Category: Crime

ରାୟଗଡାରେ ଏକ ବନ୍ଦ ଦୋକାନ ଉପରେ ଗୁଳି ମାଡ଼:ଲୋକେ ଆତଙ୍କିତ…

ରାୟଗଡା (ସମୃଦ୍ଧ ଓଡିଶା ) ରାୟଗଡ଼ା ସହର ସ୍ଥିତ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ରେକମେଣ୍ଡେ ଡ୍ରେସ ଦୋକାନ ଉପରକୁ ଗୁଳି ମାଡ଼ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ଦୋକାନର

କୋଦଳାରେ ଏକ ବ୍ୟବସାୟୀକୁ ଅତି ବିଭତ୍ସ ଭାବେ ଗୁଳିକରି ହତ୍ୟା ଅଭିଯୋଗ …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି ବୋଲି ଖବର ମିଳିଛି  । କୋଦଳା ଥାନା ଅନ୍ତର୍ଗତ କେ.

ଜଣେ ମହିଳାଙ୍କ ଠାରୁ ୨୨ ହଜାର ଟଙ୍କା ଠକି ନେଇ ଦୁର୍ବୁତ୍ତ ଚମ୍ପଟ …

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ମେନ ବଜାର ନିକଟ ଆନ୍ଧ୍ରା ବ୍ୟାଙ୍କ ଭିତରେ ଏକ ମହିଳା ପୁତି ଗୋପାଳପୁର ଟି.କାମେଶ୍ୱରୀ  ରାଓ ନିଜ ଏକାଉଣ୍ଟରୁ ୪୯ ହଜାର ଟଙ୍କା ଉଠାଇ କାଉଣ୍ଟର ପାଖରେ

ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଶଶୁର ଗିରଫ ଆହୁରି ଗିରଫ ହେବେ …

ଛତ୍ରପୁର (ସମୃଦ୍ଧ ଓଡିଶା) ଆର୍ଯ୍ୟପାଲ୍ଲୀ ମେରାଇନ ଥାନା ବଡଆର୍ଯ୍ୟପଲ୍ଲୀ ଗାଁର ପି. ରାମାୟାଙ୍କ ସ୍ତ୍ରୀ ପି. କାଲାମ୍ମା ରବିବାର ସଂଧ୍ୟାରେ ପୋଡି ହୋଇଯାଇଥିଲେ । ତାଙ୍କୁ ପ୍ରଥମେ ଛତ୍ରପୁର ଓ

ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ୫ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଘଟି ୫ଜଣ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନୂଆ

ବୁଗୁଡ଼ାରେ ଓକିଲଙ୍କୁ ପୋଲିସର ମାଡ଼ ମାରିବା ଘଟଣାକୁ ନେଇ ଗଞ୍ଜାମଜିଲ୍ଲାରେ ହଇଚଇ …

ଛତ୍ରପୁର(ସମୃଦ୍ଧ ଓଡିଶା)ବୁଗୁଡାରେ ଜଣେ ଆଇନଜୀବିଙ୍କୁ ମାଡ ମାରିଲା ପୋଲିସ । ଏକ ବିବାଦୀୟ ରାସ୍ତାକୁ ନେଇ ବୁଗୁଡା ଥାନାରେ ଆଲୋଚନା ଚାଲିଥିଲା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା  ।

ବିଡ଼ିଏ କିରାଣୀ ଵାଣିଶ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଟଙ୍କା ଜବତ ଓ ସେ ଗିରଫ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଘରର ନକସା ଅନୁମୋଦନ ଫାଇଲ୍ ପ୍ରୋସେସିଂ ପାଇଁ ୧୨ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡି ବ୍ରହ୍ମପୁର ଉନ୍ନୟନ ସଂସ୍ଥା (ବିଡ଼ିଏ)ର ଡ଼ିଲିଙ୍ଗ୍ କିରାଣୀ ସି.ଏଚ୍

ଜଳେଶ୍ୱର ବ୍ରାଉନ ସୁଗରର ପେଣ୍ଠସ୍ଥଳୀ:ବ୍ରାଉନ ସୁଗର ଜବତ ୧ ଗିରଫ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡେଶ୍ୱର ଗ୍ରାମର ସେକ ସମର ତୁଲ୍ଲା (ବୟସ ୫୨ବର୍ଷ)ଙ୍କ ଘରେ ଆଜି ସକାଳେ ୩ ଘଣ୍ଟିକା ସମୟରେ ଅବକାରୀ କମିଶନର ଦେବେନ୍ଦ୍ର

ବାପୁଜୀ ନଗର ଷ୍ଟେଟ୍‌ ବ୍ୟାଙ୍କରେ ଅଗ୍ନିକାଣ୍ଡ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀର ବ୍ୟସ୍ତ ବହୁଳ ସ୍ଥାନ ବାପୁଜୀ ନଗରରେ ଭୟାବହ ଅଗ୍ନିକାଣ୍ଡ । ବାପୁଜୀ ନଗର ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଠ ଘଟିଛି ।

