Author: ସମୃଦ୍ଧ ଓଡିଶା

ହାଇକୋର୍ଟ ବେଞ୍ଚ ଦାବି : ଦ୍ୱିତୀୟ ଦିନରେ କାର୍ଯ୍ୟବନ୍ଦ

କେନ୍ଦ୍ର ଅଡିନାନ୍ସ ଜାରି କରିବକୁ ଦାବି ଜୋର୍ଧରିଲା ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ପୁଣି ବୁଧବାର ଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ

କ୍ରୀଡ଼ାକୁ ପ୍ରାଧାନ୍ୟ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଗତ ଏକ ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରକୁ ବିଶେଷ ପ୍ରାଧାନ୍ୟ ଦେଇ ଆସିଛନ୍ତି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜକ ଭାବେ ଓଡ଼ିଶା

ରଶିଫଳ

ମେଷ: ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟାଇ ପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ସମ୍ମାନିତ ହେବେ। କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି। ବୃଷ:

ପ୍ରିୟ

ତମ ପାଇଁ କରିନି ପ୍ରିୟ ସିନା ଓଷାବ୍ରତ ତମ ପାଇଁ ବାନ୍ଧିନାହିଁ ମନ୍ଦିରରେ ନେତ କି ବଟ ବୃକ୍ଷ ତଳେ ମନାସିନୀ , ବାନ୍ଧିନାହିଁ ମାଟିର ଖପରା ସଞ୍ଜ ଦୀପାଳୀ

ହନୁମାନଙ୍କ ଫଟୋ ଲଗାଇବାର ଶୁଭ ଫଳ

ଘରର ବାସ୍ତୁ ଦୋଷ ଦୂର କରିବା ନିମନ୍ତେ ବ୍ୟକ୍ତିମାନେ ଅନେକ ଉପାୟ କରିଥାନ୍ତି। ବ୍ୟକ୍ତିମାନେ ନିଜ ଘରେ କିମ୍ବା ମନ୍ଦିରରେ ପ୍ରଭୁ ହନୁମାନଙ୍କ ଫଟୋ ଓ ମୂର୍ତ୍ତି ମଧ୍ୟ ରଖିଥାନ୍ତି।

ସାବଧାନ ! ଭାତ ବି ହୋଇପାରେ କର୍କଟ ରୋଗର କାରଣ

ଭାରତୀୟଙ୍କ ଖାଦ୍ୟରେ ଭାତ ପ୍ରମୁଖ ସ୍ଥାନରେ ରହିଛି। ବିଭିନ୍ନ ପ୍ରାନ୍ତରେ ଭିନ୍ନଭିନ୍ନ ସୁଆଦର ଭାତ ରନ୍ଧା ଯାଇଥାଏ। ସର୍ବେକ୍ଷଣରୁ ଜଣାପଡ଼ିଛି, ପ୍ରାୟ ୮୧% ଭାରତୀୟ ପରିବାରରେ ଦୈନିକ ୨ ଓଳି

ଆଇଆଇସି ସଞ୍ଜୀବ ମହାନ୍ତି ଜେଲ୍‍ରେ : ପୁଲିସ ଡିଜି ଆଜି ନିଲମ୍ବନ କଲେ

ଆଇଆଇସି ସଞ୍ଜୀବ ମହାନ୍ତିଙ୍କ ସ୍ଥାନରେ ବିଶ୍ୱରଞ୍ଜନ ସାହୁ ଯଏନ କଲେ ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଜଟଣୀ ଥାନାର ପୂର୍ବତନ ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ରାଜ୍ୟ ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ

ଝଡ଼ ତୋଫାନ୍‌ ସାଙ୍ଗକୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ସତର୍କ ସୂଚନା ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି।

ସାଂଘାତିକ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

ସମ୍ବଲପୁର : ଘଣ୍ଟା ଘଣ୍ଟା ଧରି ସାଂଘାତିକ ବର୍ଷା ବରଗଡ଼ ସହରବାସୀଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଦିନ ତମାମ ପାଗ ଶୁଖିଲା ରହିଥିଲା। ମେଘ ଭାସୁଥିଲେ ହେଁ ବର୍ଷା ନଥିଲା।

ଅନୁଭବ-ଶୀତଲଙ୍କ ଯୋଡ଼ି କେବେ ହେବ ?

ଭୁବନେଶ୍ୱର : ଅନୁଭବଙ୍କ ବିପକ୍ଷରେ କେତେକ ସିନେମାରେ ବର୍ଷା ପି୍ରୟଦର୍ଶିନୀ, ଅର୍ଚ୍ଚିତା, ଏଲିନା, ଝିଲିକ୍‌ , ରୀୟା,ଭୂମିକା ଓ ଶୀତଲ୍‌ ପ୍ରମୁଖ ନାୟିକାମାନେ କାମ କରିଛନ୍ତି।ଏମାନଙ୍କ ମଧ୍ୟରୁ ପ୍ରଥମ ଚାରି

ସକାଳୁ ଉଠିବା ବେଳେ କିଛି ଯନ୍ତ୍ରଣା ଅନୁଭବ କଲେ ଆପଣାନ୍ତୁ ଏହି ସବୁ ଉପାୟ

ଆଜିକାଲି ଟେକ୍‌ନୋଲୋଜି ଯୁଗରେ ସକାଳୁ ଉଠିବା ଏକ ପ୍ରକାରର ଥୟ ହୋଇଗଲାଣି। ମୋବାଇଲ୍‌, କମ୍ପୁଟର୍‌ ସାମ୍ନାରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚେଇଁ ରହି ଲୋକେ ସକାଳୁ ଉଠିବା ଏକ ପ୍ରକାରର

