ଆପୋଲୋ ନଲେଜସିଟି ଉଦ୍ଘାଟନକଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଆଜି ଆପୋଲୋ ମେଡିକାଲକଲେଜ ହସ୍ପିଟାଲରେ ଆପୋଲୋ ନଲେଜସିଟି ପ୍ରୋଜେକଟ କୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଉଦ୍ଘାଟନ କରି ରୋଗୀ ମାନଙ୍କ ପାଇଁ ଏକ ସୁନ୍ଦର ବାତାବରଣ ଓ ସ୍ୱାସ୍ଥ୍ୟକର ବାତାବରଣ ସୃଷ୍ଟି କରିବାସହ ଡ଼କ୍ଟର ଓ ସମସ୍ତ ଜନସାଧାରଣଙ୍କ ସ୍ୱାସ୍ଥୟଜ୍ଞାନକୁ ତ୍ୱରାନ୍ୱିତ କରିବବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ହସ୍ପିଟାଲ ସି.ଏମ.ଡି. ପ୍ରତାପ ଚନ୍ଦ୍ର ରେଡି ଓ ଅନ୍ୟାନ୍ୟ ସ୍ୱସ୍ୱାଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।