Category: Health

ଗଞ୍ଜାମଜିଲ୍ଲାର ୧୩ଗୋଟି ଚିକିତ୍ସାଳୟ ୭୭କୋଟି ଟଙ୍କାବ୍ୟୟରେ ହେବ ରୂପାନ୍ତରୀକରଣ…

ଛତ୍ରପୁର(ସମୃଦ୍ଧଓଡିଶା) ଗଞ୍ଜାମଜିଲ୍ଲାର ୧୩ଗୋଟି ଚିକିତ୍ସାଳୟ ୭୭କୋଟି ଟଙ୍କାବ୍ୟୟରେ ହେବ ରୂପାନ୍ତରୀକରଣ । ୫-ଟି ଅନ୍ତର୍ଗତ ମୋ-ହସ୍ପିଟାଲ କାର୍ଯ୍ୟକାରୀ ଉପରେ ରାଜ୍ୟ ପ୍ରଶାସନ ଗୁରୁତ୍ୱାରୋପ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାର

ପୁରୀରେ ଜଣେ ରାଜସ୍ଥାନୀ ଭକ୍ତଙ୍କ ମୃତ୍ୟୁ

ପୁରୀ(ସମୃଦ୍ଧଓଡିଶା)ଆଜି ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣମା । କେବଳ ଓଡିଶା କାହିଁକି ଦେଶ ବିଦେଶରୁ ଭକ୍ତଙ୍କ ଭିଡ଼ ହୋଇଛି ପୁରୀ ଶ୍ରୀକ୍ଷେତ୍ରରେ। ଭକ୍ତଙ୍କ ଭିଡ଼ ଲାଗିରହିଛି । ଏହି ସ୍ନାନ

ବିଷାକ୍ତ ଫଳ ଯୋଗୁଁ ୫ ଛାତ୍ର ଅସୁସ୍ଥ

ଭଦ୍ରକ(ସମୃଦ୍ଧଓଡିଶା) ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇଥିବା ଖବର ମିଳିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। ସମସ୍ତ

ବ୍ରହ୍ମପୁର ସହରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ୮ ଶହରୁ ଉର୍ଦ୍ଧ ଯୁବପିଢିଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ଓ କର୍ମଶାଳା ବ୍ରହ୍ମପୁର ମେଡିକାଲ ପଡ଼ିଆରେ ଭାରତର ପ୍ରଖ୍ୟାତ

ଯକ୍ଷ୍ମା ପୀଡିତ ବୃଦ୍ଧ ଯନ୍ତ୍ରଣାରେ : ସ୍ୱାସ୍ଥ୍ୟ ବିଭାଗର ନିଘା ନାହିଁ

ଛତ୍ରପୁର(ସମୃଦ୍ଧ ଓଡିଶା)କେନ୍ଦ୍ର ଓ ରାଜ୍ୟ ସରକାର ଯକ୍ଷ୍ମାମୁକ୍ତ ଭାରତ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରକୃତ ପକ୍ଷେ ପ୍ରକୃତ ରୋଗୀଠାରେ ଅର୍ଥ ପହଞ୍ଚି ପାରୁନାହିଁ

ଇଲେକ୍ଟ୍ରୋନିକ୍ସ ସାଇନ୍ସର ପିଜି ରିସର୍ଚ୍ଚ କନକ୍ଲେଭ – ୨୦୨୩ ଅନୁଷ୍ଠିତ…

ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବୈଦ୍ୟୁତିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସ୍ନାତକୋତ୍ତର ବିଭାଗ ପକ୍ଷରୁ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ର ବାର୍ଷିକ ପିଜି ରିସର୍ଚ୍ଚ କନକ୍ଲେଭ କାର୍ଯ୍ୟକ୍ରମ

ବିଶ୍ୱ ମାଣ୍ଡିଆ ଦିବସର ପରିକଳ୍ପନା…

ଆସିକା : ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ମାଣ୍ଡିଆ ଦିବସକୁ ଆନ୍ତଃର୍ଜାତୀୟ ସ୍ଥରରେ ମାନ୍ୟତା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ବିଶ୍ୱ ମାଣ୍ଡିଆ ଦିବସ ଆସିକା ବିଜ୍ଞାନ

ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ ପକ୍ଷରୁ ବିଶ୍ଵ ନିକେତନ ଜରା ନିବାସରେ ମାତୃ ଦିବସ ପାଳନ …

ବ୍ରହମପୁର (ସମୃଦ୍ଧ ଓଡିଶା)ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ ଗଞ୍ଜାମ ଶାଖାପକ୍ଷରୁ ମହାନ୍ ସଙ୍ଘ ଦ୍ଵାରା ପରିଚାଳିତ ରାମଚନ୍ଦ୍ରପୁର ସ୍ଥିତ ବିଶ୍ଵ ନିକେତନ ଜରା ନିବାସରେ ଆଜି ମାତୃ ଦିବସ