ଫୁଲବାଣୀ ପୋଲିସର ଏନକାଉଣ୍ଟର:ଗଞ୍ଜେଇ ମାଫିଆ ମୁନା ଦିଗାଲ ଗୁରୁତର…

ଫୁଲବାଣୀ (ସମୃଦ୍ଧ ଓଡିଶା) ଫୁଲବାଣୀ ପୋଲିସ ଏନକାଉଣ୍ଟରରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଗୁରୁତର । ମୁନା ଦିଗାଲର ହାତ ଓ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା

୬୧ଲକ୍ଷ ଟଙ୍କା ମୂଲ୍ୟର ହାକିଂ ସଫ୍ଟୱେର ସହ ବହୁ ଇ-ଟିକଟ ଜବତ:୨ ଗିରଫ

ଜଳେଶ୍ୱର(ସମୃଦ୍ଧ ଓଡିଶା ) ଦୀର୍ଘ ଦିନରୁ ବେଆଇନ ଭାବେ ରେଲୱେ ସଫ୍ଟୱେରକୁ ହାକ କରି ଇ-ଟିକଟ ବିକ୍ରୀ କରୁଥିବା ଅନ୍ତରାଜ୍ୟ ଗୋଷ୍ଠୀଙ୍କୁ ରେଳ କ୍ରାଇମବ୍ରାଂଚ ତରଫରୁ ଚଢାଉ କରି ଗିରଫ କରିବା

ଜଳେଶ୍ୱରରେ ପିଲାଚୋର ଧରାପଡି ଛେଂଚା ଖାଇବା ପରେ ପୋଲିସ ହାତରେ ଦେଇଥିଲେ ଲୋକେ…

ଜଳେଶ୍ୱର(ସମୃଦ୍ଧ ଓଡିଶା) ଜଳେଶ୍ୱରରେ ପିଲାଚୋର ଧରାପଡି ଛେଂଚା ଖାଇବା ପରେ ପୋଲିସ ହାତରେ ପଡିଲା । ଜଳେଶ୍ୱର ବ୍ଲକ ବଳରାମପୁର ଗ୍ରାମର କରୁଣା କର ସେଠୀଙ୍କ ଘରେ ପରିବାର ଲୋକେ

ପୋଲସରା ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ କଂଗ୍ରେସ ନେତା : ଦାବି କଲେ ୧୦ ଲକ୍ଷ ଓ ମାଗଣା ଚିକିତ୍ସା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୋଲସରା ବ୍ଲକର ଧୋୟାକଣା ଗାଁରେ ଚୋରି କରିବାକୁ ଯାଇ ନାବାଳିକାକୁ ଦୁଷ୍କର୍ମ କରିବା ପରେ ପୀଡିତା ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସିତ ହେଉଛି । ପୋଲସରା ବିଧାୟକ ଶ୍ରୀକାନ୍ତ

ଅଜଣା ବ୍ୟକ୍ତିର ଶବ ଉଦ୍ଧାର:ଦମକଳ ବାହିନୀ ଓ ପୋଲିସ ପୋଖରୀରୁ ଉଦ୍ଧାର କଲେ ମୃତଦେହ

ଛତ୍ରପୁର(ସମୃଦ୍ଧ ଓଡିଶା)ରମ୍ଭାଥାନା ଅଧିନସ୍ଥ କଳାଜମୁନା ଗ୍ରାମ ନିକଟରେ ଥିବା ଗଡ ହୁମ୍ମାର ଜୋକବନ୍ଧରେ ଭାସୁଥିବା ଏକ ମୃତଶରୀରକୁ ଦମକଳ ବାହିନୀର ସହାୟତାରେ ରମ୍ଭା ପୋଲିସ ଉଦ୍ଧାର କରିଛି । ଆଜି ସକାଳେ

ପୋଲସରାରେ ଲଜ୍ୟା:ଘରେ ପଶି ଚୋରି ପରେ ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ-ପୀଡିତା ବ୍ରହ୍ମପୁର ବଡ଼ମେଡିକାଲରେ…ବିଧାୟକଙ୍କ ସମବେଦନା

ଛତ୍ରପୁର(ସମୃଦ୍ଧ ଓଡିଶା): ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ଅନ୍ତର୍ଗତ ବାଲିସାହି ଫାଣ୍ଡି ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟିଛିି। ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତମାନେ ଚୋରି କରିବା

