Author: ସମୃଦ୍ଧ ଓଡିଶା

କଟକରେ ଆଇନଜୀବୀଙ୍କୁ ପୁଲିସର ମାଡ ଅଭିଯୋଗ

କଟକ.-କଟକରେ ଆଇନଜୀବୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଦେବୀ ପ୍ରସାଦ ପଟ୍ଟନାୟକ ନାମକ ଆଇନଜୀବୀଙ୍କୁ ପୁଲିସ ମାଡ ମାରିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି

ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାର୍ଯ୍ୟ ଆଗକୁ ବଢ଼ିବ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା

ଗଂଜାମ ଓକିଲ ସଂଘ ପକ୍ଷରୁ ଚାରିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗଂଜାମ: ଗଂଜାମ ଓକିଲ ସଂଘ ପକ୍ଷରୁ ଚାରିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ସଂଘ ପକ୍ଷରୁ ଏହି କାର୍ଯ୍ୟବନ୍ଦ

ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ କଂଗ୍ରେସରେ ପୁଣି ବିଚାରବିମର୍ଶ ହେବ

ଭୁବନେଶ୍ୱର : ଚଳିତମାସ ଶେଷ ସୁଦ୍ଧା ଅତିକମରେ ୫୦ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିବା ପାଇଁ ରାଜ୍ୟ କଂଗ୍ରେସ କରିଥିବା ଘୋଷଣା ଏବେ ଦଳ ପାଇଁ କାଳ ପାଲଟିଛି।ଏହି ଟିକେଟ୍

ନେହରୁ ସ୍ମାରକୀକୁ ଅକ୍ଷୁଣ୍ଣ ରଖିବାକୁ ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ସ୍ମୃତିସ୍ଥଳ ‘ନେହରୁ ମେମୋରିଆଲ୍‌ କମ୍ପ୍ଲେକ୍ସ୍‌’କୁ ମ୍ୟୁଜିୟମ୍‌ ଭାବେ

‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନ ଆରମ୍ଭ ହେଲା

ଭୁବନେଶ୍ୱର: ତୃଣମୂଳସ୍ତରରେ ଲୁକ୍କାୟିତ ପ୍ରତିଭାଙ୍କୁ ନୂଆ ପରିଚୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ବାହିନୀର ‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି।

ମହାନଦୀରେ ଆସୁଛି ବନ୍ୟା। ସଜାଗ ରହିବାକୁ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

ସମ୍ବଲପୁର : ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲାଥିଲା। ମଙ୍ଗଳବାର ସନ୍ଧ୍ୟାରେ ଆଉ ୫ଟି ଗେଟ୍ ଖୋଲାଯାଇଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳ

ଆନ୍ଧ୍ରର ଏକ ମନ୍ତ୍ରୀ ପାଇଁ ସରକାର ଦେଲେ ୩ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ

ନୂଆଦିଲ୍ଲୀ:  ଦେଶ ସେବା ବାହାନାରେ ରାଜନୀତିକୁ ଆସୁଥିବା ନେତାମାନେ ଯେ ପ୍ରକୃତରେ ନିଜ ସେବା କରୁଛନ୍ତି ତାହା ଆଜିକାଲି କାହାରିକୁ ଅଛପା ନାହିଁ । ରାଜନୀତି ଏବେ ଆଉ ସେବା

୧୯୮୧ରେ ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନକୁ ଅପହରଣ କରି ନେଇଥିବା ଅଭିଯୁକ୍ତ ନିର୍ଦୋଷରେ ଖଲାସ୍

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ୩୬ ବର୍ଷ ପୁରୁଣା ଅର୍ଥାତ୍‌ ୧୯୮୧ ମସିହାରେ ଏୟାର ଇଣ୍ଡିଆ ବିମାନ ଅପହରଣ ମାମଲାରେ ଅଭିଯୁକ୍ତ ଦୁଇଜଣଙ୍କୁ ଖଲାସ କରି ଦେଇଛନ୍ତି। ୧୯୮୧ରେ ୫

କିଡ଼୍‍ନିକୁ ଖରାପ ହେବାରୁ ରକ୍ଷା କରିଥାଏ ଏହି ଜୁସ୍‌, ପ୍ରତିଦିନ ପିଇଲେ ମିଳିଥାଏ ଅନେକ ଫାଇଦା

ଧନିଆ ପତ୍ରର ସେବନ ଶରୀର ପାଇଁ ଅନେକ ଲାଭଦାୟକ । ଏଥିରେ ଥିବା ଆମିନୋ ଏସିଡ଼୍‍, ଆଣ୍ଟିଅକ୍ସିଡ଼ାଣ୍ଟ, ଏନ୍‌ଜାଇମ୍‌ ମିନେରାଲ୍ସ, ପୋଟାସିୟମ, ସୋଡ଼ିୟମ ଇତ୍ୟାଦି ଭିଟାମିନ୍‌ ଥିବାରୁ ଏହାର ସେବନ