ଚଳିତ ବର୍ଷ ଆର୍ଥିକ ଅନଗ୍ରସର୍ କନ୍ୟା ବିବାହ ସହ ବହୁ ଜନ ହିତକର କାର୍ଯ୍ୟ କରାଯିବ:ମହାନ୍ ସଙ୍ଘ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାନ୍ ସଙ୍ଘ (ଜାତୀୟ ସେବା, ସାଂସ୍କୃତିକ ଓ କ୍ରୀଡ଼ା ଅନୁଷ୍ଠାନ) ଦୀର୍ଘ ୩୮ ବର୍ଷ ଧରି ପଲ୍ଲି ରୁ ଦିଲ୍ଲୀ ପର୍ଯ୍ୟନ୍ତ

କରାତଳି ଗ୍ରାମରେ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଳକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର କରାତଳି ଗ୍ରାମର ଦିବ୍ୟ ଜୀବନ ସଂଘ ପରିସରରେ ଛତ୍ରପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଦିନିକିଆ ମାଗଣା ଚିକିତ୍ସା

ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉଦଘାଟିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଆର୍ବନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଶନିବାର ଉଦ୍‌ଘାଟିତ ହୋଇଥିବା ବେଳେ ଏହାକୁ ଛତ୍ରପୁର ବିଧାୟକ ସୁବାଷ

୬ ଗୋଟି ବେସରକାରୀ ଚିକିସ୍ଥାଳୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କଲେ ମହାନଗର ନିଗମ କମିଶନର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଶ୍ରୀ ଯେ. ସୋନାଲ, ଉପ-ଜିଲ୍ଲାପାଳ ଶ୍ରୀ କୁଳକର୍ଣ୍ଣି ଆଶୁତୋଷ ସି.ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ

ଶାନ୍ତିଆରେ ସ୍ୱେଚ୍ଛାକୃତ ରକ୍ତାଦାନ ଶିବିର : ୩୮ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ଶାନ୍ତିଆ ଗ୍ରାମ୍ୟ କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତାଦାନ ଶିବିର ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ବିଡିଓ ପୁନମ୍

ଅର୍ନବ ଚ୍ୟାରିଟେବୁଲ ଫାଉଣ୍ଡେସନ ଆନୁକୁଲ୍ୟରେ ବିଶାଳ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ : ମୋଟ ୮୫ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡ଼ିଶା) ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜଳେଶ୍ଵର ବଡ଼ବଜାର ସ୍ଥିତ ସତ୍ୟ ନାରାୟଣ ମନ୍ଦିର ପରିସରରେ ଅର୍ନବ ଚ୍ୟାରିଟେବୁଲ ଫାଉଣ୍ଡେସନ ଆନୁକୁଲ୍ୟରେ ବିଶାଳ ସ୍ଵେଚ୍ଛାକୃତ ରକ୍ତଦାନ

ସୁବର୍ଣ୍ଣରେଖା ବନ୍ୟା ପରେ ବଢୁଛି ଝାଡାବାନ୍ତି ଓ ଜ୍ୱର : କୋଭିଡ୍ ପରୀକ୍ଷା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖାର ବନ୍ୟାପରେ ବୁଡି ଯାଇଥିବା ଅଂଚଳରେ ଏବେ ବ୍ୟାପକ ଜ୍ୱର ଓ ଝାଡାବାନ୍ତି ବଢୁଥିବାର ଲକ୍ଷ୍ୟ କରାଯାଇଛି । ଅନ୍ୟପକ୍ଷରେ ଜ୍ୱରର ପ୍ରକୋପ ଦେଖା ଦେଇଥିବା

ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କୁ ବିଭିନ୍ନ ସ୍ତରରେ ଅଭିନନ୍ଦନ ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କୁ ବିଭିନ୍ନ ସ୍ତରରେ ଅଭିନନ୍ଦନ ପ୍ରଦାନ କରାଯାଇଛି ।

ରାଜପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଡେଙ୍ଗୁ ପାଇଁ ସଚେତନତା ବୈଠକ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅଧିନ ରାଜପୁର ପଞ୍ଚାୟତର ରାଜପୁର ଗ୍ରାମରେ ସମାଜସେବୀ ଗଣେଷ ଚନ୍ଦ୍ର ପାଲଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ପାତ୍ର ଡେଙ୍ଗୁରେ ଆକ୍ରାନ୍ତ ହୋଇ ବାଲେଶ୍ଵର ମୁଖ୍ୟ

ବାଇକକୁ ଧକ୍କା ଦେଲା ଟ୍ରକ : ଜଣେ ମୃତ ଦୁଇ ଆହତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡା ଛକ ଠାରେ ବାଇକକୁ ଧକ୍କା ଦେଲା ଟ୍ରକ, ଫଳରେ ଜଣେ ମୃତ ଦୁଇ ଆହତ ହୋଇଥିବା ଜଣାପଡିଛି । ମିଳିଥିବା