ରାୟଗଡ଼ା ପୋଲିସ ଦ୍ୱାରା ୧୫ଟନ୍ ମାଙ୍ଗାନିଜ ଜବତ:୫ଗିରଫ

ରାୟଗଡା(ସମୃଦ୍ଧ ଓଡିଶା): ରାୟଗଡା ସ୍ଥିତ କୁମ୍ବିକୋଟା ଠାରେ ଯାନବାହନ ଯାଞ୍ଚ ସମୟରେ ଏକ ହାଇବା ଗାଡିର ସଠିକ କାଗଜପତ୍ର ନଥିବା ବେଳେ ସନ୍ଦେହ କରି କୁମ୍ବିକୋଟା ଫାଣ୍ଡି ଅଧିକାରୀ ରଶ୍ମି

୪ ବନ୍ଧୁକ ବେପାରୀ ଗିରଫ, ୫ ବନ୍ଧୁକ, ୧୩ ଜୀବନ୍ତ ଗୁଳି ଜବତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା):- ରାଜଧାନୀରେ ବାରମ୍ବାର ଗୁଳି ଫୁଟିଲା ପରେ କମିଶନରେଟ ପୋଲିସ ବନ୍ଧୁକ ବେପାରୀଙ୍କୁ  ଧରିବା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି। ସୋମବାର ବିଳମ୍ବିତ ରାତିରେ ସ୍ପେଶାଲ ସ୍କ୍ବାଡ୍‌

ଫୋନ୍‌ରେ ପଞ୍ଜାବରୁ କେନ୍ଦ୍ରାପଡ଼ାସ୍ତ୍ରୀଙ୍କୁ ତିନ୍‌ ତଲାକ ଦେଲେ ସ୍ୱାମୀ…

କେନ୍ଦ୍ରାପଡ଼ା: ମଧ୍ୟପ୍ରଦେଶ ପରେ ଓଡ଼ିଶାରେ ମଧ୍ୟ ‘ତିନ୍‌ ତଲାକ’ ଅଭିଯୋଗ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ବାଲିସାହିର ତକ୍‌ସୀମା ଖାତୁନଙ୍କୁ ତାଙ୍କ ସ୍ୱାମୀ ପଞ୍ଜାବରୁ ଫୋନ୍‌ ଯୋଗେ ତିନ୍‌

ଚମାଖଣ୍ଡି ଥାନା ଆଗରେ ମହିଳାଙ୍କ ଶବକୁ ରଖି ନ୍ୟାୟ ପାଇଁ ବିକ୍ଷୋଭ କଲେ ଲୋକେ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧିନସ୍ଥ ଆଗ୍ରାହାରାମ ସାହିର ଜଣେ ମହିଳାଙ୍କ ରବିବାର ରାତିରେ ମୃତ୍ୟୁକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଠି ହୋଇଥିଲା । ଏହି

ଚମାଖଣ୍ଡି ଅଞ୍ଚଳରେ ଦୁଇଟି ସ୍ଥାନରେ ଚୋରି : ପାଞ୍ଚ ଗିରଫ ହୋଇ ଜେଲ ଗଲେ ..

ଛତ୍ରପୁର (ନିମାଇଁ ଚରଣ ପଣ୍ଡା )ଗଞ୍ଜାମ ଜିଲ୍ଲାର ପୋଲିସ ପ୍ରଶାସନ ଅଧୀନରେ ଥିବା ଚମାଖଣ୍ଡି ଥାନା ଅଞ୍ଚଳରେ ବ୍ୟାପକ ଚୋରି ଡକାୟତି ଓ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ଏବେ

ରାଜଧାନୀରେ ବୋମାମାଡ଼

ଭୁବନେଶ୍ୱର ( ଆକାଶ ମିଶ୍ର ) – ରାତି ପାହିଲେ ରାଜଧାନୀରେ ଦଶହରା ଉତ୍ସବ ଜମିବ। ଶାନ୍ତିଶୃଙ୍ଖଳାକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି କରାଯାଇଛି। ଜାଗା

ଜୁଆ ଆଡ୍ଡା ଉପରେ ଚମାଖଣ୍ଡି ପୋଲିସର ଚଢ଼ାଉ:୬ ଗିରଫ ଟଙ୍କା ମୋବାଇଲ ଜବତ

ଛତ୍ରପୁର: ଚମାଖଣ୍ଡି  ପୋଲିସ ଗତ ସୋମବାର ରାତିରେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ଉକରି ୩୧ହଜାର ପାଞ୍ଚଶହ ଟଙ୍କା, ୨ଟି ମୋଟର ସାଇକେଲ, ୬ଟି ମୋବାଇଲ ଜବତ କରିବାସହ ୬ଜଣ

