ସ୍ମୃତିରଂଜନ ଲେଙ୍କାଙ୍କୁ ଅଖିଳ ଭାରତୀୟ ଯୁବ କଂଗ୍ରେସ ଦାୟିତ୍ୱ

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା)ଅଖିଳ ଭାରତ ଯୁବ କଂଗ୍ରେସ (AIYC)ର ରାଷ୍ଟ୍ରୀୟ ସାଧାରଣ ସଂପାଦକ ରୂପେ ନିଯୁକ୍ତ ହେଲେ ଡା ସ୍ମୃ୍ତିରଂଜନ ଲେଙ୍କା I ସେ ଏବେ ଆସାମ ଓ ମେଘାଳୟ ରାଜ୍ୟର ପ୍ରଭାରୀ ଭାବେ କାର୍ଯ୍ୟ କରୁଥିଲେ I ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ମଧ୍ୟ ଅଛନ୍ତି ଡା ସ୍ମୃତିରଂଜନ ଲେଙ୍କା I