Latest Posts

ମୁଣ୍ଡରେ ରୁପି ନ ହେବା ପାଇଁ ଖାଆନ୍ତୁ ଏଇ ସବୁ ଜିନିଷ

ରୁପି, ବିଶେଷତଃ, ଶୀତଋତୁରେ ହେଉଥିଲେ ମଧ୍ୟ କିଛି ଲୋକଙ୍କ ମୁଣ୍ଡରେ ଏହା ସବୁ ଦିନିଆ ସମସ୍ୟା ହୋଇଥାଏ। ଏଥିପାଇଁ ସେମାନେ ରୁପି-ନିରୋଧୀ ସାମ୍ପୂ ଉପରେ ନିର୍ଭର କରି ଚଳନ୍ତି। ମାତ୍ର

ମୁମ୍ବାଇସ୍ଥିତ ଉତ୍କଳ ମହାରଣା ସମାଜର ବୈଠକ

ମୁମ୍ବାଇ: ମୁମ୍ବାଇ ସାକିନାକା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଉତ୍କଳ ମହାରଣା ସମାଜ ମୁମ୍ବାଇର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁମ୍ବାଇ ଉତ୍କଳ ସମିତିର ଉପ ସଭାପତି

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ନା ମାଓଲିଂକ୍ !

– ପ୍ରସାଦ ରାଓ – ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଦେଶରେ ଅବଗଣନା ଆରମ୍ଭ ହୋଇଯାଇ ଥିବା ବେଳେ କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ଓ ବିରୋଧୀଙ୍କ ମଧ୍ୟରେ ଛକାପଂଝା

ଖୁଚୁରା ବଜାର ଉପରେ ଗୁଗୁଲ୍‌ର ନଜର:୪୦୦୦ କୋଟି ନିବେଶ ଯୋଜନା

ନୂଆଦିଲ୍ଲୀ: ଭାରତର ଖୁଚୁରା ବଜାର ଏବେ ବିଦେଶୀ କମ୍ପାନିଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ନିକଟରେ ଇ-କମର୍ସ କମ୍ପାନି ଫ୍ଲିପ୍‌କାର୍ଟର ୭୭ ପ୍ରତିଶତ ଅଂଶଧନକୁ ଆମେରିକାର ଓ୍ଵାଲମାର୍ଟ କିଣିନେଇଛି।

ଶ୍ରାବଣୀ ଉପାକର୍ମ ଓ ରକ୍ଷା ବନ୍ଧନ

ପ୍ରାଚୀନ ବୈଦିକ୍ ଆର୍ଯ୍ୟ ପର୍ବ-ପର୍ବାଣୀ ମଧ୍ୟରେ ଶ୍ରାବଣୀ ଉପାକର୍ମ ହେଉଛି ଏକ ମହତ୍ୱପୂର୍ଣ୍ଣ ପର୍ବ । ଶ୍ରାବଣ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଭ୍ରାଦ୍ରବ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ନଅଦିନ ଧରି ଏହାକୁ

ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ସମାଜରେ ପ୍ରାଧାନ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ବେକାରଙ୍କୁ ଭଲ ଚାକିରି ମିଳିପାରେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧୂସର।

ସପ୍ତାହେ ଖାଆନ୍ତୁ ଦୁଇଟି ଗୁଜୁରାତି ମିଳିବ ଅନେକ ଫାଇଦା

ଗୁଜୁରାତି ପ୍ରାୟ ସବୁ ଭାରତୀୟ ରୋଷେଇ ଘରେ ମିଳିଥାଏ । ଏହାର ବ୍ୟବହାର ସାଧାରଣତଃ ଲୋକମାନେ ଖାଇବା ବା ଚା’ର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରିଥାନ୍ତି । ଏହି

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଶଳା ଅଭିନେତା ହରିକ୍ରିଷ୍ଣାଙ୍କ ମୃତ୍ୟୁ କେମିତି ହେଲା ?

ଆନ୍ଧ୍ର ର ପ୍ରଖ୍ୟାତ ଅଭିନେତା ଏନ ଟି ରାମାରାଓଙ୍କ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଶାଳକ ହରିକ୍ରିଷ୍ଣା ଆଜି ଭୋରରେ ଗାଡି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ହାଇଦରାବଦ୍

ପ୍ରମା ହିକଭିଜନ ଇଣ୍ଡିଆ କମ୍ପାନୀ ଆନ୍ଧ୍ରାରେ 500କୋଟି ଟଙ୍କା ଇନଭେଷ୍ଟମେଣ୍ଟ କରିବ

ମୁମ୍ବାଇ ଠାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପ୍ରମା ହିକଭିଜନ କମ୍ପାନୀ ସହ ଚୁକ୍ତିନାମା ସ୍ଵୟକ୍ଷରିତ କରିଛନ୍ତି। ଆନ୍ଧ୍ରା ରେ ଏହି କମ୍ପାନୀ 500କୋଟି ଟଙ୍କା ଖର୍ଚ କରିବ ଯାହା ଫଳରେ

କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ସହାୟତା ଦେଲା ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲା ବିଜୁ ଛାତ୍ର ଜନତା ଦଳ। ୩୦ଟି ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ୮ ଲକ୍ଷ ଟଙ୍କା ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍

ପୁଣି ବିଗିଡ଼ିଲା ପପୁ ପମପମଙ୍କ ସ୍ଵାସ୍ଥ୍ୟବସ୍ଥା – ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ଓଲିଉଡ ଅଭିନେତା ପପୁ ପମପମ ପୁଣି ଅସୁସ୍ଥ। ପାଖାପାଖି ଦେଢ଼ ମାସ ତଳେ ଦିଲ୍ଲୀ ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଥିବା ପପୁଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପୁଣି

କଟକରେ ଆଇନଜୀବୀଙ୍କୁ ପୁଲିସର ମାଡ ଅଭିଯୋଗ

କଟକ.-କଟକରେ ଆଇନଜୀବୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଦେବୀ ପ୍ରସାଦ ପଟ୍ଟନାୟକ ନାମକ ଆଇନଜୀବୀଙ୍କୁ ପୁଲିସ ମାଡ ମାରିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି

ଗଂଜାମ ଓକିଲ ସଂଘ ପକ୍ଷରୁ ଚାରିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗଂଜାମ: ଗଂଜାମ ଓକିଲ ସଂଘ ପକ୍ଷରୁ ଚାରିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ସଂଘ ପକ୍ଷରୁ ଏହି କାର୍ଯ୍ୟବନ୍ଦ

ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ କଂଗ୍ରେସରେ ପୁଣି ବିଚାରବିମର୍ଶ ହେବ

ଭୁବନେଶ୍ୱର : ଚଳିତମାସ ଶେଷ ସୁଦ୍ଧା ଅତିକମରେ ୫୦ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିବା ପାଇଁ ରାଜ୍ୟ କଂଗ୍ରେସ କରିଥିବା ଘୋଷଣା ଏବେ ଦଳ ପାଇଁ କାଳ ପାଲଟିଛି।ଏହି ଟିକେଟ୍

ନେହରୁ ସ୍ମାରକୀକୁ ଅକ୍ଷୁଣ୍ଣ ରଖିବାକୁ ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ସ୍ମୃତିସ୍ଥଳ ‘ନେହରୁ ମେମୋରିଆଲ୍‌ କମ୍ପ୍ଲେକ୍ସ୍‌’କୁ ମ୍ୟୁଜିୟମ୍‌ ଭାବେ

‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନ ଆରମ୍ଭ ହେଲା

ଭୁବନେଶ୍ୱର: ତୃଣମୂଳସ୍ତରରେ ଲୁକ୍କାୟିତ ପ୍ରତିଭାଙ୍କୁ ନୂଆ ପରିଚୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ବାହିନୀର ‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି।

ମହାନଦୀରେ ଆସୁଛି ବନ୍ୟା। ସଜାଗ ରହିବାକୁ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

ସମ୍ବଲପୁର : ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲାଥିଲା। ମଙ୍ଗଳବାର ସନ୍ଧ୍ୟାରେ ଆଉ ୫ଟି ଗେଟ୍ ଖୋଲାଯାଇଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳ

ଆନ୍ଧ୍ରର ଏକ ମନ୍ତ୍ରୀ ପାଇଁ ସରକାର ଦେଲେ ୩ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ

ନୂଆଦିଲ୍ଲୀ:  ଦେଶ ସେବା ବାହାନାରେ ରାଜନୀତିକୁ ଆସୁଥିବା ନେତାମାନେ ଯେ ପ୍ରକୃତରେ ନିଜ ସେବା କରୁଛନ୍ତି ତାହା ଆଜିକାଲି କାହାରିକୁ ଅଛପା ନାହିଁ । ରାଜନୀତି ଏବେ ଆଉ ସେବା

