କାମଚଳା ମୁଖ୍ୟମନ୍ତ୍ରୀଭାବେ ରହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି. ଆର.

ହାଇଦ୍ରାବାଦ :ତେଲେଙ୍ଗନା ବିଧାନସଭା ଭାଙ୍ଗିଲା ଆଉ ଦଶ ମାସ ରହିଥିଲା କାର୍ଯ୍ୟକାଳ ସାରିବାକୁ . ବିଧାନସଭା ରେ ଗୃହୀତପରସ୍ତଵ କୁ ଧରି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଆଜି 3ଟା ବେଳେ ରାଜ୍ୟପାଳ ଇ.ଏସ.ଏଲ.ନରାଶିମାଙ୍କୁ ଭେଟି ବିଧାନ ସଭା ଭାଂଗିବାପାଇଁ ପ୍ରସ୍ତାବଦେଇଥିଲେ . ରାଜ୍ୟପାଳ ବିଧାନସଭା ଭଙ୍ଗ କରିଥିଲେ ଓ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ନିଯୁକ୍ତ କରିଥିଲେ ରାଜ୍ୟପାଳଙ୍କ ଠାରୁ ଫେରିବା ପରେ କାମଚଳା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏକ ସାମ୍ବାଦିକ ସମିଳନୀ ଡାକି ରାଜ୍ୟର ହିତ ପାଇଁ ସେ ବିଧାନସଭା ଭଙ୍ଗ କରିଥିଲେ ବୋଲି କହିଲେ . ଦଶ ମାସ ପରେ ବିଧାନସଭା ର କାର୍ଯ୍ୟକାଳ ସରିଥାନ୍ତା ଆଗାମୀ ନଭେମ୍ବର ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବବୋଲି ସୂଚନା ଦେଇଥିଲେ ତେବେ କଂଗ୍ରେସ ପକ୍ଷରୁ ଏହା କୁ ସ୍ୱାଗତ କରାଯିବାସହ ରାଜ୍ୟ ରେ କଂଗ୍ରେସ ଶାସନ କରିବ ବୋଲି କଂଗ୍ରେସ ମୁଖ୍ୟ ପ୍ରେସ୍ର ବିବୃତିରେ କହିଛନ୍ତି