି କରାଯାଇଛି। ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ଆରମ୍ଭ ହୋଇଯାଇଛି ନୂଆଖାଇ ଉତ୍ସବ। ଘ;ର ଘରେ ନୂଆଖାଇ ଲାଗି ଆରମ୍ଭ ହୋଇଯାଇଛିି ବଡ଼ମାନଙ୍କୁ ଜୁହାର କରିବାର ପରମ୍ପରା ବା ନୂଆଖାଇ ଜୁହାର। ଏହି ଅବସରରେ ସମଗ୍ର ସମଗ୍ର ପଶ୍ଚିମ ଓଡିଶାର ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ଯାଏ , ଚଳଚଞ୍ଚଳ ହୋଇଉଠିଛି।