ଚଳିତ ମାସ ସୁଦ୍ଧା ସରିବ ହିଞ୍ଜିଳିକାଟୁ ନିର୍ବାଚନୀ ମାମଲା ଶୁଣାଣି ପ୍ରକ୍ରିୟା…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଚଳିତ ମାସ ଶେଷ ସୁଦ୍ଧା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିରୋଧରେ ଚାଲିଥିବା ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାର ଶୁଣାଣି ପ୍ରକ୍ରିୟା ଶେଷ

ହକି ରୌପ୍ୟ ପଦକ ଜିତିଥିବା ଚାରି ଖେଳାଳି ଙ୍କୁ ସମ୍ବର୍ଧନା

ରାଉରକେଲା : ଜାକର୍ତ୍ତାରେ ଭାରତୀୟ ମହିଳା ହକି ଦଳ ରୌପ୍ୟପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବାବେଳେ ଏହି ଦଳର ୪ ସଦସ୍ୟା ତଥା ସୁନ୍ଦରଗଡ଼ ମାଟିର ଝିଅ ଲିଲିମା

କଂଗ୍ରେସ ହେଉଛି ମୋର ବଡ଼ ଶତ୍ରୁ ; ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌

ନୂଆଦିଲ୍ଲୀ: ବିଧାନସଭାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଭଙ୍ଗ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିବା ପରେ ଏବେ ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସୁପ୍ରିମୋ

ରାଶିଫଳ

ମେଷ: ଆଜି ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ପଇସା ରୋଜଗାର ପାଇଁ ଦିମାକରେ ନୂଆ ବିଚାର ଆସିବ। ସନ୍ତାନଙ୍କ ଉନ୍ନତିରେ

କାମଚଳା ମୁଖ୍ୟମନ୍ତ୍ରୀଭାବେ ରହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି. ଆର.

ହାଇଦ୍ରାବାଦ :ତେଲେଙ୍ଗନା ବିଧାନସଭା ଭାଙ୍ଗିଲା ଆଉ ଦଶ ମାସ ରହିଥିଲା କାର୍ଯ୍ୟକାଳ ସାରିବାକୁ . ବିଧାନସଭା ରେ ଗୃହୀତପରସ୍ତଵ କୁ ଧରି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଆଜି

ପୁଲିସ୍‌ ଡିଜିଙ୍କ ଘରେ ସିବିଆଇ ଚଢ଼ଉ

ଚେନ୍ନାଇ: ବହୁ ଚର୍ଚ୍ଚିତ ତାମିଲନାଡୁ ଗୁଟ୍‌ଖା ସ୍କାମ୍‌ ମାମଲାରେ ଆଜି ଧରପଗଡ଼ ଆରମ୍ଭ କରିଛି ସିବିଆଇ। ଏହି କୋଟି କୋଟି ଟଙ୍କା ଦୁର୍ନୀତିର ଖିଅକୁ ଧରିବା ପାଇଁ ସିବିଆଇ ପକ୍ଷରୁ

ଭିଜିଲାନ୍ସ ହାତରେ ଦୁଇ ସରକାରୀ ଅଧିକାରୀ

ଭବାନୀପାଟଣା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ଘରେ ଭିଜିଲାନ୍ସଙ୍କ ଚଢାଉ କରିଛି। ଏମ ରାମପୁରର ମୃତ୍ତିକା ସଂରକ୍ଷଣ ଅଧିକାରୀ ପୀତବାସ ମହାକୁଡ। ଭିଜିଲାନ୍ସ ଅଧିକାରୀମାନେ

ଏସୀୟ କ୍ରୀଡା ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ନୂଆଦିଲ୍ଲୀ : ଅଷ୍ଟାଦଶ ଏସୀୟ କ୍ରୀଡାର ପଦକ ବିଜୟୀ କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ବାସ ଭବନଠାରେ ଭାବ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ପଦକ

ଶିକ୍ଷକଙ୍କ ଦାବି, ତେଲ ତାତିରେ କମ୍ପିଲା ବିଧାନସଭା

ଭୁବନେଶ୍ୱର: ତୈଳଦର ବୃଦ୍ଧି ଏବଂ ଶିକ୍ଷକଙ୍କ ପ୍ରାପ୍ୟକୁ ନେଇ ବୁଧବାର ବିଧାନସଭା କମ୍ପିଥିଲା। ଅଧିବେଶନର ଦ୍ୱିତୀୟ ଦିବସରେ ତେଲ ଦରବୃଦ୍ଧିକୁ ନେଇ କଂଗ୍ରେସ ଏବଂ ଶିକ୍ଷକଙ୍କ ଦାବିକୁ ନେଇ ବିିଜେପି

ଗୁରୁ ଶିଷ୍ୟ ସମ୍ପର୍କ ଉପରେ ଆଧାରିତ କିଛି ସିନେମା

ମୁମ୍ବଇ : ସେପ୍ଟେମ୍ବର ୫ତାରିଖ ଗୁରୁମାନଙ୍କ ପାଇଁ ଏକ ପ୍ରବିତ୍ର ଦିନଟିଏ। ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ

ଓଡ଼ିଶାରେ ହେବ ଆଗୁଆ ନିର୍ବାଚନ!

ଦେଶରେ ଏକକ ଏବଂ ଆଗୁଆ ନିର୍ବାଚନ କରିବାକୁ ବିଜେପି ଜୋର୍‌ ଦେଇ ଆସୁଛି। ଏନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି। ହେଲେ ଆଗୁଆ ନିର୍ବାଚନ ସମ୍ପର୍କରେ ନିର୍ବାଚନ