ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗି ୬ଟି ବଗି ଜଳିଗଲା:Six coaches of Falaknuma Express caught fire

ବିଶାଖାପାଟଣା(ସମୃଦ୍ଧଓଡିଶା)ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବିଶାଖାପାଟଣାଠାରୁ ୬ ଶହ କିମି ଦୂର ସିକନ୍ଦରାବାଦକୁ ୪୫ କିମି ବାକିଥିଲା ପାଗଡିପାଲି-ବୋମାଇପାଲି ନିକଟରେ ଟ୍ରେନରେ ନିଆଁ ଲାଗିଯାଇଛି। ଟ୍ରେନରେ ନିଆଁ ଲାଗିବା ଯୋଗୁ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ତୁରନ୍ତ ଟ୍ରେନରୁ ଓହ୍ଲାଇ ପଡିଥିଲେ। ହେଲେ ଯାତ୍ରୀଙ୍କର ଆସବାବ ପତ୍ର ନିଆଁରେ ପୋଡ଼ିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ପ୍ରବଳ ଧୂଆଁ ବାହାରିବା ଯୋଗୁ ଅଗ୍ନିଶମ ବାହିନୀଙ୍କୁ ନିଆଁକୁ ଆୟତ୍ତ କରିବା ପାଇଁ ଅସୁବିଧା ସୃଷ୍ଟି ହେଉଛି।ଟ୍ରେନର S-4, S-5 ଓ S-6 ବଗିରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଟ୍ରେନଟି ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ବେଳେ  ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଭାରତୀୟ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନଜର ରଖିଛନ୍ତି। କିପିରି ନିଆଁ ଅନ୍ୟ ବଗିକୁ ନ ବ୍ୟାପିବ ସେନେଇ ଅନ୍ୟ ବଗି ଗୁଡ଼ିକୁ ଇଞ୍ଜିନରୁ ଅଲଗା କରାଯାଉଛି। ‘ଅତି ଅଗମ୍ୟ ଅଞ୍ଚଳରେ ଏହି ଟ୍ରେନରେ  ନିଆଁ ଲାଗିଥିବାରୁ ଯାତ୍ରୀମାନଙ୍କୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାରୁ ଅସୁବିଧା ସୃଷ୍ଟି ହୋଇଛି। ଜଙ୍ଗଲିଆ ରାସ୍ତାରେ ଏହି ଅଘଟଣ  ଘଟିଥିବାରୁ ଗାଡ଼ିମଟରର କୌଣସି ସୁବିଧା ନାହିଁ। ଏଥିପାଇଁ ଯାତ୍ରୀମାନେ୨/୩ କିମି ଚାଲିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଛନ୍ତି। ସେଠାରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ମୁଖ୍ୟ ରାସ୍ତାରେ ସରକାରଙ୍କ ପକ୍ଷରୁ ବସ୍ ଯୋଗାଇ ଦିଆଯାଇଛି। ଜଣେ ଯାତ୍ରୀ କହିଛନ୍ତି, ଅତି ଅଗମ୍ୟ ଅଞ୍ଚଳରେ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଗାଡ଼ିଟି ଅଟକି ଯିବା ସହ ସାଇରନ୍ ବାଜିଥିଲା। ଯାତ୍ରୀମାନେ ସାଇରନ ଶବ୍ଦ ଶୁଣି ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ।  ହେଲେ ଆମର ଜିନିଷପତ୍ର ସବୁ ପୋଡ଼ି ଯାଇଛି। ଏକ୍ସପ୍ରେସରେ ନିଆଁ ଲାଗିବା  ନେଇ ଦକ୍ଷିଣ-କେନ୍ଦ୍ର ରେଲୱେ ସିପିଆର୍‌ଓ ସିଏଚ୍‌ ରାକେଶ କହିଛନ୍ତି, ‘୩ଟି ବଗିରେ ନିଆଁ ଲାଗି ଯାଇଥିଲା।   ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଛି। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ କି ମୃତ ହୋଇନାହାନ୍ତି। ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆ ଯାଇଛି। ଘଟଣାସ୍ଥଳରେ ଦକ୍ଷିଣ କେନ୍ଦ୍ର ରେଲୱେ ଜିଏମ୍‌ ପହଞ୍ଚିଛନ୍ତି। ନିଆଁ କିଭଳି ଲାଗିଲା ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ ବୋଲି କହିଛନ୍ତି । 

Six coaches of the Falaknuma Express caught fire on Friday morning between the Pagidipalli and Bommaipalli villages in Yadadri Bhuvanagiri district of Telangana. Close to 300 passengers on board were safely evacuated by the rescue teams and were sent home in buses. Officials said they are still investigating the cause of the fire. Out of 18 coaches, 11 were detached and taken away safely. Officials from the Fire Control Room said that they received a distress call at 11.15 a.m., following which six fire tenders were rushed to the spot. “The first vehicle was from Bhongir fire station, then the others were sent from Alair, Yadagirigutta, Cherlapally, Ramannapet and Choutuppal. The cause of the fire is yet to be ascertained,” said officials.The Falaknuma Express (train number 12703) was to have reached the Secunderabad railway station by 9.15 a.m. after covering a 1,545 km journey from Howrah, but was running late when the incident happened. Alert railway personnel reportedly noticed smoke emitting and immediately pulled the chain to stop the train. The passengers on board S4, S5 and S6 were immediately deboarded safely before the fire and smoke engulfed the coaches, according to railway officials.Police said the Fire Department, Railway staffers and the Bhongir Rural police jumped to rescue and ensured the safety of the passengers. While the train was passing between  Pagidipalli and Bommaipalli villages here, the train staffers noticed the fire and raised an alarm, said Inspector of Bhongir Rural police, S. Sudheer Krishna. “As it was a slow, gradual fire, we were able to rush the passengers out safely,” said the official.Meanwhile, Telangana State DGP Anjani Kumar took to social media with an update. “All passengers are safely evacuated and shifted in buses after a fire broke out in the Falaknuma Express near Bhongir rural PS limits. Police, Fire Dept, and Railways are working in coordination. So far, no fatalities have been reported. Out of 18 coaches 11 are detached and taken away safely. 7 bogies caught fire, out of which fire is extinguished in 3 bogies as of now,” read his post. Meanwhile, SC Railway officials announced cancellation or diversion of some trains due to the track repair work at the site. Some Trains cancelled or diverted. Train No 17645 Secunderabad-Repalle and Train No 17064 Secunderabad-Manmad trains have been cancelled while Train No 17229 Thiruvananthapuram-Secunderabad has been partially cancelled between Ramannapet-Secunderabad. Train No 17646 Repalle-Secunderabad train too have been partially cancelled between Nadikudi-Secunderabad. Train No 17230 Secunderabad-Thiruvanthapuram express as well as Train No 12704 Secunderabad-Howrah will be diverted to run via Kazipet-Vijayawada on Friday. Train No 12805 Visakhapatnam-Lingampally and Train No 17231 Narsapur-Nagarsol express will be diverted via Vijayawada-Kazipet.

By M V RAMANA