ଆରମ୍ଭ ହେଲା ନିରୀକ୍ଷଣ ଯୋଜନା : ଗର୍ଭବତୀ ମହିଳାଙ୍କୁ ମିଳିବ ମାଗଣା ଅଲଟ୍ରାସାଉଣ୍ଡ ସୁବିଧା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଛି ନିରୀକ୍ଷଣ ଯୋଜନା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲରେ ଏହି କାର୍ଯ୍ଯକ୍ରମର ଶୁଭାରମ୍ଭ

ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସ୍ଵେଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ଏବଂ ମେଡ୍ କ୍ୟୁର ହେଲଥ କେୟରଙ୍କ ମିଳିତ ଆନୁକୁଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର

ସାପ କାମୁଡାରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ସହାୟକ ଗୁରୁତର…

ବୁଗୁଡା (ସମୃଦ୍ଧ ଓଡିଶା) ଆଜି ସକାଳ ସମୟରେ ନିଜ ଜମିରେ ଘାସ ସଫା କରିବା ବେଳେ ବିଷଧର ସାପ କାମୁଡାରେ ବୁଗୁଡା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ସହାୟକ ଗୁରୁତର ।

ଶାଙ୍କୁଳେଇ ମନ୍ଦିର ପ୍ରାଙ୍ଗଣରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଳକ ଅନ୍ତର୍ଗତ ଅନ୍ତରପଡା ଗ୍ରାମପଞ୍ଚାୟତ ସ୍ଥିତ ମା”ଶାଙ୍କୁଳେଇ ମନ୍ଦିର କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବାରକୋଣା ଗାଁ ରାସ୍ତା କାଦୁଅ ପଚପଚ ଯୋଗୁଁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ : କାନ୍ଧରେ ବୁହା ହେଲା ରୋଗୀ, ପ୍ରଶାସନକୁ ଅଟକ ରଖିଲେ ଗାଁ ଲୋକେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ କେତେକ ଗାଁକୁ ଅଦ୍ୟାବଧି ସବୁଦିନିଆ ରାସ୍ତା ନ ଥିବାରୁ ଲୋକେ ବର୍ଷା ଦିନରେ ଯାତାୟାତ କରିବା କଷ୍ଟ ସାଧ୍ୟ ହେଉଛି

ଶିଖରପୁର କଂଗ୍ରେସ କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୬୪ ୟୁନିଟ ରକ୍ତ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ଵର ଠାରେ ଅନୁଷ୍ଠିତ ଦଳର ଜନ ସଂପର୍କ ସମାବେଶରେ ଯୋଗଦେବା ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ ଦଳ ପକ୍ଷରୁ ରକ୍ତଦାନ, ଅଙ୍ଗଦାନ, ସ୍ୱାସ୍ଥ୍ୟ ଶିବିର

ବାଣିଦା ସ୍କୁଲରେ ରକ୍ତଦାନ ଶିବିର : ୩୨ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ବାଣିଦା ଗାଁ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ରକ୍ତଦାତା ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି

ରକ୍ତଦାନରେ ବାଲେଶ୍ୱର ଜିଲାର ସର୍ବକାଳୀନ ରେକର୍ଡ : ଜିଲାରେ ୨ୟ ସ୍ଥାନ ଅଧିକାର କରିଥିବା ବୁଖାରୀବାବା ଅର୍ଡର ସପ୍ଲାୟରକୁ ଜଳେଶ୍ୱରରେ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ରକ୍ତର ଅଭାବ ମେଣ୍ଟାଇବା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଚଳିତବର୍ଷ ରେକର୍ଡ ସୃଷ୍ଟି କରିଛି । ଜଳେଶ୍ୱରର ବୁଖାରୀ ବାବା ଅର୍ଡର

ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ଦୂରାବସ୍ଥା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଗଣ ବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ

ଜଳେଶ୍ୱରରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା : ୧୪୩୯ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ

ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ କାର୍ଯ୍ୟରତ ସାମ୍ବାଦିକଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ସୋମବାର ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦେଇଛନ୍ତି ।

ରେଡକ୍ରସ ଦିବସରେ ‘ଡାଏବେଟିସ୍ ଓ କୋଭିଡ୍‌’ ଆଲୋଚନାଚକ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋର୍ଟପେଟା ଛକ ସ୍ଥିତ ଆର.କେ ଡାଏବେଟିକସ୍ ଓ ଏଣ୍ଡୋକ୍ରାଇନୋଲୋଜି ସେଣ୍ଟର ପକ୍ଷରୁ ବ୍ରହ୍ମପୁର ଟାଉନ ହଲ ପରିସରରେ ରବିବାର ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି