ହାଇ ସ୍ପୀଡ଼ ଇଣ୍ଟେର୍ନେଟ ସୁବିଧା 4ଲଖ୍ୟ 83ହଜାର ପରିବାର କୁ ଯୋଗେଇଦିଆଯିବ

ଆମରାବତୀ- ଏଣିକି ଆନ୍ଧ୍ର ରାଜ୍ୟ ର ଘରେ ଘରେ ପହଂଚିବା ୱାଇଫାଇ ତଥା ଇଣ୍ଟେର୍ନେଟ ସୁବିଧା । ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଏହାକୁ ଶୁଭଦେଇଛନ୍ତି ଆନ୍ଧ୍ର ଫାଇବର ପ୍ରୋଜେକଟ ନାମ ରେ ନାମିତ ଏହି ଯୋଜନାରେ 4ଲଖ୍ୟ 75ହଜାର ପରିବାର ଉପକୃତ ହେବେ । ଟେଲିଫୋନ,ଟେଲିଭିଜନ ଓ ହାଇ ସ୍ପୀଡ଼ ଇଣ୍ଟେର୍ନେଟ ସୁବିଧା 4ଲଖ୍ୟ 83ହଜାର ସଂଯୋଗୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ସମୀକ୍ଷା କରିଛନ୍ତି ।