୧୯୮୧ରେ ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନକୁ ଅପହରଣ କରି ନେଇଥିବା ଅଭିଯୁକ୍ତ ନିର୍ଦୋଷରେ ଖଲାସ୍

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ୩୬ ବର୍ଷ ପୁରୁଣା ଅର୍ଥାତ୍‌ ୧୯୮୧ ମସିହାରେ ଏୟାର ଇଣ୍ଡିଆ ବିମାନ ଅପହରଣ ମାମଲାରେ ଅଭିଯୁକ୍ତ ଦୁଇଜଣଙ୍କୁ ଖଲାସ କରି ଦେଇଛନ୍ତି। ୧୯୮୧ରେ ୫

କିଡ଼୍‍ନିକୁ ଖରାପ ହେବାରୁ ରକ୍ଷା କରିଥାଏ ଏହି ଜୁସ୍‌, ପ୍ରତିଦିନ ପିଇଲେ ମିଳିଥାଏ ଅନେକ ଫାଇଦା

ଧନିଆ ପତ୍ରର ସେବନ ଶରୀର ପାଇଁ ଅନେକ ଲାଭଦାୟକ । ଏଥିରେ ଥିବା ଆମିନୋ ଏସିଡ଼୍‍, ଆଣ୍ଟିଅକ୍ସିଡ଼ାଣ୍ଟ, ଏନ୍‌ଜାଇମ୍‌ ମିନେରାଲ୍ସ, ପୋଟାସିୟମ, ସୋଡ଼ିୟମ ଇତ୍ୟାଦି ଭିଟାମିନ୍‌ ଥିବାରୁ ଏହାର ସେବନ

ଫିଲ୍ମର ଗୋଟେ ଦୃଶ୍ୟ କରିବା ପାଇଁ କନିଷ୍ଠ କଳାକାରଙ୍କୁ ୫ ଥର ହାତ ଧୋଇବା ପାଇଁ କହିଥିଲେ ନେହା ଧୁପିଆ

ମୁମ୍ବାଇ : ଗର୍ଭବତୀ ଥିବା ଖବରକୁ ନେଇ ଏବେ ଚର୍ଚ୍ଚାରେ ନେହା ଧୁପିଆ । କିଛି ଦିନ ତଳେ ହାଠାତ୍‌ ବିବାହ କରିବାକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ

ଏସୀୟ କ୍ରୀଡ଼ା: ନୀନା ବରକଲଙ୍କୁ ରୌପ୍ୟ ପଦକ, ୮ ସ୍ୱର୍ଣ୍ଣ ସମେତ ଭାରତ ପଦକ ସଂଖ୍ୟା ପହଞ୍ଚିଲା ୪୧

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ସୋମବାର ଭାରତର ନୀନା ବରକଲଙ୍କୁ ଲମ୍ବଡିଅାଁରେ ରୌପ୍ୟ ପଦକ ମିଳିଛି। କେରଳର ଝିଅ ନୀନା ଏସୀୟ କ୍ରୀଡ଼ାର ନବମ

ଡେରାଡୁନରୁ ଦିଲ୍ଲୀ ପହଞ୍ଚିଲା ଦେଶର ପ୍ରଥମ ଜୈବିକ ଇନ୍ଧନରେ ଉଡିପାରୁଥିବା ବିମାନ

ନୂଆଦିଲ୍ଲୀ: ଦେଶର ବିମାନ ଚଳାଚଳ କ୍ଷେତ୍ରରେ ନୂଆଁ କ୍ରାନ୍ତିର ଆରମ୍ଭ ହୋଇଛି | ସୋମବାର ପ୍ରଥମ ଥର ପାଇଁ ଜୈବିକ ଇନ୍ଧନରେ ଉଡିପାରୁଥିବା ଉଡାଜାହାଜ ଡେରାଡୁନରୁ ଦିଲ୍ଲୀ ପହଞ୍ଚିଛି |

ଦକ୍ଷିଣ ଓଡିଶା ବିକାଶ ପରିଷଦ ଆନୁକୂଲ୍ୟରେ ଶ୍ୟାମଳାୟୀ ଛକରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ: ଶନିବାର ହିଞ୍ଜିଳିକାଟୁ ନିକଟ ମା ଶ୍ୟାମଳାୟୀ ଛକଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ଆଖପାଖ ଅଞ୍ଚଳର 486 ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