ହିଞ୍ଜିଳି ବ୍ଳକ-ଆଗାମୀ ୨୯ରେ ନିଯୁକ୍ତି ମେଳାରେ ଯୋଗଦେବାକୁ ବିଡ଼ିଓଙ୍କ ଆହ୍ୱାନ

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ଆଗାମୀ ୨୯ତାରିଖରେ ହିଞ୍ଜିଳି କାଟୁ ବ୍ଳକର ବେକାର ଯୁବକ ଯୁବତୀ ମାନେ ନିଜର ଯୋଗ୍ୟତା ପ୍ରମାଣ ପତ୍ର ଓ ଆଧାର କାର୍ଡ ଫୋଟୋ କପି ଧରି ନିଯୁକ୍ତି ମେଳାରେ ଯୋଗଦେବାକୁ ବିଡ଼ିଓ ଯୋଗଦେବାକୁ ଆହ୍ୱାନ କରିଛନ୍ତି I ଏହି ନିଯୁକ୍ତି ସୁଯୋଗକୁ ହାତଛଡା ନ କରି ବେକାର ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିବାକୁ ବିଡ଼ିଓ ଅନୁରୋଧ କରିଛନ୍ତି I

ରିପୋର୍ଟ : ରଜତ ପଟ୍ଟନାୟକ