Day: 1 July 2020

କଂଗ୍ରେସ ସମ୍ପାଦକ ଭାବେ ଚିନ୍ମୟ ହୋତା ନିଯୁକ୍ତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଖିଳ ଭାରତୀୟ କଂଗ୍ରେସ, ରାଜ୍ୟ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଚିନ୍ମୟ କୁମାର ହୋତାଙ୍କୁ ରାଜ୍ୟ ସୋସିଆଲ ମିଡ଼ିଆର ସମ୍ପାଦକ ରୂପେ ନିଯୁକ୍ତ ମିଳିଥିବା ଜଣାପଡିଛି

୭୧ତମ ବନ ମହୋତ୍ସବ ପାଳିତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ପରିବେଶର ପ୍ରାକୃତିକ ସମ୍ବଳ ଭିତରେ ଗଛ ହିଁ ପ୍ରକୃତିର ରକ୍ଷା କବଚ । ସ୍ତାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାଯ୍ୟକର୍ମରେ ମୁଖ୍ୟ ଅତିଥି

ପ୍ରବାସୀଙ୍କ ପ୍ରତି ସରକାରୀ ଘୋଷଣା ହେଉ କାର୍ଯ୍ୟକାରୀ : କଂଗ୍ରେସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ମହାମାରୀ ଦେଖା ଦେବା ପରେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରବାସୀମାନେ ଘରବାହୁଡା ହୋଇଥିଲେ ମଧ୍ୟ ସେମାନଙ୍କୁ ଘୋଷିତ ୨ହଜାର ଟଙ୍କା ମିଳିନାହିଁ । କେତେକ

ବର୍ତ୍ତମାନ ଶୃଙ୍ଖଳା ଓ ସତର୍କତାର ସମୟ, ବ୍ୟାଙ୍କ ଗୁଡିକ ସକାଳ ୮ରୁ ଦିନ ୨ଟା ପର୍ଯ୍ୟନ୍ତ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ

ଲୋକସଂଖ୍ୟା ଅନୁଯାୟୀ ୫ମ ରାଜ୍ୟ ଓ ୧୫ତମ କେନ୍ଦ୍ର ଅର୍ଥ କମିଶନଙ୍କ ଅନୁଦାନ ହେବ ଖର୍ଚ୍ଚ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ପ୍ରତି ପଞ୍ଚାୟତ ସମିତିକୁ ଲୋକ ସଂଖ୍ୟା ଅନୁଯାୟୀ ୫ମ ରାଜ୍ୟ ଅର୍ଥ କମିଶନ ଓ ୧୫ତମ କେନ୍ଦ୍ର ଅର୍ଥ କମିଶନଙ୍କ ଅନୁଦାନ ଖର୍ଚ୍ଚ ହେବ

ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଡିଜିଟାଲ ଆନ୍ଦୋଳନ ପଞ୍ଚମ ଦିନରେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ ତା୨୬ ରିଖ ଠାରୁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡ଼ାକରାରେ ସାରା ରାଜ୍ୟରେ ଡିଜିଟାଲ ଆନ୍ଦୋଳନ ଜାରି ରହିଛି । ପଞ୍ଚାୟତ ସ୍ତରରୁ

ସୁରଥ ଫେରନ୍ତା ଗରିବ ଶ୍ରମିକଙ୍କ ହୃଦଘାତରେ ମୃତ୍ୟୁ : ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରସାଦ ବ୍ଲକ ଅନ୍ତର୍ଗତ ତାରସିଂ ଗ୍ରାମ ପଞ୍ଚାୟତର ବାରଦଣ୍ଡା ଗ୍ରାମର ସିସୁନାଥ ପ୍ରଧାନଙ୍କ ହଟାତ ହୃଦଘାତରେ ମୃତ୍ୟୁ ବରଣ ହୋଇଛି । ସେ