ବଧୂ ହତ୍ୟା ମାମଲାରେ ସ୍ୱାମୀ, ଶ୍ୱଶୁର ଗିରଫ

ଛତ୍ରପୁର-ଛତ୍ରପୁର ଥାନା ବଡ଼ମାଧପୁର ଗ୍ରାମରେ ଘଟିଥିବା ଏକ ବଧୂହତ୍ୟା ମାମଲାରେ ଛତ୍ରପୁର ପୋଲିସ ସୋମବାରଦିନ ସ୍ୱାମୀ ଓ ଶ୍ବଶୂରକୁ ଗିରଫ କରିଛି । ମୃତବଧୂ ମିନତୀ ପରିଡାଙ୍କ ସ୍ୱାମୀଙ୍କ ନାଁ ଅଜୟ

ଗଣେଶ ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ରାୟଗଡା (ତୁଷାର ରଞ୍ଜନ ସାହୁ) : ରାୟଗଡା ସହରସ୍ଥିତ ବିଦରଓଲସା ସାହିରେ ଗତ ରବିବାର ଗଣେଶ ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର

ଖୋଲିଲା ସେଲ୍ସମ୍ୟାନ ହତ୍ୟାକାଣ୍ଡର ଗୁମର କଥା ୫ ଗିରଫ: ଲୁଟ ପାଇଁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ !

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ହୋଇଥିବା ମଦ ଦୋକାନ ସେଲ୍ସମ୍ୟାନ ହତ୍ୟାକାଣ୍ଡର ପରଦାଫାସ୍ ହୋଇଛି। ପୂର୍ବ ଶତ୍ରୁତା ନୁହେଁ, ବରଂ ଲୁଟ ପାଇଁ ଘଟିଥିଲା ସେହି ଜଘନ୍ୟ ହତ୍ୟାକାଣ୍ଡ।

ରାୟଗଡା ପୋଲିସ ଜୁଆ ଆଡ୍ଡାରେ ଉପରେ ଛଡାଉ କରି ଦଶ ଜଣକୁ କଲେ ଗିରଫ

ରାୟଗଡ଼ା(ତୁଷାର ରଞ୍ଜନ ସାହୁ) : ରାୟଗଡା ପୁଲିସ ଗତ ରବିବାର ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୦ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ନଗଦ

ଯୌନକେଳେଙ୍କାରୀ ମାମଲାରେ ଫସି ଫେରାର ଥିବା ଫୁଲବାଣୀର ବିଜେଡିର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ, ଜାମିନ ନାମଂଜୁର ହେବାରୁ ଜେଲ ଗଲେ ..

ଫୁଲବାଣୀ : ଯୌନକେଳେଙ୍କାରୀ ମାମଲାରେ ଫସି ଫେରାର ଥିବା ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆଜି ଗିରଫ କରାଯାଇଛି। ତାଙ୍କୁ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଇଚ୍ଛାପୁରମରୁ

ଚାଳିଶି ହଜାର ଟଙ୍କାର ଶାଳ କାଠ ଜବତକଲା ଉତ୍ତରାଞ୍ଚଳ ବନବିଭାଗ : ୨ଗିରଫ

ଭବାନୀପାଟଣା(ପ୍ରଫୁଲ୍ଲ କୁମାର ପଢି ) ଶନିବାର ସନ୍ଧ୍ୟାରେ ନର୍ଲା ରୋଡରେ ଏକ ପିକ ଅପ ଭ୍ୟାନରେ ଚାଲାଣ ହେଉଥିବ ଅତି ମୂଲ୍ୟବାନ ଶାଳ କାଠ ଜବତ ହୋଇଛି ।  60 ଖଣ୍ଡ ଶାଳ କାଠ

ଗୁଣିଗାରେଡି ସନ୍ଦେହରେ କରିଥିଲେ ହତ୍ୟା:ତିନି ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ରାୟଗଡା(ତୁଷାର ରଞ୍ଜନ ସାହୁ )ଗତ ୨୯ ତାରିଖରେ ରାୟଗଡ଼ା ଥାନା ଅନ୍ତର୍ଗତ ରାଇକୋଣା ଗ୍ରାମରେ ଘଟିଥିଲା ଏକ ଅଭାବନୀୟ ଘଟଣ।।ଡୁମାପାଇ ଗ୍ରାମର ମୁକୁନା ମାଣ୍ଡାଙ୍ଗି(୪୫)କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା। ଯାହାର

ନିୟମ ଭାଙ୍ଗିଲେ ବି ରାତିରେ ଅଟକାଇ ପାରିବେନି କୌଣସି ବି ପୁଲିସ୍‌ ! ଜାଣନ୍ତୁ କଣ ରହିଛି ଚାଳକଙ୍କ ଅଧିକାର..

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅନେକ ସମୟରେ ଗାଡି ଚେକିଂ ଆଳରେ ପୁଲିସକର୍ମୀମାନେ ଗାଡି ରୋକିବାକୁ ବହୁ ପ୍ରକାରର ଚେଷ୍ଟା କରୁଛନ୍ତି । ଏପରିକି ଦେଖିବାକୁ ମିଳୁଛି ଯେ, ଗାଡି ଚେକିଂ