ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ଦିବସ ପାଳନ …

ବିଶାଖାପାଟଣା (ସମୃଦ୍ଧ ଓଡିଶା) ବିଶାଖାପାଟଣା ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ ପାଳନ ହୋଇଯାଇଛି । ଏଥିରେ ପଶ୍ଚିମ ବିଧାୟକ ଭି ଗଣେଶ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ଆଇନ ସହାୟତା ସଂସ୍ଥା ମାନ୍ୟବର ବିଚାରପତି ଜଷ୍ଟିସ ଦାମୋଦର ଗାରୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରକଳ୍ପ ଶ୍ରୀମତୀ ସୁନନ୍ଦା, ଜି ସୀତାରାମନ, ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପର ପୋଗ୍ରାମ ମ୍ୟାନେଜର ତ୍ରିନାଥ ସାହୁ, ଜହନ ଗାରୁ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ତ୍ରିନାଥ ସାହୁ