ଫିଲ୍ମର ଗୋଟେ ଦୃଶ୍ୟ କରିବା ପାଇଁ କନିଷ୍ଠ କଳାକାରଙ୍କୁ ୫ ଥର ହାତ ଧୋଇବା ପାଇଁ କହିଥିଲେ ନେହା ଧୁପିଆ

ମୁମ୍ବାଇ : ଗର୍ଭବତୀ ଥିବା ଖବରକୁ ନେଇ ଏବେ ଚର୍ଚ୍ଚାରେ ନେହା ଧୁପିଆ । କିଛି ଦିନ ତଳେ ହାଠାତ୍‌ ବିବାହ କରିବାକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ

ଏସୀୟ କ୍ରୀଡ଼ା: ନୀନା ବରକଲଙ୍କୁ ରୌପ୍ୟ ପଦକ, ୮ ସ୍ୱର୍ଣ୍ଣ ସମେତ ଭାରତ ପଦକ ସଂଖ୍ୟା ପହଞ୍ଚିଲା ୪୧

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ସୋମବାର ଭାରତର ନୀନା ବରକଲଙ୍କୁ ଲମ୍ବଡିଅାଁରେ ରୌପ୍ୟ ପଦକ ମିଳିଛି। କେରଳର ଝିଅ ନୀନା ଏସୀୟ କ୍ରୀଡ଼ାର ନବମ

ଡେରାଡୁନରୁ ଦିଲ୍ଲୀ ପହଞ୍ଚିଲା ଦେଶର ପ୍ରଥମ ଜୈବିକ ଇନ୍ଧନରେ ଉଡିପାରୁଥିବା ବିମାନ

ନୂଆଦିଲ୍ଲୀ: ଦେଶର ବିମାନ ଚଳାଚଳ କ୍ଷେତ୍ରରେ ନୂଆଁ କ୍ରାନ୍ତିର ଆରମ୍ଭ ହୋଇଛି | ସୋମବାର ପ୍ରଥମ ଥର ପାଇଁ ଜୈବିକ ଇନ୍ଧନରେ ଉଡିପାରୁଥିବା ଉଡାଜାହାଜ ଡେରାଡୁନରୁ ଦିଲ୍ଲୀ ପହଞ୍ଚିଛି |

ଦକ୍ଷିଣ ଓଡିଶା ବିକାଶ ପରିଷଦ ଆନୁକୂଲ୍ୟରେ ଶ୍ୟାମଳାୟୀ ଛକରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ: ଶନିବାର ହିଞ୍ଜିଳିକାଟୁ ନିକଟ ମା ଶ୍ୟାମଳାୟୀ ଛକଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ଆଖପାଖ ଅଞ୍ଚଳର 486 ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ

ରାଶିଫଳ

ମେଷ: ବ୍ୟୟ ଅଧିକ ହୋଇପାରେ। ମିଠା କଥା କହି ଲୋକଙ୍କୁ ଭୁଲାଇ ନିଜର କରିବାକୁ ଚେଷ୍ଟା କରିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ। ଭ୍ରାତୃଭାବ

ରାଜ୍ୟର ଆର୍ଥିକ ବ୍ୟବସ୍ତାକୁ ସୁଧାରିବା ପାଇଁ ବମ୍ବେୟ ଷ୍ଟକ ଏକ୍ସଚେଞ୍ଜରେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ 2500କୋଟି ଟଙ୍କାର ଅମରାବତୀ ଉନୟନ ବଣ୍ଡ 2018 ର ଶୁଭାରମ୍ଭ କରି ମୁମ୍ବାଇରେ ଆଜିସକାଳେ ବମ୍ବେୟ ଷ୍ଟକ ଏକ୍ସଚେଞ୍ଜ ଏମ.ଡି. ଆଶିଷ ଚହୁଵାନ ସହ

ମଧୁବାବୁଙ୍କ ଓକିଲାତି ଅନୁକରଣର ଆବଶ୍ୟକତା ରହିଛି

ଏମ୍‌ଏସ୍‌ ଲ’ କଲେଜରେ ପ୍ରଥମ ‘ମଧୁସୂଦନ ଦାସ ସ୍ମାରକୀ ବକ୍ତତା’ କଟକ : ସମାଜରେ ଓକିଲଙ୍କ ଭୂମକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ସେମାନଙ୍କ ଭୂମିକାର ସୁଦୂରପ୍ରସାରୀ ପ୍ରଭାବ ମଧ୍ୟ ରହିଛି। ସେମାନଙ୍କ

RSS ମୁଖ୍ୟ ମୋହନ ଭାଗବତ ମୁମ୍ବାଇ ରେ ଉଦ୍ବୁଦ୍ଧନ ଦେଇ ରାଜ ଧର୍ମ ଉପରେ ପ୍ରଶ୍ନ କରିଛନ୍ତି ସାଥିରେ ଥିଲେ ଟା ଟା କମ୍ପାନୀ ର ମୁଖ୍ୟ ରତ୍ନ ଟାଟା. ସେ ପ୍ରଶ୍ନ କରିଥିଲେ ଯେଉଁ ମାନେ ପାୱାର କୁ ଆସୁଛନ୍ତି ଅର୍ଥାତ ସରକାର ରେ ରହନ୍ତି ସେମାନେ ରାଜଧର୍ମ କଣ ବୁଝିବା ଉଚିତ. ରାଜଧର୍ମ କହିଲେ ବ୍ୟବସାୟ ନୁହେ ଲୋକଙ୍କୁ ସେବା କରିବା ହେଲା ରାଜଧର୍ମ

ପ୍ରଖ୍ୟାତ ଅଭିନେତ୍ରୀ ପ୍ରିୟା ପ୍ରକାଶ କେରଳ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି କେରଳର ପ୍ରସିଦ୍ଧ ଉତ୍ସବ ଓ ନାମ ଉପଲକ୍ଷେ ପ୍ରିୟା ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପାଇଁ ସାହାଯ୍ୟ କରିଛନ୍ତି

କେଶ ଝଡ଼ୁଥିଲେ ଏହି ସବୁ ଖାଦ୍ୟ ଓ ପାନୀୟ ଗ୍ରହଣ କରନ୍ତୁ

ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ମୁଖ୍ୟତଃ ଅତ୍ୟାଧିକ ପ୍ରଦୂଷଣ, ହର୍‌ମୋନ୍‌ ପରିବର୍ତ୍ତନ, କିମ୍ବା ଭିଟାମିନ୍‌ ଅଭାବରୁ କେଶ ଝଡ଼ିଥାଏ। ଶରୀରର ଆଉ କିଛି ସମସ୍ୟା ହେଲେ ଯେତିକି

ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ଅସଙ୍ଗତି : ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଆର୍ଥିକ ମାନଦଣ୍ଡକୁ ଚାଲେଞ୍ଜ

କଟକ : ଅଣସଂରକ୍ଷିତ ସାଧାରଣ ବର୍ଗର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ କଲେଜ ପଢା ସମୟରେ ମିଳୁଥିବା ବୃତ୍ତି(ପୋଷ୍ଟ ମାଟ୍ରିକ ସ୍କଲାରସିପ) ପ୍ରସଂଗରେ ଅବହେଳା କରାଯାଉଛି ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ

ପ୍ରଧାନମନ୍ତ୍ରୀ କହିଲେ-ଭାରତୀୟ ରାଜନୈତିକ ସଂସ୍କୃତିରେ ଅଟଳଜୀ ଅସାଧାରଣ ଓ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି

ନୂଆଦିଲ୍ଲୀ: ‘ମନ୍‌କି ବାତ୍‌’ର ୪୭ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭାରତୀୟ ରାଜନୈତିକ ସଂସ୍କୃତିରେ ଅଟଳଜୀ ଅତି ଅସାଧାରଣ ଓ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି ପ୍ରଥମେ ରକ୍ଷାବନ୍ଧନ ଓ ସଂସ୍କୃତ

କୋର୍ଟ ରାୟ ପରେ ଜେକେ କାଗଜକଳ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଜୋର ଧରିଲା

ରାୟଗଡା: ଜେକେ କାଗଜକଳ ଠିକା କର୍ମଚାରୀଙ୍କର ୧୪ ଦଫା ଦାବିରେ ଚାଲିଥିବା ଧର୍ମଘଟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ହେଲେ ଏହାକୁ ନେଇ କୋର୍ଟଙ୍କ ରାୟ ପରେ ଆନ୍ଦୋଳନ