Day: 11 November 2020

ବିଶ୍ୱ ଶିକ୍ଷା ଦିବସରେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ଶିକ୍ଷା ଦିବସ ଅବସରରେ ହିନ୍ଦୋଳ ବ୍ଲକ ପାରିକୁଳ କନିଷ୍ଠ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କୁ ଢେଙ୍କାନାଳ ସଚେତନ

ଝାଡପିମ୍ପଳ ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ : ଥାନାରେ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଶ୍ଚିମବାର୍ଡ ସେକ୍ଟରର ଝାଡପିମ୍ପଳ-୨ ଅଙ୍ଗନୱାଡି କେନ୍ଦ୍ରରେ ଗତ ୯ ତାରିଖ ରାତିରେ ବିଭିନ୍ନ ଆସବାପତ୍ର ଚୋରୀ ହୋଇଥିବାର ୧୦ତାରିଖରେ ଅଙ୍ଗନୱାଡି କର୍ମୀ

ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରତ୍ସୋହନ ଯୋଗାଏ, ଅଧିକ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ ପାଏ ବୋଲି ଆଜି ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ଏହାର ମୁଖ୍ୟ ପ୍ରଶାନ୍ତ

ରାଇବଣିଆ ଅଞ୍ଚଳରେ ଦେଶୀ ବିଦେଶର ମଦ ବିକ୍ରି ବନ୍ଦ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନସ୍ଥ ରାଇବଣିଆ ଥାନାର ରାଇବଣିଆଠାରେ ଏକ ସରକାରୀ ମଦଦୋକାନ ଥିଲା ବେଳେ କାଳିକ, ରାଇବଣିଆ, ସର୍ଦ୍ଦାରବନ୍ଧ, ଓଲମରା, ମାକିଡିଆ, ଖୁଦିଆମାଝିସାହି, ଦକ୍ଷିଣ ପ୍ରହରାଜପୁର,

ସୁବର୍ଣ୍ଣରେଖା ପାଣିମିଶା ବାଲି ପରିବହନକୁ ନେଇ ଅଚଳାବସ୍ଥା-ଦୀର୍ଘ ସମୟ ଯାନ ଚଳାଚଳ ବନ୍ଦ : ଆଲୋଚନା ପରେ ହେଲା ସମାଧାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ବାଲି ସୌରାତ ଗୁଡିକରୁ ଉତ୍ତଳନ ହେଉଥିବା ବାଲିରେ ପାଣି ମିୀଶି ରହୁଥିବାରୁ ରାସ୍ତାରେ ଗଲାବେଳେ ପାଣିମିଶା ବାଲି ରାସ୍ତାରେ ପଡି ଯାନ ଯାତାୟାତରେ ବ୍ୟାଘାତ

କୋଭିଦ୍ କଟକଣାରେ ମାଇକ୍‌, ଲାଇଟ୍‌, ଟେଣ୍ଟ, ମୋଲିଡି ମାଲିକ ଓ କଳାକାର ଅତିଷ୍ଠ-ଜୀବନ ଜିବିକା ଲାଗି ସରକାରୀ ପ୍ରତ୍ସାହନ ଜରୁରୀ : ତହସିଲରେ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୮ ମାସ ଧରି କୋଭିଦ୍‌୧୯ କଟକଣା ଯୋଗୁଁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ପାରୁନଥିବାରୁ ମାଲିକ ଓ କଳାକାର ମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି

୬୦୦ କେଜି ମାଧବୀ ଚେର ସହ ୪୦୭ ମିନିଟ୍ରକ ଜବତ : ଜଣେ ଗିରଫ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବନାଞ୍ଚଳ, ବାଲିପଦର ସେକସନ ଅନ୍ତର୍ଗତ କଳମ୍ବ ନିକଟରେ ଓଆର ୦୭ ଡ଼ି ୧୬୮୨ ନମ୍ବର ୪୦୭ ମିନିଟ୍ରକରେ ପ୍ରାୟ ୬୦୦ କିଲୋ ଔଷଧିୟ ମାଧବୀ