ଭୁବନ ବ୍ଲକ ପକ୍ଷରୁ ୫,୯୧,୫୭୨ଟଙ୍କା ଓ ବ୍ଲକ ଅଧ୍ୟକ୍ଷ ପକ୍ଷରୁ ୬୭,୬୮୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉପସ୍ଥିତରେ ଭୁବନ ବ୍ଲକର ୧୮ଟି ପଞ୍ଚାୟତର ଜନସାଧାରଣ ୫ଲକ୍ଷ ୯୧ହଜାର ୫ଶହ ୭୨ଟଙ୍କା ଏବଂ ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ତାଙ୍କର ୨ବର୍ଷର ଦରମା ୬୭ହଜାର ୬ଶହ ୮୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏହାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା